ମା’ଙ୍କୁ ଦୁଇ ନାବାଳକ ପୁଅ ହତ୍ୟା କରିବା ମାମଲା: କାରାମଙ୍ଗଳ ଅଧିକାରୀଙ୍କୁ ଦାୟୀ କଲେ ବିଶେଷଜ୍ଞ
ଭୁବନେଶ୍ୱର, ୨୧ା୯(ବ୍ୟୁରୋ): ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦାରେ ଦୁଇ ନାବାଳକ ପୁଅ ନିଜ ମା’ ବିନୋଦିନୀଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ଏବେ ବି ସମସ୍ତଙ୍କ ମନରେ ଗୋଟିଏ କଥା ଉଙ୍କି ମାରୁଛି। ଯେଉଁ ଦୁଇ ପିଲାଙ୍କ…
ବେଡ୍ରୁମ୍ରେ ପଶି ମାଡ଼ ମାରିଲା ପୋଲିସ
ପୁରୀ ଅଫିସ,୨୧ା୯:ପୁରୀ ପୋଲିସର ଦବଙ୍ଗଗିରିକୁ ନେଇ ଏବେ ସହରରେ ଚର୍ଚ୍ଚା। ଜଣେ ବ୍ୟକ୍ତିଙ୍କୁ ନେବା ପାଇଁ ପୋଲିସ ତାଙ୍କ ଘରକୁ ଯାଇଥିଲା। ମାତ୍ର ସମ୍ପୃକ୍ତ ବ୍ୟକ୍ତିଙ୍କ ବେଡ୍ରୁମ୍ରେ ପଶି ତାଙ୍କୁ ମାଡ଼ ମାରିବାର ଦୃଶ୍ୟ ଏବେ ଭାଇରାଲ ହୋଇଛି। ପୋଲିସର ଏଭଳି…
ନିଶାରେ କନ୍ଷ୍ଟେବଳକୁ ଗୁଳି ମାରିଲେ ଏଏସ୍ଆଇ
ପାଟନା, ୨୦।୯: ବିହାରର ସାରଣ ଜିଲାରେ ଏକ ବଡ଼ ଘଟଣା ଘଟିଯାଇଛି। ଯେଉଁଠାରେ ପେଟ୍ରୋଲିଂ ସମୟରେ ଜଣେ କନ୍ଷ୍ଟେବଳ ଓ ନିଶାସକ୍ତ ଅବସ୍ଥାରେ ଥିବା ଏଏସ୍ଆଇଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ମାମଲା ଏତେ ବଢ଼ିଗଲା ଯେ ଏଏସ୍ଆଇ ହରେନ୍ଦ୍ର କୁମାର…
ମହିଳା ହୋମଗାର୍ଡଙ୍କୁ ଆକ୍ରମଣ ମାମଲା: ସ୍ବାମୀଙ୍କ ସମେତ ୨ ଦେଡ଼ଶୁର ଗଲେ ଜେଲ୍
ଦିଗପହଣ୍ଡି,୨୦ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନାରେ କାର୍ଯ୍ୟରତ ମହିଳା ହୋମଗାର୍ଡ ନର୍ମଦା ପଣ୍ଡାଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲାରେ ରବିବାର ତାଙ୍କ ସ୍ବାମୀ ରାଧାଶ୍ୟାମ ନନ୍ଦ, ଦେଡ଼ଶୁର ଜଗଦୀଶ ନନ୍ଦ, ପୀତବାସ ନନ୍ଦଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। କେସ ନଂ.୨୦୩/୨୦ରେ…
ଅନ୍ଲାଇନ୍ରେ ମଦ ମଗାଇ ଠକାମିର ଶିକାର ହେଲେ ଡାକ୍ତର: ଦୁଇ ଆକାଉଣ୍ଟରୁ ଲୁଟିନେଲେ ଦେଢ଼ ଲକ୍ଷ ଟଙ୍କା
ଭୁବନେଶ୍ୱର,୨୦।୯ (ବ୍ୟୁରୋ): ଅନ୍ଲାଇନରେ ମଦ ମଗାଇ ଜଣେ ପ୍ରତିଷ୍ଠିତ ଡାକ୍ତର ଠକେଇର ଶିକାର ହୋଇଛନ୍ତି। ସାଇବର ଠକ ଦୁଇଟି ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଡାକ୍ତର ଜଣକ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା…
ଚୋରି କରିବାକୁ ଆସି ଏସି ରୁମ୍ରେ ମାଲିକ ପାଖରେ ଶୋଇ ପଡ଼ିଲା ଚୋର
ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରୁ ଏକ ମଜାଦାର ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଗୋଟିଏ ଚୋରର କାରନାମା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏବଂ ଏହା ସହିତ ହସ ମଧ୍ୟ ଲାଗିବ। ଗୋଦାବରୀ ଜିଲାର ଗୋକବାରମ ଜିଲାର ୨୧ ବର୍ଷୀୟ ସୁରୀ…
କରୋନା ଆକ୍ରାନ୍ତ ସମ୍ପର୍କୀୟଙ୍କୁ ଦେଖା କରିବାକୁ ମନା କରିବାରୁ ସ୍ତ୍ରୀକୁ ଗୁଳି ମାରିଲେ ସ୍ବାମୀ
ନୋଏଡା, ୧୯।୯: ନୋଏଡାରୁ ଚକିତ୍ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ସେକ୍ଟର ୧୧୬ରେ ରହୁଥିବା ଶ୍ୱେତା ଯାଦବ ନାମକ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ନାମରେ ଜୀବନରୁ ମାରିଦେବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ପୋଲିସ ନିକଟରେ ଶ୍ୱେତା ଅଭିଯୋଗ…
ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା ଅଭିଯୋଗ
ନୟାଗଡ଼ ଅଫିସ,୧୯ା୯: ନୟାଗଡ଼ ସଦର ଥାନା ବାଲୁଗାଁ ସଅର ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ କାଳିଆ ନାୟକ(୪୫)ଙ୍କ ଭାଇ ଏପରି ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ…
ସ୍ତ୍ରୀଙ୍କୁ ଫୋନ୍ କରି ସ୍ବାମୀ କହିଲେ ମୁଁ କରୋନା ପଜିଟିଭ୍, ଆଉ ବଞ୍ଚିବିନି; ତା’ ପରେ…
ମହାରାଷ୍ଟ୍ର,୧୯ା୯: ନାଭି ମୁମ୍ବାଇ ବଶୀର ଜଣେ ୨୮ ବର୍ଷୀୟ ବିବାହିତ ଯୁବକ ଗତ ଜୁଲାଇ ୨୪ ରାତିରେ ସ୍ତ୍ରୀଙ୍କୁ ଫୋନ୍ କରି କହିଲେ ‘ମୋର ରିପୋର୍ଟ କରୋନା ପଜିଟିଭ୍ ଆସିଛି, ମୁଁ ଆଉ ବଞ୍ଚିବିନି’। ସ୍ତ୍ରୀ କିଛି ବୁଝିବା ଆଗରୁ ସ୍ବାମୀଙ୍କ…
ବାଇକ୍ ଚୋର ର଼୍ୟାକେଟ ପଡ଼ିଲା ଧରା, ୧୬ ବାଇକ୍ ଜବତ; ୫ ଗିରଫ
ଜୟପୁର,୧୮ା୯(ଡି.ଏନ୍.ଏ.): କୋରାପୁଟ ଜିଲା ଜୟପୁର ଟାଉନ ଥାନା ପକ୍ଷରୁ ଏକ ବଡ଼ ବାଇକ ଚୋରି ର଼୍ୟାକେଟ ପର୍ଦ୍ଦାଫାଶ ହୋଇଛି। ଏହି ମାମଲାରେ ୫ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ୧୬ଟି ବାଇକ୍ ଜବତ କରାଯାଇଛି। ଏହି ବାଇକ୍ଗୁଡ଼ିକ ନବରଙ୍ଗପୁର ଜିଲା…
କଟକରେ ବ୍ରାଉନସୁଗାର ବିକୁଛନ୍ତି ୨ ଭାଇ
କଟକ ଅଫିସ,୧୮। ୯: ଦିନ ଦ୍ୱିପ୍ରହରରେ ଖୋଲା ବଜାରରେ ବେଧଡକ ଭାବେ ବିକ୍ରି ହେଉଛି ବ୍ରାଉନ୍ସୁଗାର। ଦୁଇ ଭାଇ ହିଁ ଏହି ବେଆଇନ ବେପାରର କର୍ଣ୍ଣଧାର। ଜଣେ ଭାଇ ବାଲେଶ୍ୱରର ଜଳେଶ୍ୱରରୁ ବ୍ରାଉନ୍ସୁଗାର ଆଣନ୍ତି। ପରେ ଦୁଇଜଣ ମିଶି କଟକରେ ଏହାକୁ…
ରାଜଧାନୀରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ: ଜଣେ ଗିରଫ
ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଭୁବନେଶ୍ୱର ଭରତପୁର ଅଞ୍ଚଳରୁ ଶୁକ୍ରବାର ଭୋର୍ରୁ ୯୩ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ପୋଲିସ କହିଛି। ପୋଲିସ ସୂଚନାନୁଯାୟୀ, ଆଜି ଭୋର୍ରୁ ଭରତପୁର ନିକଟରେ ଏକ ବୋଲେରୋରେ…
Archives


