ବାଣିଜ୍ୟ

ପିଏଫ୍‌ ସୁଧ ହାର ଘୋଷଣା କଲା ଇପିଏଫ୍‌ଓ

ନୂଆଦିଲ୍ଲୀ, ୩ା୬: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ) ୨୦୨୧-୨୨ ବର୍ଷ ପାଇଁ ଆଧିକାରିକ ଭାବେ ସୁଧ ହାର ଘୋଷଣା କରିଛି। ୨୦୨୧-୨୨ ବର୍ଷ ପାଇଁ ଏବେ ୮.୧% ସୁଧ ମିଳିବ। ଗତବର୍ଷ ଏହା ୮.୫% ଥିଲା। ଏହାଦ୍ୱାରା କୋଟି କୋଟି...

ପେଟ୍ରୋଲ-ଡିଜେଲ ବିକ୍ରି ପରିମାଣ ବୃଦ୍ଧି

ନୂଆଦିଲ୍ଲୀ,୨।୬ : ଭାରତ ବଜାରରେ ପେଟ୍ରୋଲ ଓ ଡିଜେଲର ବିକ୍ରି ଚଳିତ ବର୍ଷ ମେ ମାସରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ବିଶେଷକରି ଗ୍ରୀଷ୍ମର ପ୍ରକୋପ ସାଙ୍ଗକୁ ସ୍କୁଲ, କଲେଜ ଛୁଟି ଯୋଗୁ ଲୋକେ ଅନ୍ୟ ସହର ବୁଲିଯିବା ଯୋଗୁ ଏଭଳି...

ଟ୍ରାକ୍‌କୁ ଫେରୁଛି ଅଟୋମୋବାଇଲ ବଜାର

ନୂଆଦିଲ୍ଲୀ,୨।୬: ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ସାଙ୍ଗକୁ ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି ଅଟୋମୋବାଇଲ ବଜାରର କାରବାର। ଗତ ଦୁଇବର୍ଷ ଧରି କୋଭିଡ୍‌ କଟକଣା ଓ ଅନ୍ୟାନ୍ୟ ସମସ୍ୟା ଯୋଗୁ ଗାଡ଼ି ବିକ୍ରି ମାନ୍ଦା ରହିଥିଲା।...

କମିଲା ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୬: ମାସିକ ଆଧାରରେ ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ସଂଗ୍ରହରେ ଚଳିତ ବର୍ଷ ମେ’ ମାସରେ ୧୬% ହ୍ରାସ ଘଟି ୧.୪୧ ଲକ୍ଷ କୋଟିରେ ରହିଯାଇଛି। ପୂର୍ବ ମାସ ଅର୍ଥାତ୍‌ ଏପ୍ରିଲରେ ଜିଏସ୍‌ଟି ସଂଗ୍ରହ ୧.୬୮ ଲକ୍ଷ କୋଟି ଟଙ୍କା...

ଗ୍ରୀନ୍‌ ଏନର୍ଜି କମାଉଛି କୋଇଲା ସଙ୍କଟ

ନୂଆଦିଲ୍ଲୀ,୨।୬: ମେ’ ମାସରେ ବିଦ୍ୟୁତ୍‌ ଚାହିଦା ୨୩.୫% ବୃଦ୍ଧି ସତ୍ତ୍ୱେ ଦେଶର ଗ୍ରୀନ୍‌ ଏନର୍ଜି ଉତ୍ପାଦନ କ୍ଷମତା ଭାରତର କୋଇଲା ଉପରେ ନିର୍ଭରତାକୁ କମ୍‌ କରିଛି। ଏ ସମ୍ପର୍କରେ ରଏଟର୍ସ ତଥ୍ୟରୁ ଜଣାଯାଇଛି। ଚାହିଦାର ଅଧିକ ମାତ୍ରାରେ ବୃଦ୍ଧି ସତ୍ତ୍ୱେ ନବୀକରଣଯୋଗ୍ୟ...

ଟଙ୍କା ମୂଲ୍ୟରେ ଆଖିଦୃଶିଆ ବୃଦ୍ଧି

ନୂଆଦିଲ୍ଲୀ: ବୁଧବାର କାରବାର ଦିବସରେ ଟଙ୍କା ମୂଲ୍ୟରେ ଆଖିଦୃଶିଆ ବୃଦ୍ଧି ଦେଖିବାକୁ ମିଳିଛି। ଦିନରେ ଡଲାର ତୁଳନାରେ ଟଙ୍କାରେ ୨୦ ପଇସା ବୃଦ୍ଧି ସହିତ ୭୭.୫୧ ସ୍ତରରେ ବନ୍ଦ ହୋଇଛି। ଡଲାର ତୁଳନାରେ ଭାରତୀୟ ମୁଦ୍ରା ୭୭.୫୮ ସ୍ତରରେ ଖୋଲିଥିଲା।...

ଫେସବୁକ୍‌ ସିଓଓ ପଦରୁ ସାଣ୍ଡବର୍ଗଙ୍କ ଇସ୍ତଫା…

ଓ୍ବାଶିଂଟନ, ୨।୬ : ଫେସବୁକ ଏବଂ ଏହାର ପ୍ୟାରେଣ୍ଟ କମ୍ପାନୀ ମେଟାର ଚିଫ୍‌ ଅପରେଟିଂ ଅଫିସର (ସିଓଓ) ଶେରିଲ ସାଣ୍ଡବର୍ଗ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କମ୍ପାନୀ ବୁଧବାର ମଧ୍ୟ ନିଶ୍ଚିତ କରିଛି। ତେବେ ଶେରିଲଙ୍କ କମ୍ପାନୀ ଛାଡିବାର କାରଣ...

ଖୁବ୍‌ଶୀଘ୍ର ଆସୁଛି ନୂଆ ବୈଶିଷ୍ଟ୍ୟ: ହ୍ବାଟ୍ସଆପ୍‌ରେ ପଠାଇଥିବା ମେସେଜ୍‌କୁ କରିପାରିବେ ‘ଏଡିଟ୍‌’

ନୂଆଦିଲ୍ଲୀ,୧।୬: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ‘ଏଡିଟ୍‌’ ବଟନ୍‌ ଆସୁ ବୋଲି ବ୍ୟବହାରକାରୀ ଦାବି କରୁଛନ୍ତି। ହେଲେ ଖୁବ୍‌ଶୀଘ୍ର ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ରେ ନୂଆ ପରିବର୍ତ୍ତନ ହେବାକୁ ଯାଉଛି। ଏଥିରେ ଏବେ ଯୋଡି ହେବ ଏଡିଟ୍‌ ବଟନ୍‌। ଫଳରେ...

ଭାରତ ଗହମ ନେବାକୁ ମନା କଲା ତୁର୍କୀ…

ନୂଆଦିଲ୍ଲୀ, ୧।୬ : ଭାରତ ପଠାଇଥିବା ଗହମକୁ ତୁର୍କୀ ପ୍ରଶାସନ ନେବାକୁ ମନା କରିଛି। ଏହି ସାମଗ୍ରୀରେ ଫାଇଟୋସାନିଟାରୀ ଅଭିଯୋଗ କରି ତୁର୍କୀ କର୍ତ୍ତୃପକ୍ଷ ଏହି ସାମଗ୍ରୀ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ୨୯ ମଇରେ ତୁର୍କୀରେ ପହଞ୍ଚିଥିବା ଜାହାଜକୁ...

ଶସ୍ତା ହେଲା ଗ୍ୟାସ ସିଲିଣ୍ଡର…

ନୂଆଦିଲ୍ଲୀ, ୧।୬ : ଦେଶରେ ଦର ଦାମ ବୃଦ୍ଧି ଯୋଗୁ ସଙ୍କଟ ସୃଷ୍ଟି ହୋଇଥିବାବେଳେ ଲୋକଙ୍କ ପାଇଁ ଖୁସି ଖବର ଆସିଛି। ଏଲପିଜି ସିଲିଣ୍ଡରର ଦାମ୍‌ରେ ବହୁତ ହ୍ରାସ ଘଟିଛି। ଜୁନ୍‌ ୧ ଠାରୁ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମ...

ବଢ଼ିଲା ଦୁଇ ସରକାରୀ ବୀମା ଯୋଜନାର ପ୍ରିମିୟମ…

ନୂଆଦିଲ୍ଲୀ, ୩୧।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର  ଦୁଇ ସରକାରୀ ବୀମା ଯୋଜନାର ପ୍ରିମିୟମରେ ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ପ୍ରିମିୟମକୁ ବଢ଼ାଇ ଦେଇଥିବା...

ଆର୍‌ବିଆଇ ରିପୋର୍ଟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୩୦ା୫: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟକୁ ନେଇ ବର୍ତ୍ତମାନ ସାରା ଦେଶରେ ରାଜନୀତି ସରଗରମ ହୋଇଛି। ବିଶେଷ କରି ୨୦୨୧-୨୨ ଆର୍ଥିକ ବର୍ଷରେ ଜାଲ୍‌ ନୋଟ୍‌ ସଂଖ୍ୟା ବୃଦ୍ଧି ପାଇଥିବା କଥା ଆରବିଆଇର ଏକ ରିପୋର୍ଟରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri