ଧନତେରସରେ ସୁନା କିଣିବାକୁ ଯାଉଛନ୍ତି କି? ୨ ଭରିର ସୁନା ହାରରେ ଜାଣନ୍ତୁ କେତେ ଆସିବ ମେକିଂ ଚାର୍ଜ
ସୁନା ନିବେଶ ଏବଂ ଉପହାର ପାଇଁ ସବୁଠାରୁ ପସନ୍ଦିତ ବିକଳ୍ପ ମଧ୍ୟରୁ ଗୋଟିଏ। ଧନତେରସ ଏବଂ ଦୀପାବଳି ଭଳି ପର୍ବଗୁଡ଼ିକରେ ଏହାର ଚାହିଦା ଆହୁରି ବୃଦ୍ଧି ପାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଦୁଇ ଭରି ସୁନା ହାର ଦୁଇ…
ଆଗକୁ ଧନତେରାସ, ଏବେଠାରୁ ଆଉ ମିଳୁନାହିଁ ରୂପା! ଜାଣନ୍ତୁ ଏହାର ମୁଖ୍ୟ କାରଣ
ନୂଆଦିଲ୍ଲୀ,୧୭।୧୦: ଦୀପାବଳି ଏବଂ ଅନ୍ୟାନ୍ୟ ଉତ୍ସବ ସମୟରେ ଭାରତରେ ରୂପାର ଚାହିଦା ସବୁବେଳେ ବୃଦ୍ଧି ପାଏ, କିନ୍ତୁ ୨୦୨୫ରେ ରୂପାର ଅଭାବ ନିବେଶକ ଏବଂ ଅଳଙ୍କାର ବ୍ୟବସାୟୀଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ଦେଶରେ ରୂପାର ମୂଲ୍ୟ ବର୍ତ୍ତମାନ ବିଶ୍ୱ ସ୍ତର…
ନୋମିନି ନାହିଁ, ଆକାଉଣ୍ଟଧାରୀଙ୍କ ମୃତ୍ୟୁ ପରେ କିଭଳି ମିଳିବ ବ୍ୟାଙ୍କ ଆକାଉଣ୍ଟରେ ଜମା ଟଙ୍କା? ଜାଣିରଖନ୍ତୁ…
ନୂଆଦିଲ୍ଲୀ,୧୬।୧୦: ଯେତେବେଳେ ଆମେ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିଥାଉ, ଆମେ ସାଧାରଣତଃ ଜଣେ ନୋମିନି ପ୍ରଦାନ କରୁ। ଏହାର ଅର୍ଥ ହେଉଛି ଯଦି ଆକାଉଣ୍ଟଧାରୀଙ୍କ ମୃତ୍ୟୁ ହୁଏ, ତେବେ ବ୍ୟାଙ୍କରେ ଜମା ହୋଇଥିବା ଟଙ୍କା ସିଧାସଳଖ ନୋମିନିଙ୍କ ପାଖକୁ ଯାଏ। କିନ୍ତୁ…
ବିଶ୍ୱବ୍ୟାପୀ ୧୬,୦୦୦ କର୍ମଚାରୀ ଛଟେଇ କରିବ ନେସ୍ଲେ
ନୂଆଦିଲ୍ଲୀ,୧୬ା୧୦: ସ୍ୱିଜରଲ୍ୟାଣ୍ଡର ଫୁଡ୍ କମ୍ପାନୀ ନେସ୍ଲେ ଗୁରୁବାର ଆଗାମୀ ଦୁଇ ବର୍ଷ ମଧ୍ୟରେ ବିଶ୍ୱବ୍ୟାପୀ ୧୬,୦୦୦ କର୍ମଚାରୀ ଛଟେଇ କରିବାକୁ ଘୋଷଣା କରିଛି। ଏହି ଘୋଷଣା ପରେ କମ୍ପାନୀର ଶେୟାର ମୂଲ୍ୟ ୮ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି, ଯାହା ଜୁରିଚ୍…
ଭାରତର ବାଣିଜ୍ୟିକ ନିଅଣ୍ଟ ୩୨.୧୫ ବିଲିୟନ୍ ଡଲାର
ନୂଆଦିଲ୍ଲୀ,୧୬ା୧୦ (ରଏଟର୍ସ/ପି.ଟି.): ୨୦୨୫ ସେପ୍ଟେମ୍ବରରେ ଭାରତର ବାଣିଜି୍ୟକ ନିଅଣ୍ଟ ୩୨.୧୫ ବିଲିୟନ୍ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଛି, ଯାହାକି ଗତ ୧୩ ମାସରେ ସର୍ବାଧିକ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଜାରି ତଥ୍ୟରୁ ଏହା ଜଣାପଡ଼ିଛି। ଆମେରିକାର ୫୦%…
ସଦସ୍ୟଙ୍କୁ ବଡ଼ ଝଟ୍କା ଦେଲା EPFO: ଏଣିକି ଚାକିରି ଯିବା ପରେ ପରେ କାଢ଼ି ପାରିବେ ନାହିଁ PFର…
ନୂଆଦିଲ୍ଲୀ,୧୫।୧୦: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍ଓ) ଏହାର ସଦସ୍ୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଛି। ଏବେ ବେରୋଜଗାର ସଦସ୍ୟମାନେ ସେମାନଙ୍କର ଭବିଷ୍ୟ ନିଧି (ଇପିଏଫ୍) ଓ ପେନସନ୍ ଖାତା (ଇପିଏସ୍)ରୁ ସମ୍ପୂର୍ଣ୍ଣ ରାଶି ନିକାସୀ ପୂର୍ବ ଅପେକ୍ଷା…
ଆମେରିକାକୁ ସହଜରେ ଶିପିଂ କରୁଛି ଗରୁଡ଼ଭେଗା
ଅନ୍ତର୍ଜାତୀୟ ଲଜିଷ୍ଟିକ୍ସ ଏବଂ ସୀମା-ପାର୍ ଶିପିଂ କ୍ଷେତ୍ରରେ ଏକ ବିଶ୍ୱସନୀୟ କମ୍ପାନୀ ଗରୁଡ଼ଭେଗା। ନୂତନ U.S. କଷ୍ଟମ୍ସ ଏବଂ ସୀମା ସୁରକ୍ଷା (CBP) ଆବଶ୍ୟକତା ସହିତ ସଫଳ ଅନୁପାଳନ ଘୋଷଣା କରିଛି। ଭାରତରୁ ଯୁକ୍ତରାଷ୍ଟ୍ର ଆମେରିକାକୁ ଅଧିକ ସୁଗମ ଏବଂ ବିଶ୍ୱାସଯୋଗ୍ୟ…
ନିମ୍ନ, ମଧ୍ୟବିତ୍ତ ବର୍ଗକୁ LICର ଉପହାର! ଦୁଇଟି ଆକର୍ଷଣୀୟ ଯୋଜନା କଲା ଆରମ୍ଭ, ଜାଣନ୍ତୁ…
ନୂଆଦିଲ୍ଲୀ,୧୫।୧୦: ଭାରତୀୟ ନାଗରିକମାନେ ସଞ୍ଚୟ ଏବଂ ନିବେଶ ଉପରେ ବହୁତ ବିଶ୍ୱାସ ରଖନ୍ତି। ଏହା ପାଇଁ, ସେମାନେ ବିଭିନ୍ନ ଯୋଜନାରେ ସେମାନଙ୍କର ଟଙ୍କା ନିବେଶ କରନ୍ତି। କେତେକ SIP ମାଧ୍ୟମରେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରନ୍ତି, ଯେତେବେଳେ ଅନ୍ୟମାନେ ଇକ୍ୱିଟି, ସୁନା…
IRCTC Alert: ରେଳ ଟିକେଟ ବୁକିଂରେ ସାବଧାନ! ଯାତ୍ରୀଙ୍କୁ ବଡ଼ ଧରଣର ଠକେଇ ନେଇ ଚେତାଇଲା…
ନୂଆଦିଲ୍ଲୀ,୧୪।୧୦: ଦିପାବଳୀ ଏବଂ ଛଠ ପର୍ବ ସମୟରେ ଲକ୍ଷ ଲକ୍ଷ ଲୋକ ନିଜ ଘରକୁ ଫେରିଥାନ୍ତି। ଫଳରେ ସବୁଠୁ ବଡ଼ ସମସ୍ୟା ପାଲଟିଥାଏ କନଫର୍ମ ଟିକେଟ ପାଇବା। ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେବା ସତ୍ତ୍ୱେ ଅନେକ ଯାତ୍ରୀ ଟିକେଟ ପାଇପାରନ୍ତି…
Google CEO ସୁନ୍ଦର ପିଚାଇଙ୍କ ବଡ଼ ଘୋଷଣା: ଭାରତରେ ହେବ…
ନୂଆଦିଲ୍ଲୀ,୧୪।୧୦: ଗୁଗଲ ସିଇଓ ସୁନ୍ଦର ପିଚାଇ ମଙ୍ଗଳବାର ଏକ ବଡ଼ ଘୋଷଣା କରି ଭାରତରେ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ହବ୍ ପ୍ରତିଷ୍ଠା ଘୋଷଣା କରିଛନ୍ତି। ଏହି ପଦକ୍ଷେପ ପାଇଁ କମ୍ପାନୀ ୧୫ ବିଲିୟନ ଡଲାର ନିବେଶ କରିବ। ପିଚାଇ କହିଛନ୍ତି,…
EPFOର ବଡ଼ ନିଷ୍ପତ୍ତି! ଜାଣନ୍ତୁ କ’ଣ ହେଲା ପରିବର୍ତ୍ତନ
ନୂଆଦିଲ୍ଲୀ,୧୪।୧୦: ସୋମବାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO)ର ୨୩୮ତମ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକର ଅଧ୍ୟକ୍ଷତା କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିଆ କରିଥିଲେ। ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ଯାହା ସିଧାସଳଖ ୩୦…
ସୁନାକୁ ପଛରେ ପକାଇଲା ରୁପା, ବିଶେଷଜ୍ଞମାନେ କହୁଛନ୍ତି, ଏଥିରେ ନିବେଶ କଲେ ଭଲ
ନୂଆଦିଲ୍ଲୀ,୧୩।୧୦: ମୂଲ୍ୟବାନ ଧାତୁରେ ନିବେଶ କରିବାକୁ ଚାହୁଁଥିବା ନିବେଶକମାନେ ସୁନାକୁ ଛାଡ଼ି ରୂପାକୁ ଅଧିକ ପସନ୍ଦ କରୁଛନ୍ତି। ରୂପାର ମୂଲ୍ୟ ସୁନାଠାରୁ ଦ୍ରୁତଗତିରେ ବୃଦ୍ଧି ପାଇ ଅଧିକ ଲାଭ ଦେଉଛି। ଗତ ୯ ମାସରେ ରୂପାର ମୂଲ୍ୟ ଦୁଇଗୁଣ ହୋଇଛି, ଯାହା…

