ଖବରଦାତାଙ୍କ ଗୋଡ଼ରେ ବେଡ଼ି: ବଦଳିଲେ ନୀଳଗିରି ଥାନା ଆଇଆଇସି
ବାଲେଶ୍ୱର ଅଫିସ,୮।୪: ବାଲେଶ୍ୱର ଜିଲା ନୀଳଗିରିର ଖବରଦାତା ଲୋକନାଥ ଦଳେଇଙ୍କୁ ବେଡ଼ି ପକାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନୀଳଗିରି ଥାନା ଆଇଆଇସି ଦ୍ରୋପଦୀ ଦାସଙ୍କ ସହ ମାମଲାର ତଦନ୍ତ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ବଦଳି କରାଯାଇଛି। ତଦନ୍ତ ସରିବା ପର୍ଯ୍ୟନ୍ତ…
ଦୁଇ ଭାଇଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ
ଭୁବନେଶ୍ୱର,୮।୪ (ବ୍ୟୁରୋ): ଚାଷୀଙ୍କୁ କୃଷି ଉପକରଣ ବିକ୍ରି କରିଥିବା ଦର୍ଶାଇ ୬.୮୧ କୋଟି ସବ୍ସିଡି ଟଙ୍କା ହଡ଼ପ ମାମଲାରେ ସମ୍ପୃକ୍ତ ୨ ଭାଇଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ସେମାନେ ହେଲେ ଏମ୍/ଏସ୍ ଶୀତଲ ଏଗ୍ରୋ ଇନ୍ପୁଟ୍ସ…
ଆଉ ରିମାଣ୍ଡ ନୁହେଁ, ୧୧ରେ ଶୁଣାଣି
ଚାନ୍ଦବାଲି,୭ା୪(ଡି.ଏନ୍.ଏ.): ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନୁ ଭୋଇଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ୩ଦିନିଆ ରିମାଣ୍ଡରେ ଗତ ୩ ତାରିଖରେ ନେଇଥିଲେ। ଗୁରୁବାର ଚାନ୍ଦବାଲି ଜେଏମ୍ଏଫ୍ସିଙ୍କ କୋର୍ଟରେ ହାଜର କରାଯିବା…
ଚିପ୍ ଫେରାଇବାକୁ ୧୦ ହଜାର ମାଗିଥିଲେ ମାନସ, କରିଥିଲେ ବ୍ଲାକ୍ମେଲ
ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ, ୭ା୪: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆସିଥିବା ମୁଖ୍ୟ ଅଭିଯୁକ୍ତ ତଥା ସମ୍ପୂର୍ଣ୍ଣ ନ୍ୟୁଜ୍ ଓ୍ବେବ୍ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇଙ୍କଠାରୁ ନୂଆ ତଥ୍ୟ ପାଇଛି…
୪ ଭାଇଙ୍କୁ ହତ୍ୟା ଘଟଣା: ୩ ଅଭିଯୁକ୍ତଙ୍କୁ ଦୁଇଦିନିଆ ରିମାଣ୍ଡ ଅନୁମତି
ହିଞ୍ଜିଳିକାଟୁ,୬ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତ୍ତଳ ଛକରେ କମେଣ୍ଟ ମରା ଘଟଣାକୁ କେନ୍ଦ୍ର କରି ବଚସା ଓ ପରେ ଯୋଜନାବଦ୍ଧ ଭାବେ ୪ଭାଇଙ୍କୁ ଜଘନ୍ୟ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ଜଡ଼ିତ ୫ ଅଭିଯୁକ୍ତଙ୍କୁ ପୋଲିସ ଗତ ୨୯ରେ ଗିରଫ…
୮ ବର୍ଷର ଶିଶୁକନ୍ୟାକୁ ବଳାତ୍କାର: ଅଭିଯୁକ୍ତ ଗିରଫ
ବଡ଼ବିଲ,୬ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ଜଣେ ୮ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରିବା ଘଟଣାରେ ଅଟକ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ଭଦ୍ରାସାହି ପଞ୍ଚାୟତର ସୁନିଆ ଓରଫ ଟିରୁ ଚାମ୍ପିଆ। ସୂଚନାଯୋଗ୍ୟ, ରବିବାର…
କାଠ ଫାଳିଆରେ ପିଟି ପିଟି କରାଯାଇଥିଲା ହତ୍ୟା
ଭୁବନେଶ୍ୱର,୫।୪(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମାନସଙ୍କୁ ବାଉଁଶ ଏବଂ କାଠ ଫାଳିଆରେ ପିଟି ପିଟି ହତ୍ୟା କରାଯାଇଥିଲା। ହତ୍ୟାରେ ବ୍ୟବହୃତ ୪ଟି ବାଉଁଶ ଓ କାଠ ଫାଳିଆ ମୁଖ୍ୟ ଅଭିଯୁକ୍ତ…
ପୁଣି ରିମାଣ୍ଡରେ ଯିବେ ଶର୍ମିଷ୍ଠା, ଝୁନା
ଭୁବନେଶ୍ୱର,୩ା୪(ବ୍ୟୁରୋ): କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ୩ଦିନିଆ ରିମାଣ୍ଡ ଅନୁମତି ମିଳିଛି। ଚାନ୍ଦବାଲି ଜେଏମ୍ଏଫ୍ସି କୋର୍ଟ ଏହି ଅନୁମତି ପ୍ରଦାନ କରିଛନ୍ତି। ୫ ଦିନିଆ ରିମାଣ୍ଡ ନେଇ ଆବେଦନ କରାଯାଇଥିବା ବେଳେ ୩ଦିନିଆ ରିମାଣ୍ଡ ନେଇ କୋର୍ଟ ଅନୁମତି…
ଫିଲ୍ମ ଷ୍ଟାଇଲ୍ରେ ଲୁଟିନେଲ ଏଲ୍ଇଡି ବୋଝେଇ ଟ୍ରକ୍
ଖୋର୍ଦ୍ଧା ଅଫିସ,୩ା୪: ଫିଲ୍ମ ଷ୍ଟାଇଲରେ ଦୁର୍ବୃତ୍ତ ଲୁଟି ନେଇଛନ୍ତି ଏଲ୍ଇଡି ଟିଭି ବୋଝେଇ ଟ୍ରକ୍। ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥରେ ଏଲ୍ଇଡି ଟିଭି ବୋଝେଇ ଟ୍ରକ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଛାନ୍ଭିନ୍ ଆରମ୍ଭ କରିଛି ପୋଲିସ ।…
କ୍ରାଇମବ୍ରାଞ୍ଚକୁ ମିଳିଲା ଶର୍ମିଷ୍ଠାଙ୍କ ଫୋନ୍, ବାହାରିବ ଆଉ କିଛି ସତ
ଭୁବନେଶ୍ୱର,୨ା୪(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ଘଟଣାରେ ଆଉ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ଶନିବାର ରିମାଣ୍ଡର ପଞ୍ଚମ ଦିନରେ ଅଭିଯୁକ୍ତ ତଥା ପୂର୍ବତନ ଓଆଇଏସ୍ ଅଫିସର ନିରଞ୍ଜନ ସେଠୀ କିଛି ନୂଆ ତଥ୍ୟ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି।…
ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ
ଝାରସୁଗୁଡା ଅଫିସ,୨।୪: ଛତିଶଗଡ଼ ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅଞ୍ଚଳରେ ଘଟିଥିବା ଡବଲ ମର୍ଡର ମାମଲାରେ ରାୟ ଶନିବାର ପ୍ରକାଶ ପାଇଛି। ରାୟଗଡ ଅତିରିକ୍ତ ଜିଲା ଦୌରାଜଜ କଳ୍ପନା ଦାଶ ଏବଂ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡ ମାମଲାର ବିଚାର କରି…
ଶିକ୍ଷକଙ୍କୁ ହତ୍ୟା କରି ବିଲରେ ଫିଙ୍ଗିଦେଲେ, ଗୁରୁତର ଅବସ୍ଥାରେ ସ୍ତ୍ରୀ ଉଦ୍ଧାର
ସିମୁଳିଆ,୨ା୪(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଅଞ୍ଚଳର ଆନନ୍ଦ ବିହାରୀ ପତ୍ରୀ(୬୪)ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ରକ୍ତାକ୍ତ ମୃତଦେହ ଶନିବାର ସକାଳେ ସ୍ଥାନୀୟ ବିଲରୁ ଉଦ୍ଧାର ହୋଇଛି। ଗୁରୁତର ଅବସ୍ଥାରେ ସ୍ବର୍ଗତଃ…
Archives


