ନିୟନ୍ତ୍ରଣ ମୁକ୍ତ ହେବ ତୈଳ ବିକ୍ରି କଟକଣା

ନୂଆଦିଲ୍ଲୀ,୩୦।୬: ସରକାର ଅଶୋଧିତ ତୈଳର ଘରୋଇ ଉତ୍ପାଦନକୁ ନିୟନ୍ତ୍ରଣ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଉକ୍ତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଆସନ୍ତା ଅକ୍ଟୋବର ପହିଲାରୁ ଏହି ନିୟମ ଲାଗୁ ହେବ। ଦେଶରେ ଏକ୍ସପ୍ଲୋରେସନ୍‌ ଏବଂ ପ୍ରଡ଼କ୍ସନ ବୃଦ୍ଧି କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଥିବା ଠାକୁର ମତବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ଓଏନ୍‌ଜିସି ଏବଂ ଅଏଲ୍‌ ଇଣ୍ଡିଆ ଭଳି କମ୍ପାନୀଗୁଡ଼ିକ ନିଜ ଇଚ୍ଛା ଅନୁସାରେ ଅଶୋଧିତ ତୈଳ ବିକ୍ରି କରିପାରୁନାହାନ୍ତି। ସେମାନଙ୍କୁ ସରକାରୀ ଅଏଲ୍‌ କମ୍ପାନୀକୁ ତୈଳ ବିକ୍ରି କରିବାକୁ ପଡୁଛି। ତେବେ ସରକାରଙ୍କ ଏହି ନିଷ୍ପତ୍ତି ପରେ ଦେଶରେ ଅଶୋଧିତ ତୈଳ ଉତ୍ପାଦକ କମ୍ପାନୀମାନେ ସ୍ବଇଚ୍ଛାରେ ତୈଳ ବିକ୍ରି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କୃଷି କ୍ଷେତ୍ରକୁ ଆଶ୍ୱସ୍ତି;୧ କୋଟିରୁ ଊର୍ଦ୍ଧ୍ୱ ନଗଦ ଦେଣନେଣ ଉପରେ ଲାଗିବନି ଟିଡିଏସ୍‌

ନୂଆଦିଲ୍ଲୀ,୧୮-୯: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର କୃଷି କ୍ଷେତ୍ରକୁ ଆଶ୍ୱସ୍ତ କରିବାକୁ ଯାଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚାଷୀଙ୍କୁ ସେମାନଙ୍କ ଫସଲର ମୂଲ୍ୟ ମିଳିବାରେ...

ଅଣ ସବ୍‌ସିଡି ଏଲ୍‌ପିଜି ୬୧.୫ ଟଙ୍କା କମିଲା

ନୂଆଦିଲ୍ଲୀ, ୨।୪: ବୁଧବାର ଦେଶ ମଧ୍ୟରେ ଅଣ ସବସିଡି ଏଲ୍‌ପିଜି ଦର ସିଲିଣ୍ଡର ପିଛା ୬୧.୫ ଟଙ୍କା ହ୍ରାସ ଘଟିଛି। ଅନ୍ତର୍ଜାତୀୟ ବଜାରରେ ଦର କମିବା...

ଫ୍ଲିପ୍‌କାର୍ଟର ବିଗ୍‌ ସେଭିଂ ଡେଜ୍‌: ମାତ୍ର ୧ଟଙ୍କାରେ କରିପାରିବେ ବୁକିଂ, ଜାଣନ୍ତୁ କେଉଁଥିରେ ମିଳିବ ଅଫର..

ନୂଆଦିଲ୍ଲୀ,୧୩।୯: ଲୋକପ୍ରିୟ ଇ-କମର୍ସ ଓ୍ବେବ୍‌ସାଇଟ୍‌ ‘ଫ୍ଲିପ୍‌କାର୍ଟ’ ସେପ୍ଟେମ୍ବର ୧୮ ତାରିଖରୁ ବିଗ୍‌ ସେଭିଂ ଡେଜ୍‌ ସେଲ୍‌ ଆରମ୍ଭ କରିବାକୁ ଯାଉଛି। ଏଣୁ ଯଦି ଆପଣ ଶସ୍ତାରେ...

ଛିଡା ହୋଇଛି ୩.୫ ଲକ୍ଷ ଟ୍ରକ

ନୂଆଦିଲ୍ଲୀ,୧୦।୪: ଆନ୍ତଃରାଜ୍ୟ ପରିବହନ ସେବାରେ ରହିଥିବା ପ୍ରାୟ ୩.୫ ଲକ୍ଷ ଟ୍ରକ ଏବେ ଲକ୍‌ଡାଉନ କଟକଣା ଲାଗି ଛିଡା ହୋଇ ରହିଛି। ପ୍ରାୟ ୩୫ ହଜାର...

୫ଜି ଟେକ୍ନୋଲୋଜି ସୁରକ୍ଷିତ:ସିଓଏଆଇ

ନୂଆଦିଲ୍ଲୀ: ଆଗାମୀ ଦିନରେ ଆସିବାକୁ ଥିବା ୫ଜି ଟେକ୍ନୋଲୋଜି ସୁରକ୍ଷିତ। ସ୍ବାସ୍ଥ୍ୟ ଉପରେ ଏହାର କୌଣସି ପ୍ରଭାବ ପଡିବନାହିଁ। ବର୍ତ୍ତମାନ ଭ୍ରାନ୍ତ ଧାରଣା ଏବଂ ଗୁଜବ...

କୁଶଳୀ ହେବେ ୨୦ ହଜାର ନିର୍ମାଣ ଶ୍ରମିକ

ନୂଆଦିଲ୍ଲୀ, ୧୦-୯: ଦେଶର ୨୦ ହଜାର ନିର୍ମାଣ ଶ୍ରମିକଙ୍କୁ କୁଶଳୀ କରି ଗଢି ତୋଳିବା ଲାଗି ନ୍ୟାଶନାଲ ସ୍ମିଲ ଡେଭଲପମେଣ୍ଟ କାଉନସିଲ(ଏନ୍‌ଏସ୍‌ଡିସି) ଏବଂ ରିୟଲ ଇଷ୍ଟେଟ...

ଜୁଲାଇ ପହିଲାରୁ ବଦଳିବାକୁ ଯାଉଛି ଏସ୍‌ବିଆଇର ଅନେକ ନିୟମ: ଚେକ୍‌ବୁକ୍‌ଠାରୁ ଆରମ୍ଭ କରି…

ନୂଆଦିଲ୍ଲୀ,୨୯।୬: ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଆସନ୍ତା ଜୁଲାଇ ପହିଲାରୁ ଅନେକ ପରିବର୍ତ୍ତନ କରିବାକୁ ଯାଉଛି। ବ୍ୟାଙ୍କ ନଗଦ ପ୍ରତ୍ୟାହାର, ଶାଖାରୁ...

ପିଡିଏସ୍‌ରେ ମିଳିବ ଅତିରିକ୍ତ ୫ କିଲୋ ଖାଦ୍ୟଶସ୍ୟ

ନୂଆଦିଲ୍ଲୀ,୨୭। ୩: ଲକ୍‌ଡାଉନ ସମୟରେ ଦେଶର ୮୦ କୋଟି ରାଶନକାର୍ଡଧାରୀ ଯେଭଳି କେହି ଭୋକିଲା ନ ରୁହନ୍ତି ତାକୁ ଧ୍ୟାନରେ ରଖି ସରକାର ଗୁରୁବାର ଅତିରିକ୍ତ...

Advertisement
Archives

Model This Week