ହୋମ୍‌ ଟାଉନ ପକ୍ଷରୁ ଇୟର ଏଣ୍ଡ ସେଲ୍‌

ଭୁବନେଶ୍ୱର,୨୭-୧୧: ପ୍ରମୁଖ ହୋମ୍‌ ଷ୍ଟୋର ହୋମ୍‌ ଟାଉନ ପକ୍ଷରୁ ଇୟର ଏଣ୍ଡ ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ସ୍ଥାନୀୟ ସତ୍ୟ ନଗର ଷ୍ଟୋରରେ ଗ୍ରାହକ ଏହାର ଲାଭ ନେଇ ପାରିବେ। ୩୫ ହଜାର ବର୍ଗଫୁଟ ପରିମିତ ସ୍ଥାନରେ ଅବସ୍ଥିତ ଏହି ଷ୍ଟୋରରେ ଗ୍ରାହକମାନେ ବିସ୍ତୃତ ରେଞ୍ଜ ଏବଂ ସଦ୍ୟତମ ଡିଜାଇନର ଫର୍ନିଚର, ହୋମ୍‌ଓ୍ବେର, ଇଲେକଟ୍ରୋନିକ୍ସ, ମଡ୍ୟୁଲାର କିଚେନ, ମଡ୍ୟୁଲାର ଓ୍ବାର୍ଡରୋବ, ଏଣ୍ଡ ଟୁ ଏଣ୍ଡ ଇଣ୍ଟେରିୟର ଡିଜାଇନ, ପ୍ରୋଜେକ୍ଟ ଏକଜିକ୍ୟୁଶନ ସର୍ଭିସ, ଡିଜାଇନ ଆଣ୍ଡ ବିଲ୍‌ଡ ଭଳି ପ୍ରଡକ୍ଟ ଏବଂ ସେବା ପାଇପାରିବେ। ଲିଭିଂ ରୁମ, ଡାଇନିଂ ରୁମ ଏବଂ ବେଡରୁମ ଫର୍ନିଚର ଗ୍ରାହକ ଆକର୍ଷଣୀୟ ମୂଲ୍ୟରେ ଲାଭ କରିପାରିବେ। କମ୍ପାନୀ ପକ୍ଷରୁ ହୋମଓ୍ବେର କଲେକ୍ସନରେ ‘ପେ ଲେସ ଗେଟ ମୋର’ ବା କମ୍‌ ମୂଲ୍ୟରେ ଗ୍ରାହକ ପ୍ରଡକ୍ଟ ପାଇପାରିବେ। ସଦ୍ୟତମ ଅନ୍ତର୍ଜାତୀୟ ରେଞ୍ଜର ଡେକର, ଫର୍ନିସିଂ, ଟେବଲଓ୍ବେର, ଗ୍ଲାସଓ୍ବେର, କୁକଓ୍ବେର, କିଚେନ ଏସେନସିଆଲ ଏଠାରେ ରହିଛି।
ଡେକର ଏବଂ ହୋମ ଫ୍ୟାଶନ ବର୍ଗରେ ମୋଟ ୫ ହଜାର ଡିଜାଇନ ଷ୍ଟୋରରେ ଉପଲବ୍ଧ ରହିଛି। ୧୦୦୦ ଷ୍ଟାଇଲରେ କଷ୍ଟମାଇଜ ମଡ୍ୟୁଲାର ସଲ୍ୟୁଶନ ଗ୍ରାହକଙ୍କୁ ପ୍ରଦାନ କରାଯାଉଥିବା ଷ୍ଟୋର ପକ୍ଷରୁ କୁହାଯାଇଛି। ହୋମଟାଉନର ନିଜସ୍ବ ମଡ୍ୟୁଲାର କିଚେନ ବ୍ରାଣ୍ଡ ଡ୍ୟୁରାକ୍ୟୁସିନ ଉପରେ ୫ ବର୍ଷ ଓ୍ବାରେଣ୍ଟି ଏବଂ ସର୍ଭିସ କ୍ଷେତ୍ରରେ ବିଭିନ୍ନ ସୁବିଧା ରହିଛି। ଗ୍ରାହକଙ୍କ ଲାଗି ପର୍ସନାଲାଇଜ ଡିଜାଇନ ସଲ୍ୟୁଶନ ରହିଛି। ଫ୍ୟୁଚର ଗ୍ରୁପର ଅଂଶ ବିଶେଷ ଏହି ଷ୍ଟୋର ଦେଶର ୨୩ ସହରରେ ୫୧ ଆଉଟଲେଟ ଦ୍ୱାରା ନିଜର ଉପସ୍ଥିତି ଜାହିର କରିଛି। ଗ୍ରାହକଙ୍କୁ ସର୍ବୋତ୍ତମ ଅଭିଜ୍ଞତା ବାଦ ବିକ୍ରି ପରବର୍ତ୍ତୀ ସେବା, ମାଗଣା ଡେଲିଭରି, ସେମ ଡେ ଇନଷ୍ଟାଲେଶନ, ଫ୍ରି ସର୍ଭିସ କ୍ୟାମ୍ପ, ଫର୍ନିଚରର ଲାଇଫ ଟାଇମ ମେଣ୍ଟେନାନ୍ସ ଭଳି ସୁବିଧା ପ୍ରଦାନ କରାଯାଉଥିବା ଷ୍ଟୋର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

SBI ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଖବର; ଲଗାତାର ୬ ଦିନ ବନ୍ଦ ରହିବ..

ନୂଆଦିଲ୍ଲୀ,୨୧।୫: ଦେଶ ସବୁଠାରୁ ନାମୀଦାମୀ ବ୍ୟଙ୍କରେ ୬ ଦିନ ଝୁଲିବ ତାଲା । ପାଖାପାଖି ୨୩୨୭୦ ଶାଖା, ୬୩୦୦୦ରୁ ଅଧିକ ATM ୫୦ କୋଟିରୁ ଅଧିକ ଗ୍ରାହକଙ୍କ…

ସାଧାରଣ ଲୋକଙ୍କୁ ପୁଣି ବଡ଼ ଝଟ୍‌କା! ପେଟ୍ରୋଲ ୫ଟଙ୍କା ପ୍ରତି ଲିଟର…

ନୂଆଦିଲ୍ଲୀ,୨୧।୫: ଯଦି ଆପଣ ଭାବୁଛନ୍ତି ଯେ ଗତ ସପ୍ତାହରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପ୍ରତି ଲିଟର 4 ବୃଦ୍ଧି ପରେ ଆପଣଙ୍କୁ କିଛି ଆଶ୍ୱସ୍ତି ମିଳିବ,…

ଏବେ କେବଳ  Hello ପଠାଇବା ମାତ୍ରେ ମିଳିଯିବ PF  ଆକାଉଣ୍ଟର ସମସ୍ତ ସୂଚନା, ବଡ଼ ପଦକ୍ଷେପ ନେଲା… 

ନୂଆଦିଲ୍ଲୀ,୨୦।୫: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଖୁବଶୀଘ୍ର କୋଟି କୋଟି ଆକାଉଣ୍ଟଧାରୀଙ୍କ ପାଇଁ ଏକ ବଡ଼ ଡିଜିଟାଲ ସୁବିଧା ଆରମ୍ଭ କରିବାକୁ ଯାଉଛି । ଏବେ…

କେବେ ମାର୍କେଟକୁ ଆସିଥିଲା Melody Toffees? ଯାହାକୁ ମେଲୋନିଙ୍କୁ ଗିଫ୍ଟ ଦେଲେ ମୋଦି

ନୂଆଦିଲ୍ଲୀ,୨୦।୫: ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ପାଞ୍ଚଟି ଦେଶ ଗସ୍ତରେ ଅଛନ୍ତି: ନରୱେ, ସୱିଡେନ, ନେଦରଲ୍ୟାଣ୍ଡ, ୟୁଏଇ ଏବଂ ଇଟାଲୀ। ଏହି ଯାତ୍ରାର ଶେଷ ପର୍ଯ୍ୟାୟରେ, ସେ ଇଟାଲୀର…

ବ୍ୟାଙ୍କ୍‌ରୁ ଟଙ୍କା ଟ୍ରାନ୍ସଫର ପାଇଁ ଆସିବ ଦୁଇଟା OTP, ଜାଣନ୍ତୁ କ’ଣ କରିବେ…

ନୂଆଦିଲ୍‌ଲୀ,୨୦।୫: ଏବେ, ବ୍ୟାଙ୍କିଙ୍ଗ କାରବାର ସମୟରେ, ଏକ ପ୍ରମାଣୀକରଣ OTP କେବଳ ଆକାଉଣ୍ଟଧାରୀଙ୍କୁ ନୁହେଁ ବରଂ ସେମାନଙ୍କ ବିଶ୍ୱସ୍ତ ସମ୍ପର୍କ ଏବଂ ପରିବାର ସଦସ୍ୟଙ୍କ ମୋବାଇଲ ଫୋନକୁ…

ମୋଦି ସରକାରଙ୍କ ବଡ଼ ପ୍ଲାନ, ପେଟ୍ରୋଲରେ ଏବେ ମିଶିବ ୩୦% ଇଥାନଲ!

ନୂଆଦିଲ୍‌ଲୀ,୧୯।୫: ଭାରତ ଏବେ ପେଟ୍ରୋଲରେ ଇଥାନଲର ମିଶ୍ରଣ ବୃଦ୍ଧି କରିବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି। ବିଦ୍ୟମାନ E20 ଯୋଜନାରୁ ଆଗକୁ ବଢ଼ି, ସରକାର E22,…

ରୁଷରୁ ତେଲ କିଣିବା ପାଇଁ ପୁଣି ଥରେ ସମୟସୀମା ବଢାଇଲା ଆମେରିକା, ଭାରତ ପାଇଁ କେତେ ଲାଭ?

ନୂଆଦିଲ୍ଲୀ,୧୯।୫: ଆମେରିକା ସମୁଦ୍ର ପଥରେ ପରିବହନ ହେଉଥିବା ରୁଷୀୟ ତୈଳ ଉପରେ କଟକଣାରୁ ମୁକ୍ତିକୁ ଗୋଟିଏ ମାସ ପାଇଁ ବୃଦ୍ଧି କରିଛି। ସୋମବାର ରାତିରେ ଆମେରିକାର ଟ୍ରେଜେରୀ…

କମିବ କି ପେଟ୍ରୋଲ ରେଟ୍‌? ଅଶୋଧିତ ତୈଳ ଦରରେ ବଡ଼ ହ୍ରାସ!

ନୂଆଦିଲ୍ଲୀ,୧୯।୫: ବିଶ୍ୱ ବଜାର ଏବଂ ଘରୋଇ ଗ୍ରାହକ ଉଭୟଙ୍କ ପାଇଁ ଅନ୍ତର୍ଜାତୀୟ ବଜାରରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ଦୀର୍ଘ ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri