କରୋନା ଭାଇରସ୍‌

ଶଟ୍‌ଡାଉନ୍‌ରେ ଗଞ୍ଜାମ ପୋଲିସର କଡ଼ାକଡ଼ି ଯାଞ୍ଚ

ଗଞ୍ଜାମ, ୧୬।୭(ଡି.ଏନ୍‌.ଏ.): ରାଜ୍ୟରେ କରୋନା ଆକ୍ରାନ୍ତ ହୁ ହୁ ହୋଇ ବଢି ଚାଲିଥିବା ବେଳେ ଗଞ୍ଜାମ ଜିଲାରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ୧୬ରୁ…

ଭଦ୍ରକ ଜିଲାରୁ ପୁଣି ୭ କରୋନା ଆକ୍ରାନ୍ତ ଚିହ୍ନଟ

ଭଦ୍ରକ ଅଫିସ,୧୬।୭: ଭଦ୍ରକ ଜିଲାରେ ଗୁରୁବାର ପୁଣି ୭ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟଙ୍କ ମଧ୍ୟରୁ ୬ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରର ହୋଇଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଏନେଇ ଭଦ୍ରକ ଜିଲାପାଳ ଟୁଇଟ କରି ସୂଚନା…

ରାଜ୍ୟରେ କରୋନା ନେଲା ଆଉ ୨ଜୀବନ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜ୍ୟରେ କରୋନା ଜନିତ ଆଉ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଗଞ୍ଜାମ ଜିଲାର। ଏହାକୁ ମିଶାଇ ଗଞ୍ଜାମ ଜିଲାରେ ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚିଛି। ଗଞ୍ଜାମର ୨ ମୃତକ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ…

CORONAVIRUS UPDATE: ରାଜ୍ୟରେ ୧୫ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଦିନକୁ ଦିନ ଚିନ୍ତା ବଢ଼ାଉଛି କରୋନା। ରାଜ୍ୟରେ ଗୁରୁବାର ପୁଣି ୪୯୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ହଜାରକୁ ଟପିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୨୨କ୍ୱାରାଣ୍ଟାଇନ୍‌ ସେଣ୍ଟରର ହୋଇଥିବା…

ସହାୟତା ପାଇଁ ହାଇକୋର୍ଟରେ ମାମଲା: ବର୍ଷେ ଯାଏ ଆଇନଜୀବୀଙ୍କୁ ମିଳୁ ମାସିକ ୨୫ ହଜାର

କଟକ ଅଫିସ,୧୬ା୭: କରୋନା ଯୋଗୁ ଗତ ମାର୍ଚ୍ଚ ୨୨ତାରିଖ ପରଠୁ କୋର୍ଟଗୁଡ଼ିକର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଫଳରେ ଆଇନ୍‌ଜୀବୀମାନେ ରୋଜଗାର ହରାଇଛନ୍ତି। ଏଣୁ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଆଇନ୍‌ଜୀବୀଙ୍କୁ ମାସିକ ୨୫ ହଜାର ଟଙ୍କା ଲେଖାଏ ସହାୟତା ରାଶି…

‘କରୋନା ସହ ଆସିଛି ସୂଚନା ମହାମାରୀ’

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ଆମେ ସମସ୍ତେ ଏକ ବୈଶ୍ୱିକ ସଙ୍କଟ ମଧ୍ୟଦେଇ ଗତି କରୁଛୁ। ବର୍ତ୍ତମାନ କରୋନା ମହାମାରୀ ସହ ତାଳଦେଇ ସୂଚନା ମହାମାରୀ (ଇନ୍‌ଫୋଡେମିକ) ମଧ୍ୟ ଦେଖାଦେଇଛି। ଗଣମାଧ୍ୟମ କେତେକ କ୍ଷେତ୍ରରେ ଅନିୟନ୍ତ୍ରିତ ହୋଇପଡ଼ିଛି, ଯାହା ଏହାର ଛବିକୁ ପ୍ରଭାବିତ କରିବା ସହିତ…

କୋଭିଡ୍‌-୧୯ରୁ ସୁସ୍ଥ ହେଲେ ମୋର୍ତ୍ତାଜା

ଢାକା,୧୬।୭(ପି.ଟି.): ବାଂଲାଦେଶ ପୂର୍ବତନ ଅଧିନାୟକ ମଶ୍ରାଫି ମୋର୍ତ୍ତାଜା କରୋନା ଭାଇରସ୍‌ ସଂକ୍ରମଣରୁ ମୁକ୍ତ ହୋଇଛନ୍ତି। ଜୁନ୍‌ ୨୦ ତାରିଖରୁ ସେ ଘରେ ରହି ଚିକିତ୍ସିତ ହୋଇ ଆସୁଥିଲେ। କୋଭିଡ୍‌-୧୯ ପରୀକ୍ଷରେ ନେଗେଟିଭ୍‌ ବୋଲି ମୋର୍ତ୍ତାଜା ମଙ୍ଗଳବାର ନିଜ ଫେସ୍‌ବୁକ୍‌ ପେଜ୍‌ରେ ଉଲ୍ଲେଖ…

ଆଇସୋଲେଶନ ଓ୍ବାର୍ଡରେ ନାବାଳିକାକୁ ବଳାତ୍କାର

ପାଟନା, ୧୫।୭- ମହାମାରୀ କରୋନା ଭାଇରସ୍‌ ଭାରତରେ ଗମ୍ଭୀର ରୂପ ଧାରଣ କରିଛି। ଦେଶରେ ଦୈନିକ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏଭଳି ଏକ ସଙ୍କଟଜନକ ସମୟରେ ବିହାରର ସର୍ବବୃହତ ସରକାରୀ…

ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ

ଚଣ୍ଡିଗଡ଼,୧୫।୭: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ବୁଧବାର ଏନେଇ ଖୋଦ ଅମରିନ୍ଦର ସିଂହ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହ ସୁରକ୍ଷା ଦୃଷ୍ଟିରୁ ମନ୍ତ୍ରୀମଣ୍ଡଳର ନିଜ ସହଯୋଗୀଙ୍କୁ ଅମରିନ୍ଦର କୋଭିଡ-୧୯ ଯାଞ୍ଚ କରାଇବାକୁ ପରାମର୍ଶ…

ଆଇଆଇଟି ଦିଲ୍ଲୀର ନୂଆ ଆବିଷ୍କାର: ମାତ୍ର ୬୫୦ ଟଙ୍କାରେ ହେବ କରୋନା ଯାଞ୍ଚ

ନୂଆଦିଲ୍ଲୀ,୧୫।୭: ଆଇଆଇଟି ଦିଲ୍ଲୀ ପକ୍ଷରୁ କରୋନା ଯାଞ୍ଚ ପାଇଁ ଏକ ନୂଆ କିଟ୍‌ର ଆବିଷ୍କାର କରାଯାଇଛି। ଏହି କିଟ୍‌ ଉନ୍ନତ ଧରଣର ହୋଇଥିବା ବେଳେ କରୋନା ଯାଞ୍ଚର ସଠିକ୍‌ ଫଳାଫଳ ମାତ୍ର ୩ଘଣ୍ଟାରେ ଉପଲବ୍ଧ ହୋଇପାରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା…

କରୋନା ଆଗରେ ହାର ମାନିଛି ମାନବିକତା: ୭ଘଣ୍ଟା ଧରି ଘର ବାହାରେ ପଡ଼ିରହିଲା ମୃତଦେହ

କୋଲକାତା,୧୫।୭: ଦେଶରେ କରୋନା ସଙ୍କଟ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେବେ କରୋନାକୁ ନେଇ କେଉଁଠି ଲୋକ ସଚେତନ ନ ଥିବା…

CORONAVIRUS UPDATE: ରାଜ୍ୟରେ ଆଜି ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୬୧୨ ଆକ୍ରାନ୍ତ; ମୋଟ ଆରୋଗ୍ୟ ସଂଖ୍ୟା ୧୦,୦୦୦ ଟପିଲା

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ବୁଧବାର ରେକର୍ଡ ସଂଖ୍ୟକ ୬୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୧୦,୦୦୦ ଡେଇଁଛି। ଏବେ ମୋଟ ୧୦,୪୭୬ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଲେଣି। ଏନେଇ ଅପରାହ୍ନରେ ସ୍ବାସ୍ଥ୍ୟ ଓ ପରିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri