ମାନ୍ଦାବସ୍ଥା ଯୋଗୁ ଧିମା ହୋଇଛି ନିଯୁକ୍ତି
ନୂଆଦିଲ୍ଲୀ,୨୦ -୮: ଭାରତରେ ଗତବର୍ଷ ବେକାରି ହାର ୪୫ ବର୍ଷରେ ସବୁଠାରୁ ଖରାପ ରହିଛି। ଏହି ସମୟରେ ପ୍ରାୟ ସବୁ ସେକ୍ଟରରେ ନିଯୁକ୍ତି ଅତ୍ୟନ୍ତ ଧିମା ରହିଛି। ମାନ୍ଦାବସ୍ଥା ଯୋଗୁ ନିଯୁକ୍ତି ପ୍ରଦାନ ପ୍ରକ୍ରିୟା ଧୀରେ ଧୀରେ କମିବାରେ ଲାଗିଛି। କେୟାର…
୨୦୨୦ରେ ମାଡି ଆସୁଛି ମାନ୍ଦାବସ୍ଥା
ନୂଆଦିଲ୍ଲୀ,୨୦-୮: ଆସନ୍ତା ଏକ ବର୍ଷ ମଧ୍ୟରେ ୮ବର୍ଷରେ ସବୁଠାରୁ ଭୟଙ୍କର ମାନ୍ଦାବସ୍ଥା ମାଡିଆସୁଛି। ଏକ ତୃତୀୟାଂଶ ଗ୍ଲୋବାଲ ଫଣ୍ଡ ମ୍ୟାନେଜର ଏ ସମ୍ପର୍କରେ ଅନୁମାନ ଦର୍ଶାଇଛନ୍ତି। ବ୍ୟାଙ୍କ ଅଫ୍ ମେରିଲ ଲିଞ୍ଚର ସର୍ଭେ ରିପୋର୍ଟ ମୁତାବକ ୨୦୨୦ରେ ବିଶ୍ୱରେ ସବୁଠାରୁ ବଡ଼…
ପ୍ରତ୍ୟକ୍ଷ ଟିକସ କୋଡ୍;ସୀତାରାମନ୍ଙ୍କୁ ରିପୋର୍ଟ ଦେଲା ଟାସ୍କଫୋର୍ସ
ନୂଆଦିଲ୍ଲୀ,୨୦-୮: ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ(ସିବିଡିଟି) ସଦସ୍ୟ ଅଖିଳେଶ ରଞ୍ଜନଙ୍କ ଅଧ୍ୟକ୍ଷତାରେ ଗଠିତ ଟାସ୍କଫୋର୍ସ ସୋମବାର ନୂଆ ପ୍ରତ୍ୟକ୍ଷ ଟିକସ କୋଡ୍ ଉପରେ ନିଜର ରିପୋର୍ଟ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ଙ୍କୁ ହସ୍ତାନ୍ତର କରିଛନ୍ତି। ରିପୋର୍ଟ ସମ୍ପର୍କରେ ବିସ୍ତାରିତ ତଥ୍ୟ…
ଅର୍ଥନୀତି ଧିମା ହେବା ଚିନ୍ତାଜନକ: ରାଜନ
ନୂଆଦିଲ୍ଲୀ,୨୦-୮: ଦେଶର ଅର୍ଥନୀତି ଧିମା ହୋଇଯିବା ଚିନ୍ତାଜନକ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ୍ ରାଜନ ଦର୍ଶାଇଛନ୍ତି। ଶକ୍ତି ଓ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାଗୁଡ଼ିକରେ ଦେଖାଦେଇଥିବା ସଙ୍କଟକୁ ଦୂର କରିବା ଲାଗି ସରକାର ଯଥାଶୀଘ୍ର ନୂଆ ସଂସ୍କାର…
ଅର୍ଥନୀତି ଧିମା ପଡିଥିବା ଗଭର୍ନରଙ୍କ ସ୍ବୀକାର
ମୁମ୍ବାଇ,୨୦-୮: ବର୍ତ୍ତମାନ ଦେଶର ଅର୍ଥନୀତି ଧିମା ହୋଇଯାଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ସ୍ବୀକାର କରିଛନ୍ତି। ଏଥିଯୋଗୁ ଆଭ୍ୟନ୍ତରୀଣ ଓ ବାହ୍ୟ ଉଭୟ ସ୍ତରରେ ବଡ ଆହ୍ବାନ ରହିଛି। ତେବେ ଲୋକେ ନିରାଶାବାଦୀ ନ ହୋଇ ସୁଯୋଗ…
ମୋବାଇଲ ଫୋନ ରପ୍ତାନି;ଭାରତ ୨୧ ସ୍ଥାନ ଉପରକୁ ଉଠିଲା
ନୂଆଦିଲ୍ଲୀ,୨୦ -୮: ମୋବାଇଲ ଫୋନ ରପ୍ତାନି କ୍ଷେତ୍ରରେ ଭାରତ ଗତବର୍ଷ ବେଶ ଅଭିବୃଦ୍ଧି ହାସଲ କରିଛି। ଫଳରେ ଏହା ୨୧ ସ୍ଥାନ ଉପରକୁ ଉଠି ରପ୍ତାନିକାରୀ ଦେଶଙ୍କ ତାଲିକାର ୧୭ତମ ସ୍ଥାନରେ ପହଞ୍ଚତ୍ଛି। ଗତବର୍ଷ ଭାରତୀୟ କମ୍ପାନୀମାନେ ୧.୦୭ ବିଲିୟନ ଡଲାର…
ବିଶାଖାପଟ୍ଟନମ-ବିଜୟଓ୍ବାଡା ମଧ୍ୟରେ ଚାଲିବ ଡବଲ ଡେକର ଟ୍ରେନ ଉଦୟ ଏକ୍ସପ୍ରେସ
ନୂଆଦିଲ୍ଲୀ,୨୦-୮: ଭାରତୀୟ ରେଲଓ୍ବେ ପକ୍ଷରୁ ଦ୍ୱିତୀୟ ଡବଲ ଡେକର ଟ୍ରେନ ଉଦୟ ଏକ୍ସପ୍ରେସ ପୂର୍ବତଟ ରେଳପଥ ବିଶାଖାପଟ୍ଟନମ ଓ ବିଜୟଓ୍ବାଡା ମଧ୍ୟରେ ଚାଲିବ ବୋଲି ରେଲଓ୍ବେର ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ପ୍ରଥମ ଡବଲ ଡେକର ଟ୍ରେନ ଉଦୟ ଏକ୍ସପ୍ରେସ ଗତବର୍ଷ…
କର୍ପୋରେଟ ଟିକସକୁ ଧୀରେ ଧୀରେ କମାଯିବ: ସୀତାରାମନ୍
ନୂଆଦିଲ୍ଲୀ,୨୦-୮: କର୍ପୋରେଟ ଟିକସକୁ ଧୀରେ ଧୀରେ ୨୫%କୁ ହ୍ରାସ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତୀ ନିର୍ମଳା ସୀତାରାମନ୍ ସୋମବାର କହିଛନ୍ତି। ଦେଶ ପାଇଁ ସମ୍ପତ୍ତି ସୃଷ୍ଟି କରୁଥିବା ଉଦ୍ୟୋଗ ଜଗତକୁ ଯଥାସମ୍ଭବ ସହାୟତା ପ୍ରଦାନ କରାଯିବ ଏବଂ କର୍ପୋରେଟ ଟିକସକୁ ୩୦ରୁ…
୬ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଲା ଟଙ୍କା
ନୂଆଦିଲ୍ଲୀ,୨୦-୮: ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଧାରା ଲାଗି ରହିଛି। ସୋମବାର ଏହା ୨୯ ପଇସା ହ୍ରାସ ସହ ୬ ମାସର ସର୍ବନିମ୍ନ ସ୍ତର ୭୧.୪୩ ରେ ପହଞ୍ଚତ୍ଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିବା ତଥା ବିଦେଶରେ…
୯ ପ୍ରମୁଖ ସହରରେ ବିକ୍ରି ହୋଇନି ୪ ଲକ୍ଷ ଶସ୍ତା ଫ୍ଲାଟ୍
ନୂଆଦିଲ୍ଲୀ,୧୯-୮: ଶସ୍ତା ଘର ଚାହିଦା ବୃଦ୍ଧି ପାଇବା ସତ୍ତ୍ୱେ ଦେଶର ୯ ସହରରେ ୪.୧୨ ଲକ୍ଷ ଏଭଳି ଆପାର୍ଟମେଣ୍ଟ ଅଥବା ଫ୍ଲାଟ୍ ବିକ୍ରି ହୋଇପାରିନାହିଁ। ଏହି ଫ୍ଲାଟ୍ଗୁଡ଼ିକର ମୂଲ୍ୟ ୪୫ ଲକ୍ଷ ଟଙ୍କା ଭିତରେ ରହିଛି। ସମ୍ପତ୍ତି କିଣାବିକା ସେବା ଯୋଗାଇ…
ଉଦାହରଣ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ; ସିଓଲ ଶାନ୍ତି ପୁରସ୍କାର ପାଇଁ ଟିକସ ଦେବେ
ନୂଆଦିଲ୍ଲୀ,୧୯-୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକସଦାତାଙ୍କ ସମ୍ମୁଖରେ ଏକ ଉଦାହରଣ ଉପସ୍ଥାପନ କରିଛନ୍ତି। ସେ ସିଓଲ ଶାନ୍ତି ପୁରସ୍କାର ବାବଦରେ ପାଇଥିବା ୧.୩ କୋଟି ଟଙ୍କା ରାଶି ଉପରେ ଟିକସ ଦେବେ। ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ଙ୍କୁ ପତ୍ର…
ଅର୍ଥନୀତି ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା ହେବ ବିଳମ୍ବ;ଆହୁରି ୮ ବୈଠକରେ ଯୋଗ ଦେବେ ସୀତାରାମନ୍
ନୂଆଦିଲ୍ଲୀ,୧୯-୮: ଅର୍ଥନୀତିକୁ ଦ୍ରୁତତର କରିବା ଲାଗି ଆର୍ଥିକ ପ୍ୟାକେଜ ଘୋଷଣା କରିବା ଆହୁରି ବିଳମ୍ବ ହେବ। କାରଣ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ସାରା ଦେଶରେ ଆହୁରି ୮ ବୈଠକରେ ଯୋଗ ଦେବେ। ଏହାପରେ ବିଚାର ବିମର୍ଷ ପରେ ପ୍ୟାକେଜ ଘୋଷଣା…
Archives


