ଅପରାଧ

ଶୋ’ରୁମ୍‌ ସଟର ତାଡ଼ି ୮ ଲକ୍ଷ ଚୋରି କଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୪ା୨: ବ୍ରହ୍ମପୁର ସହରରେ କିଛି ଦିନର ନୀରବତା ପରେ ପୁଣିଥରେ ଚୋରି ଭଳି ଘଟଣା ସାମ୍ନାକୁ ଲାଗିଛି। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡ଼ାସିଙ୍ଗିରେ ଥିବା ବାଜାଜ୍‌…

5 years ago

ବହୁ ଚର୍ଚ୍ଚିତ ଗଣବଳାତ୍କାର ମାମଲା: ଦୀର୍ଘ ୨୨ ବର୍ଷ ପରେ ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ

କଟକ ଅଫିସ,୨୨।୨: ବହୁଚର୍ଚ୍ଚିତ ଗଣବଳାତ୍କାର ମାମଲାରେ ଆଜି ଧରା ପଡ଼ିଛନ୍ତି ମୁଖ୍ୟ ଅଭିଯୁକ୍ତ। ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ଧରିବାରେ ପୋଲିସକୁ…

5 years ago

ଡକାୟତି ଯୋଜନା ବେଳେ ୪ ଧରାପଡ଼ିଲେ

ଖୋର୍ଦ୍ଧା ଅଫିସ,୨୨।୨: ଦୁଇଦିନ ତଳେ ଖୋର୍ଦ୍ଧା ସବ୍‌ଜେଲରୁ ଜାମିନରେ ଆସି ୪ ଅଭିଯୁକ୍ତ ଧଉଳିମୁହଁ ରେଲୱେ କ୍ରସିଂ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ହାତରେ…

5 years ago

ହୋଟେଲରୁ ୧୭୪ ଗ୍ରାମ୍‌ ବ୍ରାଉନସୁଗାର ଜବତ: ୨ ଗିରଫ

ଆଠଗଡ଼,୨୨।୨(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ଥାନା ଅଧୀନ ରାଧାପତିପୁରସ୍ଥିତ ପାରିଜାତ ହୋଟେଲରୁ ରବିବାର ୧୭୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଛି। ଏସ୍‌ଟିଏଫ୍‌ (ସ୍ବତନ୍ତ୍ର ଟାସ୍କ ଫୋର୍ସ)ଟିମ୍‌ ପକ୍ଷରୁ…

5 years ago

ପ୍ରେମିକାଙ୍କ ସହ କୁକୁରକୁ ହତ୍ୟା କଲେ ଡାକ୍ତର, କ୍ଲିନିକ୍‌ ପରିସରରେ ଗାତ କରି ପୋତିଦେଲେ

ଭୋପାଳ,୨୧।୨: ମଧ୍ୟପ୍ରଦେଶରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଜଣେ ଡାକ୍ତର ଅବୈଧ ସମ୍ପର୍କକୁ ଲୁଚାଇବା ପାଇଁ ପ୍ରେମିକାଙ୍କୁ ହତ୍ୟା କରି ପୋତି ପକାଇଥିଲେ। ତେବେ ପୋଲିସ…

5 years ago

ଜଲେଶପଟ୍ଟା ଆଶ୍ରମ ସ୍ବାମିଜୀଙ୍କୁ ହତ୍ୟା ଧମକ

ଫୁଲବାଣୀ ଅଫିସ/ତୁମୁଡ଼ିବନ୍ଧ,୨୧।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଜଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ମୁଖ୍ୟ ସ୍ବାମିଜୀଙ୍କୁ ଏକ ଅଜଣା ଫୋନ ନମ୍ବରରୁ ଶନିବାର ହତ୍ୟା ଧମକ ମିଳିଛି। ସ୍ବାମୀ…

5 years ago

ମାଜିଷ୍ଟ୍ରେଟଙ୍କ ଜାଲ୍‌ ଦସ୍ତଖତରେ ଅଭିଯୁକ୍ତଙ୍କୁ ବେଲ୍‌: ଏଏସ୍‌ଆଇ ଗିରଫ

ବୁଗୁଡ଼ା,୨୦।୨(ଡି.ଏନ୍‌.ଏ.): ମାଜିଷ୍ଟ୍ରେଟଙ୍କ ଜାଲ ଦସ୍ତଖତ କରି ଅଭିଯୁକ୍ତଙ୍କୁ ବେଲରେ ଛାଡ଼ିବା ଘଟଣାରେ ବୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟର ପୋଲିସ ଏଏସ୍‌ଆଇ ସୂର୍ଯ୍ୟ ନାରାୟଣ ବେହେରାଙ୍କୁ ଗିରଫ କରିଛି ।…

5 years ago

ଚୋରି ସୁନା ବିକି ସ୍କୁଟି କିଣିଥିଲେ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଖଣ୍ଡଗିରି ଥାନା ଅଞ୍ଚଳରେ ରହୁଥିବା ନିବେଦିତା ରାୟଙ୍କ ଘରୁ ୧୦ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି କରି ଗିରଫ ହୋଇଛନ୍ତି ଜଣେ…

5 years ago

ଅଟୋରୁ ଯାତ୍ରୀଙ୍କଠାରୁ ବ୍ୟାଗ୍‌ ଝାମ୍ପି ନେଇଥିଲେ ଲୁଟେରା, ଏବେ ପୋଲିସ ପଞ୍ଝାରେ

କୋରାପୁଟ,୧୭।୨(ସ୍ବ.ପ୍ର.): କୋରାପୁଟ ଟାଉନ ପୋଲିସ ଦ୍ୱାରା ଜଣେ ଲୁଟେରାଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ଠାରୁ କିଛି ସୁନାଗହଣା ଏବଂ ନଗଦ ଟଙ୍କା ଜବତ କରାଯାଇଥିବା ଟାଉନ…

5 years ago

ମଦଭାଟିରେ ଚାଲିଥିଲା ବ୍ରାଉନ୍‌ସୁଗାର ବେପାର: ମହିଳାଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧୭।୨(ବ୍ୟୁରୋ): ମଞ୍ଚେଶ୍ୱର ପଳାଶୁଣିରେ ଥିବା ମଦଭାଟିରେ ଅବକାରୀ ବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ଏଠାରୁ ୧୮୫ ଗ୍ରାମ ବ୍ରାଉନ୍‌ସୁଗାର ସହ ୧୧ହଜାର ଟଙ୍କା ଜବତ ହୋଇଛି।…

5 years ago