କରୋନା ଭାଇରସ୍‌

ନିତ୍ୟାଙ୍କ କରୋନା ସଚେତନତା ବାର୍ତ୍ତା: ମନ ଜିଣୁଛି କୁନି ଅଭିନେତ୍ରୀଙ୍କ ପରାମର୍ଶ

ବମ୍ବେ: ମହାମାରୀ କରୋନା ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିବା ଆଜିକାଲି ସମୟରେ ବଡ଼ ଚ୍ୟାଲେଞ୍ଜ। ଏହାକୁ ନେଇ ଲୋକଙ୍କୁ କରାଯାଉଛି ସଚେତନ। ହେଲେ ସୋସିଆଲ ମିଡିଆରେ ଏପରି ଏକ ବାର୍ତ୍ତା ଘୂରି ବୁଲୁଛି, ଯାହାକୁ ଦେଖିଲେ ଆପଣ ଘଡ଼ିଏ...

କରୋନା ସକାଶେ ଆଜି ସବୁ ପୌରାଞ୍ଚଳ ଓ୍ବାର୍ଡରେ ବୈଠକ

ଭୁବନେଶ୍ୱର,୨୧ା୩(ବ୍ୟୁରୋ): ସହରାଞ୍ଚଳ ଲୋକଙ୍କୁ କରୋନା ସଂକ୍ରାନ୍ତରେ ସଚେତନ କରିବା ପାଇଁ ଶନିବାର ସବୁ ପୌରାଞ୍ଚଳର ପ୍ରତ୍ୟେକ ଓ୍ବାର୍ଡରେ ବୈଠକ ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତରେ ରାଜ୍ୟ ସରକାର ସମସ୍ତ ମହାନଗର ନିଗମ ଏବଂ ପୌରସଂସ୍ଥାଗୁଡିକୁ ଶୁକ୍ରବାର ଚିଠି ଲେଖିଛନ୍ତି। ଏ...

କରୋନାକୁ ନାହିଁ ଡର: ୧୦୦ ବର୍ଷ ବୟସ୍କ ଭାରତୀୟ ଫିଲ୍ମ ନିର୍ମାତା କଲେ ବିବାହ

ଲଣ୍ଡନ,୨୧।୩: ସାରା ଦୁନିଆ କରୋନା ଆତଙ୍କରେ ଆତଙ୍କିତ ହୋଇପଡ଼ିଛି। ତେବେ ଏହାକୁ ୧୦୦ ବର୍ଷ ବୟସ୍କ ଭାରତୀୟ ଫିଲ୍ମ ନିର୍ମାତା ପାଓ୍ବ।ର ଅବାସ୍‌ ନ ଡରି ୭୦ ବର୍ଷ ବୟସ୍କା ପ୍ରେମିକା ଜୁର୍‌ ଜହିର୍‌ଙ୍କୁ ଲଣ୍ଡନର ଏକ କୋର୍ଟରେ ବିବାହ...

ଭ୍ରମରେ ରୁହନ୍ତୁନି ଯୁବବର୍ଗ; ବୟସ୍କଙ୍କ ଭଳି ସେମାନଙ୍କ ଉପରେ ବି କରୋନା ସଙ୍କଟ: ଡବ୍ଲ୍ୟୁଏଚ୍‌ଓ

ଓ୍ବାଶିଂଟନ, ୨୧।୩: ବୟସ୍କଙ୍କ ଭଳି ଯୁବବର୍ଗଙ୍କ କ୍ଷେତ୍ରରେ ବି କରୋନା ସଂକ୍ରମଣ ଆଶଙ୍କା ରହିଛି। ତେଣୁ ଯୁବବର୍ଗ ଭ୍ରମରେ ନ ରହି ଆବଶ୍ୟକ ସଚେତନତା ଏବଂ ପରିଷ୍କର ପରିଚ୍ଛନ୍ନତାକୁ ଗୁରୁତ୍ୱଦେବାର ଆକଶ୍ୟକତା ରହିଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ...

ଉତ୍ତରପ୍ରଦେଶରେ ୧୫ କରୋନା ରୋଗୀ

ଲକ୍ଷ୍ନୌ,୧୭।୨: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌କୁ ନେଇ ଲଗାତର ସ୍ବାସ୍ଥ୍ୟବିଭାଗ ବୁଲେଟିନ୍‌ ଜାରି କରୁଛି। ମଙ୍ଗଳବାର ଉତ୍ତରପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ନୋଏଡାରେ ୨ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମିତଙ୍କ ସଂଖ୍ୟା ୧୫ରେ ପହଞ୍ଚିଥିବା ନେଇ ସରକାରଙ୍କ...

କରୋନା ଭୟ: ଆଇସୋଲେଶନରେ ଦିଲ୍ଲୀପ କୁମାର

ମୁମ୍ବାଇ,୧୭।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିଥିବା ବେଳେ ଭାରତରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି ବଲିଉଡ୍‌ର ଭେଟେରାନ ଅଭିନେତା ଦିଲ୍ଲୀପ କୁମାରଙ୍କୁ ଆଇସୋଲେଶନରେ ରଖାଯାଇଥିବା ଜଣାପଡିଛି। ଅଭିନେତା ନିଜେ...

ଅଷ୍ଟ୍ରେଲିଆ ଗବେଷକଙ୍କ ମତ: ଦୁଇଟି ଔଷଧ କୋଭିଡ-୧୯କୁ ଆରୋଗ୍ୟ କରିପାରେ

ମେଲବୋର୍ନ,୧୭।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତ ମଧ୍ୟ ଏଥିରେ ସାମିଲ ହୋଇଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ବା କୋଭିଡ-୧୯ର ଚିକିତ୍ସା ପାଇଁ ଗବେଷକମାନେ ଦିନରାତି...

ଗଞ୍ଜାମର ୫୦୩ ପଞ୍ଚାୟତ କାର୍ଯ୍ୟାଳୟରେ ମିଳିବ ମାସ୍କ: ମୂଲ୍ୟ ୨୫ ଟଙ୍କା

ଛତ୍ରପୁର,୧୭।୩,(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ଜିଲାରେ ମାସ୍କର ସମ୍ପୂର୍ଣ୍ଣ ଅଭାବ ଦେଖାଦେଇଛି। ଫଳରେ ଲୋକଙ୍କ ଚିନ୍ତା ଆହୁରି ବଢ଼ିଯାଇଛି। କେତେକ ସ୍ଥାନରେ କଳାବଜାର ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଅପରପକ୍ଷରେ ବୁଧବାରଠାରୁ ଗଞ୍ଜାମ ଜିଲାର ସମସ୍ତ ୫୦୩ ପଞ୍ଚାୟତ କାର୍ଯ୍ୟାଳୟରେ...

କରୋନା ଆତଙ୍କ: ମଟନ, ଚିକେନ ମାର୍କେଟ ବନ୍ଦ

ଛତ୍ରପୁର,୧୭।୩,(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ ଥିବା ସମସ୍ତ ମଟନ ଓ ଚିକେନ ଦୋକାନରେ ମଙ୍ଗଳବାର ତାଲା ଝୁଲୁଥିବା ଦେଖିବାକୁ ମିଳିଛି। କରୋନା ଭୟାବହତା ନେଇ ଜିଲାପାଳଙ୍କ ପକ୍ଷରୁ ସୋମବାର ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଅଣସ୍ବୀକୃତିପ୍ରାପ୍ତ ସ୍ଥାନରେ ମାଛ...

କରୋନା ଆତଙ୍କ: ଗଞ୍ଜାମର ବିଭିନ୍ନ ବଜାର ବନ୍ଦ

ଗଞ୍ଜାମ,୧୭।୩(ଡି.ଏନ୍‌.ଏ.): ସାରା ବିଶ୍ୱରେ କରୋନା ଆତଙ୍କ ଖେଳିଯାଇଛି। ଏହାକୁ ନେଇ ସରକାରଙ୍କ ତତ୍ପରତା ବୃଦ୍ଧି ପାଉଛି। ଗଞ୍ଜାମ ଜିଲାପାଳଙ୍କ ୧୪୪ ଧାରା ଜାରି କରିବା ପରେ ତହସିଲ ଓ ଏନ୍‌ଏସି ପ୍ରଶାସନ ପକ୍ଷରୁ ସହରର ଦୋକାନ ବଜାର ବନ୍ଦ କରି...

ଦେଶକୁ ମାଡ଼ି ଆସୁଛି ଆର୍ଥିକ ସୁନାମୀ: ରାହୁଲ

ନୂଆଦିଲ୍ଲୀ,୧୭।୩: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଦେଶକୁ ଆର୍ଥିକ ସୁନାମୀ ମାଡି ଆସୁଛି। ଦେଶରେ ଏବେ କରୋନା ଭାଇରସ କାୟା ବିସ୍ତାର କରୁଥିବା ବେଳେ ଭବିଷ୍ୟତରେ ଭାରତର ଅର୍ଥ ବ୍ୟବସ୍ଥା ଆହୁରି ବିଗିଡି ଯିବ ବୋଲି ସେ...

କରୋନା ସତର୍କତା:ଏପ୍ରିଲ ୧୫ ପର୍ଯ୍ୟନ୍ତ କଟକଣା ବୃଦ୍ଧି

ଭୁବନେଶ୍ୱର, ୧୭।୩(ବ୍ୟୁରୋ): କରୋନା ସଂକ୍ରମଣକୁ ନେଇ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାର ଏପ୍ରିଲ ୧୫ ପର୍ଯ୍ୟନ୍ତ କଟକଣା ସମୟ ବୃଦ୍ଧି କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏଥିସହ ରାଜ୍ୟ ସରକାରଙ୍କୁ...

Advertisement
Archives

Model This Week

Why Dharitri