ବାଣିଜ୍ୟ

୪ର୍ଥ ଥର ପାଇଁ ଋଣ ଖିଲାପ କଲା ଏଫ୍‌ଇଏଲ୍‌

ନୂଆଦିଲ୍ଲୀ,୨୬।୬: ଋଣ ଭାରରେ ଡୁବି ରହିଥିବା ଫ୍ୟୁଚର ଗ୍ରୁପ୍‌ର ଫ୍ୟୁଚର ଏଣ୍ଟରପ୍ରାଇସେସ୍‌ ଲିମିଟେଡ୍‌ (ଏଫ୍‌ଇଏଲ୍‌) ୪.୧୦ କୋଟି ଟଙ୍କାର ଋଣ ଶୁଝିବା ଦିଗରେ ଖିଲାପକାରୀ ସାବ୍ୟସ୍ତ ହୋଇଛି। ଋଣ ପରିଶୋଧ ଧାର୍ଯ୍ୟ ତାରିଖ ଜୁନ୍‌ ୨୪ରେ ଥିବା ବେଳେ ଏଫ୍‌ଇଏଲ୍‌ ଏଥିରେ…

ପୁଣି ଉଡ଼ିବ ଜେଟ୍‌ ଏୟାରଓ୍ବେଜ୍‌

ନୂଆଦିଲ୍ଲୀ,୨୬।୬: ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରୱେଜ୍‌ ପୁଣି ଥରେ ଯାତ୍ରୀ ସେବା ଯୋଗାଇବ ବୋଲି ସୂଚନା ମିଳିଛି। ଏପରିକି କମ୍ପାନୀ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ପରିଚାଳନାଗତ ନିଯୁକ୍ତି ମଧ୍ୟ ଆରମ୍ଭ ହୋଇଯାଇଛି। ଏହା ସହ ବିମାନ କମ୍ପାନୀ କ୍ୟାବି…

ସୁନା ୧୦୦୦ ଟଙ୍କା କମିଛି

ନୂଆଦିଲ୍ଲୀ,୨୬।୬: ଚଳିତ ସପ୍ତାହରେ ସୁନା ଦର ପାଖାପାଖି ୧୦୦୦ ଟଙ୍କା ହ୍ରାସ ପାଇଛି। ସୁନାର ଅଗଷ୍ଟ ଫ୍ୟୁଚର୍ସ ୧୦ ଗ୍ରାମ୍‌ ପିଛା ୫୦,୬୦୩ ଟଙ୍କା ରହିଛି। ବିଦେଶରେ ସୁନାର ଦର ୧୮୨୬ ଟଙ୍କା ପ୍ରତି ଆଉନ୍ସ ରହିଛି। ଏହାଛଡ଼ା ସପ୍ତାହ ଶେଷ…

୨୦୨୬ ପର୍ଯ୍ୟନ୍ତ ମିଳିବ ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ,୨୬।୬: ଜିଏସ୍‌ଟି କାଉନ୍‌ସିଲ ବୈଠକ ପୂର୍ବରୁ ସରକାରଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଉପରେ କ୍ଷତିପୂରଣ ସେସ୍‌ ଲଗାଇବା ସମୟସୀମାକୁ ପ୍ରାୟ ୪ ବର୍ଷ ବୃଦ୍ଧିକରି ୩୧ ମାର୍ଚ୍ଚ ୨୦୨୬ କରିଦେଇଛନ୍ତି।…

୪୦ ବର୍ଷରେ ସର୍ବାଧିକ ସ୍ତରରେ ବ୍ରିଟେନ୍‌ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ, ୨୩ା୬: ବର୍ତ୍ତମାନ ସମୟରେ ସାରା ଦୁନିଆ ଦରବୃଦ୍ଧି ସହ ଲଢୁଥିବା ବେଳେ ବ୍ରିଟେନ୍‌ ମଧ୍ୟ ଏହାର ଶିକାର ହୋଇଛି। ଏପରିକି ବ୍ରିଟେନ୍‌ର ମୁଦ୍ରାସ୍ଫୀତି ଗତ ୪୦ ବର୍ଷର ସର୍ବାଧିକ ସ୍ତରରେ ପହଞ୍ଚତ୍ଥିବା କୁହାଯାଉଛି। ବୁଧବାର ପ୍ରକାଶିତ ତଥ୍ୟ ଅନୁସାରେ ମେ’…

୩୦ ଲକ୍ଷ ଟନ୍‌ ଗହମ ରପ୍ତାନି ହୋଇଛି

ନୂଆଦିଲ୍ଲୀ,୨୩ା୬: ଚଳିତ ବର୍ଷ ଜୁନ୍‌ ମଧ୍ୟରେ ଭାରତ ୩୦ ଲକ୍ଷ ଟନ୍‌ ଗହମ ରପ୍ତାନି କରିସାରିଛି। ଏହାଛଡ଼ା ଆହୁରି ମଧ୍ୟ କିଛି ଦେଶ ରପ୍ତାନି ପାଇଁ ଅନୁରୋଧ କରିଛନ୍ତି। ଏପରିକି ରତ୍ପାନୀ ସମ୍ପର୍କରେ ବିଚାର କରାଯାଉଥିବା ସରକାରଙ୍କ ପକ୍ଷରୁ ବୁଧବାର ସୂଚନା…

‘୭.୫% ବଢ଼ିପାରେ ଭାରତୀୟ ଅର୍ଥ ବ୍ୟବସ୍ଥା’

ନୂଆଦିଲ୍ଲୀ,୨୩ା୬: ଚଳିତ ବର୍ଷ ଭାରତୀୟ ଅର୍ଥବ୍ୟବସ୍ଥାରେ ୭.୫% ହାରରେ ଅଭିବୃଦ୍ଧି ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କହିଛନ୍ତି। ଏହାଦ୍ୱାରା ଭାରତ ଏକ ଦ୍ରୁତ ଅଭିବୃଦ୍ଧି କରୁଥିବା ଅର୍ଥବ୍ୟବସ୍ଥାରେ ପରିଗଣିତ ହୋଇପାରିବ ବୋଲି ସେ କହିଛନ୍ତି। ବ୍ରିକ୍ସ ବିଜ୍‌ନେସ୍‌ ଫୋରମ୍‌ରେ…

ଅଶୋଧିତ ତୈଳରେ ୫ ଡଲାର ହ୍ରାସ

ନୂଆଦିଲ୍ଲୀ, ୨୩ା୬: ବୁଧବାର ଅଶୋଧିତ ତୈଳ ଦର ପ୍ରାୟ ୫ ଡଲାର ହ୍ରାସ ପାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଫୁଏଲ୍‌ ଉପରେ ଟିକସ ହ୍ରାସ କରିବା ପରେ ଏହି ହ୍ରାସ ଦେଖାଦେଇଛି। ଏହାଦ୍ୱାରା ବ୍ରେଣ୍ଟ କ୍ରୁଡ୍‌ ଫ୍ୟୁଚର୍ସ ୪.୬୫ ଡଲାର…

ହ୍ରାସ ପାଉଛି ଭାରତୀୟ ମୁଦ୍ରା ମୂଲ୍ୟ

ନୂଆଦିଲ୍ଲୀ, ୨୩ା୬: ବିଦେଶୀ ନିବେଶକମାନେ ଲଗାତର ଭାବରେ ପାଣ୍ଠି ଉଠାଣ କରିବା ଏବଂ ଘରୋଇ ପୁଞ୍ଜିବଜାରରେ ହ୍ରାସ ପରେ ବୁଧବାର ଡଲାର ତୁଳନାରେ ଭାରତୀୟ ମୁଦ୍ରାରେ ୨୭ ପଇସା ହ୍ରାସ ଘଟିଛି। ଫଳରେ ଭାରତୀୟ ମୁଦ୍ରା ୭୮.୪୦ର ସର୍ବନିମ୍ନ ରେକର୍ଡ ସ୍ତରରେ…

ଯୋଜନା ବିଗାଡ଼ୁଛି ରାଜ୍ୟର ଆର୍ଥିକ ସ୍ଥିତି

ନୂଆଦିଲ୍ଲୀ, ୨୩ା୬: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଭାରତର ଗରିବ ରାଜ୍ୟ ସମ୍ପର୍କରେ ଏକ ତଥ୍ୟ ପ୍ରକାଶ କରାଯାଇଛି। ଆର୍‌ବିଆଇ ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟ ଅନୁସାରେ ୫ ସର୍ବାଧିକ ଗରିବ ରାଜ୍ୟ ତାଲିକାରେ ବିହାର, ପଞ୍ଜାବ, କେରଳ, ପଶ୍ଚିମବଙ୍ଗ…

ନିବେଶ ଫେରାଇ ନେଉଛନ୍ତି ଏଫ୍‌ଆଇଆଇ

ନୂଆଦିଲ୍ଲୀ, ୧୮ା୬: ଫରେନ୍‌ ଇନ୍‌ଷ୍ଟିଚ୍ୟୁଶନାଲ ଇନ୍‌ଭେଷ୍ଟର୍ସ (ଏଫ୍‌ଆଇଆଇ)ମାନେ ଚଳିତ ବର୍ଷ ଅର୍ଥାତ୍‌ ୨୦୨୨ କ୍ୟାଲେଣ୍ଡର ଇୟରରେ ବର୍ତ୍ତମାନ ସୁଦ୍ଧା ଭାରତୀୟ ବଜାରରୁ ୨ଲକ୍ଷ କୋଟି ଟଙ୍କା ବାହାରକରି ନେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ୟାଲେଣ୍ଡର ବର୍ଷରେ ବିଦେଶୀ ନିବେଶକଙ୍କ ଟଙ୍କା ବାହାର…

ବ୍ୟାଙ୍କଗୁଡ଼ିକର କ୍ରେଡିଟ୍‌ ଗ୍ରୋଥ୍‌ ୧୩%

ନୂଆଦିଲ୍ଲୀ, ୧୯ ।୬: ଦେଶର ବ୍ୟାଙ୍କଗୁଡ଼ିକର ଋଣରେ ବୃଦ୍ଧି (କ୍ରେଡିଟ୍‌ ଗ୍ରୋଥ୍‌) ଗତ ୩ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ତଥ୍ୟରୁ ଜଣାଯାଇଛି। ତଥ୍ୟ ଅନୁସାରେ ୩ ଜୁନ୍‌ ୨୦୨୨ରେ ଶେଷ ହୋଇଥିବା ପକ୍ଷ (୧୫ ଦିନ)ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?