ଆକାଶ ଅମ୍ବାନୀ ସମ୍ଭାଳିବେ ରିଲାଏନ୍ସ ଜିଓର ଦାୟିତ୍ୱ
ନୂଆଦିଲ୍ଲୀ,୨୮।୬: ଦେଶର ବୃହତ୍ତମ କର୍ପୋରେଟ ହାଉସ ମଧ୍ୟରୁ ରିଲାଏନ୍ସ ଗ୍ରୁପରେ ପରବର୍ତ୍ତୀ ପିଢ଼ିକୁ ଦାୟିତ୍ୱ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଟେଲିକମ୍ ୟୁନିଟ ରିଲାଏନ୍ସ ଜିଓ ବୋର୍ଡର ଚେୟାରମ୍ୟାନ ପଦରୁ...
ବେଆଇନ ସିଲିଣ୍ଡର ଦୁର୍ଘଟଣାରେ କ୍ଷତିପୂରଣ ମିଳିବନି…
ନୂଆଦିଲ୍ଲୀ, ୨୮।୬ : ବେଆଇନ ଏଲପିଜି ସିଲିଣ୍ଡର ବ୍ୟବହାର କରୁଥିବା ସମୟରେ ଦୁର୍ଘଟଣା ଘଟିଲେ ଏନେଇ ଗ୍ୟାସ ଏଜେନ୍ସି ଦାୟୀ ରହିବ ନାହିଁ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦିଲ୍ଲୀ ରାଜ୍ୟ ଗ୍ରାହକ ଆୟୋଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।...
ଆମେରିକାର ଅଭିବୃଦ୍ଧି ଆକଳନ ହ୍ରାସ
ନୂଆଦିଲ୍ଲୀ,୨୬।୬: ଇଣ୍ଟରନ୍ୟାଶନାଲ ମନିଟାରି ଫଣ୍ଡ୍ (ଆଇଏମ୍ଏଫ୍) ପକ୍ଷରୁ ଆମେରିକାର ଆର୍ଥିକ ଅଭିବୃଦ୍ଧି ଆକଳନ ହ୍ରାସ କରିଦିଆଯାଇଛି। ଫେଡେରାଲ୍ ରିଜର୍ଭର ସୁଧ ହାର ବୃଦ୍ଧି କାରଣରୁ ଏଭଳି ଘଟିଛି। ଆମେରିକାର ଆର୍ଥିକ ନୀତିିର ବାର୍ଷିକ ମୂଲ୍ୟାଙ୍କନରେ ଆଇଏମ୍ଏଫ୍ କହିଛି, ଆମେରିକାର ସମଗ୍ର...
୨ ପ୍ରଶିକ୍ଷଣ କେନ୍ଦ୍ର ବନ୍ଦକଲା ଡିଜିସିଏ
ନୂଆଦିଲ୍ଲୀ,୨୬।୬: ଡାଇରେକ୍ଟୋରେଟ୍ ଜେନେରାଲ ଅଫ୍ ସିଭିଲ ଆଭିଏଶନ (ଡିଜିସିଏ) ପକ୍ଷରୁ ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଥିବା ଦୁଇଟି ଉଡ଼ାଣ ପ୍ରଶିକ୍ଷଣ କେନ୍ଦ୍ର ବନ୍ଦ କରିଦିଆଯାଇଛି। ଶନିବାର ଏନେଇ ସୂଚନା ଦିଆଯାଇଛି। ଡିଜିସିଏ ବୟାନ ଅନୁସାରେ, ଗୋଟିଏ ଉଡ଼ାଣ ପ୍ରଶିକ୍ଷଣ କେନ୍ଦ୍ରରେ...
୪ର୍ଥ ଥର ପାଇଁ ଋଣ ଖିଲାପ କଲା ଏଫ୍ଇଏଲ୍
ନୂଆଦିଲ୍ଲୀ,୨୬।୬: ଋଣ ଭାରରେ ଡୁବି ରହିଥିବା ଫ୍ୟୁଚର ଗ୍ରୁପ୍ର ଫ୍ୟୁଚର ଏଣ୍ଟରପ୍ରାଇସେସ୍ ଲିମିଟେଡ୍ (ଏଫ୍ଇଏଲ୍) ୪.୧୦ କୋଟି ଟଙ୍କାର ଋଣ ଶୁଝିବା ଦିଗରେ ଖିଲାପକାରୀ ସାବ୍ୟସ୍ତ ହୋଇଛି। ଋଣ ପରିଶୋଧ ଧାର୍ଯ୍ୟ ତାରିଖ ଜୁନ୍ ୨୪ରେ ଥିବା ବେଳେ ଏଫ୍ଇଏଲ୍...
ପୁଣି ଉଡ଼ିବ ଜେଟ୍ ଏୟାରଓ୍ବେଜ୍
ନୂଆଦିଲ୍ଲୀ,୨୬।୬: ଘରୋଇ ବିମାନ କମ୍ପାନୀ ଜେଟ୍ ଏୟାରୱେଜ୍ ପୁଣି ଥରେ ଯାତ୍ରୀ ସେବା ଯୋଗାଇବ ବୋଲି ସୂଚନା ମିଳିଛି। ଏପରିକି କମ୍ପାନୀ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ପରିଚାଳନାଗତ ନିଯୁକ୍ତି ମଧ୍ୟ ଆରମ୍ଭ ହୋଇଯାଇଛି। ଏହା ସହ ବିମାନ କମ୍ପାନୀ...
ସୁନା ୧୦୦୦ ଟଙ୍କା କମିଛି
ନୂଆଦିଲ୍ଲୀ,୨୬।୬: ଚଳିତ ସପ୍ତାହରେ ସୁନା ଦର ପାଖାପାଖି ୧୦୦୦ ଟଙ୍କା ହ୍ରାସ ପାଇଛି। ସୁନାର ଅଗଷ୍ଟ ଫ୍ୟୁଚର୍ସ ୧୦ ଗ୍ରାମ୍ ପିଛା ୫୦,୬୦୩ ଟଙ୍କା ରହିଛି। ବିଦେଶରେ ସୁନାର ଦର ୧୮୨୬ ଟଙ୍କା ପ୍ରତି ଆଉନ୍ସ ରହିଛି। ଏହାଛଡ଼ା ସପ୍ତାହ...
୨୦୨୬ ପର୍ଯ୍ୟନ୍ତ ମିଳିବ ଜିଏସ୍ଟି କ୍ଷତିପୂରଣ
ନୂଆଦିଲ୍ଲୀ,୨୬।୬: ଜିଏସ୍ଟି କାଉନ୍ସିଲ ବୈଠକ ପୂର୍ବରୁ ସରକାରଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ଉପରେ କ୍ଷତିପୂରଣ ସେସ୍ ଲଗାଇବା ସମୟସୀମାକୁ ପ୍ରାୟ ୪ ବର୍ଷ ବୃଦ୍ଧିକରି ୩୧ ମାର୍ଚ୍ଚ ୨୦୨୬ କରିଦେଇଛନ୍ତି।...
୪୦ ବର୍ଷରେ ସର୍ବାଧିକ ସ୍ତରରେ ବ୍ରିଟେନ୍ ମୁଦ୍ରାସ୍ଫୀତି
ନୂଆଦିଲ୍ଲୀ, ୨୩ା୬: ବର୍ତ୍ତମାନ ସମୟରେ ସାରା ଦୁନିଆ ଦରବୃଦ୍ଧି ସହ ଲଢୁଥିବା ବେଳେ ବ୍ରିଟେନ୍ ମଧ୍ୟ ଏହାର ଶିକାର ହୋଇଛି। ଏପରିକି ବ୍ରିଟେନ୍ର ମୁଦ୍ରାସ୍ଫୀତି ଗତ ୪୦ ବର୍ଷର ସର୍ବାଧିକ ସ୍ତରରେ ପହଞ୍ଚତ୍ଥିବା କୁହାଯାଉଛି। ବୁଧବାର ପ୍ରକାଶିତ ତଥ୍ୟ ଅନୁସାରେ...
୩୦ ଲକ୍ଷ ଟନ୍ ଗହମ ରପ୍ତାନି ହୋଇଛି
ନୂଆଦିଲ୍ଲୀ,୨୩ା୬: ଚଳିତ ବର୍ଷ ଜୁନ୍ ମଧ୍ୟରେ ଭାରତ ୩୦ ଲକ୍ଷ ଟନ୍ ଗହମ ରପ୍ତାନି କରିସାରିଛି। ଏହାଛଡ଼ା ଆହୁରି ମଧ୍ୟ କିଛି ଦେଶ ରପ୍ତାନି ପାଇଁ ଅନୁରୋଧ କରିଛନ୍ତି। ଏପରିକି ରତ୍ପାନୀ ସମ୍ପର୍କରେ ବିଚାର କରାଯାଉଥିବା ସରକାରଙ୍କ ପକ୍ଷରୁ ବୁଧବାର...
‘୭.୫% ବଢ଼ିପାରେ ଭାରତୀୟ ଅର୍ଥ ବ୍ୟବସ୍ଥା’
ନୂଆଦିଲ୍ଲୀ,୨୩ା୬: ଚଳିତ ବର୍ଷ ଭାରତୀୟ ଅର୍ଥବ୍ୟବସ୍ଥାରେ ୭.୫% ହାରରେ ଅଭିବୃଦ୍ଧି ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କହିଛନ୍ତି। ଏହାଦ୍ୱାରା ଭାରତ ଏକ ଦ୍ରୁତ ଅଭିବୃଦ୍ଧି କରୁଥିବା ଅର୍ଥବ୍ୟବସ୍ଥାରେ ପରିଗଣିତ ହୋଇପାରିବ ବୋଲି ସେ କହିଛନ୍ତି। ବ୍ରିକ୍ସ ବିଜ୍ନେସ୍...
ଅଶୋଧିତ ତୈଳରେ ୫ ଡଲାର ହ୍ରାସ
ନୂଆଦିଲ୍ଲୀ, ୨୩ା୬: ବୁଧବାର ଅଶୋଧିତ ତୈଳ ଦର ପ୍ରାୟ ୫ ଡଲାର ହ୍ରାସ ପାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଫୁଏଲ୍ ଉପରେ ଟିକସ ହ୍ରାସ କରିବା ପରେ ଏହି ହ୍ରାସ ଦେଖାଦେଇଛି। ଏହାଦ୍ୱାରା ବ୍ରେଣ୍ଟ କ୍ରୁଡ୍ ଫ୍ୟୁଚର୍ସ ୪.୬୫...
Archives


