ରିଲାଏନ୍ସର ୧୦ ଲକ୍ଷ କୋଟିର ବଜାର ପଞ୍ଜୀକରଣ;କପଡା ଫ୍ୟାକ୍ଟ୍ରିରୁ ଶୀର୍ଷତ୍ୱ ଯାଏ ଯାତ୍ରା
ଗୁରୁବାର ସୂଚକାଙ୍କର ସର୍ବୋଚ୍ଚ ସ୍ତର ୪୧,୧୬୩.୭୯ ପଏଣ୍ଟ ରହିଥିଲା। ଏହି ସମୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦେଶର ପ୍ରଥମ କମ୍ପାନୀ ଭାବେ ୧୦ ଲକ୍ଷ କୋଟି ଟଙ୍କାର ବଜାର ପୁଞ୍ଜୀକରଣ ହାସଲ କରିଛି। ମିଡ କ୍ୟାପରେ ଏହି କମ୍ପାନୀର ପୁଞ୍ଜୀକରଣ ବୃଦ୍ଧି...
୧.୮୭ ଲକ୍ଷ କୋଟି ବଢିଲା ନିବେଶକଙ୍କ ସମ୍ପତ୍ତି
ନୂଆଦିଲ୍ଲୀ,୨୯-୧୧: ଚଳିତ ସପ୍ତାହରେ ଲଗାତର ୨ ଦିନ ଦେଶର ପୁଞ୍ଜି ବଜାର କାରବାର ଉର୍ଦ୍ଧ୍ୱଗାମୀ ହେବା ଯୋଗୁ ନିବେଶକ ବେଶ ଲାଭବାନ ହୋଇଛନ୍ତି। ବୁଧବାର ଏବଂ ଗୁରୁବାର ଶେୟାର ବଜାରରେ ବେଶ ଉତ୍ସାହ ପରିଲକ୍ଷିତ ହେବା ଯୋଗୁ ନିବେଶକଙ୍କ ସମ୍ପତ୍ତି...
୪.୭%କୁ ଖସିପାରେ ଜିଡିପି ଅଭିବୃଦ୍ଧି
ନୂଆଦିଲ୍ଲୀ,୨୯-୧୧: ଦେଶର ଜିଡିପି ଅଭିବୃଦ୍ଧି ସେପ୍ଟେମ୍ବର ତ୍ରୈମାସରେ ୪.୭%କୁ ଖସିପାରେ ବୋଲି ରଏଟର୍ସ ପୋଲ୍ ପକ୍ଷରୁ ହୋଇଥିବା ଏକ ସର୍ଭେରେ ଉଲ୍ଲେଖ କରାଯାଇଛି। ଏବେ ଦେଶରେ ଖାଉଟି ଚାହିଦା କମିଛି। ଘରୋଇ ନିବେଶ ହ୍ରାସ ଏବଂ ବିଶ୍ୱ ମାନ୍ଦାବସ୍ଥା ଭାରତ...
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଉତ୍ତର: ଦେଶରେ ନାହିଁ ମାନ୍ଦାବସ୍ଥା
ନୂଆଦିଲ୍ଲୀ,୨୮-୧୧: ଅର୍ଥନୈତିକ କାର୍ଯ୍ୟକଳାପ ମନ୍ଥର ହୋଇଥାଇପାରେ ମାତ୍ର ଦେଶ ଉପରେ ମାନ୍ଦାବସ୍ଥାର ବିପଦ ନ ଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବୁଧବାର କହିଛନ୍ତି। ରାଜ୍ୟ ସଭାରେ ଅର୍ଥନୀତିରେ ମାନ୍ଦାବସ୍ଥା ଉପରେ ହୋଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ ୟୁପିଏ ସରକାର-୨ର (୨୦୦୯ଠାରୁ...
ଆଇଟି ଶିଳ୍ପରେ ୨ ଲକ୍ଷ କର୍ମଚାରୀଙ୍କ ଛଟେଇ ଆଶଙ୍କା
ନୂଆଦିଲ୍ଲୀ,୨୭-୧୧: ଦେଶର ଆଇଟି ଶିଳ୍ପରେ ଛଟେଇ ଧାରା ବନ୍ଦ ହେବାର ନାଁ ଧରୁନାହିଁ। ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ଆଇଟି ଶିଳ୍ପରେ ୧ ରୁ ୨ ଲକ୍ଷ କର୍ମଚାରୀ ଛଟେଇ ହେବାର ଆଶଙ୍କା ରହିଥିବା ବଜାର ବିଶେଷଜ୍ଞମାନେ କହିଛନ୍ତିି। ଇନ୍ଫୋସିସ...
ମୁଦ୍ରା ଋଣରେ ବଢୁଛି ଏନ୍ପିଏ
ନୂଆଦିଲ୍ଲୀ,୨୭-୧୧: ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ପ୍ରଦାନ କରାଯାଉଥିବା ଋଣ ଉପରେ ଏବେ ଅନାଦାୟ ଋଣ (ଏନ୍ପିଏ) ବଢୁଛି। ମଙ୍ଗଳବାର ଏହାକୁ ନେଇ ରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ନର ଏମ୍.କେ.ଜୈନ ବ୍ୟାଙ୍କଗୁଡିକୁ ସତର୍କ କରାଇଛନ୍ତି। ମୁଦ୍ରାରେ ବର୍ତ୍ତମାନ ସୁଦ୍ଧା ୩.୨୧ ଲକ୍ଷ...
ଉପାନ୍ତ ଅଞ୍ଚଳରେ ପେଟ୍ରୋଲ ପମ୍ପ ସ୍ଥାପନକୁ ଗୁରୁତ୍ୱ
ନୂଆଦିଲ୍ଲୀ,୨୭-୧୧: ସରକାର ଇତି ମଧ୍ୟରେ ପଟ୍ରୋଲ ପମ୍ପ ସ୍ଥାପନ ଲାଗି ନୂଆ ନୀତି ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ଅନୁସାରେ କୌଣସି ନୂଆ କମ୍ପାନୀ ଦେଶର ଇନ୍ଧନର ଖୁଚୁରା କାରବାରରେ ପ୍ରବେଶ କରିବାକୁ ହେଲେ ଅନ୍ତତଃ ପକ୍ଷେ ୧୦୦...
ହୋମ୍ ଟାଉନ ପକ୍ଷରୁ ଇୟର ଏଣ୍ଡ ସେଲ୍
ଭୁବନେଶ୍ୱର,୨୭-୧୧: ପ୍ରମୁଖ ହୋମ୍ ଷ୍ଟୋର ହୋମ୍ ଟାଉନ ପକ୍ଷରୁ ଇୟର ଏଣ୍ଡ ସେଲ୍ ସମ୍ପର୍କରେ ଘୋଷଣା କରାଯାଇଛି। ସ୍ଥାନୀୟ ସତ୍ୟ ନଗର ଷ୍ଟୋରରେ ଗ୍ରାହକ ଏହାର ଲାଭ ନେଇ ପାରିବେ। ୩୫ ହଜାର ବର୍ଗଫୁଟ ପରିମିତ ସ୍ଥାନରେ ଅବସ୍ଥିତ ଏହି...
ବିଦା ହେଲେ ୨୧ ଦୁର୍ନୀତିଗ୍ରସ୍ତ ଟିକସ ଅଧିକାରୀ
ନୂଆଦିଲ୍ଲୀ,୨୭-୧୧: ଆୟକର ବିଭାଗରୁ ୨୧ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ କେନ୍ଦ୍ର ସରକାର ବିଦା କରିଦେଇଛନ୍ତି। ଚାକିରୀ ଶେଷ କରିବା ପୂର୍ବରେ ଏମାନଙ୍କୁ ସେବା ନିବୃତ୍ତ କରାଯାଇଥିବା ଜଣାପଡିଛି। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ୫ମ ସଂସ୍କରଣରେ କେନ୍ଦ୍ର ସରକାର ଏଭଳି କଡା...
ନୋକିଆର ଚେନ୍ନାଇ ୟୁନିଟ କିଣିଲା ସାଲକମ୍ପ
ନୂଆଦିଲ୍ଲୀ,୨୬-୧୧: ଆପଲର ପ୍ରମୁଖ ଯନ୍ତ୍ରାଂଶ ଯୋଗାଣକାରୀ କମ୍ପାନୀ ସାଲ୍କମ୍ପ ନୋକିଆର ଚେନ୍ନାଇ ୟୁନିଟକୁ କ୍ରୟ କରିଛି। ଏହି ଡିଲ୍ ନେଇ ଉଭୟ କମ୍ପାନୀ ସ୍ପଷ୍ଟ କରିଛନ୍ତି। ନୋକିଆର ଏହି ହ୍ୟାଣ୍ଡସେଟ ନିର୍ମାଣକାରି ୟୁନିଟ ଗତ ୨୦୧୪ ପରଠାରୁ ବନ୍ଦ ପଡିଥିଲା।...
ନିବେଶକଙ୍କୁ ୧.୮୧ ଲକ୍ଷ କୋଟି ଟଙ୍କା ଲାଭ
ନୂଆଦିଲ୍ଲୀ,୨୬-୧୧: ଦେଶର ପୁଞ୍ଜି ବଜାରରେ ସୋମବାର କାରବାର ଉନ୍ନତ ରହିବା ଯୋଗୁ ନିବେଶକଙ୍କ ସମ୍ପତ୍ତିରେ ୧.୮୧ ଲକ୍ଷ କୋଟି ଟଙ୍କା ବଢିଛି। ଏହି ସମୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ୫୩୦ ପଏଣ୍ଟ ବୃଦ୍ଧି ହୋଇଥିବା ଦେଖାଯାଇଥିଲା। ଏହା ନୂଆ...
ତୃତୀୟ ତ୍ରୈମାସ ବିକାଶ ହାର ଖସିବ
ନୂଆଦିଲ୍ଲୀ,୨୬-୧୧: ୨୦୧୯-୨୦ ଆର୍ଥତ୍କ ବର୍ଷରେ ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡ଼ିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତର ୫%କୁ କମିଛି। ଏହା ତୃତୀୟ ତ୍ରୈମାସରେ ଆହୁରି ଖସିବ ବୋଲି ସିଙ୍ଗାପୁର ଭିତ୍ତିକ ଡିବିଏସ୍ ବ୍ୟାଙ୍କ ପକ୍ଷରୁ ଅନୁମାନ କରାଯାଇଛି। ବ୍ୟାଙ୍କ...
Archives


