ବାଣିଜ୍ୟ

ଏଣିକି ମୃତବ୍ୟକ୍ତିଙ୍କ Insuranceରେ କେବଳ ନୋମିନିଙ୍କୁ ମିଳିବନି ଲାଭ! କୋର୍ଟ ଦେଲେ ବଡ଼ ରାୟ

ନୂଆଦିଲ୍ଲୀ,୫।୩: ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ, କର୍ନାଟକ ହାଇକୋର୍ଟ କହିଛନ୍ତି ଯେ ଯଦି ପଲିସିଧାରୀଙ୍କ ଆଇନଗତ ଉତ୍ତରାଧିକାରୀମାନେ ଦାବି କରନ୍ତି, ତେବେ ବୀମା ପଲିସିରେ ନାମିତ ବ୍ୟକ୍ତିଙ୍କର ବୀମା ଲାଭ ଉପରେ ପୂର୍ଣ୍ଣ ଅଧିକାର ରହିବ ନାହିଁ। କୋର୍ଟ ଏହା ମଧ୍ୟ ସ୍ପଷ୍ଟ…

DA Hike: ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ହୋଲି ଭେଟି, ଏତେ ବଢିଯିବ ମହଙ୍ଗା ଭତ୍ତା!

ନୂଆଦିଲ୍ଲୀ,୫।୩: ହୋଲି ଏବଂ ଇଦ୍‌ ପୂର୍ବର ସରକାରୀ କର୍ମଚାରୀଙ୍କୁ ବଡ଼ ଭେଟି। କେନ୍ଦ୍ର ସରକାର ଆଜି କୋଟି କୋଟି କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏକ ଉପହାର ଦେଇପାରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର, ୫ ମାର୍ଚ୍ଚ, ୨୦୨୫ରେ ଅନୁଷ୍ଠିତ ହେବାକୁ…

ଡିଅନ୍‌ ରିଭର ଫ୍ରଣ୍ଟ ହାଉସିଂ ପ୍ରକଳ୍ପକୁ ପ୍ରମାଣପତ୍ର

ଭୁବନେଶ୍ୱର,୫।୩: ରାଜ୍ୟର ପ୍ରମୁଖ ଗୃହ ନିର୍ମାଣକାରୀ ସଂସ୍ଥା ତଥା ଡିଅନ୍‌ ଗ୍ରୁପ୍‌ର ଅଗ୍ରଣୀ ହାଉସିଂ ପ୍ରକଳ୍ପ ‘ଡିଅନ୍‌ ରିଭର ଫ୍ରଣ୍ଟ ଫେଜ୍‌-୧ ଏବଂ ଫେଜ୍‌-୨’କୁ ନିକଟରେ ପଞ୍ଜୀକରଣ ପ୍ରମାଣପତ୍ର ମିଳିଛି। ଏପରିକି କଟକ ବିକାଶରେ ଗୁରୁତ୍ୱ ବହନ କରୁଥିବା ଏବଂ କମ୍ପାନୀର…

ବଜାରରେ ବଜାଜ୍‌ର ଅଲ୍‌ ନ୍ୟୁ ବଜାଜ୍‌ ଗୋଗୋ

ମୁମ୍ବାଇ,୫।୩ (ଅଭୟ ଦାଶ): ବଜାଜ୍‌ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ମଡେଲ ତଥା ବ୍ରାଣ୍ଡ୍‌ର ନୂତନ ଇଲେକ୍ଟ୍ରିକ୍‌ ଅଟୋ ‘ଅଲ୍‌ ନ୍ୟୁ ବଜାଜ୍‌ ଗୋଗୋ’ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଅପରପକ୍ଷରେ ‘ବଜାଜ୍‌ ଗୋଗୋ’ର ଶୁଭାରମ୍ଭ ସହ କମ୍ପାନୀ ଇଲେକ୍ଟ୍ରିକ୍‌ ୩ ଚକିଆ…

ଏଆଇ ଯୁଗରେ ଦକ୍ଷ କର୍ମଚାରୀ ବଡ଼ କମ୍ପାନୀଙ୍କୁ ସମସ୍ୟା

ଭୁବନେଶ୍ୱର,୫।୩ (ଅନୁରାଧା ମହାରଣା): ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଭାରତୀୟ କମ୍ପାନୀଗୁଡିକ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ମାତ୍ର ଟେକ୍ନୋଲୋଜିର ସମ୍ପୂର୍ଣ୍ଣ ଫାଇଦା ନେବାକୁ ବଡ଼ କମ୍ପାନୀଗୁଡ଼ିକ ଠିକ୍‌ ଏଆଇ କୌଶଳ ଏବଂ ଆନୁଷଙ୍ଗିକ ଦକ୍ଷତାପୂର୍ଣ୍ଣ କର୍ମଚାରୀ ଖୋଜିବା କଷ୍ଟ ହୋଇପଡ଼ିଛି। ଏହା କମ୍ପାନୀଗୁଡିକ…

ଆଉ କିଏ ଚଳାଉଛନ୍ତି କି ଆପଣଙ୍କ Whatsapp? ଚୁଟ୍‌କିରେ ଏଭଳି କରନ୍ତୁ Check…

ନୂଆଦିଲ୍ଲୀ,୪।୩: ଲୋକପ୍ରିୟ ଆପ୍‌ WhatsApp ଅନେକ ସୁରକ୍ଷା ସ୍ତର ସହିତ ଆସିଥାଏ। ଏହା ବ୍ୟବହାରକାରୀଙ୍କ ସୁବିଧା ପାଇଁ ଗୋଟିଏରୁ ବଳି ଆରେକ ବୈଶିଷ୍ଟ୍ୟ ଉପରେ କାମ କରୁଛି। ଏହି ଆପ୍‌ରେ ଅନେକ ଲୋକଙ୍କ ଗୋପନୀୟ କଥାବାର୍ତ୍ତା ଉପଲବ୍ଧ ଥାଏ। ଯଦି ଅନ୍ୟ…

LIC: ଟଙ୍କା ନିବେଶ କରିଛନ୍ତି କି? LICର ବୁଡିଗଲା 1.45 ଲକ୍ଷ କୋଟି ଟଙ୍କା, ବଡ଼ ବଡ଼ କମ୍ପାନୀ ସହିଲେଣି ପ୍ରବଳ କ୍ଷତି

ନୂଆଦିଲ୍ଲୀ,୪।୩: ଦେଶର ସର୍ବବୃହତ ବୀମା କମ୍ପାନୀ ଏଲଆଇସି କେବଳ ଲୋକଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ କାମ କରେ ନାହିଁ, ବରଂ ଏହା ଦେଶର ସର୍ବବୃହତ ନିବେଶକ ସଂସ୍ଥା ମଧ୍ୟ। ବୀମା କମ୍ପାନୀ ଦେଶର କୋଟି କୋଟି ଲୋକଙ୍କ ଦ୍ୱାରା ଷ୍ଟକ…

8th Pay Commission Salary Hike: ୧୦ବର୍ଷରେ ଏତେ ବଢିଯିବ ସରକାରୀ କର୍ମଚାରୀଙ୍କ ଦରମା ଓ ପେନଶନ, ଜାଣନ୍ତୁ ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଜାନୁଆରୀ ୧୬, ୨୦୨୫ରେ ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଏବଂ ୬୫ ଲକ୍ଷ ପେନସନଭୋଗୀଙ୍କ ଭତ୍ତାରେ କିଛି ସଂଶୋଧନ କରିବା ପାଇଁ ଅଷ୍ଟମ ବେତନ କମିଶନ…

୨୦୩୪ ସୁଦ୍ଧା ଖୁଚୁରା ବଜାର ଆକାର ୧୯୦ ଲକ୍ଷ କୋଟି ଆକଳନ

ଭୁବନେଶ୍ୱର,୩।୩ (ଅନୁରାଧା ମହାରଣା): ଦେଶର ଖୁଚୁରା ବଜାରରେ ଅଭିବୃଦ୍ଧି ପରିଲକ୍ଷିତ ହେଉଥିବାବେଳେ ୨୦୩୪ ସୁଦ୍ଧା ଏହାର ଆକାର ୧୯୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆଶା କରାଯାଉଛି। ଦେଶରେ ବହୁ ସଂଖ୍ୟକ ଖୁଚୁରା ବ୍ୟବସାୟୀ ଏଥିରୁ ଉପକୃତ ହେବେ।…

ମାର୍କେଟ୍‌କୁ ଆସିବ JIO ଇଲେକ୍ଟ୍ରିକ୍‌ ସାଇକେଲ, ଦାମ୍‌ ରହିଛି…

ନୂଆଦିଲ୍ଲୀ,୩ା୩: ଟେଲିକମ୍ୟୁକେଶନ କ୍ଷେତ୍ରରେ ବିପ୍ଳବ ଆଣିଥିବା JIO ଏବେ ସମସ୍ତ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରୁଛି। ପୋଷାକଠାରୁ ପେଟ୍ରୋଲ ପର୍ଯ୍ୟନ୍ତ JIO ବ୍ରାଣ୍ଡ ବିନା କୌଣସି କ୍ଷେତ୍ର ନାହିଁ। ଏବେ ଜିଓ ଆଉ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛି। ଇଲେକ୍ଟ୍ରିକ୍‌…

ଶହେ ମେଧାବୀଙ୍କୁ ରିଲାଏନ୍ସ ଫାଉଣ୍ଡେଶନ୍‌ ପିଜିଏସ୍‌

ମୁମ୍ବାଇ,୩।୩: ରିଲାଏନ୍ସ ଫାଉଣ୍ଡେଶନ୍‌ର ବହୁ ପ୍ରତୀକ୍ଷିତ ପୋଷ୍ଟଗ୍ରାଜୁଏଟ୍‌ ସ୍କଲାରଶିପ୍‌ (ପିଜିଏସ ୨୦୨୪-୨୫)ର ଫଳାଫଳକୁ ନିକଟରେ ଘୋଷଣା କରାଯାଇଛି। ଏପରିକି ଇଞ୍ଜିିନିୟରିଂ, ଟେକ୍ନୋଲୋଜି, ଶକ୍ତି ଏବଂ ଲାଇଫ ସାଇନ୍ସ ବିଷୟରେ ଅଧ୍ୟୟନ କରୁଥିବା ୧୦୦ ଜଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ଏହି ମେଧାବୃତ୍ତି ପ୍ରଦାନ…

କୋଲ୍‌ ଇଣ୍ଡିଆର ୫୦ବର୍ଷ ପୂର୍ତ୍ତି ଉତ୍ସବ

ଭୁବନେଶ୍ୱର,୨।୩: କୋଲ୍‌ ଇଣ୍ଡିଆର ୫୦ବର୍ଷ ପୂର୍ତ୍ତି ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମହାନଦୀ କୋଲ ଫିଲ୍ଡସ ଲିମିଟେଡ୍‌ (ଏମ୍‌ସିଏଲ୍‌) ପକ୍ଷରୁ ଏକ ମେଗା ଦୌଡ ପ୍ରତିଯୋଗିତା ‘କୋଲ୍‌ ଇଣ୍ଡିଆ ଭୁବନେଶ୍ୱର ହାଫ୍‌ ମାରାଥନ’ ରବିବାର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ଠାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri