ସହପାଠୀ, ସିନିୟରଙ୍କ ଆକ୍ରମଣରେ ଯୁକ୍ତ ଦୁଇ ଛାତ୍ର ଗୁରୁତର
ଆନନ୍ଦପୁର,୨୧ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ଆଞ୍ଚଳିକ ମହାବିଦ୍ୟାଳୟରେ ସାମାନ୍ୟ କଥାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟଣାରେ ଜଣେ ଯୁକ୍ତ ୨ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର…
ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଯନ୍ତ୍ରୀ
ଗଜପତି,୨୧ା୧୨(ଡି.ଏନ୍.ଏ.): ଲାଞ୍ଚ ନେବାବେଳେ ଧରା ପଡ଼ିଛନ୍ତି ଜଣେ ଲାଞ୍ଚୁଆ ଅଧିକାରୀ। ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ସାହୁ। ଠିକା କାର୍ଯ୍ୟର ବିଲ୍ କରାଇବା ପାଇଁ ଠିକାଦାରଙ୍କଠାରୁ ୩୦ ହଜାର ଟଙ୍କା…
କଣ୍ଟାବାଞ୍ଚି ସବ୍ଜେଲ୍ ଓ୍ବାର୍ଡର ଅକ୍ଷୟ ମହାନ୍ତି ନିଲମ୍ବିତ
ବଲାଙ୍ଗୀର ଅଫିସ,୨୦।୧୨: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି। ଏହାପରେ ଜେଲ୍ ଡିଆଇଜି ଅନୁସୟା ଜେନା ମଙ୍ଗଳବାର କଣ୍ଟାବାଞ୍ଜି ସବ୍ଜେଲରେ ପହଞ୍ଚି ଛାନଭିନ ଆରମ୍ଭ…
ବାରଙ୍ଗ ଥାନା ଏଏସ୍ଆଇଙ୍କ ଆତ୍ମହତ୍ୟା ! କାରଣ ଅସ୍ପଷ୍ଟ
ବାରଙ୍ଗ,୧୮।୧୨(ଡି.ଏନ୍.ଏ.): ଆତ୍ମହତ୍ୟା କରିଛନ୍ତି ବାରଙ୍ଗ ଥାନା ଏଏସ୍ଆଇ ଅଶୋକ ପ୍ରଧାନ। ଗତକାଲି ବିଳମ୍ବିତ ରାତିରେ ତାଙ୍କ ନିଜ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଆତ୍ମହତ୍ୟାର ପକୃତ କାରଣ ଜଣାପଡି ନ ଥିବାବେଳେ ପାରିବାରିକ କଳହ ଯୋଗୁ ଏହି ଘଟଣା ଘଟିଥାଇପାରେ…
୨ ମାସ ହେବ ମା’ପୁଅଙ୍କ ପତ୍ତା ମିଳୁନି, ଖୋଜାଖୋଜି କରି ଭାଙ୍ଗି ପଡିଛନ୍ତି ସ୍ବାମୀ
ଭୁବନେଶ୍ୱର, ୧୭।୧୨(ବ୍ୟୁରୋ): ଭୁବନେଶ୍ୱରର ଲିଙ୍ଗରାଜ ଥାନା ଅନ୍ତର୍ଗତ ବଢ଼େଇବାଙ୍କ ଅଞ୍ଚଳରେ ରହୁଥିବା ମା’ ପ୍ରିୟା ନାୟକ (୨୭) ଓ ତାଙ୍କ ୫ବର୍ଷର ପୁଅ ନିଖୋଜ ହେବା ଘଟଣାକୁ ୨ ମାସରୁ ଊର୍ଦ୍ଧ୍ୱ ବିତିଲାଣି। ହେଲେ ଏଯାଏ ତାଙ୍କର କୌଣସି ଖୋଜ ଖବର…
ବିଦ୍ୟୁତ୍ ତାର ଲାଗି ମାଈ ହାତୀର ମୃତ୍ୟୁ ଘଟଣା: ବନ୍ଧା ହେଲେ ୨ ଚାଷୀ
ଦେବଗଡ଼/ରିଆମାଳ,୧୮।୧୨(ଡି.ଏନ୍.ଏ.): ଦେବଗଡ଼ ଜିଲା ରିଆମାଳ ଫରେଷ୍ଟ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଚଢେଇମରା ପଞ୍ଚାୟତ ଅନ୍ତର୍ଗତ ଖିଲୋବେର୍ଣ୍ଣି ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଈ ହାତୀର ମୃତ୍ୟୁ ଘଟିଥିଲା। ଏଥିରେ ବନବିଭାଗ କାର୍ଯ୍ୟାନୁଷ୍ଠାନ ସ୍ବରୂପ ୨ ଜଣ ଜମି ମାଲିକ…
ଢେଙ୍କାନାଳରୁ ଜାଲ ନୋଟ୍ ଜବତ ଘଟଣା: ଦୁଇ ମାଷ୍ଟର ମାଇଣ୍ଡଙ୍କୁ ଦେବଗଡ଼ରୁ ବାନ୍ଧିଲା ପୋଲିସ
ଦେବଗଡ଼,୧୮।୧୨(ଡି.ଏନ୍.ଏ.): ଢେଙ୍କାନାଳରୁ ଜାଲ ନୋଟ ଜବତ ଘଟଣାରେ ଦେବଗଡ଼ରୁ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ଦେବଗଡ ବରପାଳି ସାହିର ବିଶ୍ୱନାଥ ଆଚାର୍ଯ୍ୟ(କାଳିଆ) ଏବଂ ଗୁରୁସାହିରେ ରହୁଥିବା ତ୍ରିନାଥ ଦାଶ। ଅଭିଯୁକ୍ତଙ୍କ ପାଖରୁ ଜାଲ ନୋଟ ତିଆରିରେ…
ଅର୍ଚ୍ଚନା ନାଗ ମାମଲା: ଇଡିରେ ହାଜର ହେଲେ ଦୁଇ ସୁନା ବ୍ୟବସାୟୀ
ଭୁବନେଶ୍ୱର,୧୭ା୧୨(ବ୍ୟୁରୋ): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଦୁଇ ପ୍ରତିଷ୍ଠିତ ସୁନା ବ୍ୟବସାୟୀଙ୍କୁ ଶନିବାର ପଚରାଉଚରା କରିଛି ଇଡି। ଅର୍ଚ୍ଚନା ଏବଂ ତାଙ୍କ ସ୍ବାମୀ ଜଗବନ୍ଧୁ କେବେ କେତେ ସୁନା କିଣିଥିଲେ ସେସବୁର ତଥ୍ୟ ଦାଖଲ କରିଛନ୍ତି ଦୁଇ ସୁନା ବ୍ୟବସାୟୀ।…
୩୮ ବର୍ଷର ପୁଅଙ୍କୁ ବିଷ ଦେଇ ନିଜେ ବିଷ ପିଇଲେ ମା’
ଗଞ୍ଜାମ,୧୬।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ବୋରିଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିିଛି l ଏଠାରେ ଜଣେ ମା’ ନିଜ ପୁଅଙ୍କୁ ବିଷ ଦେଇ ନିଜେ ବିଷ ପିଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର…
୧୧ ଗ୍ରାମ ବ୍ରାଉନସୁଗାର ଜବତ: ୨ ଗିରଫ
ଭଦ୍ରକ ଅଫିସ,୧୬ା୧୨: ଭଦ୍ରକ ସହରର ଜାତୀୟ ରାଜପଥ ଗେଲପୁର ନିକଟରେ ଗୁରୁବାର ରାତିରେ ଗ୍ରାମାଞ୍ଚଳ ପୋଲିସ ୧୧ ଗ୍ରାମ୍ ବ୍ରାଉନସୁଗାର ଜବତ ସହ ୨ ଜଣ ଯୁବକଙ୍କୁ ଗିରଫ କରିଛି। ଏମ୍ଭି ଚେକିଂ ବେଳେ ଏକ ବାଇକ୍ରେ କଟକର ୨ ଜଣ…
ଲକର ଚାବି ନ ଦେବାରୁ ସୁନା ଦୋକାନୀଙ୍କୁ ଆକ୍ରମଣ
ଆସିକା, ୧୬ା୧୨ (ଡି.ଏନ.ଏ): ଆସିକା ଏନ୍ଏସି ଅର୍ନ୍ତଗତ ବଜାରସାହିରେ ଥିବା ମହାଲକ୍ଷ୍ମୀ ଜୁଏଲର୍ସର ମାଲିକ ପ୍ରଭାକର ପାତ୍ର ଓ ତାଙ୍କ ଝିଅଙ୍କୁ ଗୁରୁବାର ରାତି ପ୍ରାୟ ୮ଟା ସମୟରେ ୪ଜଣ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆସିକା ସରକାରୀ…
ଘରେ ଶ୍ୱଶୁରଙ୍କୁ ତାଲା ପକାଇ ବୋହୂ ନିଖୋଜ ଘଟଣା: ନାବାଳକଙ୍କୁ ନେଇ ଫେରାର ଥିବା ଅଭିଯୋଗ
ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ରାଜଧାନୀରେ ଶ୍ୱଶୁରଙ୍କୁ ବାହାର ପଟୁ ତାଲା ପକାଇ ଘରୁ ୧୦ ଲକ୍ଷ ଟଙ୍କାର ସୁନାଗହଣା ସହ ଦେଢ଼ ଲକ୍ଷ ଟଙ୍କା ନେଇ ବୋହୁ ଚମ୍ପଟ ମାରିବା ଘଟଣା ଭିନ୍ନ ମୋଡ଼ ନେଇଛି। ସ୍ତ୍ରୀ ନିଖୋଜ ହୋଇଥିବା ନେଇ ସ୍ବାମୀ ଏୟାରପୋର୍ଟ…
Archives


