ବାଣିଜ୍ୟ

ରେନୋ ପକ୍ଷରୁ ନୂଆ କ୍ୱିଡ ବଜାରରେ

ଭୁବନେଶ୍ୱର,୧୭-୧୦(ବ୍ୟୁରୋ): ପ୍ରମୁଖ ଯାନ ନିର୍ମାଣକାରୀ କମ୍ପାନୀ ରେନୋ ଇଣ୍ଡିଆ ପକ୍ଷରୁ ନୂଆ କ୍ୱିଡ ଓଡିଶା ବଜାରରେ ପ୍ରବେଶ କରିଛି। ସ୍ଥାନୀୟ ନୟାପଲ୍ଲୀସ୍ଥିତ ରେନୋ ଭୁବନେଶ୍ୱର ଶୋ’ରୁମରେ ଏହି ମଡେଲଟିକୁ ଶୁଭାରମ୍ଭ କରାଯାଇଛି। ଗର୍ଗସନ ଅଟୋମୋବାଇଲ ପକ୍ଷରୁ ନିର୍ଦ୍ଦେଶକ ସିଦ୍ଧାର୍ଥ ଗର୍ଗ, ଏମ୍‌ଡି…

ତନିଷ୍କର ଦୀପାବଳି ଅଫର

ଭୁବନେଶ୍ୱର,୧୭-୧୦: ତନିଷ୍କ ପକ୍ଷରୁ ଦୀପାବଳି ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଗ୍ରାହକମାନେ ଏହି ସମୟରେ ଷ୍ଟୋରରେ ସୁନା ଗହଣାର ଗଢା ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ପାଇ ପାରିବେ। ଏହାବାଦ ହୀରା ଗହଣା ମୋଟ ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ…

ଇନ୍ଧନ ସଞ୍ଚୟ କ୍ଷେତ୍ରରେ ମହିନ୍ଦ୍ରା ବ୍ଲେଜୋର ସଫଳତା

ମୁମ୍ବାଇ,୧୭-୧୦: ମହିନ୍ଦ୍ରା ଟ୍ରକ ଆଣ୍ଡ ବସ୍‌( ଏମ୍‌ଟିବି) ଡିଭିଜନ ପକ୍ଷରୁ ଏହାର ବ୍ଲେଜୋ ମଡେଲ ଇନ୍ଧନ ସଞ୍ଚୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବଜାରକୁ ଆସିବାର ୩ ବର୍ଷ ମଧ୍ୟରେ ଏହି ମଡେଲ ଦେଶର ସବୁଠାରୁ ଅଧିକ ଇନ୍ଧନ ସଞ୍ଚୟକାରୀ…

ଟାଇଟାନ ରାଗାର ନୂଆ କଲେକ୍ସନ

ଭୁବନେଶ୍ୱର,୧୭-୧୦: ଟାଇଟାନ ରାଗାର ନୂଆ ଫେସେଟ୍‌ସ କଲେକ୍ସନ ବଜାରକୁ ଆସିଛି। ଅତ୍ୟାଧୁନିକ ଭାରତୀୟ ମହିଳା ଏବଂ ସେମାନଙ୍କ ବ୍ୟକ୍ତିତ୍ୱକୁ ଧ୍ୟାନରେ ରଖି କମ୍ପାନୀ ଏହି କଲେକ୍ସନ ବଜାରକୁ ଛାଡିଛି। ଏଥିରେ ଅତ୍ୟାଧୁନିକ ଡିଜାଇନ, କାରିଗରି ଗ୍ରାହକ ଲାଭ କରିପାରିବେ। ଏଥିରେ ରହିଛି…

ଆର୍‌ସି ପ୍ଲାଷ୍ଟୋ ପକ୍ଷରୁ ଡିଲରମିଟ୍‌

ଭୁବନେଶ୍ୱର,୧୭-୧୦: ପ୍ଲାଷ୍ଟିକ ପାଣି ଟାଙ୍କି ନିର୍ମାଣ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ଆର୍‌ସି ପ୍ଲାଷ୍ଟୋ ଟ୍ୟାଙ୍କ୍‌ସ ଆଣ୍ଡ ପାଇପ୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଡିଲରମିଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମ୍ପାନୀର ଡିଲର ଏବଂ ବିତରକମାନେ ଯୋଗ ଦେଇଥିଲେ। କମ୍ପାନୀର ନୂଆ ପ୍ରଡକ୍ଟ, ଅଭିବୃଦ୍ଧି…

ରଣବୀର ସିଂ ମାନ୍ୟବରର ନୂଆ ବ୍ରାଣ୍ଡ ଆମ୍ବାସାଡର

ଭୁବନେଶ୍ୱର,୧୭-୧୦: ମାନ୍ୟବର ପକ୍ଷରୁ ବଲିଉଡ ଅଭିନେତା ରଣବୀର ସିଂଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଚୁକ୍ତି ମୁତାବକ ରଣବୀର କମ୍ପାନୀର ସଦ୍ୟତମ ପାର୍ବଣ କଲେକ୍ସନଗୁଡିକ ବିଭିନ୍ନ ମାଧ୍ୟମରେ ପ୍ରଚାର କରିବେ। କମ୍ପାନୀ ପ୍ରସ୍ତୁତ କରିଥିବା ଦିଓ୍ବାଲୀ…

ପ୍ରମୋଶନ ଅନ୍‌ ହ୍ବିଲ ଆଣିବ ରେଲଓ୍ବେ

ନୂଆଦିଲ୍ଲୀ,୧୬-୧୦: ରାଜସ୍ବ ସଂଗ୍ରହ ଲାଗି ରେଲଓ୍ବେ ପକ୍ଷରୁ ନୂଆ ପଦକ୍ଷେପ ନିଆଯିବ। ଟ୍ରେନଗୁଡିକରେ ପ୍ରମୋଶନାଲ କାର୍ଯ୍ୟକଳାପ ଦ୍ୱାରା ରାଜସ୍ବ ଆଦାୟ ନେଇ ଯୋଜନା ରଖାଯାଇଛି। ଲୋକମାନେ ରେଲଓ୍ବେର ପ୍ରମୋଶନ ଅନ୍‌ ହ୍ବିଲ ପଦକ୍ଷେପ ଦ୍ୱାରା ଟ୍ରେନଗୁଡିକ ବିଭିନ୍ନ ପ୍ରଚାର ସମ୍ପର୍କିତ କାର୍ଯ୍ୟକଳାପ…

ଆର୍ଥିକ ମାନ୍ଦାବସ୍ଥା ଚକ୍ରୀୟ: ପୀୟୂଷ ଗୋୟଲ

ନୂଆଦିଲ୍ଲୀ,୧୬-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହା ଚକ୍ରୀୟ ବୋଲି କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ମଙ୍ଗଳବାର କହିଛନ୍ତି। ଏହା ଠିକ୍‌ ହୋଇଯିବ। ଅଭିବୃଦ୍ଧି ଫେରିବା ଆଗରୁ ବର୍ତ୍ତମାନ ନିବେଶର ପ୍ରକୃଷ୍ଟ ସମୟ ବୋଲି ସେ…

ଆୟୁଷ୍ମାନ ଖୁରାନା ଟାଇଟାନ ଆଇପ୍ଲସ୍‌ର ବ୍ରାଣ୍ଡ ଆମ୍ବାସାଡର

ନୂଆଦିଲ୍ଲୀ,୧୬-୧୦: ଟାଇଟାନ ଆଇଓ୍ବେର ବିଜନେସ ପକ୍ଷରୁ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। କମ୍ପାନୀର ଫ୍ରେମ, ସନଗ୍ଲାସେସ ଏବଂ ଲେନ୍ସକୁ ଆୟୁଷ୍ମାନ ପ୍ରମୋଶନ କରିବେ। କମ୍ପାନୀର ଆଗାମି ମଲ୍ଟି ମିଡିଆ କ୍ୟାମ୍ପେନରେ ସେ ନଜର ଆସିବେ…

ଅଭିବୃଦ୍ଧି ପୂର୍ବାନୁମାନ ୬.୧%କୁ ଖସାଇଲା ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ,୧୬-୧୦: ବିଶ୍ୱ ବ୍ୟାଙ୍କ ପରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ଖସାଇଛି। ୨୦୧୯ରେ ଭାରତର ଅଭିବୃଦ୍ଧି ହାର ୬.୧% ରହିବ ବୋଲି ଆଇଏମ୍‌ଏଫ୍‌ କହିଛି। ସେହିଭଳି ଦେଶର ଅର୍ଥବ୍ୟବସ୍ଥା ୨୦୨୦ରେ ୭% ଛୁଇଁବା ନେଇ ଆଇଏମ୍‌ଏଫ୍‌ ପକ୍ଷରୁ ଏହାର…

ଗ୍ରାହକ ସମ୍ପର୍କ ମେଳାରେ ବ୍ୟାଙ୍କ ଦେଲେ ୮୧,୭୦୦ କୋଟିର ଋଣ

ନୂଆଦିଲ୍ଲୀ,୧୫-୧୦: ଅକ୍ଟୋବର ପହିଲାରୁ ଦେଶର ବ୍ୟାଙ୍କଗୁଡିକ ପକ୍ଷରୁ ଆରମ୍ଭ ହୋଇଥିବା ଗ୍ରାହକ ସମ୍ପର୍କ ଅଭିଯାନରେ ୮୧,୭୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ୯ ଦିନ ମଧ୍ୟରେ ବ୍ୟାଙ୍କଗୁଡିକ ଏହି ଋଣ ପ୍ରଦାନ କରିଥିବା ଅର୍ଥ ସଚିବ ରାଜୀବ କୁମାର କହିଛନ୍ତି।…

ଭାରତର ମନ୍ଥର ଅଭିବୃଦ୍ଧି ଚିନ୍ତାଜନକ: ନୋବେଲ ବିଜେତା ଅଭିଜିତ ବାନାର୍ଜୀ

ନୂଆଦିଲ୍ଲୀ,୧୫-୧୦: ଭାରତରେ ବର୍ତ୍ତମାନ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହାକୁ ନେଇ ଅର୍ଥନୀତିଜ୍ଞ ମାନେ ଚିନ୍ତା ପ୍ରକଟ କରୁଛନ୍ତି। ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ନିକଟରେ ଏହି ପ୍ରସଙ୍ଗକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଦେଶର ଜିଡ଼ିପି ଅଭିବୃଦ୍ଧିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?