ବାଣିଜ୍ୟ

କଳାଟଙ୍କା ତଥ୍ୟ ଦେବାକୁ ସରକାର ଅରାଜି

ନୂଆଦିଲ୍ଲୀ,୨୪-୧୨: ସୁଇଜରଲାଣ୍ଡରେ ଥିବା ବ୍ୟାଙ୍କଗୁଡିକୁ କଳା ଟଙ୍କା ରଖିବାର ଭୂସ୍ବର୍ଗ ବୋଲି ବିଚାର କରାଯାଇଥାଏ। ପୂର୍ବରୁ ଏଠାକାର ସରକାର ଅନ୍ୟ କୌଣସି ଦେଶକୁ ନିଜ ବ୍ୟାଙ୍କରେ ଥିବା ଆକାଉଣ୍ଟ ସମ୍ପର୍କିତ ତଥ୍ୟ ଦେଉ ନ ଥିଲେ। ହେଲେ ଏହି ଧାରାରେ ନିୟମ…

ଅଧିକ ପୁରୁଣା ବିମାନର ଇଞ୍ଜିନ ବଦଳାଇବ ଇଣ୍ଡିଗୋ

ନୂଆଦିଲ୍ଲୀ,୨୪-୧୨: ଏୟାର ବସ୍‌ ଏସିଇ ଏ୩୨୦ ନିଓ ବିମାନ ଇଞ୍ଜିନର ନିରାପତ୍ତାକୁ ନେଇ ସରକାର ଏବେ କାର୍ଯ୍ୟାନୁଷ୍ଠାନ ନେଉଥିବା ଦେଖାଯାଇଛି। ଏହି ଆଧାରରେ ବିମାନ କମ୍ପାନୀଗୁଡିକ ସେମାନଙ୍କ କୌଶଳରେ ପରିବର୍ତ୍ତନ କରିବେ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ବଜେଟରେ ବିମାନ ସେବା…

ଏଲ୍‌ପିୟୁ ଛାତ୍ରୀଙ୍କୁ ମାଇକ୍ରୋସଫ୍ଟର ୪୨ ଲକ୍ଷ ପ୍ୟାକେଜ

ଚଣ୍ଡୀଗଡ,୨୪-୧୨: ଲଭ୍‌ଲୀ ପ୍ରଫେଶନାଲ ୟୁନିଭର୍ସିଟି (ଏଲ୍‌ପିୟୁ) ଛାତ୍ରୀଛାତ୍ର ଚଳିତ ବର୍ଷ କ୍ୟାମ୍ପସ ନିଯୁକ୍ତିରେ ସଫଳତା ହାସଲ କରିଛନ୍ତି। ୟୁନିଭର୍ସିଟିର ଶେଷ ବର୍ଷ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଛାତ୍ରୀ ତାନ୍ୟା ଅରୋରା ମାଇକ୍ରୋସଫ୍ଟ କମ୍ପାନୀରେ ବାର୍ଷିକ ୪୨ ଲକ୍ଷ ଟଙ୍କାର ପ୍ୟାକେଜରେ…

ସେସୁ ବିଦ୍ୟୁତ ବିତରଣର ଅଧିଗ୍ରହଣ କରିବ ଟାଟା ପାଓ୍ବାର

ଭୁବନେଶ୍ୱର,୨୪-୧୨: ସେଣ୍ଟ୍ରାଲ ଇଲେକଟ୍ରିସିଟି ସପ୍ଲାଇ ୟୁଟିଲିଟି ଅଫ୍‌ ଓଡ଼ିଶା (ସେସୁ)ର ବିଦ୍ୟୁତ୍‌ ଶକ୍ତି ବିତରଣକୁ ଟାଟା ପାଓ୍ବାର ଲିମିଟେଡ ଅଧିଗ୍ରହଣ କରିବ। ଏଥିଲାଗି ଓଡ଼ିଶା ଇଲେକଟ୍ରିସିଟି ରେଗୁଲେଟେରି କମିଶନ( ଓଇଆର୍‌ସି) ପକ୍ଷରୁ ଟାଟା ପାଓ୍ବାରକୁ ଲେଟର ଅଫ ଇଣ୍ଟେଣ୍ଟ ପ୍ରଦାନ କରାଯାଇଛି।…

ଟାଟା ସନ୍ସ ମାମଲା ଶୁଣାଣି; ରାୟର ‘ବେଆଇନ ଶବ୍ଦ’ ସଂଶୋଧନ ଲାଗି ଆବେଦନ

ନୂଆଦିଲ୍ଲୀ,୨୪-୧୨: ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ(ଏନ୍‌ସିଏଲଏଟି) ଟାଟା ସନ୍ସ ଏବଂ ସାଇରସ ମିସ୍ତ୍ରି ମାମଲାର ରାୟ ନିକଟରେ ଦେଇଛନ୍ତି। ଏହି ରାୟ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରିଙ୍କ ସପକ୍ଷରେ ରହିଥିଲା। ମିସ୍ତ୍ରିଙ୍କୁ ହଟାଇବା ବେଆଇନ ଥିଲା ବୋଲି…

ବିପିସିଏଲ୍‌ ବଲାଙ୍ଗୀର ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପଣ ୨୭ରେ

ଭୁବନେଶ୍ୱର,୨୩-୧୨: ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌) ପକ୍ଷରୁ ବଲାଙ୍ଗୀରରେ ସ୍ଥାପନ କରାଯାଇଥିବା ନୂଆ ଏଲପିଜି ବଟଲିଂ ପ୍ଲାଣ୍ଟର ଲୋକାର୍ପଣ ଚଳିତ ମାସ ୨୭ରେ ହେବ। ଏଠାରେ କମ୍ପାନୀ ପକ୍ଷରୁ ଅନୁଷ୍ଠିତ ଏକ ଖବରଦାତା କାର୍ଯ୍ୟକ୍ରମରେ କମ୍ପାନୀର ଆଞ୍ଚଳିକ ଏଲପିଜି ପ୍ରବନ୍ଧକ ଅତୁଲ…

ମାନ୍ଦାବସ୍ଥା ସତ୍ତ୍ୱେ କମିନି ଏଫ୍‌ପିଆଇ ନିବେଶ

ନୂଆଦିଲ୍ଲୀ,୨୩-୧୨: ଦେଶରେ ମାନ୍ଦାବସ୍ଥା ଲାଗି ରହିବା ସତ୍ତ୍ୱେ ଶେୟାର ବଜାର ଉପରେ ବିଦେଶୀ ପୁଞ୍ଜି ନିବେଶକ(ଏଫ୍‌ପିଆଇ)ଙ୍କ ଭରସା ତୁଟିନି। ୨୦୧୯ରେ ବିଦେଶୀ ପୁଞ୍ଜି ନିବେଶକମାନେ ଶେୟାର ବଜାରରେ ୧.୩ ଲକ୍ଷ କୋଟି ଟଙ୍କାର ନେଟ୍‌ ନିବେଶ କରିଥିବା ଜଣାପଡିଛି। ଏହା ମଧ୍ୟରେ…

୨୦୨୦ରେ ନିଯୁକ୍ତି ବୃଦ୍ଧି ସମ୍ଭାବନା କ୍ଷୀଣ

ନୂଆଦିଲ୍ଲୀ,୨୩-୧୨: ଦେଶରେ ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସିଥିବା ବେଳେ ଚଳିତ ନିଯୁକ୍ତି ପ୍ରଭାବିତ ସ୍ଥିତିରେ ରହିଛି। ଏହି ଧାରାରେ ଆସନ୍ତା ବର୍ଷ ମଧ୍ୟ ପରିବର୍ତ୍ତନ ଆସି ନ ପାରେ। ୨୦୨୦ରେ ନିଯୁକ୍ତି ବୃଦ୍ଧି ସମ୍ଭାବନା କ୍ଷୀଣ…

ଶେଷ ହୋଇପାରେ ଆମେରିକା-ଚାଇନା ଟ୍ରେଡଓ୍ବାର 

ନୂଆଦିଲ୍ଳୀ,୨୨-୧୨: ଆମେରିକା ଏବଂ ଚାଇନା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଶୀଘ୍ର ଶେଷ ହୋଇପାରେ। ଟ୍ରେଡ୍‌ ଡିଲ୍‌କୁ ନେଇ ଚାଇନାର ରାଷ୍ଟ୍ରପତି ଜି.ଜିନପିଙ୍ଗଙ୍କ ସହ ଆଲୋଚନା ସକାରାତ୍ମକ ରହିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର କହିଛନ୍ତି। ଗତ…

ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ବଢିପାରେ

ନୂଆଦିଲ୍ଳୀ,୨୨-୧୨: ଆଗାମୀ ଦିନରେ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ବଢିପାରେ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଏବଂ ପ୍ୟାକେଟଯୁକ୍ତ ଖାଦ୍ୟର ଦରଦାମ ନିକଟରେ ବଢିବା ନେଇ ସମ୍ଭାବନା ରହିଛି। ଏଫ୍‌ଏମ୍‌ସିଜି ଶିଳ୍ପ ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପ୍ରଡକ୍ଟ ପ୍ରସ୍ତୁତିରେ…

ଜିଡ଼ିପି ଅଭିବୃଦ୍ଧି ୪.୬%କୁ ହ୍ରାସ କଲା ଫିଚ୍‌

ନୂଆଦିଲ୍ଲୀ,୨୧-୧୨: ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ଭାରତର ଜିଡ଼ିପି ଅଭିବୃଦ୍ଧି ପୂର୍ବାନୁମାନକୁ ଫିଚ୍‌ ରେଟିଙ୍ଗସ ୪.୬%କୁ ହ୍ରାସ କରିଛି। ବାଣିଜି୍ୟକ ସ୍ଥିତିରେ ଅବନ୍ନତି ଏବଂ ଖାଉଟିଙ୍କ ଆତ୍ମବିଶ୍ୱାସ ଖସିବା ଯୋଗୁ ଫିଚ୍‌ ପୂର୍ବାନୁମାନକୁ ଖସାଇଥିବା ଜଣାପଡିଛି। ଏହା ଭାରତର ଡିଫଲ୍ଟ ରେଟିଂକୁ…

୫.୨୩ ଲକ୍ଷ କୋଟି ଟଙ୍କାର ସ୍ପେକ୍ଟ୍ରମ ନିଲାମ ଯୋଜନାକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୧-୧୨: ୫.୨୩ ଲକ୍ଷ କୋଟି ଟଙ୍କାର ସ୍ପେକ୍ଟ୍ରମ ନିଲାମ ଯୋଜନାକୁ ଡିଜିଟାଲ କମ୍ୟୁନିକେଶନ କମିଶନଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଥି ଲାଗି ନିଲାମ ପ୍ରକ୍ରିୟା ମାର୍ଚ୍ଚ, ଏପ୍ରିଲରେ ହେବ ବୋଲି ସୂଚନା ରହିଛି। ରେଡିଓ ଓ୍ବେଲ ଲାଗି ନିଷ୍ପତ୍ତି ନିଆଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?