କରୋନା ମୁକାବିଲା ପାଇଁ ହୋମିଓପାଥିକ୍‌ ଓଷଧ ବଣ୍ଟନ: ସମ୍ବର୍ଦ୍ଧିତ ହେଲେ ଝାରସୁଗୁଡ଼ାର ୨ ଡାକ୍ତର

ଝାରସୁଗୁଡା ଅଫିସ,୩ା୮: କରୋନା ମୁକାବିଲା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଟିକା ବାହାରି ନାହିଁ। ଏଣୁ ସରକାର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପରାମର୍ଶ ଦେଇ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡା କାଳି ମନ୍ଦୀର ପରିସରରେ କାଲିବାଡି ଦୁର୍ଗାପୁଜା କମିଟି ତରଫରୁ ସୋମବାର ଏକ ସ୍ବତନ୍ତ୍ର କ୍ୟାମ୍ପ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜେଡିଏସ୍‌ ମଲ୍‌ଟି ସୁପର ସ୍ପେଶାଲିଟି ହୋମିଓପାଥିକ୍‌ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ତରଫରୁ ବିଭିନ୍ନ ଲୋକଙ୍କୁ ମାଗଣାରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଓଷଧ ବଣ୍ଟନ କରାଯାଇଛି। ଆୟୋଜକ କମିଟିର ତାପସ ରାୟ ଚୌଧୁରୀଙ୍କ ଆବାହକତ୍ୱରେ ସୁନିଲ ଚକ୍ରବର୍ତ୍ତୀ, ସପନ ରକ୍ସିତ, ନିହାର ତ୍ରିପାଠୀ, ଆଶିଶ ଭଟାଚାର୍ଯ୍ୟ, ସନ୍ଦିପ ଅୱସ୍ତି, ଉଜ୍ୱଲ ଚାଟାର୍ଜୀ, ଉଜ୍ୱଲ ଘୋଷ, ଅରୁନ ଚଇନି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କୋଭିଡ୍‌ ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଝାରସୁଗୁଡାର ଡାକ୍ତର ଦେଶଲୋକ ଶର୍ମା ଓ ଡା.ଜିତେଶ ଶର୍ମାଙ୍କୁ ଆୟୋଜକଙ୍କ ପକ୍ଷରୁ ସମ୍ବଦ୍ଧିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ସେକ୍ସ ର଼୍ୟାକେଟ ଠାବ

ବାଲେଶ୍ୱର ଅଫିସ, ୨୨।୩: ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଯୁବତୀଙ୍କୁ ଆଣି ସେକ୍ସ ର଼୍ୟାକେଟ ଚାଲିଥିବା ବେଳେ ମଙ୍ଗଳବାର ପୋଲିସ ଏହାର...

ଭାରିଯାନ ବଢ଼ାଉଛି ପ୍ରଦୂଷଣ

ଭୁବନ, ୧୧।୬(ଡି.ଏନ୍‌.ଏ) ଢେଙ୍କାନାଳ ଜିଲା ଭୁବନ ବ୍ଲକ କାନଖାଇ ଗ୍ରାମଦେଇ ଦୈନିକ ଶତାଧିକ କ୍ରୋମାଇଟ୍‌ ବୋଝେଇ ଭାରିଯାନ ଚଳାଚଳ କରୁଛି। ଫଳରେ ପ୍ରଦୂଷଣ ଏବଂ ଦୁର୍ଘଟଣା...

ଭୋଟରଙ୍କୁ ପ୍ରଭାବିତ କରିବାକୁ ଭେଳିକି

ବରଗଡ଼ ଅଫିସ୍‌,୩୦।୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଶନିବାର ୪୮୮ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‌ଘାଟନ ଓ...

ଆଜି ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା: ମୋଟ ସଂଖ୍ୟା ୧୯୭କୁ ବୃଦ୍ଧି

ଭୁବନେଶ୍ୱର,୨।୮(ବ୍ୟୁରୋ): ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା। ସୁନ୍ଦରଗଡ଼ ଜିଲାର ୭୩ ବର୍ଷୀୟ ବ୍ୟକ୍ତି(ମଧୁମେହ ସହ ଅନ୍ୟାନ୍ୟ ରୋଗରେ ପୀଡ଼ିତ), ଖୋର୍ଦ୍ଧାର ୫୮ ବର୍ଷୀୟ...

ନାବାଳିକାଙ୍କୁ ବଳାତ୍କାରଭିଯୋଗ, ଯୁବକ ଗିରଫ

ପାରଳାଖେମୁଣ୍ଡି,୨।୫(ଡି.ଏନ୍‌.ଏ): ଗଜପତି ଜିଲା ଆର୍‌.ଉଦୟଗିରି ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ବଳପୂର୍ବକ ଜଣେ ଯୁବକ ଜଙ୍ଗଲକୁ ଟାଣି ନେଇ ବଳାତ୍କାର କରିଥିବା ସୋମବାର ଅଭିଯୋଗ ହୋଇଥିଲା।...

ତାତିଲେ ମରୁଡ଼ି ବୀମା ଟଙ୍କାରୁ ବଞ୍ଚିତ ଚାଷୀ: ବ୍ୟାଙ୍କ ସମ୍ମୁଖରେ ଧାରଣାଦେବାକୁ ଚେତାବନୀ

ପରଜଙ୍ଗ, ୧୯।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗସ୍ଥିତ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଆନୁକୂଲ୍ୟରେ ଋଣ ନେଇଥିବା ୨୦୮ ଚାଷୀ ମରୁଡ଼ି ବୀମା ଟଙ୍କା ପାଇବାରୁ...

ସାମାନ୍ୟ ବଚସାରୁ ଖଣ୍ଡାଚୋଟ, ବନ୍ଧା ହେଲେ ଅଭିଯୁକ୍ତ

ହିିଞ୍ଜିଳିକାଟୁ,୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ଗ୍ରାମରେ ଗୁରୁବାର ସାମାନ୍ୟ ଘଟଣାକୁ କେନ୍ଦ୍ର କରି ୨ଜଣଙ୍କ ମଧ୍ୟରେ ବଚସା ହୋଇ ଏହା ଉଗ୍ରରୂପ ନେଇଥିଲା।...

ଗଞ୍ଜାମ ସହରରେ ନାହିଁ ଭେଣ୍ଡିଂଜୋନ୍‌: ରୋଡ୍‌ ଉପରେ ଗାଡିରଖି ପରିବା କିଣୁଛନ୍ତି ଲୋକେ

ଗଞ୍ଜାମ, ୯।୧୧(ଡି.ଏନ୍‌.ଏ.): ଗଞ୍ଜାମ ସହରର ବ୍ୟବସାୟୀମାନେ ଭେଣ୍ଡିଂଜୋନ ପାଇଁ ବାରମ୍ବାର ଦାବି କରିଆସୁଛନ୍ତି l ମାତ୍ର କୌଣସି ସୁଫଳ ମିଳୁନାହିଁ। ଫଳରେ ସହରର ବିଭିନ୍ନ ବ୍ୟବସାୟୀ...

Advertisement
Archives

Model This Week