ଅପରାଧ

ପୁଣି ରିମାଣ୍ଡରେ ଗଲେ ପାୟଲ-ବିକାଶ

ଭୁବନେଶ୍ୱର,୮।୫(ବ୍ୟୁରୋ): ସିଭି ରମଣ ବିଶ୍ୱବିଦ୍ୟାଳୟର ୯୭ ଲକ୍ଷ ଟଙ୍କା ହଡପ ମାମଲାରେ ଗିରଫ ହୋଇଥିବା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ଏବଂ ପ୍ରେମିକ ବିକାଶ କୁମାର ପୁଣି ରିମାଣ୍ଡରେ ଯିବେ। ଏହି ପ୍ରେମୀ ଯୁଗଳଙ୍କୁ ତମାଣ୍ଡୋ ଥାନା ପୋଲିସ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ…

ଫଳ କିଣାକୁ ନେଇ ୨ ଗ୍ରାହକଙ୍କୁ ହାଣିଲେ ଦୋକାନୀ

ଯାଜପୁର ଟାଉନ,୭ା୫(ଡି.ଏନ.ଏ.): ଯାଜପୁର ଥାନା ଅନ୍ତର୍ଗତ ଖଣ୍ଡରା ଛକରେ ଶନିବାର ଜଣେ ଫଳ ଦୋକାନୀଙ୍କ ଆକ୍ରମଣରେ ପୌରାଞ୍ଚଳ ଅନ୍ତର୍ଗତ ବୈଦ୍ୟରାଜପୁରର କେବୁଲ ବ୍ୟବସାୟୀ ସଞ୍ଜିତ୍‌ କୁମାର ସାହୁ ଓ ତାଙ୍କର ଜଣେ ସହଯୋଗୀ ପ୍ରମୋଦ ପରିଡ଼ା ଗୁରୁତର ହୋଇଛନ୍ତି। ସଞ୍ଜିତ୍‌ଙ୍କ ବେକକୁ…

ଝରକା ଭାଙ୍ଗି ଲୁଟ୍‌ କଲେ; ଯିବା ବେଳେ ମୁଣ୍ଡିଆ ମାରିଲେ

ଭୁବନେଶ୍ୱର,୭।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଘରେ ପଶି ଡକାୟତି କରିବା ପରେ ମୁଣ୍ଡିଆ ମାରି ଚର୍ଚ୍ଚାରେ ଲୁଟେରା। ଧଉଳି ଥାନା ନୂଆଗାଁର ବଳରାମ ବିହାରରେ ଦୁଇ ଦିନ ତଳେ ଏକ ଡକାୟତି ହୋଇଥିଲା। ଝରକା ତାଡି ଘର ଭିତରକୁ ପଶିଥିଲେ ଲୁଟେରା। ପରେ…

୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର,୫ା୫(ବ୍ୟୁରୋ): ରାଜଧାନୀରୁ ୨୦୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ। ସାଲିଆସାହିର ଆଦିବାସୀ ସାହିରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏହି ବ୍ରାଉନସୁଗାର ଜବତ ହୋଇଛି। ତେବେ ଏହି କାରବାରରେ ସଂପୃକ୍ତ…

ଗିରଫ ହେଲେ ସୈତାନ ବାପା

ଟେନ୍‌ସା,୨ା୫(ଡି.ଏନ୍‌.ଏ.): ମଦନିଶାରେ ତିନି ୩ ନିଷ୍ପାପ ସନ୍ତାନଙ୍କୁ ହତ୍ୟା କରି ଜଙ୍ଗଲରେ ଲୁଚି ରହିଥିବା ସୈତାନ ବାପାଙ୍କୁ ଜଙ୍ଗଲ ଭିତରୁ ଗିରଫ କରିଛି କୋଇଡା ପୋଲିସ। ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ଡେଙ୍ଗୁଳା ପଞ୍ଚାୟତର କୁଲା ଗ୍ରାମର ମୁଣ୍ଡା ବସ୍ତିରେ…

ମଦ ନିଶାରେ ସ୍ତ୍ରୀଙ୍କ ସହ ବଚସା; ରାଗରେ କଅଁଳ ୩ ଛୁଆଙ୍କୁ କୂଅରେ ଫିଙ୍ଗି ହତ୍ୟା କଲେ ବାପା

ଟେନସା/ବଣାଇଁ,୧।୫(ଡି.ଏନ୍‌.ଏ./ସ୍ବ.ପ୍ର.): ମଦ ନିଶାରେ କଅଁଳ ୩ଶିଶୁକୁ କୂଅରେ ଫିଙ୍ଗି ହତ୍ୟା କରିଛି ବାପା। ଶନିବାର ରାତିରେ ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ କୁଲା ଗ୍ରାମରେ ଏପରି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି। ଖବର ପାଇ କୋଇଡା ପୋଲିସ ଘଟଣାସ୍ଥଳରେ…

ନର୍ସିଂହୋମ କାନ୍ଥରେ ଝୁଲୁଛି ନର୍ସଙ୍କ ମୃତଦେହ; ଦିନକ ପୂର୍ବରୁ ଚାକିରିରେ ଯୋଗ ଦେଇଥିଲେ

ଉନ୍ନାଓ,୧।୫: ଉତ୍ତରପ୍ରଦେଶର ଉନ୍ନାଓର ବଙ୍ଗରାମାଉ ଥାନା ଅଞ୍ଚଳରେ ଏକ ଘରୋଇ ନର୍ସିଂହୋମର କାନ୍ଥରେ ଜଣେ ନର୍ସଙ୍କ ମୃତଦେହ ଝୁଲୁଥିବା ଦେଖାଯାଇଛି। ଚାକିରିରେ ଯୋଗ ଦେବାର ଦିନକ ପରେ ଉକ୍ତ ନର୍ସଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ପରିବାରଲୋକେ ତାଙ୍କୁ ବଳାତ୍କାର…

ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ଫସାଉଥିଲେ,୪୫ ନାବାଳିକାଙ୍କୁ ବ୍ଲାକ୍‌ମେଲ୍‌ ପାଇଁ କରିଥିଲେ ଯୋଜନା

କଟକ ଅଫିସ, ୨୯ା୪: ନାବାଳିକାଙ୍କ ଅଶ୍ଳୀଳ ଫଟୋ ଏଡିଟିଂ କରି ସେମାନଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲେ। ଏହି ଅଭିଯୋଗରେ କଟକ ସାଇବର ଥାନା ପୋଲିସ ଜଣେ ଯୁବକଙ୍କୁ ଶୁକ୍ରବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କଟକ ନେମାଳ ଅଞ୍ଚଳର ୨୨ବର୍ଷୀୟ ବିଶ୍ୱଜିତ…

କାର୍ଯ୍ୟାନୁଷ୍ଠାନ: ଆଇଏଫ୍‌ଏସ୍‌ ଅଭୟ ପାଠକଙ୍କ ସମ୍ପତ୍ତି ଜବତ କଲା ଇଡି

ଭୁବନେଶ୍ୱର,୨୯।୪(ବ୍ୟୁରୋ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୂର୍ବତନ ଆଇଏଫ୍‌ଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ୨୯.୮୩ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଜବତ କରିଛି। ପ୍ରିଭେନସନ ଅଫ ମନି ଲଣ୍ଡ୍ରିଂ ଆକ୍ଟ(ପିଏମଏଲଏ) ଅନ୍ତର୍ଗତ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଇଡି ଏହି…

ନାବାଳିକାଙ୍କୁ ବଳାତ୍କାର ପରେ ନିର୍ମମ ଭାବେ ହତ୍ୟା: ୨ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କଲେ ପୋକ୍ସୋ କୋର୍ଟ

ଜୟପୁର,୨୯।୪: ଗତ ବର୍ଷ ଜଣେ ୧୫ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର ଏବଂ ନିର୍ମମ ଭାବେ ହତ୍ୟା ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି ରାଜସ୍ଥାନର ଏକ ପୋକ୍ସୋ କୋର୍ଟ। ୨୦୨୧ ଡିସେମ୍ବର ୨୩ରେ ଘଟିଥିବା ଏହି ଜଘନ୍ୟ କାଣ୍ଡ ଉପରେ…

ବନ୍ଧୁ ହେବ ତ ଏମିତି; ଚହଲ ଜିତନ୍ତୁ ବୋଲି କହି ଚର୍ଚ୍ଚାରେ କୁଲଦୀପ

ମୁମ୍ବାଇ,୨୯।୪: ଚଳିତ ବର୍ଷ ଟି-୨୦ କ୍ରିକେଟର ସବୁଠାରୁ ବଡ଼ ଟୁର୍ନାମେଣ୍ଟ ‘ଆଇସିସି ଟି୨୦ ବିଶ୍ୱକପ୍‌’ର ଆୟୋଜନ ହେବାକୁ ଯାଉଛି। ଏବେ ଆଇପିଏଲ୍‌ ଚାଲିଥିବାରୁ ସମସ୍ତ ଦେଶର ନଜର ନିଜ ନିଜ ଖେଳାଳିଙ୍କ ଉପରେ ରହିଛି। ଏହି କ୍ରମରେ ଭାରତୀୟ କ୍ରିକେଟ ଟିମ୍‌ରେ…

ଝିଅ ସାମ୍ନାରେ ବାପାଙ୍କୁ ହାଣିଲେ

ପଦ୍ମପୁର,୨୯ା୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆନ୍ଦଲା ପଞ୍ଚାୟତର ଜୋରଗଡ଼ିଆ ଗ୍ରାମର କରୁଣାକର ପ୍ରଧାନ(୫୦)ଙ୍କୁ ଗ୍ରାମର କିଛି ଦୁର୍ବୃତ୍ତ ସଙ୍ଗବଦ୍ଧ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସା ପାଇଁ କଟକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କରୁଣାକରଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?