ବାଣିଜ୍ୟ

୩,୩୦୦ କୋଟିର ହାଓଲା ର଼୍ୟାକେଟ ଠାବ

ନୂଆଦିଲ୍ଲୀ,୧୨-୧୧: ଆୟକର ବିଭାଗ ପକ୍ଷରୁ ୩,୩୦୦ କୋଟି ଟଙ୍କାର ହାଓଲା ର଼୍ୟାକେଟ ଠାବ ହୋଇଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ସୋମବାର ସୂଚନା ଦେଇଛି। ଏହାର ଚେର ଦିଲ୍ଲୀ, ମୁମ୍ବାଇ ଏବଂ ହାଇଦ୍ରାବାଦ ଭଳି ସହରକୁ ମାଡିଛି। ଭିତ୍ତିଭୂମି କ୍ଷେତ୍ରରେ କାର୍ଯ୍ୟ…

ବିଏସ୍‌ଏନ୍‌ଏଲ୍‌ ଭିଆର୍‌ଏସ୍‌ ଲାଗି ୭୦ ହଜାର ଆବେଦନ

ନୂଆଦିଲ୍ଲୀ,୧୨-୧୧: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) କର୍ମଚାରୀଙ୍କ ଲାଗି ନିକଟରେ ଆସିଥିବା ସ୍ବେଚ୍ଛାକୃତ ଅବସର ଯୋଜନା(ଭିଆର୍‌ଏସ୍‌)ର ଲାଭ ନେବାକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୦ ହଜାର କର୍ମଚାରୀ ଆବେଦନ କରିଛନ୍ତି। ଗତ ସପ୍ତାହରେ ଆସିଥିବା ଏହି ସ୍କିମରେ ୭୭ ହଜାର କର୍ମଚାରୀଙ୍କୁ…

ଜେଟ୍‌ ବିରୋଧରେ ହେବ ଏସ୍‌ଏଫ୍‌ଆଇଓ ତଦନ୍ତ

ନୂଆଦିଲ୍ଲୀ,୧୨-୧୧: ନରେଶ ଗୋଏଲଙ୍କ ଦ୍ୱାରା ପ୍ରତିଷ୍ଠିତ ଜେଟ୍‌ ଏୟାରଓ୍ବେଜ ବିମାନ କମ୍ପାନୀ ଲାଗି ଅଡୁଆ ବଢିଛି। ବିଭିନ୍ନ କାରଣ ଲାଗି ଏହି ବିମାନ କମ୍ପାନୀ ବର୍ତ୍ତମାନ ବନ୍ଦ ହୋଇ ପଡିଛି। ବିମାନ କମ୍ପାନୀର ଜେନେରାଲ ସେଲ୍‌ସ ଏଜେଣ୍ଟ (ଜିଏସ୍‌ଏ) ମଡେଲ ଦ୍ୱାରା…

ଅକ୍ଟୋବରରେ ପାସେଞ୍ଜର ଯାନ ବିକ୍ରି ୦.୨୮% ବୃଦ୍ଧି

ନୂଆଦିଲ୍ଲୀ,୧୨-୧୧: ଅକ୍ଟୋବରରେ ପାସେଞ୍ଜର ଯାନ ବିକ୍ରିରେ ୦.୨୮% ବୃଦ୍ଧି ଘଟିଥିବା ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅଟୋମୋବାଇଲ ମାନୁଫାକ୍‌ଚରର୍ସ ସୋସାଇଟି(ସିଆମ୍‌) ପକ୍ଷରୁ ସୂଚନା ଦିଆଯାଇଛି। ପାର୍ବଣ ସମୟ ବିକ୍ରି, ନୂଆ ମଡେଲ ଲଞ୍ଚ ଯୋଗୁ ବିକ୍ରି ସାମାନ୍ୟ ବଢିଥିବା ସିଆମ୍‌ ପକ୍ଷରୁ ପ୍ରକାଶ…

ଡବ୍ଲ୍ୟୁଇଏଫ୍‌ ସମ୍ମିଳନୀରେ ଯୋଗ ଦେବେ ୧୦୦ ଭାରତୀୟ ସିଇଓ

ନୂଆଦିଲ୍ଲୀ,୧୧-୧୧: ସ୍ବିଜରଲାଣ୍ଡର ସ୍କି ରିସର୍ଟ୍ଟ ଟାଉନଠାରେ ଜାନୁୟାରୀ ୨୦ରୁ ୨୪ ଯାଏ ଅନୁଷ୍ଠିତ ହେଉଥିବା ଓ୍ବାର୍ଲଡ ଇକୋନୋମିକ୍‌ ଫୋରମ(ଡବ୍ଲ୍ୟୁଇଏଫ୍‌)ର ବାର୍ଷିକ ସମ୍ମିଳନୀରେ ୧୦୦ ଭାରତୀୟ ସିଇଓଙ୍କ ସମେତ ବଲିଉଡ ଅଭିନେତ୍ରୀ ଦିପିକା ପାଦୁକୋନ ଯୋଗଦେବେ। ଏଥିରେ ବିଶ୍ୱସ୍ତରର ପ୍ରାୟ ୩୦୦୦ ଶିଳ୍ପ…

ଭାରତୀୟଙ୍କ ଦାବିଦାରହୀନ ଜମା; ସ୍ବିସ୍‌ ସରକାରଙ୍କୁ ହସ୍ତାନ୍ତର ହୋଇପାରେ

ନୂଆଦିଲ୍ଲୀ,୧୧-୧୧: ସ୍ବିଜରଲ୍ୟାଣ୍ଡର ବିଭିନ୍ନ ବ୍ୟାଙ୍କରେ ରହିଥିବା ଭାରତୀୟଙ୍କ ସମେତ ଅନ୍ୟ ଦେଶର ଲୋକଙ୍କ ଦାବିଦାରହୀନ ଜମା ସେଠାକାର ସରକାରଙ୍କ ହସ୍ତାନ୍ତର ହୋଇପାରେ। ଏଭଳି ଭାବେ ଭାରତ ସହ ସଂଯୋଗ ଥିବା ୧୨ ଆକାଉଣ୍ଟର କୌଣସି ଦାବିଦାର ନ ଥିବା ଜଣାପଡିଛି। ସ୍ବିସ୍‌…

ଏଚ୍‌ଓ୍ବାନ ବି ଭିଜାଧାରୀଙ୍କୁ ୟୁଏସ୍‌ ନ୍ୟାୟାଳୟଙ୍କଠାରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୧-୧୧: ଆମେରିକାରେ କାର୍ଯ୍ୟରତ ଏଚ୍‌ଓ୍ବାନ ବି ଭିଜାଧାରୀଙ୍କୁ ସେଠାକାର ନ୍ୟାୟାଳୟଙ୍କଠାରୁ ଆଶ୍ୱସ୍ତି ମିଳିଛି। ଏହି ଭିଜା ଲାଭ କରିଥିବା ଭାରତୀୟଙ୍କ ଜୀବନସାଥୀ ଆମେରିକାରେ କାର୍ଯ୍ୟ କରିବା ନେଇ ଅସ୍ଥାୟୀ ଭାବେ ଆଶ୍ୱସ୍ତି ମିଳିଥିବା ଜଣାପଡିଛି। କଲମ୍ବିଆ ସର୍କିଟ ଜିଲା ଲାଗି ଆମେରିକା…

ଲଗାତର ୩ ମାସ ଲାଗି କମିଲା ଶକ୍ତି ଚାହିଦା

ନୂଆଦିଲ୍ଲୀ,୧୧-୧୧: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହା ଜଟିଳ ହେଉଥିବା ଜଣାପଡିଛି। ଲଗାତର ଭାବେ ୩ ମାସ ଲାଗି ଦେଶର ଶକ୍ତି ଚାହିଦା ହ୍ରାସ ଘଟିିଛି। ଶକ୍ତି ବିତରଣ କରୁଥିବା କମ୍ପାନୀଙ୍କଠାରୁ କ୍ରୟ ଚାହିଦା ଗତ ବର୍ଷ ତୁଳନାରେ ଚଳିତ…

ହ୍ୟୁଣ୍ଡାଇ ପକ୍ଷରୁ କାର୍‌ କେୟାର କ୍ୟାମ୍ପ

କଲିକତା,୧୧-୧୧: ହ୍ୟୁଣ୍ଡାଇ ପକ୍ଷରୁ ମେଗା କାର୍‌ କେୟାର କ୍ୟାମ୍ପ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି କ୍ୟାମ୍ପର ଲାଭ କମ୍ପାନୀର ଗ୍ରାହକମାନେ ଏହାର ଡିଲରଶିପଗୁଡିକରେ ଚଳିତ ମାସ ୧୬ ଯାଏ ନେଇ ପାରିବେ। ଏହି ସମୟରେ ଗ୍ରାହକଙ୍କୁ ସ୍ବତନ୍ତ୍ର ଅଫର ଏବଂ…

ବିଏସ୍‌-୬ ମୋଟର ସାଇକେଲ ଆଣିଲା ହିରୋ

ନୂଆଦିଲ୍ଲୀ,୧୧-୧୧: ହିରୋମୋଟୋକର୍ପ ଲିମିଟେଡ ପକ୍ଷରୁ ଦେଶର ପ୍ରଥମ ବିଏସ୍‌-୬ ମୋଟର ସାଇକେଲ ସ୍ପ୍ଲେଣ୍ଡର ଆଇ-ସ୍ମାର୍ଟର ବଜାର ପ୍ରବେଶ କରାଯାଇଛି। ଆଇସିଏଟି ପ୍ରମାଣପତ୍ର ଲାଭ କରିବାର ମାତ୍ର କିଛି ମାସ ମଧ୍ୟରେ କମ୍ପାନୀ ଏହି ନୂଆ ମଡେଲଟିକୁ ବଜାରକୁ ଆଣିଛି। ନୂଆ ମଡେଲଟିରେ…

ବିଶ୍ୱ ଅତିଧନୀଙ୍କ ସମ୍ପତ୍ତି ୨୭ ଲକ୍ଷ କୋଟି କମିଲା

ନୂଆଦିଲ୍ଲୀ,୧୦-୧୧: ଗତ ବର୍ଷ ବିଶ୍ୱସ୍ତରରେ ବିଲିୟନେୟାରଙ୍କ ସମ୍ପତ୍ତିରେ ୩୮୮ ବିଲିୟନ ଡଲାର(ପ୍ରାୟ ୨୭ ଲକ୍ଷ କୋଟି ଟଙ୍କା) ହ୍ରାସ ଘଟିଛି। ଗତ ୧୫ ବର୍ଷ ମଧ୍ୟରେ ଏଭଳି ପ୍ରଥମଥର ଲାଗି ହୋଇଥିବା ୟୁବିଏସ୍‌ ଏବଂ ପିଡବ୍ଲ୍ୟୁସି ବିଲିୟନାରିଜ ରିପୋର୍ଟରୁ ଏହା ଜଣାପଡିଛି।…

୧ ଲକ୍ଷ ଟନ୍‌ ପିଆଜ ଆମଦାନି କରିବେ ସରକାର

ନୂଆଦିଲ୍ଲୀ,୧୦-୧୧:ଖୁଚୁରା ବଜାରରେ ପିଆଜ ଦର ୧୦୦ ଟଙ୍କା ଛୁଇଁଛି। ପିଆଜ ଖାଉଟିଙ୍କ ଲାଗି ଆକାଶ ଛୁଁଆ ହୋଇ ରହିଥିବା ବେଳେ ଏହାର ଦର କମୁନାହିଁ। ଦର ନିୟନ୍ତ୍ରଣ କରିବା ଲାଗି ସରକାର ୧ ଲକ୍ଷ ଟନ୍‌ ପିଆଜ ଆମଦାନି କରିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?