Advertisement

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୨୧।୧୦:କ୍ରମାଗତ ୫ମ ଦିନ ଲାଗି ଷ୍ଟକ୍‌ ବଜାର କାରବାର ଭଲ ରହିଛି। ଫଳରେ ଶେୟାର ବଜାରର ନିବେଶକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖାଦେଇଛି। ଏପରିକି ଚଳିତ ସପ୍ତାହର ୪ର୍ଥ ଦିନର ଷ୍ଟକ୍‌ ବଜାର ଫଳାଫଳ ଅନୁଯାୟୀ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ର ସେନ୍‌ସେକ୍ସ ୯୬ (୯୫.୭୧) ପଏଣ୍ଟ ବୃଦ୍ଧି ପାଇ ୫୯,୨୦୩ (୫୯,୨୦୨.୯୦) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି-୫୦ ରେ ମଧ୍ୟ ୫୨ (୫୧.୭୦) ପଏଣ୍ଟ ବଢ଼ି ୧୭,୫୬୪ (୧୭,୫୬୩.୯୫) ଅଙ୍କରେ ବଜାର ବନ୍ଦ ହୋଇଥିବା ଜଣାପଡ଼ିଛି। ଏପରିକି ଗୁରୁବାର ଦଲାଲ ଷ୍ଟ୍ରିଟ୍‌ରେ ବିଶେଷକରି ବ୍ୟାଙ୍କ, ଅଟୋ ଶିଳ୍ପ, ଆଇଟି ଏବଂ ମେଟାଲ ଭଳି କ୍ଷେତ୍ରର ନିବେଶକଙ୍କ ପାଇଁ ବଜାର ଫଳାଫଳ ଭଲ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୌଦିରେ ଡ୍ରୋନ ଆକ୍ରମଣ ପରେ; ପେଟ୍ରୋଲ ୧.୫୯, ଡିଜେଲ ୧.୩୧ଟଙ୍କା ବଢ଼ିଛି

ନୂଆଦିଲ୍ଲୀ,୨୩-୯: ସୌଦି ଆରବର ଆରାମ୍‌କୋ ତୈଳ ଭଣ୍ଡାରରେ ଡ୍ରୋନ ଆକ୍ରମଣ ପରେ ବିଗତ ୬ ଦିନ ମଧ୍ୟରେ ଦେଶରେ ପେଟ୍ରୋଲ ଲିଟର ପିଛା ୧.୫୯ ଟଙ୍କା...

ଗ୍ରାହକ ସେବାରେ କଳାମନ୍ଦିର

କଳାମନ୍ଦିର ଓଡ଼ିଶାବାସୀଙ୍କ ଶ୍ରଦ୍ଧା ଓ ଭଲପାଇବାକୁ ସାଉଁଟି ଏକ ପାରିବାରିକ ବ୍ରାଣ୍ଡ୍‌ ପାଲଟିଯାଇଛି। ୧୯୭୭ରେ ପ୍ରଥମ ଷ୍ଟୋର୍‌ ଆରମ୍ଭ ହେବା ପରଠାରୁ ଏହି ବ୍ରାଣ୍ଡ୍‌ ସର୍ବୋତ୍ତମ...

ସାମ୍‌ସଙ୍ଗ୍‌ ସ୍ମାର୍ଟଫୋନ୍‌ରେ ନୂଆ ସୁରକ୍ଷା ଫିଚର

ନୂଆଦିଲ୍ଳୀ: ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ସାମ୍‌ସଙ୍ଗ୍‌ ପକ୍ଷରୁ ଫୋନ୍‌ର ପ୍ରିଭେସି ଓ ସୁରକ୍ଷା ବୃଦ୍ଧି ଲାଗି ଏକ ନୂଆ ଫିଚର ଆଲଟ୍‌ଜେଡ୍‌ ଲାଇଫ ପ୍ରାଇଭେଟ ମୋଡ୍‌ର...

ଏଟିଏମ୍‌ରୁ ନକଲି ନୋଟ ବାହାରିଲେ କରିବେ କ’ଣ…କିପରି ଫେରି ପାଇବେ ଟଙ୍କା ଜାଣନ୍ତୁ

ଆଜିର ଅତ୍ୟାଧୁନିକ ସମୟରେ ଡିଜିଟାଲ ନେଣଦେଣ ଜନଆଦୃତି ଲାଭ କଲାଣି। ବିଶେଷକରି ଏଟିଏମ୍‌ର ବ୍ୟବହାର ଦିନକୁ ଦିନ ବଢ଼ୁଛି। ଏହାଦ୍ୱାରା ଦରକାର ସମୟରେ ଟଙ୍କା ଉଠାଯାଇପାରୁଛି।...

୨୦ରେ ଜିଏସ୍‌ଟି ପରିଷଦ ବୈଠକ; ଟିକସ ହ୍ରାସ ନେଇ ନେଇ ହୋଇ ପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫-୯: ଜିଏସ୍‌ଟି ପରିଷଦ ବୈଠକ ଚଳିତ ମାସ ୨୦ରେ ଗୋଆରେ ଅନୁଷ୍ଠିତ ହେବ। କାର ଏବଂ ବିସ୍କୁଟ ଉପରେ ଲାଗୁ ହେଉଥିବା ଜିଏସ୍‌ଟି ହ୍ରାସ କରିବା...

ନୂଆ ପ୍ୟାକେଜ ଆଣିବେ ସରକାର

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଛି। ଘରୋଇ ବଜାରର ମୋଟ ଘରୋଇ ଉତ୍ପାଦ (ଜିଡିପି) ଐତିହାସିକ...

ଶକ୍ତିକାନ୍ତଙ୍କ ସ୍ବାକ୍ଷରରେ ଜାରି ହେବ ନୂଆ ୫୦ ଟଙ୍କିଆ ନୋଟ୍‌

ମୁମ୍ବାଇ,୧୭-୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ନୂଆ ୫୦ ଟଙ୍କିଆ ନୋଟ୍‌ ଜାରି କରିବାକୁ ଯାଉଛି। ମହାତ୍ମା ଗାନ୍ଧୀ ସିରିଜରେ ଜାରି ହେବାକୁ ଥିବା ନୂଆ...

ପୁଣି ଆକ୍ସନରେ ମୋଦି ସରକାର;୧୫ ବରିଷ୍ଠ ଆୟକର ଅଧିକାରୀ ଜବରଦସ୍ତ ବିଦା

ନୂଆଦିଲ୍ଲୀ,୨୮-୯: ଅପାରଗ ଅଧିକାରୀଙ୍କ ବିରୋଧରେ ପୁନର୍ବାର ମୋଦି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦୁର୍ନୀତି, ସିବିଆଇ ମାମଲା ଓ ଅନ୍ୟ କେତେକ କାରଣ ଯୋଗୁ ସରକାର...

Advertisement
Archives

Model This Week