କରୋନା ଭାଇରସ୍‌

ଆସିଲା ନଓ୍ବାଜୁଦ୍ଦିନଙ୍କ କରୋନା ଟେଷ୍ଟ ରିପୋର୍ଟ

ଲକ୍ଷ୍ନୌ,୧୮।୫: ବଲିଉଡ୍‌ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର। ନିକଟରେ ୧୪ ଦିନଆ ହୋମ କ୍ୱାରାଣ୍ଟାଇନରେ ଥିବା ଏହି ଅଭିନେତାଙ୍କ କରୋନା ଟେଷ୍ଟ ରିପୋର୍ଟ ୪ ଦିନ ଭିତରେ ଆସି ଯାଇଛି ଓ ଏହା ନେଗେଟିଭ ରହିଛି।…

କନ୍ଧମାଳକୁ ଡେଇଁଲା କରୋନା: ୨ ପଜିଟିଭ୍‌ ଚିହ୍ନଟ

କନ୍ଧମାଳ,୧୮ା୫(ଡି.ଏନ୍‌.ଏ.): ରାଜ୍ୟରେ ସୋମବାର ପୁଣି ୪୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କନ୍ଧମାଳ ଜିଲାରେ ୨ ଆକ୍ରାନ୍ତ ରହିଥିବା ବେଳେ କନ୍ଧମାଳ ନୂଆ କରୋନା ଆକ୍ରାନ୍ତ ଜିଲା ଭାବେ ଚିହ୍ନଟ ହୋଇଛି। ଏହାକୁ ମିଶାଇ ମୋଟ୍‌ ୨୩ ଜିଲାକୁ କରୋନା…

ଚାଇନାକୁ ପୁଣି ଥରେ କରୋନା ଫେରିଲେ ସ୍ଥିତି ହେବ ଭୟାବହ

ବେଜିଂ,୧୮।୫: ପୃଥିବୀରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ସେହିପରି କରୋନା ସଂକ୍ରମଣକୁ ରୋକିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ମଧ୍ୟ ଜାରି ହୋଇଛି। କରୋନାର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାକୁ ଯଦି ପୁଣିଥରେ କରୋନା ଫେରେ ତେବେ ପରିସ୍ଥିତି ଭୟାବହ…

ରେକର୍ଡ କଲା ଭାରତ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫,୨୪୨ କରୋନା ପଜିଟିଭ

ନୂଆଦିଲ୍ଲୀ,୧୮।୫: ଗୋଟିଏ ଦିନରେ ଦେଶରେ ଯେଉଁ ପରିମାଣରେ କରୋନା ପଜିଟିଭ ଚିହ୍ନଟ କରାଯାଇଛି ଏହା ଏପର୍ଯ୍ୟନ୍ତ ଚିହ୍ନଟର ରେକର୍ଡକୁ ଭାଙ୍ଗି ଦେଇିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫,୨୪୨…

ଆଭ୍ୟନ୍ତରୀଣ ଅଙ୍ଗ ନଷ୍ଟ କରିପାରେ କରୋନା

ବେଜିଂ,୧୮ା୫(ପି.ଟି.): କରୋନା ଆକ୍ରାନ୍ତ ରୋଗୀଙ୍କର ବିଭିନ୍ନ ଆଭ୍ୟନ୍ତରୀଣ ଅଙ୍ଗ କ୍ଷତିଗ୍ରସ୍ତ ହୋଇପାରେ ବୋଲି ଚାଇନା ସ୍ବାସ୍ଥ୍ୟସେବା କର୍ତ୍ତୃପକ୍ଷ ସତର୍କ କରାଇବା ସହ ରୋଗୀମାନଙ୍କ ସ୍ବାସ୍ଥ୍ୟବୀମା ସୀମାକୁ ବଢ଼ାଇଛନ୍ତି। କୋଭିଡ୍‌-୧୯ରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ପାଇଁ ଚାଇନାର ଜାତୀୟ ସ୍ବାସ୍ଥ୍ୟ ଆୟୋଗ (ଏନ୍‌ଏଚ୍‌ସି)…

CORONAVIRUS UPDATE: ରାଜ୍ୟରେ ପୁଣି ୪୮ କରୋନା ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮୭୬

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ରାଜ୍ୟରେ ସୋମବାର ପୁଣି ନୂଆ ୪୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ୨୨ଟି ଜିଲାରେ…

ଦିଲ୍ଲୀରୁ ଫେରିଗଲେଣି ୬୦% ଦେହଜୀବୀ

ନୂଆଦିଲ୍ଲୀ,୧୮ା୫(ପି.ଟି.): ଲକ୍‌ଡାଉନ ଯୋଗୁ ଜୀବିକା ହରାଇ ଦିଲ୍ଲୀର ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ଯୌନକର୍ମୀ ସେମାନଙ୍କ ରାଜ୍ୟକୁ ଫେରିଗଲେଣି। କରୋନା ସଂକ୍ରମଣ ଭୟରେ ଗ୍ରାହକ ଆସୁ ନ ଥିବାରୁ ଦେହଜୀବୀଙ୍କ ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଥିବା ଏକ ଫୋରମ୍‌ ପକ୍ଷରୁ କୁହାଯାଇଛି। ଦିଲ୍ଲୀରେ…

‘ଭୁଆଁ ବୁଲାଉଛି କେନ୍ଦ୍ର’

ନୂଆଦିଲ୍ଲୀ,୧୮ା୫(ପି.ଟି.): କରୋନା ଜନିତ ଲକ୍‌ଡାଉନ ଯୋଗୁ ଦୁର୍ବଳ ହୋଇପଡ଼ିଥିବା ଦେଶର ଅର୍ଥନୀତିକୁ ବଳ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଲକ୍ଷ କୋଟି ଟଙ୍କାର ଆର୍ଥତ୍କ ପ୍ୟାକେଜ୍‌ ଘୋଷଣା କରିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କ୍ରମାଗତ ୫ ଦିନ ଧରି…

ଲକ୍‌ଡାଉନ୍‌ ୪କୁ ନେଇ କେନ୍ଦ୍ରର ଚେତାବନୀ : ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୮ା୫(ଆଇଏଏନ୍‌ଏସ୍‌): କରୋନା ଭୂତାଣୁ ସଂକ୍ରମଣ ଆୟତ୍ତରେ ନାହିଁ। ତେଣୁ କେନ୍ଦ୍ର ସରକାର ରବିବାର ତାଲାବନ୍ଦ ଅବଧିକୁ ବୃଦ୍ଧି କରିଛନ୍ତି। ଲକ୍‌ଡାଉନ୍‌ ୪ ମେ ୩୧ ପର୍ଯ୍ୟନ୍ତ ଚାଲିବ। ଏହି ପର୍ଯ୍ୟାୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡ୍‌ଲାଇନ୍‌କୁ ଅମାନ୍ୟ କଲେ ସମ୍ପୃକ୍ତ…

ଜିଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ: ବାଲିପୁଟ ପଞ୍ଚାୟତ ୩୬ ଘଣ୍ଟା ଶଟ୍‌ଡାଉନ

ପୁରୀ ଅଫିସ,୧୮ା୫: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ଜିଲାପାଳ କ୍ଷମତାକୁ ପୁରୀ ଜିଲାର ପ୍ରଥମ ସରପଞ୍ଚ ଭାବେ ସଦର ବ୍ଲକ ବାଲିପୁଟର ମଧୁଛନ୍ଦା ଫାରାକ୍‌ ପ୍ରୟୋଗ କରିଛନ୍ତି। ବାଲିପୁଟ ପଞ୍ଚାୟତକୁ କରୋନାମୁକ୍ତ ରଖିବା ଲାଗି ସେ ରବିବାର ପଞ୍ଚାୟତକୁ ଶଟ୍‌ଡାଉନ୍‌ କରିଥିବା ବେଳେ…

ପ୍ରବାସୀ ଜାଣିପାରିବେ ନିଜ ଅଞ୍ଚଳର କ୍ୱାରାଣ୍ଟାଇନ ସେଣ୍ଟର ସମ୍ପର୍କିତ ତଥ୍ୟ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): କରୋନାର ସଠିକ୍‌ ତଥ୍ୟ ଓ ପରିଚାଳନା ପାଇଁ ଓଡିଶା ସ୍ପେଶ ଆପ୍ଲିକେସନସ୍‌ ସେଣ୍ଟର ତରଫରୁ ଏକ ଭୌଗୋଳିକ ତଥ୍ୟ ବ୍ୟବସ୍ଥା ଜିଆଇଏସ୍‌ ପ୍ରସ୍ତୁତ କରିଛି। ଏହାଦ୍ୱାରା ବିଦେଶୀ ପ୍ରବାସୀ ଭଉଣୀ, ଭାଇମାନେ ରାଜ୍ୟର ପ୍ରତ୍ୟେକ ଜିଲାର ବ୍ଲକ, ଗ୍ରାମ ପଞ୍ଚାୟତ…

କ୍ବାରାଣ୍ଟାଇନ୍‌ରେ କୁମ୍ଭାରପଡ଼ା ଥାନାର ୩୦ କର୍ମଚାରୀ

ପୁରୀ ଅଫିସ,୧୮ା୫: କ୍ବାରାଣ୍ଟାଇନରେ ରହିଲେ କୁମ୍ଭାରପଡ଼ା ଥାନାର ସମସ୍ତ କର୍ମଚାରୀ। ଜଣେ କରୋନା ଆକ୍ରାନ୍ତ ଗିରଫ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ଏହି ଥାନାର ଆଇଆଇସିଙ୍କ ସମେତ ପ୍ରାୟ ୩୦ କର୍ମଚାରୀଙ୍କୁ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ସରକାରୀ କ୍ବାରାଣ୍ଟାଇନ ସେଣ୍ଟରରେ ରହିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?