୧୦ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ
ନୂଆଦିଲ୍ଲୀ,୧୪।୫: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏବେ ବିଭିନ୍ନ ରାଜ୍ୟରେ ବିରଳ ମ୍ୟୁକୋରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ଚିନ୍ତା ବଢ଼ାଇ ଦେଇଛି। ଏହି ଫଙ୍ଗସ୍ ଆଖି, ସାଇନସସ୍, ମସ୍ତିଷ୍କ, ଫୁସ୍ଫୁସ୍କୁ ସଂକ୍ରମଣ କରି ନଷ୍ଟ କରିଦେବା ସହ ଜୀବନ ପ୍ରତି…
ଭାକ୍ସିନ ଡୋଜ୍ ସମ୍ପୂର୍ଣ୍ଣ କରିଥିଲେ ମାସ୍କ ପିନ୍ଧିବା ଅନାବଶ୍ୟକ: ସିଡିସି
ୱାଶିିଂଟନ,୧୪।୫: ସାରା ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣ ଆତଙ୍କ ଖେଳାଇଥିବା ବେଳେ ଏହାର ମୁକାବିଲା ପାଇଁ ବିଭିନ୍ନ ଦେଶ କରୋନା ଟିକାକରଣକୁ ତ୍ୱରାନିତ କରିଛନ୍ତି। ଇତିମଧ୍ୟରେ ଆମେରିକାରୁ ଏକ ବଡ଼ ଖବର ଆସିଛି। କରୋନା ଭାକ୍ସିନ ଡୋଜ୍ ସମ୍ପୂର୍ଣ୍ଣ କରିଥିବା ବ୍ୟକ୍ତିମାନଙ୍କୁ…
ପୁଣି ଅକ୍ସିଜେନ ଅଭାବ ନେଲା ୧୩ ଜୀବନ
ପାଣାଜି,୧୪।୫: ଦେଶରେ କରୋନା ଭାଇରସ୍ ଦ୍ୱିତୀୟ ଲହର ଆତଙ୍କ ଖେଳାଇଥିବା ବେଳେ ଅଧିକ ସମସ୍ୟା ସୃଷ୍ଟି କରୁଛି ଅକ୍ସିଜେନ ଅଭାବ। ଅକ୍ସିଜେନ ଅଭାବ ଯୋଗୁ ଦେଶରେ ଅନେକ ଲୋକଙ୍କ ଜୀବନ ଗଲାଣି। ସରକାର ସବୁ ରାଜ୍ୟରେ ଅକ୍ସିଜେନ ପହଞ୍ଚାଇବା ପାଇଁ ଯଥାସମ୍ଭବ…
ପୁଣି ରେକର୍ଡ ଭାଙ୍ଗିଲା କରୋନା: ରାଜ୍ୟରେ ଆଜି ୧୨,୩୯୦ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର,୧୪।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ରାଜ୍ୟରେ ୧୨,୩୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୯୩୮ ଜଣ କ୍ୱାରାଣ୍ଟାଇନ୍ରେ ଥିଲେ। ବାକି ୫୪୫୨ ଟି ହେଉଛି ଲୋକାଲ କେସ। ଆଜି ଖୋର୍ଦ୍ଧା ଜିଲାରୁ…
କରୋନା ସଙ୍କଟ ମଧ୍ୟରେ ସାହାଭରସା ଭାସମାନ ଆମ୍ବୁଲାନ୍ସ
ଶ୍ରୀନଗର,୧୩।୫: ଦେଶରେ କରୋନା ଭାଇରସ୍ ସଂକ୍ରମଣ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏହି ମହାମାରୀ ଅନେକ ପରିବାରଠାରୁ ନିଜ ଆତ୍ମୀୟଙ୍କୁ ଛଡ଼ାଇ ନେଉଥିବା ବେଳେ ଏହି ସମୟରେ ଲୋକଙ୍କ ଅମାନବିକତା ମଧ୍ୟ ପରିଲକ୍ଷିତ ହେଉଛି। କରୋନା କାଳରେ ସଂଘର୍ଷ କରୁଥିବା ଲୋକଙ୍କ…
ଏହି ଯୁବତୀ କରୋନା ଅକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କୁ ମାଗଣାରେ ଯୋଗାଉଛନ୍ତି ଭୋଜନ: ସୋସିଆଲ ମିଡିଆରେ ଭାଇରାଲ
ମୁମ୍ବାଇ,୧୩।୫: କରୋନା ଭାଇରସ୍ର ବର୍ଦ୍ଧିତ ମାମଲା ମଧ୍ୟରେ ମହାରାଷ୍ଟ୍ରରୁ ଏକ ଖବର ସାମ୍ନାକୁ ଆସିଛି। ଯେଉଁଥିରୁ ଜଣାପଡ଼ୁଛି ଏବେ ବି ସମାଜରେ ମାନବିକତା ବଞ୍ଚିରହିଛି। ମହାରାଷ୍ଟ୍ରର ଏକ ଗାଁର ଜଣେ ଯୁବତୀ କରୋନା ଆକ୍ରାନ୍ତ ରୋଗୀ ଓ ତାଙ୍କ ପରିବାରବର୍ଗଙ୍କୁ ସହାୟତାର…
ଏହି ରାଜ୍ୟରେ ମେ’୨୫ ଯାଏ ବଢ଼ିଲା ଲକ୍ଡାଉନ
ପାଟନା,୧୩।୫: ବିହାରରେ ବର୍ଦ୍ଧିତ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଲକ୍ଡାଉନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ମେ’ ୨୫ ପର୍ଯ୍ୟନ୍ତ ଲକ୍ଡାଉନ ବୃଦ୍ଧି କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି। ଗୁରୁବାର…
କରୋନା ସଙ୍କଟ ମଧ୍ୟରେ ସାମୁହିକ ଇସ୍ତଫା ଦେଲେ ୧୬ ଡାକ୍ତର
ଉନ୍ନାଓ,୧୩।୫: କରୋନା ସଙ୍କଟ ମଧ୍ୟରେ ଉତ୍ତରପ୍ରଦେଶ ଉନ୍ନାଓର ୧୬ଜଣ ସରକାରୀ ଡାକ୍ତର ସାମୁହିକ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା ଡାକ୍ତରମାନେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚ୍ସି) ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ପିଏଚ୍ସି)ର ଦାୟିତ୍ୱରେ ରହିଥିଲେ। ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ…
ସଂସଦୀୟ କମିଟି ରିପୋର୍ଟକୁ ଅଣଦେଖା: ଦେଶରେ କରୋନା ସଙ୍କଟ ସୃଷ୍ଟି କରିଛନ୍ତି ମୋଦି ସରକାର…
ନୂଆଦିଲ୍ଲୀ,୧୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ତେବେ ଏଭଳି ସ୍ଥିତି ସୃଷ୍ଟି ହେବ ବୋଲି ସଂସଦୀୟ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଚେତାବନୀ ଦିଆଯାଇଥିଲା। ୨୦୨୧ ମାର୍ଚ୍ଚରେ କମିଟି ପକ୍ଷରୁ ରିପୋର୍ଟ ଉପସ୍ଥାପନା କରାଯାଇଥିଲା।…
ଅଧିକ ଶିଶୁ ହେଉଛନ୍ତି କରୋନାରେ ଆକ୍ରାନ୍ତ …
ଓ୍ବାଶିଂଟନ,୧୩।୫: ଆମେରିକାରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଏବେ ଶିଶୁମାନେ ବହୁ ସଂଖ୍ୟାରେ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଏହା ଯୋଗୁ ରାଷ୍ଟ୍ରପତି ଜୋ ବାଇଡେନ୍ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ବୟସ୍କ ଲୋକଙ୍କ ମଧ୍ୟରେ ଆକ୍ରାନ୍ତଙ୍କ…
ପାଣିରୁ ବ୍ୟାପେ ନାହିଁ କରୋନା ସଂକ୍ରମଣ: ବିଶେଷଜ୍ଞ
ଲକ୍ଷ୍ନୌ/ପାଟନା,୧୩।୫: କରୋନା ମହାମାରୀ ଦେଶରେ ତାଣ୍ଡବ ରଚିବାରେ ଲାଗିଛି। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ବି କମ୍ ପଡ଼ିଯାଉଛି। ଫଳରେ ଉତ୍ତରପ୍ରଦେଶ ଓ ବିହାରର ସୀମାରେ ଥିବା…
ରାଜନୈତିକ-ଧାର୍ମିକ କାର୍ଯ୍ୟକ୍ରମ ଯୋଗୁ ଭାରତରେ ବଢ଼ିଛି କରୋନା ସଂକ୍ରମଣ: ଡବ୍ଲ୍ୟୁଏଚ୍ଓ …
ଜେନେଭା/ନୂଆଦିଲ୍ଲୀ,୧୩।୫: ଭାରତରେ କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ କାରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଦେଶର ଏଭଳି ସ୍ଥିତି ପାଇଁ ରାଜନୈତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଦାୟୀ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)…
Archives


