ନୀରବ ମୋଦିଙ୍କ ରିମାଣ୍ଡ ବଢିଲା
ନୂଆଦିଲ୍ଲୀ,୧୮-୧୦: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ରିମାଣ୍ଡ ଅବଧିକୁ ନଭେମ୍ବର ୧୧ଯାଏ ବଢାଯାଇଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ୧୩,୫୦୦ କୋଟିରୁ ଉର୍ଦ୍ଧ୍ୱ ଋଣ ଠକେଇ ମାମଲାରେ ଏବେ ତାଙ୍କ ନାମରେ ପ୍ରତ୍ୟାର୍ପଣ ମାମଲା ଚାଲିଛି। ସେ ଲଣ୍ଡନ ଜେଲରେ ଥିବା…
ସଙ୍କଟ ସ୍ଥିତିରେ ଅର୍ଥନୀତି: ମନମୋହନ ସିଂ
ନୂଆଦିଲ୍ଲୀ,୧୮-୧୦: ଦେଶର ପ୍ରତି ଅର୍ଥନୈତିକ ଅସୁବିଧା ଲାଗି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାର ଉପା ସରକାରଙ୍କୁ ନିନ୍ଦା କରିବା ବନ୍ଦ କରନ୍ତୁ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗୁରୁବାର କହିଛନ୍ତି। ଦେଶରେ ବ୍ୟାଙ୍କିଙ୍ଗ କ୍ଷେତ୍ର ସମସ୍ୟା ଲାଗି ମନମୋହନ ସିଂ…
ବାଣିିଜ୍ୟିକ ଋଣ କ୍ଷେତ୍ରରେ ମନ୍ଥରତା
ମୁମ୍ବାଇ,୧୮-୧୦: ଜୁନ୍ ତ୍ରୈମାସ ଶେଷ ସୁଦ୍ଧା ବାଣିଜି୍ୟକ ଋଣ ଚାହିଦା ୨.୬%କୁ ହ୍ରାସ ଘଟି ୬୩.୮୦ ଲକ୍ଷ କୋଟି ଟଙ୍କା ରହିଛି। ଅଣୁ, କ୍ଷୁଦ୍ର, ମଧ୍ୟମ ଏବଂ ମଧ୍ୟ ତଥା ବୃହତ୍ତ ଶିଳ୍ପସଂସ୍ଥାଗୁଡିକୁ ଋଣ ପ୍ରଦାନ ହାର ହ୍ରାସ ଘଟିଥିବା ସିଡବୀ…
୨୦୦୮ ତୁଳନାରେ ବଡ ଏବେର ମାନ୍ଦାବସ୍ଥା
ମୁମ୍ବାଇ,୧୮-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ବଜାରରେ ଚାହିଦା କମିବା ଅର୍ଥ ବ୍ୟବସ୍ଥା ଲାଗି ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଆଇଏଲ ଆଣ୍ଡ ଏଫ୍ଏସ୍ ଭଳି ସଂସ୍ଥା ଦେବାଳିଆ ହେବା ଯୋଗୁ ଏହାର ପ୍ରଭାବ ଏବେ ଦେଶର…
ଦେଶରେ ବଢୁଛି ଆର୍ଥିକ ଅସମାନତା
ମୁମ୍ବାଇ,୧୮-୧୦: ଦେଶରେ ଲୋକମାନଙ୍କ ମଧ୍ୟରେ ଆୟର ଆକାଶ ପାତାଳ ତାରତମ୍ୟ ରହିଥିବା ଆଲୋଚନା ହେଉଥିବା ବେଳେ ଏହାକୁ ନେଇ ଅକେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ଅତି ଧନୀ ବ୍ୟକ୍ତିଙ୍କ ସଂଖ୍ୟା ମାତ୍ରାଧିକ ବଢୁଥିବା ବିଭିନ୍ନ ରିପୋର୍ଟରେ ପ୍ରକାଶ ପାଉଛି। ଆୟର ଅସମାନତା…
ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣକୁ ଧ୍ୟାନ ଦେବା ଜରୁରୀ:ଗୀତା ଗୋପୀନାଥ
ନୂଆଦିଲ୍ଲୀ,୧୭-୧୦: ଭାରତ ଏହାର ବିତ୍ତିୟ ଧାରା ଉପରେ ସତର୍କତା ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣକୁ ଭାରତ ଧ୍ୟାନ ଦେବା ଜରୁରୀ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି( ଆଇଏମ୍ଏଫ୍)ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ…
ମନମୋହନଙ୍କ ସମୟରେ ବ୍ୟାଙ୍କ ସ୍ଥିତି ଅତ୍ୟନ୍ତ ବିଗିଡ଼ିଛି: ସୀତାରାମନ
ନୂଆଦିଲ୍ଲୀ,୧୭-୧୦: ପୂର୍ବତନ ପ୍ରଧାମନ୍ତ୍ରୀ ମନମୋହନ ସିଂ ଏବଂ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନଙ୍କ ସମୟରେ ଦେଶର ବ୍ୟାଙ୍କଗୁଡିକର ସ୍ଥିତି ଅତ୍ୟନ୍ତ ବିଗିଡିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବୁଧବାର କହିଛନ୍ତି। କଲମ୍ବିଆ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ,…
ଭାରତର ଅର୍ଥନୈତିକ ଢାଞ୍ଚା ସୁଦୃଢ: ସିଇଏ
ନୂଆଦିଲ୍ଲୀ,୧୭-୧୦: ଦେଶର ଅର୍ଥ ବ୍ୟବସ୍ଥାର ମୌଳିକ ଢାଞ୍ଚା ବହୁତ ସୁଦୃଢ। ଶିଳ୍ପ ଏ ନେଇ ବେଶି ଚିନ୍ତିତ ନ ହୋଇ ନିବେଶ ଦିଗରେ ମନୋନିବେଶ କରିବା ଉପରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ.ଭି. ସୁବ୍ରମଣ୍ୟନ ବୁଧବାର କହିଛନ୍ତି। ବଡବଡ କର୍ପୋରେଟଗୁଡିକ ଏମ୍ଏସ୍ଏମ୍ଇଗୁଡିକ…
ଗରିବୀ ହ୍ରାସ ଲାଗି ଭାରତକୁ ବିଶ୍ୱବ୍ୟାଙ୍କର ପ୍ରଶଂସା
ନୂଆଦିଲ୍ଲୀ,୧୭-୧୦: ୧୯୯୦ ପରେ ଗରିବୀସ୍ଥିତିରେ ଉନ୍ନତି ଆଣିବା ଲାଗି ଭାରତ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛି। ଏ କ୍ଷେତ୍ରରେ ଅନେକ ସୁଧାର ଆସିବା ସହ ଗରିବୀ ହାର ଅଧାକୁ ହ୍ରାସ ଘଟିଥିବା ବିଶ୍ୱବ୍ୟାଙ୍କ ବୁଧବାର ଭାରତକୁ ପ୍ରଶଂସା କରି ଏହା କହିଛି।…
ରେଲଓ୍ବେ ଚଳାଇବ ବୁଦ୍ଧିଷ୍ଟ ସର୍କିଟ ଟ୍ରେନ
ନୂଆଦିଲ୍ଲୀ,୧୭-୧୦: ଆସନ୍ତା ଶନିବାରଠାରୁ ଚଳିତ ମାସ ୨୭ ଯାଏ ରେଲଓ୍ବେ ପକ୍ଷରୁ ବୁଦ୍ଧିଷ୍ଟ ସର୍କିଟ ରେଳ ଚଳାଚଳ କରାଇବା ଲାଗି ନିଷ୍ପତ୍ତି ହୋଇଛି। ଗୌତ୍ତମ ବୁଦ୍ଧଙ୍କ ସହିତ ସମ୍ପର୍କିତ ଭାରତ ଏବଂ ନେପାଳରେ ଥିବା ବିଭିନ୍ନ ସ୍ଥାନକୁ ଏହି ଟ୍ରେନ ଚାଲିବ।…
ମହାଲେଖା ନିୟନ୍ତ୍ରକ ଭାବେ ଦାୟିତ୍ୱ ନେଲେ ଜେପିଏସ୍ ଚାଓ୍ବଲା
ନୂଆଦିଲ୍ଲୀ,୧୭-୧୦: ଅର୍ଥମନ୍ତ୍ରଣାଳୟ ବ୍ୟୟ ବିଭାଗର ନୂତନ ମହାଲେଖା ନିୟନ୍ତ୍ରକ ଭାବେ ଜେପିଏସ୍ ଚାଓ୍ବଲା କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେ୧୯୮୫ ବ୍ୟାଚ୍ ଭାରତୀୟ ସିଭିଲ ଲେଖା ସେବା ଅଧିକାରୀ। ଚଳିତ ବର୍ଷ ସେପ୍ଟେମ୍ବର ୧ରୁ ସେ ସିଜିଏ ଭାବେ କାର୍ଯ୍ୟ କରି ଆସୁଛନ୍ତି।…
ରେନୋ ପକ୍ଷରୁ ନୂଆ କ୍ୱିଡ ବଜାରରେ
ଭୁବନେଶ୍ୱର,୧୭-୧୦(ବ୍ୟୁରୋ): ପ୍ରମୁଖ ଯାନ ନିର୍ମାଣକାରୀ କମ୍ପାନୀ ରେନୋ ଇଣ୍ଡିଆ ପକ୍ଷରୁ ନୂଆ କ୍ୱିଡ ଓଡିଶା ବଜାରରେ ପ୍ରବେଶ କରିଛି। ସ୍ଥାନୀୟ ନୟାପଲ୍ଲୀସ୍ଥିତ ରେନୋ ଭୁବନେଶ୍ୱର ଶୋ’ରୁମରେ ଏହି ମଡେଲଟିକୁ ଶୁଭାରମ୍ଭ କରାଯାଇଛି। ଗର୍ଗସନ ଅଟୋମୋବାଇଲ ପକ୍ଷରୁ ନିର୍ଦ୍ଦେଶକ ସିଦ୍ଧାର୍ଥ ଗର୍ଗ, ଏମ୍ଡି…
Archives


