ଅନିଲ ଅମ୍ବାନୀଙ୍କ ବିରୋଧରେ ଅବମାନନା ମାମଲା ଖାରଜ
ନୂଆଦିଲ୍ଲୀ,୨୪-୭: ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀ ଏବଂ ଅନ୍ୟମାନଙ୍କ ବିରୋଧରେ ଆଗତ ଅଦାଲତ ଅବମାନନା ମାମଲାକୁ ରାଷ୍ଟ୍ରୀୟ କମ୍ପାନୀ ବିଧି ଅପିଲୀୟ ନ୍ୟାୟାଧିକରଣ(ଏନ୍ସିଏଲ୍ଏଟି) ମଙ୍ଗଳବାର ଖାରଜ କରିଦେଇଛନ୍ତି। ଅଧ୍ୟକ୍ଷ ଜଷ୍ଟିସ୍ ଏସ୍.ଜେ.ମୁଖୋପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ…
ବିଦାୟ ବେଳାରେ ସରକାରଙ୍କୁ ବିରାଲଙ୍କ ପରାମର୍ଶ: ବନ୍ଦ ହେଉ ଲାଭ ଦେଉ ନ ଥିବା ସବ୍ସିଡି ସ୍କିମ୍
ମୁମ୍ବାଇ,୨୪-୭ – ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ସ୍ବାଧୀନତା ନେଇ ମୁଖର ଥିବା ଡେପୁଟି ଗଭର୍ନର ବିରାଲ ଆଚାର୍ଯ୍ୟ ନିଜ କାର୍ଯ୍ୟକାଳର ଶେଷ ଦିନରେ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଅର୍ଥନୀତି ନେଇ କେତେକ ପରାମର୍ଶ ଦେଇଛନ୍ତି। ଫାଇଦା ଦେଉ ନ ଥିବା ସବ୍ସିଡିଯୁକ୍ତ…
ମାନହାନୀ ମାମଲାରେ ରତନ ଟାଟାଙ୍କୁ ଆଶ୍ୱସ୍ତି
ନୂଆଦିଲ୍ଲୀ,୨୩-୭: ବମ୍ବେ ହାଇକୋର୍ଟ ସୋମବାର ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା, ବର୍ତ୍ତମାନର ଅଧ୍ୟକ୍ଷ ଏନ୍.ଚନ୍ଦ୍ରଶେଖରନ ଏବଂ ଅନ୍ୟ ୮ଜଣଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାନହାନୀ ମାମଲାକୁ ରଦ୍ଦ କରିଦେଇଛନ୍ତି। ମୁମ୍ବାଇର ମାଜିଷ୍ଟ୍ରେଟ ଅଦାଲତ ଗତବର୍ଷ ଡିସେମ୍ବରରେ ନୁସ୍ଲୀ ଓ୍ବାଡିଆଙ୍କ…
ଆଇଏମ୍ଏଫ୍ର ନୂଆ ମୁଖ୍ୟ ରେସ୍ରେ ରାଜନ
ନୂଆଦିଲ୍ଲୀ,୨୩-୭: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍)ର ନୂଆ ମ୍ୟାନେଜିଂ ଡାଇରେକ୍ଟର(ଏମ୍ଡି) ରେସ୍ରେ ସମସ୍ତଙ୍କ ଆଗରେ ରହିଛନ୍ତି। ଆଇଏମ୍ଏଫ୍ର ମୁଖ୍ୟ ଭାବେ କୌଣସି ଭାରତୀୟଙ୍କୁ ନିର୍ବାଚିତ କରିବା ଲାଗି ଆଗତ ପ୍ରସ୍ତାବକୁ ବ୍ରିଟେନ ସମର୍ଥନ…
୩ଦିନରେ ନିବେଶକ ହରାଇଲେ ୪ ଲକ୍ଷ କୋଟି
ମୁମ୍ବାଇ,୨୩-୭: ବିଶ୍ୱ ଶେୟାର ବଜାରରେ ନିବେଶକଙ୍କ ନକରାମତ୍କ ମନୋଭାବର ପ୍ରତିଫଳନ ଘରୋଇ ଷ୍ଟକ୍ ବଜାର ଉପରେ ପଡିଛି। କ୍ରମାଗତ ତିନି ଦିନ ଧରି ସେନ୍ସେକ୍ସ ଓ ନିଫ୍ଟି ହ୍ରାସ ପାଇବା କାରଣରୁ ନିବେଶକମାନେ ୪ ଲକ୍ଷ କୋଟି ଟଙ୍କା ହରାଇ ସାରିଲେଣି।…
କ୍ରିପ୍ଟୋକରେନ୍ସି ବ୍ୟାନ୍ ପାଇଁ ସୁପାରିସ୍
ନୂଆଦିଲ୍ଲୀ,୨୩-୭: କ୍ରିପ୍ଟୋକରେନ୍ସି ଉପରେ ନିଷ୍ପତ୍ତି ନେବା ଲାଗି ସରକାରଙ୍କ ପକ୍ଷରୁ ଗଠିତ ଅନ୍ତଃମନ୍ତ୍ରଣାଳୟ କମିଟି ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି। ଦେଶରେ ଘରୋଇ କ୍ରିପ୍ଟୋକରେନ୍ସି ପ୍ରଚଳନକୁ ସମ୍ପୂର୍ଣ୍ଣ ବ୍ୟାନ୍ କରିବା ଲାଗି ସୁପାରିସ୍ରେ କୁହାଯାଇଛି। ଏଥିରେ କୁହାଯାଇଛି ଯେ, ଘରୋଇ କ୍ରିପ୍ଟୋକରେନ୍ସିରେ…
ଓଡ଼ିଶା ମତ୍ସ୍ୟଜୀବୀଙ୍କୁ ମିଳିଛି ମାତ୍ର ୩ କୋଟି ସବ୍ସିଡି
ନୂଆଦିଲ୍ଲୀ,୨୩-୭: ଗୁଜରାଟ, କର୍ନାଟକ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ୨୦୧୮-୧୯ରେ ନିଜ ରାଜ୍ୟର ମତ୍ସ୍ୟଜୀବୀଙ୍କୁ ସର୍ବାଧିକ ସବ୍ସିଡି ପ୍ରଦାନ କରିଛନ୍ତି। ତେବେ ଓଡ଼ିଶା ଏହାର ମତ୍ସ୍ୟଜୀବୀଙ୍କୁ ମାତ୍ର ୩ କୋଟି ଟଙ୍କା ସବ୍ସିଡି ପ୍ରଦାନ କରିିଥିବା ଭାରତ ପକ୍ଷରୁ ବିଶ୍ୱ ବାଣିଜ୍ୟ…
ବଡ଼ ଜମା-ଉଠାଣ ଲାଗି ଜରୁରୀ ହେବ ଆଧାର
ନୂଆଦିଲ୍ଲୀ,୨୩-୭: କଳାଧନ ଉପରେ ଲଗାମ ଲଗାଇବାକୁ ଯାଇ କେନ୍ଦ୍ର ସରକାର ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି, ଯାହାର ସିଧାସଳଖ ପ୍ରଭାବ ସାଧାରଣରେ ଦେଖାଯିବ। ବ୍ୟାଙ୍କ ଆକାଉଣ୍ଟରୁ ବାର୍ଷିକ ଏକ ନିର୍ଦ୍ଧାରିତ ରାଶି ବାହାରେ ଉଠାଣ ଏବଂ ଜମା କରିବା କ୍ଷେତ୍ରରେ…
ସର୍ବକାଳୀନ ରେକର୍ଡ ସ୍ତରରେ ସୁନା;୧୦ଗ୍ରାମକୁ ୩୫,୯୭୦ଟଙ୍କା
ନୂଆଦିଲ୍ଲୀ,୨୩-୭: ସୁନା ଦର ସୋମବାର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚତ୍ୟାଇଛି। ଦିଲ୍ଲୀ ସର୍ରାଫା ବଜାରରେ ସୁନା ୧୦୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ୩୫,୯୭୦ ଟଙ୍କା ହୋଇଛି। ଗହଣା ଦୋକାନୀଙ୍କ ପକ୍ଷରୁ କ୍ରମାଗତ କିଣା ଯାଉଥିବାରୁ ସୁନାର ଦରବୃଦ୍ଧି ଘଟିଚାଲିଛି…
ବ୍ୟାଙ୍କ ଅଫ୍ ବରୋଦାର ପ୍ରତିଷ୍ଠା ଦିବସ
ଭୁବନେଶ୍ୱର,୨୩-୭: ବ୍ୟାଙ୍କ ଅଫ୍ ବରୋଦା ଆସେଟ ରିକଭରି ମ୍ୟାନେଜମେଣ୍ଟ ଶାଖା ପକ୍ଷରୁ ୧୧୨ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟ ପ୍ରବନ୍ଧକ ଏନ୍ .କିସ୍ପୋଟା, ମୁଖ୍ୟ ପ୍ରବନ୍ଧକ କୁମାର ଗୌତମ, ବରିଷ୍ଠ ପ୍ରବନ୍ଧକ ଅଜୟ ପଣ୍ଡା ଉପସ୍ଥିତ…
ନିଲାମ ହୋଇଛି ୨୨ ଲୁହାପଥର ଖଣି
ନୂଆଦିଲ୍ଲୀ,୨୩-୭: ସରକାର ବର୍ତ୍ତମାନ ସୁଦ୍ଧା ୨୨ ଲୁହାପଥର ଖଣି ନିଲାମ କରିବାକୁ ସକ୍ଷମ ହୋଇଛି। ଏହି ଖଣିଗୁଡିକରେ ମୋଟ ୫୮୩.୦୫୭ ନିୟୁତ ଟନ୍ ଖଣିଜ ସମ୍ପଦ ରହିଥିବା ଜଣାପଡିଛି। ଖଣି ଓ ଖଣିଜ( ଉନ୍ନତୀକରଣ ଏବଂ ଅଧିନିୟମ) ସଂଶୋଧନ ଆଇନ୍ ୨୦୧୫…
ପୂର୍ବତଟ ରେଳପଥ ପୁରସ୍କୃତ
ଭୁବନେଶ୍ୱର୨୩-୭(ବ୍ୟୁରୋ): ନିଜ ପରିସୀମା ମଧ୍ୟରୁ ଲକ୍ଷ୍ୟ ଧାର୍ଯ୍ୟର ବହୁ ପୂର୍ବରୁ ମାନବ ବିହୀନ ରେଳ ଲେଭଲ କ୍ରସିଂ ହଟାଇବା କ୍ଷେତ୍ରରେ ପୂର୍ବତଟ ରେଳପଥ ପୁରସ୍କୃତ ହୋଇଛି। ହରିୟାଣାର ଆମ୍ବାଲାଠାରେ ଅନୁଷ୍ଠିତ ୬୪ତମ ରାଷ୍ଟ୍ରୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବରେ ରେଳପଥକୁ ସମ୍ମାନୀତ…
Archives


