ଇଟିସିଡିରେ ଟ୍ରେଡିଂ କରିପାରିବେ ବିଦେଶୀ ନିବେଶକ

ନୂଆଦିଲ୍ଲୀ,୩୦।୬:  ବିଦେଶୀ ନିବେଶକଙ୍କୁ ଏକ୍ସଚେଞ୍ଜ୍‌ ଟ୍ରେଡେଡ୍‌ କମୋଡିଟିଭ୍‌ ଡେରିଭେଟିଭ୍‌ (ଇଟିସିଡି) ବଜାରରେ ଟ୍ରେଡିଂ କରିବା ନେଇ ଅନୁମତି ମିଳିଛି। ବଜାର ରେଗୁଲେଟୋରି ଭାରତୀୟ ସିକ୍ୟୁରିଟି ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ (ସେବି) ପକ୍ଷରୁ ଏନେଇ ବୁଧବାର ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ସେବିର କହିବା ଅନୁସାରେ, ଏଲିଜିବୁଲ୍‌ ଫରେନ୍‌ ଏନ୍‌ଟିଟି (ଇଏଫ୍‌ଇ)ର ରୁଟ୍‌କୁ ବନ୍ଦ କରିଦିଆଯାଇଛି। ଇଏଫ୍‌ଇ ରୁଟ୍‌ ଅନୁସାରେ ବିଦେଶୀ ନିବେଶକଙ୍କୁ ଏକ୍ସପୋଜର ଇଣ୍ଡିୟନା ଫିଜିକାଲ୍‌ କମୋଡିଟିଜ୍‌ରେ ରହିବା ଜରୁରୀ ଅଟେ। ନିୟମ ଅନୁସାରେ, ଏକ୍ସଚେଞ୍ଜ ଟ୍ରେଡେଡ୍‌ କମୋଡିଟି ଡେରିଭେଟିଭ୍‌ରେ କାରବାର କରିବାକୁ ଚାହୁଁଥିବା କୌଣସି ବିଦେଶୀ ନିବେଶକ ଇଣ୍ଡିୟନା ଫିଜିକାଲ୍‌ କମୋଡିଟିଜ୍‌ ବିନା କାରବାର କରିପାରିବେ। ସେବୀ ପକ୍ଷରୁ କମୋଡିଟି ଡେରିଭେଟିଭ୍‌ ମାର୍କେଟ୍‌ର ଗହୀରତା ଏବଂ ଲିକ୍ୱିଡିଟି ବଢାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ କରୋନା ପଜିଟିଭ

ନୂଆଦିଲ୍ଲୀ,୨୩।୪:ବେସାମରିକ ବିମାଳ ଚଳାଚଳ ମନ୍ତ୍ରଣାଳୟରେ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି। ଏଥିଲାଗି ରାଜୀବ ଗାନ୍ଧୀ ଭବନ ସ୍ଥିତ ମୁଖ୍ୟାଳୟକୁ ୩ ଦିନ ଲାଗି ସିଲ୍‌...

ତୈଳ ଚାହିଦା ମାର୍ଜିନରେ ଉନ୍ନତି ହେବ: ମୁଡି

ନୂଆଦିଲ୍ଲୀ,୧୦।୨: ଦେଶର ପ୍ରମୁଖ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ(ଓଏମ୍‌ସି) ଦ୍ୱାରା ପ୍ରକ୍ରିୟାକୃତ ଅଶୋଧିତ ତୈଳର ବ୍ୟାରେଲ ପ୍ରତି ଲାଭ ୨୦୨୨-୨୩ ଆର୍ଥିକ ବର୍ଷରେ ଅଧିକ ଚାହିଦା ବୃଦ୍ଧି ପାଇବ...

ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ‘ସ୍ପ୍ଲାସ୍‌’ର ଶୁଭାରମ୍ଭ

ନୂଆଦିଲ୍ଲୀ,୨୩।୧୨:ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ୭ରୁ ୧୪ ବର୍ଷ ବୟସର ପିଲାଙ୍କ ପାଇଁ ଏକ ସର୍ବଭାରତୀୟ କଳା, ହସ୍ତକଳା ଓ ସାହିତ୍ୟ ପ୍ରତିଯୋଗିତା ‘ସ୍ପ୍ଲାସ୍‌’ ର ଶୁଭାରମ୍ଭ...

ଉତ୍କଳ ଅଟୋମୋବାଇଲ୍ସରେ ଏକ୍ସୟୁଭି ୭୦୦ ଶୁଭାରମ୍ଭ

ଭୁବନେଶ୍ୱର, ୯।୧୦ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ନୂଆ ଏକ୍ସୟୁଭି ୭୦୦ ମଡେଲ ସ୍ଥାନୀୟ ଉତ୍କଳ ଅଟୋମୋବାଇଲ୍ସ ଶୋ’ରୁମ୍‌ରେ ଶୁଭାରମ୍ଭ ହୋଇଛି। ଶୋ’ରୁମ୍‌ର ସ୍ବତ୍ୱାଧିକାରୀ ସୌନକ...

କେନ୍ଦ୍ର ଜିଏସ୍‌ଟି ସଂଗ୍ରହ ୮୭% କମିଲା

ନୂଆଦିଲ୍ଲୀ,୩୧।୫: କରୋନା ଜନିତ ଲକ୍‌ଡାଉନ ଲାଗି ସାରା ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହାର ପ୍ରଭାବ ଦେଶର ଅର୍ଥ ବ୍ୟବସ୍ଥା ଉପରେ...

୫ବର୍ଷରେ ୨୫,୦୦୦ ଚାର୍ଜିଂ ପଏଣ୍ଟ

ନୂଆଦିଲ୍ଲୀ,୧୪।୧: ଭାରତର ଅଗ୍ରଣୀ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଇଭି ଚାର୍ଜିଂ ସମାଧାନ ପ୍ରଦାନକାରୀ ଟାଟା ପାୱାର ପକ୍ଷରୁ ଇ-ଯାନ ଗ୍ରହଣୀୟତା ବଢ଼ାଇବା ଲାଗି ଆସନ୍ତା ୫...

ଭେଣ୍ଡର ବକେୟା ଶୀଘ୍ର ପ୍ରଦାନ ନେଇ ରାଷ୍ଟ୍ରାୟତ୍ତ ସଂସ୍ଥାଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯-୯: ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ଏହି ଧାରାରେ ଆସନ୍ତା ମାସ ୧୫ ସୁଦ୍ଧା...

ଘରେ ରହି କାମ କରିବାକୁ କର୍ମଚାରୀଙ୍କୁ ପରାମର୍ଶ ଦେଲା ଟୁଇଟର

ଓ୍ବାଶିଂଟନ,୧୨।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟୁଇଟର ଏହାର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛି। ପୃଥିବୀ ସାରା କାମ କରୁଥିବା କର୍ମଚାରୀଙ୍କୁ...

Advertisement
Archives

Model This Week