କରୋନା ପାଇଁ ମରିଗଲା ମାନବିକତା: ଗାଁ ଦାଣ୍ଡରେ ୮ ଘଣ୍ଟା ହେଲା ପଡ଼ିରହିଛି ମୃତଦେହ
ଜଗନ୍ନାଥ ପ୍ରସାଦ, ୩।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ପଞ୍ଚଭୂତି ଗୌଡ଼ ସାହିରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତଦେହକୁ କରୋନା ଭୟରେ ସାହି ଲୋକେ ଛୁଉଁ ନାହାନ୍ତି। ପ୍ରକାଶ ଯେ, ପଞ୍ଚଭୂତି…
୫ ଦିନରେ ଅଢ଼େଇ ଲକ୍ଷରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ, ୩।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲଗାତାର ୫ ଦିନ ଧରି ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ରହୁଛି। ଫଳରେ ଗତ ୫ଦିନ ମଧ୍ୟରେ ଅଢ଼େଇ ଲକ୍ଷରୁ ଅଧିକ ନୂଆ…
ସେଲ୍ଫ କ୍ୱାରାଣ୍ଟାଇନ୍ରେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ,୩।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର କରୋନା ପଜିଟିଭ୍ ବାହାରିବା ପରେ କେନ୍ଦ୍ରମନ୍ତ୍ରୀମାନେ ଏବେ ନିଜକୁ ଆଇଶୋଲେଟ କରିବା ଆରମ୍ଭ କରିଦେଇଛନ୍ତି। ଆଉ ଏଥିରେ ସାମିଲ ହୋଇଛନ୍ତି କେନ୍ଦ୍ର ଯୋଗାଯୋଗ ଓ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ। ସୋମବାର ରବିଶଙ୍କର…
କରୋନା ମୁକାବିଲା ପାଇଁ ହୋମିଓପାଥିକ୍ ଓଷଧ ବଣ୍ଟନ: ସମ୍ବର୍ଦ୍ଧିତ ହେଲେ ଝାରସୁଗୁଡ଼ାର ୨ ଡାକ୍ତର
ଝାରସୁଗୁଡା ଅଫିସ,୩ା୮: କରୋନା ମୁକାବିଲା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଟିକା ବାହାରି ନାହିଁ। ଏଣୁ ସରକାର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପରାମର୍ଶ ଦେଇ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡା କାଳି ମନ୍ଦୀର ପରିସରରେ କାଲିବାଡି ଦୁର୍ଗାପୁଜା କମିଟି…
କରୋନାର ନୂତନ ପରୀକ୍ଷଣକୁ କୁହାଯାଉଛି ‘ଜୀବନ ରକ୍ଷାକାରୀ’: ଜାଣନ୍ତୁ କାହିଁକି
ଲଣ୍ଡନ, ୩।୮: କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହାଦ୍ୱାରା ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ସମଗ୍ର ଦେଶ ଏହାର ଟିକା ବା ଔଷଧ ପ୍ରସ୍ତୁତ କରିବାରେ ଲାଗିପଡ଼ିଛି।…
ଭାଜପା ପରେ ଏବେ କଂଗ୍ରେସ କରୋନା କବଳରେ
ନୂଆଦିଲ୍ଲୀ,୩।୮: ଦେଶରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ପ୍ରତିଦିନ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟୁଛି। ଧନୀ ହେଉ କି ଗରିବ, ଜନତା ହୁଅନ୍ତୁ କି ନେତା…
ବରଗଡ଼ରେ ୩୩ ନୂଆ ପଜିଟିଭ୍: ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୬୪ରେ ପହଞ୍ଚିଲା
ବରଗଡ଼ ଅଫିସ,୩ା୮: ବରଗଡ଼ ଜିଲାରେ ସୋମବାର ପୁଣି ୩୩ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୫ ଜଣ ମହିଳା ଏବଂ ୧୮ ଜଣ ପୁରୁଷ ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ବରଗଡ଼ ପୌର ପରିଷଦ ଅଧୀନ ଓ୍ବାର୍ଡ…
ଭୂମି ପୂଜନରେ କରୋନା ନେଗେଟିଭ୍ ଅତିଥି ହେବେ ସାମିଲ୍
ଅଯୋଧ୍ୟା, ୩।୮: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଅତିଥିଙ୍କ ପାଖକୁ ନିମନ୍ତ୍ରଣ କାର୍ଡ ପଠାଯାଇଛି। ତେବେ ଅତିଥିଙ୍କର ପ୍ରଥମେ ନମୁନା ପରୀକ୍ଷା କରାଯିବ। କରୋନା ନେଗେଟିଭ୍ ରିପୋର୍ଟ ଆସିଥିବା ଅତିଥିଙ୍କୁ ଉତ୍ସବରେ…
ଭାରତର ଏସବୁ ସହରରେ ହେବ କୋଭିଶିଲ୍ଡର ମାନବ ପରୀକ୍ଷଣ
ନୂଆଦିଲ୍ଲୀ, ୩।୮: ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା ଔଷଧ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟୀକା କୋଭିଶିଲ୍ଡର ଭାରତରେ ମାନବ ପରୀକ୍ଷଣ ଖୁବ୍ ଶୀଘ୍ର ଆରମ୍ଭ ହେବ। ଏନେଇ ଭାରତୀୟ ଡ୍ରଗ୍ ନିୟନ୍ତ୍ରକ ନିର୍ଦ୍ଦେଶାଳ(ଡିସିଜିଆଇ) ପକ୍ଷରୁ ସିରମ୍…
କରୋନା ଘୃଣା ଭାଇଚାରା ନ ଭାଙ୍ଗୁ
କଟକ ଅଫିସ,୩।୮: କରୋନା କାହାକୁ ବି ହୋଇପାରେ। ଆଜି ଯଦି ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଆମେ ଘୃଣା କରିବା, ତେବେ କାଲି ଆମେ ମଧ୍ୟ ଆକ୍ରାନ୍ତ ହୋଇପାରନ୍ତି। କଟକ ଏକ ଭାଇଚାରାର ସହର। ଅତୀତରେ ଅନେକ କଠିନ ସମୟରେ…
ଭାଜପା ପାଇଁ ବ୍ଲାକ୍ ସଣ୍ଡେ: କରୋନାରେ ଜଣେ ମନ୍ତ୍ରୀଙ୍କ ମୃତ୍ୟୁ, ୫ ଆକ୍ରାନ୍ତ
ନୂଆଦିଲ୍ଲୀ, ୩।୮: ରବିବାର ଭାଜପା ପାଇଁ ବ୍ଲାକ୍ ସଣ୍ଡେ ସାବ୍ୟସ୍ତ ହୋଇଛି। ଗୋଟିଏ ଦିନରେ ଦଳର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ମୃତ୍ୟୁ କରୋନା ସଂକ୍ରମଣ ଯୋଗୁ ଘଟିଥିବାବେଳେ ୫ ଜଣ ରାଜନେତା ଆକ୍ରାନ୍ତ ହୋଇଛନ୍ତି। ରବିବାର ସକାଳେ ଉତ୍ତରପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ…
ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କରୋନା: ୨ ଦିନ ପାଇଁ ହେଲା ବନ୍ଦ
ରାଉରକେଲା ଅଫିସ,୩ା୮: ରାଉରକେଲା ସହରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସରକାରୀ କାର୍ଯ୍ୟାଳୟ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଉପଜିଲାପାଳ ବିଶ୍ୱଜିତ ମହାପାତ୍ରଙ୍କ…
Archives


