୧୫ ଲକ୍ଷ କୋଟି ଟପିଲା ବଜାର ପୁଞ୍ଜି
ଭୁବନେଶ୍ୱର,୫।୯: ଶେୟାର ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଶେୟାର ମୂଲ୍ୟ ବୃଦ୍ଧି ସାଙ୍ଗକୁ ନିକଟରେ ବିଭିନ୍ନ କମ୍ପାନୀର ଅଂଶଧନ କ୍ରୟ ରିଲାଏନ୍ସକୁ ବେଶ୍ ଲାଭ ଦେଇଛି। ଫଳରେ ଗତ କିଛିଦିନ ମଧ୍ୟରେ କମ୍ପାନୀର ଶେୟାର ମୂଲ୍ୟ ଆଶାତୀତ ଭାବେ ବୃଦ୍ଧି ପାଉଛି। ଏହି...
କମିଲା ୩୯ ଔଷଧ ଦର
ଭୁବନେଶ୍ୱର,୫।୯: ନ୍ୟାଶନାଲ ଲିଷ୍ଟ ଅଫ୍ ଏସେନସିଆଲ ମେଡିସିନ୍(ଏନ୍ଏଲ୍ଇଏମ୍) କୁ ସଂଶୋଧନକରି କେନ୍ଦ୍ର ସରକାର ୩୯ଟି ଗୁରୁତ୍ୱର ଔଷଧ ମୂଲ୍ୟ ହ୍ରାସ କରିଛନ୍ତି। ଏହି କ୍ରମରେ କର୍କଟ ରୋଗ, ଆଣ୍ଟି ଡାଇବେଟିସ୍, ଆଣ୍ଟି ଭାଇରାଲ, ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ରେଟ୍ରୋଭାଇରାଲ, ଟିବି...
ବଢ଼ିବ ନିଯୁକ୍ତି ପ୍ରକ୍ରିୟା
ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ)ର ମୁଖ୍ୟ ଅର୍ଥଶାସ୍ତ୍ରୀ ସୌମ୍ୟକାନ୍ତି ଘୋଷ କହିଛନ୍ତି, ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଶ୍ରମ ବଜାରର ସ୍ଥିତିରେ ସୁଧାର ଆସିବ ଏବଂ କମ୍ପାନୀଗୁଡିକ ମହାମାରୀ ହ୍ରାସ ହେବା ସହ ନିଯୁକ୍ତି...
ରେକର୍ଡ ଭାଙ୍ଗିଲା ସେନସେକ୍ସ
ନୂଆଦିଲ୍ଲୀ,୩।୯:ଭାରତୀୟ ଷ୍ଟକ ମାର୍କେଟ କ୍ରମାଗତ ରେକର୍ଡ ଭାଙ୍ଗିବାରେ ଲାଗିଛି। ପ୍ରଥମ ଥର ପାଇଁ ସେନସେକ୍ସ ୫୮ ହଜାର ଅତିକ୍ରମ କରିଛି। ଶୁକ୍ରବାର ପ୍ରାରମ୍ଭିକ ଅଧିବେଶନରେ ସେନସେକ୍ସ ୨୧୭ ପଏଣ୍ଟ ବୃଦ୍ଧି ପାଇ ୫୮,୦୬୯ରେ ପହଞ୍ଚିଛି। ଅନ୍ୟପକ୍ଷରେ, ନିଫ୍ଟି ୬୬.୨୦ ପଏଣ୍ଟ...
ତେଲ ଦର ବଢ଼ାଇ ୨୩ ଲକ୍ଷ କୋଟି ଆଦାୟ କରିଛନ୍ତି ସରକାର:ରାହୁଲ
ନୂଆଦିଲ୍ଲୀ,୨ା୯: ତେଲ ଏବଂ ଗ୍ୟାସ୍ର ଲଗାତର ଦରବୃଦ୍ଧିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ବୁଧବାର ଟାର୍ଗେଟ କରିଛନ୍ତି। ଗତ ୭ ବର୍ଷରେ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ ଦର ବଢାଇ ସରକାର ୨୩ ଲକ୍ଷ କୋଟି...
ଅଗଷ୍ଟରେ ପେଟ୍ରୋଲ ଚାହିଦା ବୃଦ୍ଧି
ନୂଆଦିଲ୍ଲୀ,୨ା୯: ଅଗଷ୍ଟରେ ପେଟ୍ରୋଲ ଚାହିଦା ବୃଦ୍ଧି ଘଟିଛି। ଏହି ସମୟରେ ଡିଜେଲ ବିକ୍ରି ନିମ୍ନରେ ରହିଛି। ବର୍ତ୍ତମାନ ପେଟ୍ରୋଲ ବିକ୍ରି କୋଭିଡ୍ ପୂର୍ବ ସ୍ଥିତିକୁ ଫେରିଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଅଗଷ୍ଟରେ ୨.୪୩ ନିୟୁତ ଟନ୍...
ଲଞ୍ଚ ହେଲା ରୟାଲ ଏନ୍ଫିଲ୍ଡ କ୍ଲାସିକ୍ ୩୫୦, ଦାମ୍ ରହିଛି…
ନୂଆଦିଲ୍ଲୀ,୧ା୯: ବାଇକ୍ ଚାଳକଙ୍କ ପ୍ରଥମ ପସନ୍ଦ ହେଲା ରୟାଲ ଏନ୍ଫିଲ୍ଡ କ୍ଲାସିକ୍ ୩୫୦। ଏବେ ଏହାର ରୂପ ରଙ୍ଗ ପୂରା ବଦଳି ଯାଇଛି। ସାଧାରଣତଃ ଲୋକେ ଏହାକୁ ‘ବୁଲେଟ୍’ ବୋଲି କହିଥାନ୍ତି। ଏହାର ନୂଆ ଜେନେରେଶନକୁ କମ୍ପାନୀ ଲଞ୍ଚ୍ କରିଛି।...
ମାସ ଆରମ୍ଭରୁ ରୋଷେଇ ଘରେ ମହଙ୍ଗା ମାଡ଼ …
ନୂଆଦିଲ୍ଲୀ,୧।୯: ମାସ ଆରମ୍ଭରୁ ରୋଷେଇ ଘରେ ମହଙ୍ଗା ମାଡ଼ ହୋଇଛି। ଏଲ୍ପିଜି ସିଲିଣ୍ଡର ଦାମ୍ ପୁଣି ବଢ଼ିଛି। ଘରେ ବ୍ୟବହୃତ ହେଉଥିବା ସବସିଡ଼ି ଯୁକ୍ତ ସିଲିଣ୍ଡର ଦାମରେ ୨୫ ଟଙ୍କା ବୃଦ୍ଧି ଘଟିଛି। କେବଳ ଘରୋଇ ଏଲପିଜି ସିଲିଣ୍ଡର ନୁହେଁ,...
ଶେୟାର ବଜାରରେ ରେକର୍ଡ, ପ୍ରଥମ ଥର ପାଇଁ ସେନସେକ୍ସ୍ ଟପିଲା ୫୭ ହଜାର ଅଙ୍କ…
ମୁମ୍ବାଇ,୩୧।୮: ଭାରତୀୟ ଶେୟାର ବଜାରରେ ମଙ୍ଗଳବାର ରେକର୍ଡ ସୃଷ୍ଟି ହୋଇଛି। ପ୍ରଥମ ଥର ପାଇଁ ସେନସେକ୍ସ୍ ୫୭ ହଜାର ଅଙ୍କ ଟପିଛି। ପୂର୍ବାହ୍ନ ୯ଟା ୨୪ରେ ସେନସେକ୍ସ୍ରେ ୨୩୫ ଅଙ୍କ ବୃଦ୍ଧି ଘଟି ଏହା ୫୭,୧୨୪.୭୮ ଛୁଇଁଛି। ଯାହା ଏପର୍ଯ୍ୟନ୍ତ...
‘ଅନ୍ଲାଇନ୍ ବ୍ୟବସାୟ ଟ୍ରେଡର୍ସଙ୍କ ସମସ୍ୟା ବଢ଼ାଉଛି’
ଅନୁଗୋଳ ଅଫିସ, ୩୦।୮: ଓଡ଼ିଶା ଫୁଟ୍ ଓ୍ବେୟାର ଟ୍ରେଡର୍ସ ଆସୋସିଏଶନ୍ (ଓଏଫ୍ଟିଏ) ସଦସ୍ୟଙ୍କୁ ନେଇ ଏକ ସମ୍ମିଳନୀ ଅନୁଗୋଳରେ ଅନୁଷ୍ଠିତ ହୋଇଯାଇଛି। ଓଏଫ୍ଟିଏ ସଭାପତି ଓମ୍ପ୍ରକାଶ ତୁଲସିୟାନ୍, ଉପସଭାପତି ସଞ୍ଜୟ ଲୋହିଆ, ସମ୍ପାଦକ ଅବଦୁଲ ରଜାକ ମେହମୁଦ୍, ଯୁଗ୍ମ ସମ୍ପାଦକ...
ଗଡ଼ିବ ୧୦୦ ବନ୍ଦେ ଭାରତ ଟ୍ରେନ୍: ୨୦୨୪ ସୁଦ୍ଧା ନିର୍ମାଣ ସାରିବା ଲକ୍ଷ୍ୟ
ନୂଆଦିଲ୍ଲୀ,୩୦।୮: ୨୦୨୪ ମାର୍ଚ୍ଚ ସୁଦ୍ଧା ୧୦୦ ବନ୍ଦେ ଭାରତ ଟ୍ରେନ ନିର୍ମାଣ ଲାଗି କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଭାରତୀୟ ରେଳପଥ ପକ୍ଷରୁ ଏ ନେଇ ପ୍ରସ୍ତୁତି କରାଯାଇଥିବା ଜଣାପଡିଛି। ୨୦୨୩ ଅଗଷ୍ଟ ୧୫ ସୁଦ୍ଧା ଦେଶର ପ୍ରମୁଖ ସହରଗୁଡିକୁ...
‘ବିବିଧ ସେ ବିଶ୍ୱାସ ସ୍କିମ୍’ ପେମେଣ୍ଟ
ନୂଆଦିଲ୍ଲୀ,୩୦।୮: ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ବିଭିନ୍ନ ଅନୁପାଳନ ସୀମାକୁ ସରକାର ବଢାଇଛନ୍ତି। କରୋନା ମହାମାରୀକୁ ଧ୍ୟାନରେ ରଖି ସରକାର ଟିକସଦାତାଙ୍କ ସୁବିଧା ଲାଗି ଏଭଳି କରିଥିବା ଜଣାପଡ଼ିଛି। ଚଳିତ ଆର୍ଥତ୍କବର୍ଷ ଲାଗି ଇକ୍ୱାଲାଇଜେଶନ ଲେଭି ଷ୍ଟେଟମେଣ୍ଟ ଫର୍ମ ୧ କ୍ଷେତ୍ରରେ...
Archives


