ବାଣିଜ୍ୟ

ଏଚ୍‌ଓ୍ବାନ ବି ଭିଜାଧାରୀଙ୍କୁ ୟୁଏସ୍‌ ନ୍ୟାୟାଳୟଙ୍କଠାରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୧-୧୧: ଆମେରିକାରେ କାର୍ଯ୍ୟରତ ଏଚ୍‌ଓ୍ବାନ ବି ଭିଜାଧାରୀଙ୍କୁ ସେଠାକାର ନ୍ୟାୟାଳୟଙ୍କଠାରୁ ଆଶ୍ୱସ୍ତି ମିଳିଛି। ଏହି ଭିଜା ଲାଭ କରିଥିବା ଭାରତୀୟଙ୍କ ଜୀବନସାଥୀ ଆମେରିକାରେ କାର୍ଯ୍ୟ କରିବା ନେଇ ଅସ୍ଥାୟୀ ଭାବେ ଆଶ୍ୱସ୍ତି ମିଳିଥିବା ଜଣାପଡିଛି। କଲମ୍ବିଆ ସର୍କିଟ ଜିଲା ଲାଗି...

ଲଗାତର ୩ ମାସ ଲାଗି କମିଲା ଶକ୍ତି ଚାହିଦା

ନୂଆଦିଲ୍ଲୀ,୧୧-୧୧: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହା ଜଟିଳ ହେଉଥିବା ଜଣାପଡିଛି। ଲଗାତର ଭାବେ ୩ ମାସ ଲାଗି ଦେଶର ଶକ୍ତି ଚାହିଦା ହ୍ରାସ ଘଟିିଛି। ଶକ୍ତି ବିତରଣ କରୁଥିବା କମ୍ପାନୀଙ୍କଠାରୁ କ୍ରୟ ଚାହିଦା ଗତ ବର୍ଷ ତୁଳନାରେ...

ହ୍ୟୁଣ୍ଡାଇ ପକ୍ଷରୁ କାର୍‌ କେୟାର କ୍ୟାମ୍ପ

କଲିକତା,୧୧-୧୧: ହ୍ୟୁଣ୍ଡାଇ ପକ୍ଷରୁ ମେଗା କାର୍‌ କେୟାର କ୍ୟାମ୍ପ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି କ୍ୟାମ୍ପର ଲାଭ କମ୍ପାନୀର ଗ୍ରାହକମାନେ ଏହାର ଡିଲରଶିପଗୁଡିକରେ ଚଳିତ ମାସ ୧୬ ଯାଏ ନେଇ ପାରିବେ। ଏହି ସମୟରେ ଗ୍ରାହକଙ୍କୁ ସ୍ବତନ୍ତ୍ର ଅଫର...

ବିଏସ୍‌-୬ ମୋଟର ସାଇକେଲ ଆଣିଲା ହିରୋ

ନୂଆଦିଲ୍ଲୀ,୧୧-୧୧: ହିରୋମୋଟୋକର୍ପ ଲିମିଟେଡ ପକ୍ଷରୁ ଦେଶର ପ୍ରଥମ ବିଏସ୍‌-୬ ମୋଟର ସାଇକେଲ ସ୍ପ୍ଲେଣ୍ଡର ଆଇ-ସ୍ମାର୍ଟର ବଜାର ପ୍ରବେଶ କରାଯାଇଛି। ଆଇସିଏଟି ପ୍ରମାଣପତ୍ର ଲାଭ କରିବାର ମାତ୍ର କିଛି ମାସ ମଧ୍ୟରେ କମ୍ପାନୀ ଏହି ନୂଆ ମଡେଲଟିକୁ ବଜାରକୁ ଆଣିଛି। ନୂଆ...

ବିଶ୍ୱ ଅତିଧନୀଙ୍କ ସମ୍ପତ୍ତି ୨୭ ଲକ୍ଷ କୋଟି କମିଲା

ନୂଆଦିଲ୍ଲୀ,୧୦-୧୧: ଗତ ବର୍ଷ ବିଶ୍ୱସ୍ତରରେ ବିଲିୟନେୟାରଙ୍କ ସମ୍ପତ୍ତିରେ ୩୮୮ ବିଲିୟନ ଡଲାର(ପ୍ରାୟ ୨୭ ଲକ୍ଷ କୋଟି ଟଙ୍କା) ହ୍ରାସ ଘଟିଛି। ଗତ ୧୫ ବର୍ଷ ମଧ୍ୟରେ ଏଭଳି ପ୍ରଥମଥର ଲାଗି ହୋଇଥିବା ୟୁବିଏସ୍‌ ଏବଂ ପିଡବ୍ଲ୍ୟୁସି ବିଲିୟନାରିଜ ରିପୋର୍ଟରୁ ଏହା...

୧ ଲକ୍ଷ ଟନ୍‌ ପିଆଜ ଆମଦାନି କରିବେ ସରକାର

ନୂଆଦିଲ୍ଲୀ,୧୦-୧୧:ଖୁଚୁରା ବଜାରରେ ପିଆଜ ଦର ୧୦୦ ଟଙ୍କା ଛୁଇଁଛି। ପିଆଜ ଖାଉଟିଙ୍କ ଲାଗି ଆକାଶ ଛୁଁଆ ହୋଇ ରହିଥିବା ବେଳେ ଏହାର ଦର କମୁନାହିଁ। ଦର ନିୟନ୍ତ୍ରଣ କରିବା ଲାଗି ସରକାର ୧ ଲକ୍ଷ ଟନ୍‌ ପିଆଜ ଆମଦାନି କରିବା...

ପାର୍ବଣରେ ସାମ୍‌ସଙ୍ଗର ବଡ ସ୍କ୍ରିନ ଟିଭି ବିକ୍ରିରେ ଉନ୍ନତି

ନୂଆଦିଲ୍ଲୀ,୧୦-୧୧: ଚଳିତ ବର୍ଷ ପାର୍ବଣରେ ପ୍ରମୁଖ କମ୍ପାନୀ ସାମ୍‌ସଙ୍ଗର ବଡ ସ୍କ୍ରିନ ଟିଭିଗୁଡିକ ବିକ୍ରି ବେଶ୍‌ ଉନ୍ନତ ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ବର୍ଗରେ ଚାହିଦା ଉନ୍ନତ ରହିବାରୁ ବିକ୍ରି ଭଲ ରହିଥିବା ଜଣାପଡିଛି। ନୂଆ କ୍ୟୁଏଲ୍‌ଇଡି ପ୍ରଯୁକ୍ତି,...

କେନ୍ଦ୍ର ଖଣି ମନ୍ତ୍ରୀଙ୍କ ନାଲ୍‌କୋ ଗସ୍ତ

ଭୁବନେଶ୍ୱର,୧୦-୧୧: କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଳାଦ ଯୋଶୀ ସ୍ଥାନୀୟ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ(ନାଲକୋ) ଭବନ ଗସ୍ତ କରିଛନ୍ତି। ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ସେ ବୃକ୍ଷରୋପଣ କରିଥିଲେ। ବାତ୍ୟା ଫନି ପରେ ନାଲ୍‌କୋ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ...

ଏସିଆ ପାସିଫିକ୍‌ ଗଲ୍ଫ ହଲ୍‌ ଅଫ୍‌ ଫେମ୍‌ରେ ସ୍ଥାନୀତ ହେଲେ ପଓ୍ବନ ମୁଞ୍ଜଲ

ନୂଆଦିଲ୍ଲୀ,୧୦-୧୧: ଏସିଆ ପାସିଫିକ୍‌ ଗଲ୍ଫ ହଲ୍‌ ଅଫ୍‌ ଫେମ୍‌ରେ ହିରୋମୋଟୋକର୍ପ ଅଧ୍ୟକ୍ଷ ପଓ୍ବନ କୁମାର ମୁଞ୍ଜଲଙ୍କୁ ଔପଚାରିକ ଭାବେ ସ୍ଥାନୀତ କରାଯାଇଛି। ଗଲ୍ଫ କ୍ରୀଡାର ବିକାଶ ଏବଂ ପ୍ରତିବଦ୍ଧତା ଲାଗି ବିଶ୍ୱ ସ୍ତରରେ ମୁଞ୍ଜଲ ବେଶ ପରିଚିତ। ଗୁରୁଗ୍ରାମଠାରେ ଡିଏଲ୍‌ଏଫ୍‌...

ଲଗାତର ୮ ମାସ ଲାଗି ଉତ୍ପାଦନ କମାଇଲା ମାରୁତି

ନୂଆଦିଲ୍ଲୀ,୧୦-୧୧: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଦେଶର ପ୍ରମୁଖ ଯାନ ନିର୍ମାତା ମାରୁତି ସୁଜୁକି ପକ୍ଷରୁ ଲଗାତାର ଭାବେ ୮ ମାସ ଲାଗି ଉତ୍ପାଦନ ହ୍ରାସ କରାଯାଇଛି। ଗତ ମାସରେ କମ୍ପାନୀ ୧.୧୯ ଲକ୍ଷ ୟୁନିଟ୍‌ ଯାନ ଉତ୍ପାଦନ...

ଅନୀଲ ଅମ୍ବାନୀଙ୍କ ବିରୋଧରେ ୩ ଚାଇନା ବ୍ୟାଙ୍କର ମାମଲା

ନୂଆଦିଲ୍ଲୀ,୧୦-୧୧: ରିଲାଏନ୍ସ ପ୍ରମୋଟର ଅନୀଲ ଅମ୍ବାନୀଙ୍କ ବିରୋଧରେ ଚାଇନାର ୩ ବ୍ୟାଙ୍କ ଲଣ୍ଡନର ଏକ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଇଣ୍ଡଷ୍ଟ୍ର୍ରିଆଲ ଆଣ୍ଡ କମର୍ସିଆଲ ବ୍ୟାଙ୍କ ଅଫ୍‌ ଚାଇନା, ଚାଇନା ଡେଭଲପମେଣ୍ଟ ବ୍ୟାଙ୍କ ଏବଂ ଏକ୍ସପୋର୍ଟ ଇମ୍ପୋର୍ଟ ବ୍ୟାଙ୍କ ଅଫ୍‌ ଚାଇନା...

ସିଏସ୍‌ଆର୍‌ ପାଣ୍ଠିର ଠିକ୍‌ ବିନିଯୋଗୀ ଜରୁରୀ

ଭୁବନେଶ୍ୱର (ବ୍ୟୁରୋ),୧୦।୧୧: କମ୍ପାନୀଗୁଡିକର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର୍‌) ପାଣ୍ଠି ମାଧ୍ୟମରେ ଶିଳ୍ପାଞ୍ଚଳ ଏବଂ ଖଣି ଅଞ୍ଚଳରେ ଥିବା ଗ୍ରାମୀଣ ଭିତ୍ତିଭୂମି ବିକାଶ, ରୋଜଗାର ଏବଂ ଆର୍ଥତ୍କ ପ୍ରଗତି ସାଧନ ହୋଇଥାଏ। ଏହି ପାଣ୍ଠିକୁ ଠିକ୍‌ ଭାବେ ବିନିଯୋଗ କରିବାର ଦାୟିତ୍ୱ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri