କରୋନା ଭାଇରସ୍‌

ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାକୁ ଆସନ୍ତା ସପ୍ତାହରେ ମଞ୍ଜୁରୀ ଦେଇପାରନ୍ତି ସରକାର

ନୂଆଦିଲ୍ଲୀ,୨୩।୧୨: କରୋନା ପ୍ରତିଷେଧକ ଟିକାକୁ ସାର୍ବଜନୀକ ଭାବେ ଦେବା ପାଇଁ ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତା ସପ୍ତାହରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ କରୋନା ଟିକାକୁ ଭାରତୀୟ କେନ୍ଦ୍ରୀୟ ଔଷଧି ମାନକ ନିୟନ୍ତ୍ରଣ ସଂଗଠନ (ସିଡ଼ିଏସ୍‌ସିଓ)…

ଅଟକିଛି ୧,୫୦୦ ଟ୍ରକ୍‌

ଲଣ୍ଡନ, ୨୩।୧୨: ପରିବହନ କଟକଣା ଲାଗୁ ହେବା ପରେ ବ୍ରିଟେନ୍‌ରେ ଖାଦ୍ୟସଙ୍କଟ ଆଶଙ୍କା କରାଯାଉଛି। ଫ୍ରାନ୍ସ ଯିବାକୁ ଥିବା ୧,୫୦୦ରୁ ଊର୍ଦ୍ଧ୍ୱ ଟ୍ରକ୍‌ ମଙ୍ଗଳବାର ସକାଳେ ବ୍ରିଟେନ୍‌ରେ ଅଟକ ରହିଥିଲା। ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ବିଭିନ୍ନ ଦେଶ ସେଠାକୁ…

ବ୍ରିଟେନ୍‌ ଯାତ୍ରୀଙ୍କ ପାଇଁ ଏସ୍‌ଓପି ଜାରି

ନୂଆଦିଲ୍ଲୀ, ୨୩।୧୨: ଉତ୍ତରପଶ୍ଚିମ ୟୁରୋପରେ କରୋନା ଭୂତାଣୁର ଏକ ନୂଆ ରୂପ ବ୍ୟାପିବା ଫଳରେ ନିକଟରେ ବ୍ରିଟେନ ଯାତ୍ରା କରିଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି। କୋଭିଡ୍‌ର ଏହି ନୂଆ ରୂପ…

ଡିସେମ୍ବର ଶେଷ ସପ୍ତାହରେ ଦିଲ୍ଲୀରେ ପହଞ୍ଚିବ କରୋନା ଟିକା: ଡିପ୍‌ଫ୍ରିଜ୍ ପ୍ରସ୍ତୁତ

ନୂଆଦିଲ୍ଲୀ,୨୨ ।୧୨: ଦେଶରେ କରୋନା ଟିକା ଡିସେମ୍ବର ଶେଷ ସପ୍ତାହରେ ଅର୍ଥାତ୍ ୨୮ ତାରିଖରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି । ଏହି ଟିକା ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଷ୍ଟୋରେଜ କରିବାର ବ୍ୟବସ୍ଥା କରାଯାଇଛି । ଏହାପରେ ଦିଲ୍ଲୀର…

ଦୀର୍ଘ ୬ ମାସ ପରେ କମ୍ ହେଲା ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨୨ ।୧୨: ଦେଶରେ ପାଖାପାଖି ୬ ମାସ ପରେ ୨୪ ଘଣ୍ଟାରେ ନୂଆ କରୋନା ସଂକ୍ରମିତଙ୍କ ସଖ୍ୟା ୨୦ ହଜାର ତଳେ ରହିଛି । ସେହିପରି ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ୩ଲକ୍ଷରୁୁ କମ୍ ହୋଇଯାଇଛି । କେନ୍ଦ୍ର…

ରାଜ୍ୟରେ ୩୧୯ କରୋନା ପଜିଟିଭ ଚିହ୍ନଟ, ୪ ମୃତ

ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ପୁଣି ୩୧୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୬୯୧୫ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ…

ବ୍ରିଟେନରୁ ଫେରିଥିବା ୫ ଯାତ୍ରୀ କରୋନା ପଜିଟିଭ୍‌: ଦିଲ୍ଲୀରେ ଆତଙ୍କ

ନୂଆଦିଲ୍ଲୀ,୨୨।୧୨: ବ୍ରିଟେନରୁ ଭାରତ ଫେରିଥିବା ୫ ଯାତ୍ରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ବ୍ରିଟେନ୍‌ରୁ ନୂଆଦିଲ୍ଲୀର ବିମାନବନ୍ଦରରେ ଆସି ପହଞ୍ଚିଥିବା ୨୬୬ ଯାତ୍ରୀଙ୍କର ନମୁନା ଯାଞ୍ଚ୍‌ କରାଯାଇଥିଲା। ଅଧିକ ପରୀକ୍ଷା ପାଇଁ ସମ୍ପୃକ୍ତ ୫ ଜଣଙ୍କ ନମୁନାକୁ ନ୍ୟାଶନାଲ…

କରୋନାର ନୂଆ ଏନ୍ତୁଡ଼ିଶାଳ ବିଟ୍ରେନ: ୬ରୁ ଅଧିକ ଦେଶକୁ ବ୍ୟାପିଛି ସଂକ୍ରମଣ

ଲଣ୍ଡନ,୨୨।୧୨: ବ୍ରିଟେନ ଏବେ କରୋନାର ନୂଆ ଭୂତାଣୁର ଏନ୍ତୁଡ଼ିଶାଳ ପାଲଟିଛି। ବିଟ୍ରେନ୍‌ରୁ ଏହି ଭୂତାଣୁ ଇଟାଲୀ, ନେଦରଲାଣ୍ଡ, ଡେନମାର୍କ, ଫ୍ରାନ୍ସ୍‌ ଏବଂ ଅଷ୍ଟ୍ରେଲିଆ ସମେତ ଦକ୍ଷିଣ ଆଫ୍ରିକାର କେତେକ ଅଞ୍ଚଳକୁ ବ୍ୟାପିଥିବା ଅନୁମାନ କରାଯାଉଛି। ନୂଆ କରୋନା ଭୂତାଣୁ ୬ରୁ ଅଧିକ…

କରୋନାର ନୂଆ ରୂପକୁ ନେଇ ଭୟ କରିବାର ନାହିଁ: ଡବ୍ଲୁଏଚଓ

ଲଣ୍ଡନ,୨୧ ।୧୨: ବ୍ରିଟେନରେ କରୋନା ଭାଇରସର ନୂଆ ରୂପ ସାମ୍ନାକୁ ଆସିବା ପରେ ଭୟଭୀତ ହୋଇଯାଇଛି ସାରା ବିଶ୍ୱ । ଏମିତିକି ପାଖାପାଖି ୩୦ଟି ଦେଶ ବିଟ୍ରେନକୁ ବିମାନ ସେବା ବନ୍ଦ କରି ଦେଇଛି । ସ୍ଥିତି ବିଗିଡିବାକୁ ଯାଉଥିବା ଦେଖି…

କରୋନା ଟିକାକୁ ଅନୁମତି ଦେଲା ୟୁରୋପିୟ ସଂଘ

ଆମଷ୍ଟାରର୍ଡମ,୨୨ ।୧୨: ଏବେ ସାରା ବିଶ୍ୱର ନଜର କରୋନା ଟିକା ଉପରେ । ଏହି କ୍ରମରେ ୟୁରୋପିୟ ସଂଘ ବାୟୋଏନଟେକ ଓ ଫାଇଜର ଦ୍ୱାରା ମିଳିତ ଭାବେ ବିକଶିତ କୋଗିଡ-୧୯ ଭ୍ୟାକ୍ସିନକୁ ୨୭ ଦେଶର ସଂଗଠନ(ୟୁରୋପିୟ ସଂଘ)ବଜାରକୁ ଛାଡିବାକୁ ସୋମବାର ଔପଚାରିକ…

ଚିନ୍ତା ବଢ଼ାଇଲା ନୂଆ ରୂପ

ଲଣ୍ଡନ, ୨୨।୧୨: ବ୍ରିଟେନରେ କରୋନା ଭୂତାଣୁର ଏକ ପରିବର୍ତ୍ତିତ ସଂସ୍କରଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢ଼ିଯାଇଛି। ନୂଆ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟିଶ ସରକାର କଡ଼ା ଲକ୍‌ଡାଉନ କଟକଣା ଜାରି କରିଛନ୍ତି। ସରକାର…

ଭୁବନେଶ୍ୱରରୁ ଆଜି ପୁଣି ୪୪ ପଜିିଟିଭ୍‌ ଚିହ୍ନଟ: ୩୬ ସୁସ୍ଥ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୪୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୨ ଜଣ ରହିଥିବା ବେଳେ ଲୋକାଲ କେସ୍‌ ୩୨ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri