ଆର୍ଏମ୍ସି କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଯାଜପୁର ଟାଉନ,୨୮ା୪(ଡି.ଏନ୍.ଏ.): ଯାଜପୁର ଆର୍ଏମ୍ସି କର୍ମଚାରୀ ଗୟାଧର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢ଼ାଉ ହୋଇଛି। ଯାଜପୁର ଥାନା ସନ୍ଥେଶ୍ବରପୁରଠାରେ ଗୟାଧର ସାହୁଙ୍କ ନିଜ ବାସଭବନ ଏବଂ…
ମାଲକାନଗିରିର ପୂର୍ବତନ ଏଏସ୍ଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ମାଲକାନଗିରି, ୨୮।୪(ଡି.ଏନ୍.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ କିଆଙ୍ଗ ଫାଣ୍ଡିର ପୂର୍ବତନ ଏଏସ୍ଆଇ ଜୟଦାସ ଖରାଙ୍କ ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟଦାସଙ୍କ ବିଭିନ୍ନ ସ୍ଥାନରେ ଥିବା ଘରେ ଭିଜିଲାନ୍ସ ଚଢ଼ାଉ…
ମୂକ, ବଧିର ବେଶରେ ବୁଲୁଛନ୍ତି ତାମିଲନାଡୁର ଚୋର
ଭୁବନେଶ୍ୱର,୨୮।୪(ବ୍ୟୁରୋ): ସାବଧାନ! ସହରରେ ମୂକ, ବଧିର ବେଶରେ ବୁଲୁଛନ୍ତି ତାମିଲନାଡୁର ଚୋର। ଦେଖାଉଛନ୍ତି ଦିବ୍ୟାଙ୍ଗ ପ୍ରମାଣପତ୍ର। ଭିକ୍ଷା ମାଗିବା ଆଳରେ ଘରକୁ ଘର, ହଷ୍ଟେଲ, ମେସ୍ ବୁଲି ଚୋରି କରୁଛନ୍ତି। ଏଭଳି ଏକ ଗ୍ୟାଙ୍ଗ୍କୁ କମିଶନରେଟ ସ୍ପେଶାଲ ସ୍କ୍ବାଡ୍ ଧରିଛି। ବୁଧବାର…
ଜେଲ୍ରୁ ମୁକୁଳିଲେ ଚିଲିକା ବିଧାୟକ
ଖୋର୍ଦ୍ଧା ଅଫିସ,୨୭।୪: ଜାମିନରେ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ୭ ଦିନିଆ ଅନ୍ତରୀଣ ଜାମିନରେ ବାଣପୁର ଉପକାରାଗାରରୁ ମୁକୁଳିଛନ୍ତି। ଗତ ଏପ୍ରିଲ ୨୨ ତାରିଖରେ ହାଇକୋର୍ଟରୁ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା। ତେବେ ସ୍ବାସ୍ଥ୍ୟଜନିତ ସମସ୍ୟା…
ବାପ-ପୁଅଙ୍କୁ ଗୁଳିମାଡ଼
ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଭୁବନେଶ୍ବର ଜାଆଁଳାରେ ଘଟିଛି ଗୁଳିକାଣ୍ଡ। ସୁନାଦୋକାନୀଙ୍କୁ ଲୁଟ୍ ଉଦ୍ଦେଶ୍ୟରେ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଏଥିରେ ବାପ-ପୁଅ ଗୁରୁତର ହୋଇଛନ୍ତି। ସୂଚନାନୁସାରେ, ଦକ୍ଷିଣମୁଣ୍ଡ ମୁହାଣର ଭଗବାନ ସୁବୁଦ୍ଧି ଏବଂ ପୁଅ ଲୋକନାଥ ସୁବୁଦ୍ଧି ଦୋକାନ ବନ୍ଦ କରି ଘରକୁ ଫେରୁଥିବା…
ଜିଆର୍ଏସ୍ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଆର୍ଏସ୍ଙ୍କ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଭୁବନେଶ୍ୱର କଳାରାହାଙ୍ଗ ପଞ୍ଚାୟତର ଜିଆରଏସ୍ ବାବୁଲି ଚରଣ ପଢ଼ିହାରୀଙ୍କ ଘରେ ଏହି ଚଢ଼ାଉ କରାଯାଇଛି। ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ରଘୁନାଥପୁର…
ଝାରସୁଗୁଡ଼ାରେ ଭାଜପା-ବିଜେଡି ମୁହାଁମୁହିଁ: ଉଭୟ ଗୋଷ୍ଠୀର ୫୦ରୁ ଊର୍ଦ୍ଧ୍ୱ ନେତୃବୃନ୍ଦ ଗିରଫ
ଝାରସୁଗୁଡା ଅଫିସ,୨୪।୪: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ରୋଷେୟା ଲଳିତ କୁମାର ସାହୁ(୨୨)ଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରବିବାର ଭାଜପା-ବିଜେଡି ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ପୋଲିସ ଉଭୟ ଗୋଷ୍ଠୀର ୫୦ରୁ ଊଦ୍ଧର୍ବ ନେତୃବୃନ୍ଦଙ୍କୁ ଗିରଫ କରିଛି । ଏହାପରେ…
ଏମ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟିନେଲେ
ଭୁବନେଶ୍ୱର,୨୪।୪(ବ୍ୟୁରୋ): ଭୁବନେଶ୍ୱର ଏମ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟ୍ ଅଭିଯୋଗ। ଜୁନିୟର ଆଡମିନ୍ଷ୍ଟ୍ରେଟିଭ୍ ଅଫିସର ପ୍ରବୀଣ କୁମାର ପାଠକକୁ ଆକ୍ରମଣ କରି ସୁନାଚେନ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏଥିରେ ସେ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଏମ୍ସ ନିକଟବର୍ତ୍ତୀ ସୁଆଙ୍ଗ ପଡ଼ିଆଠାରେ…
ଲାଞ୍ଚ ନେଇ ଧରାପଡ଼ିଥିଲେ ଜନସ୍ବାସ୍ଥ୍ୟ ଅଧିକାରୀ: ଡାକ୍ତରଖାନାରୁ ବାହାରି ଜେଲ ହାଜତକୁ ଗଲେ
ବରଗଡ଼ ଅଫିସ,୨୪।୪- ଖାଦ୍ୟ ନିରାପତ୍ତା ଲାଇସେନ୍ସ ପାଇଁ ଜଣେ ଆବେଦନକାରୀଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବରଗଡ଼ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଚୂଳବତୀ ସାହୁଙ୍କୁ ଶନିବାର ସମ୍ବଲପୁର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ…
ଖୋଲାରେ ବୟାନ ଦେଉଛନ୍ତି, ପୋଲିସ ପାଉନି
ଭୁବନେଶ୍ୱର, ୨୪।୪ (ବ୍ୟୁରୋ): ସାଇକେଲ ଚୋରି ସନ୍ଦେହରେ କମିଶନରେଟ ପୋଲିସ ଲୋକଙ୍କୁ ଥାନାକୁ ଟେକିନେଇ ମାଡ଼ ମାରୁଛି। କଥା ଆଦାୟ ପାଇଁ ଏମିତି ନିର୍ଯାତନା ଦେଉଛି ଯେ, ଶେଷରେ ଅଭିଯୁକ୍ତଙ୍କ ଜୀବନ ବି ଯାଉଛି। ହେଲେ ବଡ଼ବଡ଼ିଆଙ୍କୁ ଧରିବାକୁ ପୋଲିସ ସାହସ…
କାଳିଆପାଣି ଖଣି ଅଞ୍ଚଳରେ ବଢୁଛି ନୀଳପଥର ଚୋରାଚାଲାଣ
କାଳିଆପାଣି,୨୪ା୪(ଡି.ଏନ.ଏ.): ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳରେ କ୍ରୋମାଇଟ୍, ଆଇରନ ଓ ପାରାସନାଇଟ ନୀଳପଥର ଆଦି ରହିଥିବା ବେଳେ ୯୫ ପ୍ରତିଶତ କ୍ରୋମାଇଟ ରହିଛି। ତେବେ ଏହି ଧାତୁ ଉପରେ ସରକାରଙ୍କ ନଜର ପଡ଼ି ନ ଥିବା ବେଳେ ଚୋରା ମାଫିଆଙ୍କ…
ରାଜଧାନୀରେ ଚାଞ୍ଚଲ୍ୟ: ସ୍ତ୍ରୀ-ଶାଳୀଙ୍କୁ ମାରି ଘରେ ରଖିଥିଲେ ବ୍ୟକ୍ତି
ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଚାଞ୍ଚଲ୍ୟ। ହାଉସିଂବୋର୍ଡ ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ସ୍ତ୍ରୀ ଏବଂ ଶାଳିଙ୍କୁ ହତ୍ୟା କରିବା ପରେ ଦୁଇରୁ ତିନି ଦିନ ହେବ ଘରେ ରଖିଥିଲେ। ରବିବାର ଚନ୍ଦ୍ରଶେଖରପୁର ପୋଲିସ ଖବରପାଇ ମୃତଦେହକୁ ଜବତ କରିଛି। ଏଥିସହ…

