କରୋନା ଭାଇରସ୍‌

ରାଜ୍ୟରେ ଆଜି ୩୫୮ ପଜିଟିଭ୍‌ ଚିହ୍ନଟ, ୪ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ୩୫୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨,୫,୫୦୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୦୮ ଜଣ...

ରାଜ୍ୟରେ ସୁସ୍ଥ ହେଲେ ୩୫୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୩୫୮ କରୋନା ଆକ୍ରାନ୍ତରୁ ଆରୋଗ୍ୟ ଲାଭ କରିଛନ୍ତି। ଖୋର୍ଦ୍ଧାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୪୩ ଜଣ। ସୁନ୍ଦରଗଡ଼ରୁ ୩୬, ଅନୁଗୁଳରୁ ୨୯, କଟକରୁ ୨୬, ମୟୁରଭଞ୍ଜରୁ ୨୩, ବରଗଡ଼, ଭଦ୍ରକ ଓ ବଲାଙ୍ଗୀରରୁ ୧୯,...

୨୦୨୨ ସୁଦ୍ଧା ଏକ ଚତୁର୍ଥାଂଶ ଲୋକଙ୍କ ପାଖରେ ବି ପହଞ୍ଚି ପାରିବନି କରୋନା ଟିକା

ଓ୍ବାଶିଂଟନ,୧୬।୧୨: ପୃଥିବୀରେ କରୋନା ଆତଙ୍କ ଜାରି ରହିଛି। ଏପରିସ୍ଥଳେ କରୋନା ପ୍ରତିଷେଧକ ଟିକାଦାନ ନେଇ ଯୋଜନା ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ୨୦୨୨ ସୁଦ୍ଧା ପୃଥିବୀର ଏକ ଚତୁର୍ଥାଂଶ ଲୋକଙ୍କ ପାଖରେ କରୋନା ଟିକା ପହଞ୍ଚିପାରିବ ନି ବୋଲି ଏକ...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୪୦୭ କରୋନା ପଜିଟିଭ: ଆଖିବୁଜିଲେ ୫

ଭୁବନେଶ୍ୱର, ୧୬।୧୨(ବ୍ୟୁରୋ): ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ବୁଧବାର ୪୦୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ନୂଆ ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...

କରୋନା ଟିକାକରଣ ପ୍ରସ୍ତୁତି: ୬୩୩ ଜିଲାରେ ଆରମ୍ଭ ହେବ ଟିକାଦାନ

ନୂଆଦିଲ୍ଲୀ,୧୬।୧୨: ଆଉ କିଛି ଦିନ ପରେ ଦେଶରେ କରୋନା ପ୍ରତିଷେଧକ ଟିକା ଉପଲବ୍ଧ ହେବ। ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦେଶର ୬୩୩ ଜିଲାରେ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କର...

୩୦୦କୁ କମିଲା କରୋନା ପଜିଟିଭ୍‌ ସଂଖ୍ୟା , ୪ ମୃତ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ରାଜ୍ୟରେ କିଛିଦିନ ହେବ ଲଗାତାର କରୋନା ପଜିଟିଭ୍‌ ସଂଖ୍ୟା କମିବାର ଲାଗିଛି। ମଙ୍ଗଳବାର ରାଜ୍ୟରେ ୩୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୨୬ ଜଣ...

ଆୟୁଷ ଡାକ୍ତର କରୋନା ପ୍ରତିରୋଧକ ସମ୍ପର୍କିତ ପରାମର୍ଶ ଦେଇ ପାରିବେ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୫।୧୨: ଏଣିକି ଆୟୁଷ ଡାକ୍ତର କରୋନା ମହାମାରୀ ସଂକ୍ରମଣ ସମ୍ପର୍କିତ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ପରାମର୍ଶ ଦେଇପାରିବେ। କରୋନା ଆକ୍ରାନ୍ତଙ୍କୁ ଆୟୁଷ ଡାକ୍ତରମାନେ ସରକାରୀ ସରକାରୀ ସ୍ବୀକୃତି ପ୍ରାପ୍ତ ଆବଶ୍ୟକ ଔଷଧ ଏବଂ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା...

୧୪୦୦ ଘରୋଇ ସ୍କୁଲରେ ଅନ୍‌ଲାଇନ୍‌ କ୍ଲାସ୍‌ ବନ୍ଦ: ଫି ଦେବାକୁ ସକ୍ଷମ ନୁହନ୍ତି ଅଭିଭାବକ

ପୁଣେ,୧୫।୧୨: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ସ୍କୁଲ କଲେଜକୁ ବନ୍ଦ କରିଦିଆଯାଇଥିଲା। ଏବେ କେତେକ ରାଜ୍ୟରେ ସର୍ତ୍ତମୂଳକ ଭାବେ ସ୍କୁଲ ଖୋଲିଛି। ତେବେ ଅନ୍ୟ ରାଜ୍ୟରେ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ। ସ୍କୁଲ...

କରୋନା ସଂକ୍ରମଣରେ ନୌସେନା ଭାଇସ୍‌ ଆଡମିରାଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୫।୧୨: କରୋନା ସଂକ୍ରମଣରେ ନୌସେନା ଭାଇସ୍‌ ଆଡମିରାଲ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଛି। ଯୋଗୁ ଦେଶରେ ଆତଙ୍କ ଜାରି ରହିଛି। ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ବିଳମ୍ବିତ ରାତ୍ରରେ ତାଙ୍କର ସ୍ବାସ୍ୟାବସ୍ଥା...

ପୁଣି ମାଡ଼ି ଆସିଲା ବିପଦ: ନୂଆ କରୋନା ଭୂତାଣୁର ସନ୍ଧାନ, ସରକାର ଜାରି କଲେ ଲକ୍‌ଡାଉନ୍‌

ଲଣ୍ଡନ,୧୫।୧୨: କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଏବେ ପୁଣି ବିପଦ ମାଡ଼ି ଆସୁଛି। ବ୍ରିଟେନରେ ସାର୍ବଜନୀକ ଭାବେ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକା ପ୍ରଦାନ କାର୍ଯ୍ୟ ଜାରି ରହିଛି। ତେବେ ଏଠାରେ...

ଫାଇଜର ଟିକାକୁ ସିଙ୍ଗାପୁରରେ ମଞ୍ଜୁରୀ

ସିଙ୍ଗାପୁର,୧୫।୧୨: ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକାକୁ ସିଙ୍ଗାପୁରରେ ଦିଆଯିବା ଲାଗି ମଞ୍ଜୁରୀ ମିଳିଛି। ଚଳିତ ମାସରେ ପ୍ରଥମ ଅର୍ଡର ଟିକା ଏଠାରେ ପହଞ୍ଚିବ ବୋଲି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ଶେନ୍‌ ଲାଙ୍ଗ୍‌ ଜାତୀୟ...

ଡାର୍କ ଓ୍ବେବ୍‌ରେ ନକଲି ଟିକା

ନୂଆଦିଲ୍ଲୀ, ୧୫ା୧୨: କୋଭିଡ୍‌-୧୯ ମହାମାରୀରୁ ବର୍ତ୍ତିବା ପାଇଁ ଟିକା ଏକମାତ୍ର ଆଶା ହୋଇଥିବାବେଳେ ଏହାର ଫାଇଦା ଉଠାଉଛନ୍ତି ସାଇବର ଅପରାଧୀ। କୌଣସି ବିଶ୍ୱସ୍ତ ସର୍ଚ୍ଚ ଇଞ୍ଜିନ ଦ୍ୱାରା ଅନୁମୋଦିତ ହୋଇ ନ ଥିବା ସାଇଟ୍‌ ତଥା ଡାର୍କ ଓ୍ବେବରେ ଲୋକଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri