କରୋନା ଭାଇରସ୍‌

ସକ୍ରିୟ ମାମଲା ୦.୦୧ ପ୍ରତିଶତ, ବିଏଫ୍‌.୭ ଭାରିଆଣ୍ଟ ନେଇ ସରକାର ସତର୍କ…

ନୂଆଦିଲ୍ଲୀ, ୩।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଚାଇନାରେ ଆତଙ୍କ ସୃଷ୍ଟି କରିଥିବା ବିଏଫ୍‌.୭ ଭାରିଆଣ୍ଟ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ…

କରୋନା ଭାକ୍ସିନ୍‌ର ଦ୍ୱିତୀୟ ବୁଷ୍ଟର ଡୋଜ୍‌ର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୩।୧: ଚାଇନାରେ କରୋନା ତାଣ୍ଡବ ରଚିବାରେ ଲାଗିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଥିବା ବେଳେ ଶହ ଶହ ଲୋକ ଜୀବନ ହାରୁଛନ୍ତି। ଭାରତରେ ମଧ୍ୟ କଂରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶରେ କେତେକ…

ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଲା ଚାଇନା…

ବେଜିଂ,୩।୧ : ଆମେରିକା-ଭାରତ ସମେତ ଅନେକ ଦେଶର କାର୍ଯ୍ୟକଳାପରେ ଚାଇନା ଉତ୍ତେଜିତ ହୋଇ ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଛି। ଗତ ମାସରେ ଜିରୋ କୋଭିଡ ନୀତିକୁ ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ସରକାର କୋହଳ କରିବା ପାଇଁ ଏକ…

ଦେଶର ଗୋଟିଏ ବି ଜିଲାରେ ନାହିଁ କରୋନାର ୟେଲୋ ଆଲର୍ଟ

ନୂଆଦିଲ୍ଲୀ,୩ ।୧: ଦେଶର କୌଣସି ଗୋଟିଏ ବି ଜିଲାରେ କରୋନାର ୟେଲୋ ଆଲର୍ଟ ନାହିଁ । ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସାପ୍ତାହିକ ସମିକ୍ଷା ରିପୋର୍ଟରୁ ଜଣାପଡିଛି କି ସମସ୍ତ ଜିଲାରେ କରୋନା ସଂକ୍ରମଣ ୫ ପ୍ରତିଶତରୁ କମ ରହିଛି ।…

ଜିନପିଙ୍ଗ୍‌ଙ୍କ ଉପରେ ଅଧିକାରୀଙ୍କର ନାହିଁ ଭରସା…

ବେଜିଂ,୨।୧ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ନୂତନ ବର୍ଷ ଅବସରରେ ଦେଶର ଲୋକଙ୍କୁ ସମ୍ବୋଧିତ କରି କହିଥିଲେ ଯେ ତାଙ୍କ ଦେଶ ସଠିକ ଇତିହାସର ପକ୍ଷରେ ଅଛି। ସେ ଇତିହାସ ଦାବି କରୁଥିଲେ କିନ୍ତୁ ବିଶେଷଜ୍ଞମାନେ ଚେତାବନୀ ଦେଉଛନ୍ତି ଯେ…

ସାପ୍ତାହିକ ସଂକ୍ରମଣ ୦.୧୫ ପ୍ରତିଶତ…

ନୂଆଦିଲ୍ଲୀ, ୨।୧: ବର୍ଷର ପ୍ରଥମ ଦିନରେ ଦେଶରେ କରୋନା ସଂକ୍ରମଣ କମିବା ଖବର ମିଳିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ପ୍ରଥମ ଦିନରେ ଦେଶରେ ଖୁବ କମ କରୋନା ମାମଲା ପଞ୍ଜିକୃତ ହୋଇଛି। ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ…

ଶୀର୍ଷ ସଂକ୍ରମଣଠାରୁ ୧୦ ଦିନ ଦୂରରେ ଚାଇନା: ଦିନକୁ ୨୫ ହଜାର ମୃତ୍ୟୁ ହେବା ଆଶଙ୍କା…

ବେଜିଂ,୨।୧ : ଚାଇନାରେ କରୋନା ମହାମାରୀ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଡାକ୍ତରଖାନାଗୁଡ଼ିକରେ ସ୍ଥାନ ନାହିଁ ଏବଂ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଧାଡି ଲାଗି ରହିଛି। ବ୍ରିଟେନର ରିସର୍ଫ ଫାର୍ମ ଏୟାରଫିନିଟି ଅନୁଯାୟୀ କରୋନାର ଏହି ଲହର ଏପର୍ଯ୍ୟନ୍ତ ଚାଇନାରେ…

ଠିକ୍‌ କରୋନା ତଥ୍ୟ ପ୍ରଦାନ କରିଛୁ : ଚାଇନା…

ବେଜିଂ,୨।୧ : ଚାଇନାରେ କୋଭିଡ ସଂକ୍ରମଣ ଯୋଗୁ ସୃଷ୍ଟି ହୋଇଥିବା ଆତଙ୍କ ନେଇ ସମଗ୍ର ବିଶ୍ୱ ଚିନ୍ତିତ। ଏଥି ସହିତ ରାଷ୍ଟ୍ରପତି ଶି ଜିନପିଙ୍ଗ ତାଙ୍କ ନୂତନ ବର୍ଷର ସମ୍ବୋଧନରେ ସ୍ବୀକାର କରିଛନ୍ତି ଯେ ଦେଶ ବଡ଼ ଆହ୍ବାନର ସମ୍ମୁଖୀନ ହେଉଛି।…

ଚାଇନାକୁ ସର୍ତ୍ତମୂଳକ ସହାୟତା ପାଇଁ ତାଇଓ୍ବାନ ରାଜି…

ତାଇପେ,୧।୧ : ଚାଇନାରେ କୋରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ଚାଇନାରେ ପ୍ରତିଦିନ ୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ରାଷ୍ଟ୍ରପତି ଶି ଜିନପିଙ୍ଗ ନିଜେ ବର୍ଷର ପ୍ରଥମ ଦିନରେ ବାହାରକୁ ଆସିଥିଲେ ଏବଂ ଦେଶରେ କରୋନା…

ଦୈନିକ ପଜିଟିଭ୍‌ ହାର ୦.୧୭ ପ୍ରତିଶତ…

ନୂଆଦିଲ୍ଲୀ, ୧।୧: ବର୍ଷର ପ୍ରଥମ ଦିନରେ ଦେଶରେ କରୋନା ସଂକ୍ରମଣ କମିବା ଖବର ମିଳିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ପ୍ରଥମ ଦିନରେ ଦେଶରେ ଖୁବ କମ କରୋନା ମାମଲା ପଞ୍ଜିକୃତ ହୋଇଛି। ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ…

ଭାରତରେ ଓମିକ୍ରନ ସବ-ଭାରିଆଣ୍ଟ ଏକ୍ସବିବି.୧.୫ ଚିହ୍ନଟ…

ନୂଆଦିଲ୍ଲୀ,୧।୧ : ନୂଆ ବର୍ଷର ଉତ୍ସବ ମଧ୍ୟରେ ଏକ ଖବର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଓମିକ୍ରନର ସବ-ଭାରିଆଣ୍ଟ ଏକ୍ସବିବି.୧.୫ ଭାରତରେ ଚିହ୍ନଟ ହୋଇଛି। ଗୁଜରାଟରେ ଏହାର ପ୍ରଥମ ମାମଲା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଗୁଜରାଟ ପ୍ରଶାସନ ସମ୍ପୂର୍ଣ୍ଣ…

କରୋନା ମହାମାରୀକୁ ନିଘା ନାହିଁ: ଚାଇନାରେ ନୂଆବର୍ଷ ଧୁମଧାମରେ ପାଳିତ…

ବେଜିଂ,୧।୧ : ଚାଇନାରେ କରୋନା ମହାମାରୀ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଡାକ୍ତରଖାନାଗୁଡ଼ିକରେ ସ୍ଥାନ ନାହିଁ ଏବଂ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଧାଡି ଲାଗି ରହିଛି। କରୋନା ମହାମାରୀର ଆତଙ୍କ ମଧ୍ୟରେ, ବିଶ୍ୱର ଅନେକ ଦେଶର ଲୋକମାନେ ଉତ୍ସାହର ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?