୩ ଲକ୍ଷ କୋଟିର ଅତିରିକ୍ତ ପ୍ୟାକେଜ ଲୋଡ଼ା
ନୂଆଦିଲ୍ଲୀ,୯।୪: କୋଭିଡ୍-୧୯ ବିରୋଧରେ ଲଢିବା ଲାଗି ଦେଶର ଅର୍ଥ ବ୍ୟବସ୍ଥାକୁ ଅତିରିକ୍ତ ୩ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଲୋଡା ପଡୁଥିବା ଏସ୍ବିଆଇ ରିସର୍ଚ୍ଚ ପକ୍ଷରୁ ବୁଧବାର କୁହାଯାଇଛି। ସରକାର ନିକଟରେ କରୋନା ପ୍ରଭାବକୁ କମ୍ କରିବା ଲାଗି ୧.୭୫ ଲକ୍ଷ…
ସର୍ବକାଳୀନ ନିମ୍ନ ସ୍ତରରେ ଟଙ୍କା
ନୂଆଦିଲ୍ଲୀ,୯।୪: କରୋନା ଭାଇରସ ପ୍ରଭାବରେ ଦେଶର ଆର୍ଥତ୍କ କାର୍ଯ୍ୟକଳାପ ଏବେ ଠପ୍ ହୋଇଯାଇଛି। ଏଭଳି ସ୍ଥିତିରେ ବୁଧବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ସର୍ବକାଳୀନ ନିମ୍ନ ସ୍ତରକୁ ଖସିଛି। ବୁଧବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୦ ପଇସା ଖସିବା ଯୋଗୁ…
ଅଣ ସଙ୍ଗଠିତ କ୍ଷେତ୍ରର ୪୦ କୋଟି ନିଯୁକ୍ତି ପ୍ରତି ବିପଦ
ନୂଆଦିଲ୍ଲୀ,୮।୪: କରୋନା ଯୋଗୁ ଦେଶର ଖୁଚୁରା ବ୍ୟବସାୟ କ୍ଷେତ୍ରରେ ୮୦ ହଜାର ଲୋକ ଚାକିରି ହରାଇବାର ଆଶଙ୍କା କରାଯାଇଛି। ସେହିଭଳି ଅଣ ସଙ୍ଗଠିତ କ୍ଷେତ୍ରର ୪୦ କୋଟି ନିଯୁକ୍ତି ପ୍ରତି ବିପଦ ଆସିଥିବା ବିଶ୍ୱ ଶ୍ରମ ସଙ୍ଗଠନ ପକ୍ଷରୁ ସୂଚନା ରହିଛି।…
ରାଜ୍ୟଗୁଡିକ ଲାଗି ଓଭରଡ୍ରାଫ୍ଟ ସମୟ ଅବଧି ବଢିଲା
ନୂଆଦିଲ୍ଲୀ,୮।୪: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ରାଜ୍ୟଗୁଡିକ ଲାଗି ଏକ ସ୍ବତନ୍ତ୍ର ପଦକ୍ଷେପ ଘୋଷଣା କରାଯାଇଛି। ବର୍ତ୍ତମାନର ଲକ୍ଡାଉନକୁ ନଜରରେ ରଖି ରାଜ୍ୟଗୁଡିକ ଲାଗି ଓଭରଡ୍ରାଫ୍ଟ ସୁବିଧାକୁ ୨୧ ଦିନକୁ ବଢାଯାଇଛି। ଏହା ଦ୍ୱାରା ରାଜ୍ୟଗୁଡିକୁ ଆଶ୍ୱସ୍ତି ମିଳିଛି। ଏହି…
୫ କୋଟି ଲୋକ ବେରୋଜଗାର
ନୂଆଦିଲ୍ଲୀ,୮।୪: କରୋନାକୁ ନିୟନ୍ତ୍ରଣ କରିବା ଲାଗି ସାରା ଦେଶରେ ଲକ୍ଡାଉନ ଘୋଷଣା କରାଯାଇଛି। ଏହା ଯୋଗୁ ସମଗ୍ର ଦେଶରେ କମ୍ପାନୀଗୁଡିକର କାର୍ଯ୍ୟକଳାପ ଠପ୍ ହୋଇଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୫ କୋଟି ଲୋକ ଚାକିରି ହରାଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। କରୋନା…
ଏମ୍ସିଏଲ୍ଆର୍ କମାଇଲା ଏସ୍ବିଆଇ
ନୂଆଦିଲ୍ଲୀ,୮।୪: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍ବିଆଇ) ପକ୍ଷରୁ ମାର୍ଜିନାଲ କଷ୍ଟ ଅଫ୍ ଫଣ୍ଡସ ବେସ୍ଡ ଲେଣ୍ଡିଂ ରେଟ୍ ବା ଋଣସୁଧ ୩୫ ବେସିସ ପଏଣ୍ଟ ହ୍ରାସ କରାଯାଇଛି। ବର୍ଷିକିଆ ଏମ୍ସିଏଲ୍ଆର୍ର ସବୁ ବର୍ଗରେ ଏହା ଲାଗୁ ହେବ। ଏପ୍ରିଲ ୧୦ରୁ ଏହା…
୭.୭୧ ଲକ୍ଷ କୋଟି ଟଙ୍କା ବଢିଲା ନିବେଶକଙ୍କ ସମ୍ପତ୍ତି
ନୂଆଦିଲ୍ଲୀ,୮।୪: ଭାରତୀୟ ପୁଞ୍ଜି ବଜାରରେ ମଙ୍ଗଳବାର କାରବାର ଉନ୍ନତ ରହିବା ଯୋଗୁ ନିବେଶକଙ୍କ ସମ୍ପତ୍ତି ୭.୭୧ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି। ବିଶ୍ୱ ବଜାରରେ କାରବାର ଉନ୍ନତ ରହିବା ଯୋଗୁ ଘରୋଇ ବଜାର ଉପରେ ଏହାର ଭଲ ପ୍ରଭାବ ପଡିଛି।…
ସେବା କ୍ଷେତ୍ର ପରଫରମାନ୍ସ ହ୍ରାସ
ମାର୍ଚ୍ଚରେ ସର୍ଭିସ ସେକ୍ଟର ଗତିବିଧି ୮ ପଏଣ୍ଟ ହ୍ରାସ ଘଟିଛି। ଆଇଏଚ୍ଏସ୍ ମାର୍କିଟ ଇଣ୍ଡିଆର ସର୍ଭିସେସ ବିଜନେସ ଆକ୍ଟିଭିଟି ଇଣ୍ଡେକ୍ସ (ସିର୍ଭିସେସ ପିଏମ୍ଆଇ) ମାର୍ଚ୍ଚରେ ୪୯.୩% ରହିଛି। ଫେବୃୟାରୀରେ ଏହା ୫୭.୫% ରହିଥିଲା। କରୋନା ଭାଇରସ ପ୍ରଭାବ ଯୋଗୁ ସେବା କ୍ଷେତ୍ର…
କ୍ଷତିଗ୍ରସ୍ତ ହେବେ ଜି-୨୦ ଦେଶ
କରୋନା ସଂକ୍ରମଣକୁ ରୋକିବା ଲାଗି ବିଭିନ୍ନ ଦେଶ ଏବେ କଟକଣା ଜାରି କରିଛନ୍ତି। ଏହା ଦ୍ୱାରା ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଏବେ କ୍ଷତିଗ୍ରସ୍ତ ହୋଇଛି। ମୁଡିସ ଇନଭେଷ୍ଟର୍ସ ସିର୍ଭିସ ରିପୋର୍ଟ ମୁତାବକ ଜି-୨୦ ଦେଶଗୁଡିକର ଅର୍ଥ ବ୍ୟବସ୍ଥା ୨୦୨୦-୨୧ ଆର୍ଥତ୍କ…
ସରକାରଙ୍କୁ ପରାମର୍ଶ ଦେଲେ ରଘୁରାମ ରାଜନ
କରୋନା ଭାଇରସ ସମସ୍ୟାରୁ ବାହାରକୁ ବାହାରିକା ଲାଗି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏଭଳି ସ୍ଥିତିରେ ସରକାର ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ସବୁ କାମ କରନ୍ତୁ ବୋଲି ରାଜନ କହିଛନ୍ତି। ସେ ପୁଣି କହିଛନ୍ତି…
୨ କୋଟି ଟଙ୍କାର ସାମଗ୍ରୀ ଯୋଗାଇଲା ରାମ୍କୋ
ଭୁବନେଶ୍ୱର,୭।୪: କରୋନା ମୁକାବିଲା ପଦକ୍ଷେପ ଅନ୍ତର୍ଗତ ରାମ୍କୋ ସିମେଣ୍ଟସ ଲିମିଟେଡ ପକ୍ଷରୁ ଓଡିଶା ପାଇଁ ୨ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ଯୋଗାଣ ହୋଇଛି। ଏହା ମଧ୍ୟରେ ଉନ୍ନତ ମାନ ବିଶିଷ୍ଟ ଅମ୍ଳଜାନ କନସେଣ୍ଟ୍ରେଟର, ମନିଟର, ପିଇଇ କିଟ୍ ଏବଂ ଥ୍ରି…
ସାମଗ୍ରୀ ମହଜୁଦ ରୋକିବା ଲାଗି କମ୍ପାନୀଙ୍କ ପଦକ୍ଷେପ
ଲକ୍ଡାଉନ ସମୟରେ ରିଟେଲ ଷ୍ଟୋରଗୁଡିକରୁ ନେଇ ଅନ୍ଲାଇନ ଆପ୍ଗୁଡିକରୁ ନିତ୍ୟବ୍ୟବହାର ହେଉଥିବା ସାମଗ୍ରୀ ବିକ୍ରିରେ ବୃଦ୍ଧି ଘଟିଛି। ଏହି ସମୟରେ ପ୍ୟାନିକ ବାଇଙ୍ଗ ବା ଡରରୁ ସାମଗ୍ରୀ କିଣି ଜମା କରିବାକୁ ରୋକିବା ଲାଗି ବଡ ବଡ କରିନା ଷ୍ଟୋର ଗୁଡିକ…

