ଖୋର୍ଦ୍ଧାରେ ଆଜି ୭୯ କରୋନା ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁ ବ୍ଲକରୁ କେତେ
ଖୋର୍ଦ୍ଧା ଅଫିସ,୨୪ା୭: ଖୋର୍ଦ୍ଧା ଜିଲାରେ ଉଦ୍ବେଗଜନକ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗଞ୍ଜାମ ଜିଲା ପରେ ଅଧିକ ସଂକ୍ରମିତ ଜିଲା ହେଉଛି ଖୋର୍ଦ୍ଧା। ଶୁକ୍ରବାର ଏହି ଜିଲାରେ ବିଏମ୍ସିକୁ ବାଦ୍ ଦେଇ ୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପୌରାଞ୍ଚଳରୁ…
କରୋନାରେ ସଂକ୍ରମିତ ହେବାକୁ ଆୟୋଜିତ ହେଉଛି ପାର୍ଟି
କରୋନା ସଂକ୍ରମଣ ଯୋଗୁ ଏବେ ସମଗ୍ର ବିଶ୍ୱ ଚିନ୍ତାରେ। ତେବେ କରୋନା ଦ୍ୱାରା ଆମେରିକା ସବୁଠାରୁ ଅଧିକ କ୍ଷତି ସହିଛି। ଏଠାରେ କରୋନା ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ସବୁଠାରୁ ଅଧିକ। ତେବେ ଯୁବକମାନେ ସବୁବେଳେ ବିପଦକୁ ସାମ୍ନା କରିବାକୁ…
ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା: ଖାଲି ଗଞ୍ଜାମରୁ ୩
ଭୁବନେଶ୍ୱର,୨୪।୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୬ଜଣଙ୍କ ମୁଣ୍ଡ ନେଇଛି କରୋନା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ୩ଜଣ ଗଞ୍ଜାମ ଜିଲାର ଥିବା ବେଳେ ଜଣେ ଗଜପତି, ଜଣେ ରାୟଗଡ଼ା, ଜଣେ ଭଦ୍ରକ ଜିଲାର ଥିବା ରାଜ୍ୟ ସ୍ବାସ୍ଥ୍ୟ…
କରୋନାରେ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ପିପିଇ କିଟ୍ ପିନ୍ଧି ମୁଖାଗ୍ନି ଦେଲେ ପତ୍ନୀ
ଜବଲପୁର,୨୪।୭: ଦେଶରେ ମହାମାରୀ କରୋନା ଯୋଗୁ ବିଭିନ୍ନ କ୍ଷେତ୍ରରେ ପ୍ରଭାବ ପଡ଼ିଛି। ଏପରିକି ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହେଉଥିବା ଘଟଣା ସାମ୍ନାକୁ ଆସୁଛି। କିନ୍ତୁ ମଧ୍ୟପ୍ରଦେଶରୁ ସମ୍ପର୍କର ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି। କରୋନାରେ ସ୍ବାମୀଙ୍କ ମୃତ୍ୟୁ ହେବାରୁ…
CORONAVIRUS UPDATE: ଆଜି ୨୨,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୧,୫୯୪ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨୪ା୭(ବ୍ୟୁରୋ) : ଶୁକ୍ରବାର ୨୮ଟି ଜିଲାରୁ ସର୍ବାଧିକ ୧,୫୯୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟ ୨୨,୬୯୩କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତମାନଙ୍କ…
ଗଳାବାଟ ଦେଇ ଆସୁଛି କରୋନା
ପୁରୀ ଅଫିସ,୨୪।୭: ପୁରୀ ଜିଲାରେ କରୋନା ସ୍ଥିତି ଅଣାୟତ୍ତ ହେଉଛି। ପ୍ରଶାସନ ପକ୍ଷରୁ ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ଗତ ଦୁଇଦିନରେ ଜିଲାରେ ୫୦ ଆକ୍ରାନ୍ତ ଚିହ୍ନଟ ହେଲେଣି। ବୁଧବାର ୨୮ ପଜିଟିଭ…
କୋଭିଡ୍ କଟକଣା ଉଲ୍ଲଂଘନ: ଚଢାଉବେଳେ ପୋଲିସକୁ ଆକ୍ରମଣ
ହିଞ୍ଜିଳିକାଟୁ/ଶେରଗଡ,୨୩ା୭(ଡି.ଏନ୍.ଏ.): ହିଞ୍ଜିଳି ଥାନା ତଥା ଶେରଗଡ଼ ତହସିଲ ବି.ନୂଆପଲ୍ଲୀରେ ବୁଧବାର କୋଭିଡ୍ କଟକଣା ଉଲ୍ଲଘଂନ କରି ଭୋଜି ଚାଲିଥିଲା। ଶେରଗଡ଼ ତହସିଲଦାର ଡ. ଦୟାସିନ୍ଧୁ ପରିଡା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାଶଙ୍କ ନେତୃତ୍ୱରେ ଚଢାଉ କରି ଭୋଜି ବନ୍ଦ ପାଇଁ…
କରୋନାରେ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କ ମୃତ୍ୟୁ
ବ୍ରହ୍ମପୁର ଅଫିସ, ୨୩।୭-ବ୍ରହ୍ମପୁର ମହାନଗର ନିଗମ(ବିଏମ୍ସି)ରୁ ଅବସର ନେବା ପରେ ଜଣେ ସହକାରୀ ଯନ୍ତ୍ରୀ କରୋନା ପରିଚାଳନା କାର୍ଯ୍ୟରେ ନିୟୋଜିତ ଥିଲେ। ଗୁରୁବାର ତାଙ୍କର କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ହେଲେ କୈଳାସ ଚନ୍ଦ୍ର ନାୟକ। ଚିକିତ୍ସାଧୀନ ଅବସ୍ଥାରେ…
ଦିଗପହଣ୍ଡିରେ ଆଉ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଗଲା ଅନ୍ତିମ ସତ୍କାର
ଦିଗପହଣ୍ଡି,୨୩।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଜଣେ କରୋନା ଯୋଦ୍ଧା (ସହକାରୀ ଶିକ୍ଷକ)ଙ୍କ ମୃତ୍ୟୁ ଘଟଣାକୁ ସପ୍ତାହେ ହୋଇଥିବା ବେଳେ ଏବେ ଆଉ ଜଣେ ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ଏସ. ଏ. ନରସିଂହ…
ରାଜ୍ୟରେ ପୁଣି ୬୪୩ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର,୨୩।୪(ବ୍ୟୁରୋ)-ରାଜ୍ୟରେ ଗୁରୁବାର ପୁଣି ୬୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୦୭ ଜଣ ଥିବାବେଳେ ଖୋର୍ଦ୍ଧାରୁ ୪୪, ବାଲେଶ୍ୱରରୁ ୩୧, ମୟୂରଭଞ୍ଜରୁ ୨୮, କଟକରୁ ୨୭, ଜଗତସିଂହପୁରରୁ ୧୫, ବରଗଡ ଓ କନ୍ଧମାଳରୁ ୧୪ ଜଣ…
କୋଭିଡ୍ ସେଣ୍ଟରରେ ନାବାଳିକାଙ୍କୁ ବଳାତ୍କାର, ୨ ଗିରଫ
ନୂଆ ଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଏକ କୋଭିିଡ୍ ସେଣ୍ଟରରେ ୧୪ ବର୍ଷର ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ଦିଲ୍ଲୀର ବୋଲି ଜଣାପଡ଼ିଛି। ପ୍ରକାଶ ଯେ, ପୀଡିତା ଜଣଙ୍କ…
କରୋନାକୁ ହରାଇବା ପରେ ଗରିବଙ୍କ ପାଇଁ ଅଫିସକୁ ହସ୍ପିଟାଲ କଲେ ବ୍ୟବସାୟୀ
କରୋନାକୁ ନେଇ ଲୋକେ ଏବେ ଚିନ୍ତାରେ। ତେବେ ତା’ଠାରୁ ଅଧିକ ଚିନ୍ତା ଚିକିତ୍ସାକୁ ନେଇ। କାରଣ କରୋନାରେ ଆକ୍ରାନ୍ତ ହେଲେ ସରକାରୀ ହସ୍ପିଟାଲରେ ବେଡ୍ ମିଳୁ ନାହିଁ। ପ୍ରାଇଭେଟ୍ ହସ୍ପିଟାଲରେ ଅର୍ଥ ବାଧକ ସାଜୁଛି। ତେଣୁ ସାଧାରଣ ଲୋକ ଡରିଯାଉଛନ୍ତି। ସୁରଟର…
Archives


