ବାଣିଜ୍ୟ

ସେଲ୍‌ର ସ୍ବତନ୍ତ୍ର ଷ୍ଟିଲ୍‌ରେ ଆଇଏନ୍‌ଏସ୍‌ ବିକ୍ରାନ୍ତ ନିର୍ମିତ

ନୂଆଦିଲ୍ଲୀ,୩ା୯: ଦେଶର ପ୍ରମୁଖ ଇସ୍ପାତ ଉତ୍ପାଦକ ତଥା ରାଷ୍ଟ୍ରାୟତ୍ତ ମହାରତ୍ନା କମ୍ପାନୀ ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ସେ୍‌ଲ)ର ସ୍ବତନ୍ତ୍ର ଷ୍ଟିଲ୍‌ରେ ଆଇଏନ୍‌ଏସ୍‌ ବିକ୍ରାନ୍ତ ନିର୍ମିତ ହୋଇଛି ବୋଲି ସେଲ୍‌ ପକ୍ଷରୁ କୁହାଯାଇଛି। ଏପରିକି ଦେଶର ପ୍ରଥମ ସ୍ବଦେଶୀ...

ଅଗଷ୍ଟରେ ୪,୬୨,୫୨୩ ୟୁନିଟ୍‌ ଗାଡ଼ି ବିକ୍ରି

ନୂଆଦିଲ୍ଲୀ,୩ା୯: ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଅଗଷ୍ଟ ମାସର ଗାଡ଼ି ବିକ୍ରି ସଂଖ୍ୟା ସମ୍ପର୍କରେ ଘୋଷଣା କରାଯାଇଛି। ଏହାର ଗ୍ରାହକମାନଙ୍କର ସକାରାତ୍ମକ ମନୋଭାବ ଓ ଡିଲର୍‌ଶିପ୍‌ରେ ପାର୍ବଣଋତୁର ଉତ୍ସାହ ଯୋଗୁ ଚଳିତ ବର୍ଷ ଅଗଷ୍ଟରେ କମ୍ପାନୀର...

ଲକ୍ଷ୍ମଣ ନରସିଂହନ ଷ୍ଟାର୍‌ବକ୍ସର ସିଇଓ ନିଯୁକ୍ତ

ନୂଆଦିଲ୍ଲୀ,୩ା୯: ବହୁରାଷ୍ଟ୍ରୀୟ କଫି କମ୍ପାନୀ ଷ୍ଟାର୍‌ବକ୍ସର ନୂତନ ସିଇଓ ଭାବେ ଲକ୍ଷ୍ମଣ ନରସିଂହନଙ୍କୁ ନିଯୁକ୍ତ କରାଯାଇଛି। ଚଳିତ ବର୍ଷ ଅକ୍ଟୋବର ୧ରୁ ଲକ୍ଷ୍ମଣ ଉକ୍ତ କମ୍ପାନୀରେ ଯୋଗଦେଲେ ବି ୨୦୨୩ ଏପ୍ରିଲରେ ସେ କମ୍ପାନୀର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ...

୧ମ ତ୍ରୈମାସରେ ୩.୭ କୋଟି ଅଳଙ୍କାର ହଲ୍‌ମାର୍କ ଚିହ୍ନିତ

ନୂଆଦିଲ୍ଲୀ,୩ା୯: ଦେଶର ସୁନା ବ୍ୟବସାୟ ଓ ଗ୍ରାହକ ଠକେଇ ଘଟଣାକୁ ଗୁରୁତ୍ୱ ସହ ନେଇ ସରକାର ୨୦୨୧ ଜୁନ୍‌ ୧୬ରେ ସୁନା କାରବାରରେ ହଲ୍‌ମାର୍କିଂକୁ ବାଧ୍ୟତାମୂଳକ କରାଯାଇଥିଲା। ଏପରିକି ସରକାରଙ୍କ ନିର୍ଦ୍ଦେଶନାମାକୁ କେନ୍ଦ୍ରୀୟ ସଂସ୍ଥା ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍‌)...

ପାଞ୍ଚ କୋଟିରୁ ଅଧିକ ଜିଏସଟି ଚୋରି ଅଭିଯୋଗ ହେଲେ ତାକୁ ଅଭ୍ୟାସଗତ ଚୋର ବୋଲି ବିବେଚନା କରାଯିବ, ନିଆଯିବ କଡା କର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୩ ।୯: ଟିକସ ଫାଙ୍କିବା, ଇନପୁଟ ଟ୍ୟାକ୍ସ କ୍ରେଡିଟ(ଆଇଟିସି) କିମ୍ବା ରିଫଣ୍ଡ ରାଶି ୫ କୋଟିରୁ ଅଧିକ ହୋଇଥିବା ସେ କ୍ଷେତ୍ରରେ ଜିଏସଟି ଅଧିକାରୀମାନେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ । ଅର୍ଥ ମନ୍ତ୍ରଣାଳୟ ଅଧିନରେ ଥିବା ଜିଏସଟି ଅନୁସନ୍ଧାନ...

ଭାରତୀୟ ବଂଶୋଦ୍ଭବ ଲକ୍ଷ୍ମଣ ନରସିଂହନ ଷ୍ଟାରବକ୍ସ ସିଇଓ ନିଯୁକ୍ତ

ଲଣ୍ଡନ,୨।୯: ବିଶ୍ୱର ଅଗ୍ରଣୀ କଫି କମ୍ପାନୀ ଷ୍ଟାରବକ୍ସ ଭାରତୀୟ ବଂଶୋଦ୍ଭବ ଲକ୍ଷ୍ମଣ ନରସିଂହନଙ୍କୁ ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବରେ ନିଯୁକ୍ତ କରିଛି। ୫୫ ବର୍ଷୀୟ ନରସିଂହନ ଏପ୍ରିଲ ୧, ୨୦୨୩ରେ ସିଇଓ ପଦ ଗ୍ରହଣ କରିବେ। ଏହା ସହ...

ପତଞ୍ଜଳି ଫୁଡ୍‌ସର ନୂଆ ପାମ୍‌ ଅଏଲ୍‌ ମିଲ୍‌ର ଶିଳାନ୍ୟାସ

ନୂଆଦିଲ୍ଲୀ,୨।୯:ଦେଶର ପ୍ରମୁଖ ଖାଦ୍ୟ ଏଫ୍‌ଏମ୍‌ସିଜି ଉଦ୍ୟୋଗ ପତଞ୍ଜଳି ଫୁଡ୍‌ସ ପକ୍ଷରୁ ଅରୁଣାଚଳ ପ୍ରଦେଶର ଇଷ୍ଟ୍‌ ସିଆଙ୍ଗ୍‌ ଜିଲାର ନିଗଲୋକେରେ ଥିବା ଇଣ୍ଡଷ୍ଟ୍ରିଆଲ୍‌ ଗ୍ରୋଥ୍‌ ସେଣ୍ଟରଠାରେ କମ୍ପାନୀର ନୂଆ ପାମ୍‌ ଅଏଲ୍‌ ମିଲ୍‌ର ଶିଳାନ୍ୟାସ କରାଯାଇଛି। ଏହି ଅବସରରେ ଅରୁଣାଚଳ ପ୍ରଦେଶର...

ଅଗଷ୍ଟରେ ଜିଏସ୍‌ଟି ସଂଗ୍ରହ ୧.୪୩ ଲକ୍ଷ କୋଟି

ନୂଆଦିଲ୍ଲୀ,୨।୯:ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସରକାର ଟିକସ ଆଦାୟକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଫଳରେ କ୍ରମାଗତ ଭାବେ ଟିକସ ଆଦାୟ ପୂର୍ବ ଅପେକ୍ଷା ଅଧିକ ହୋଇଥିବା ସରକାର ମଧ୍ୟ ସ୍ବୀକାର କରିଛନ୍ତି। ବିଶେଷକରି ଏକକ ଟିକସ ସାମଗ୍ରୀ ଏବଂ...

୧୦୦ ଟଙ୍କା ଶସ୍ତା ହେଲା ଏଲପିଜି ସିଲିଣ୍ଡର…

ନୂଆଦିଲ୍ଲୀ, ୧।୯ : ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ଗ୍ରାହକଙ୍କ ପାଇଁ ଖୁସି ଖବର ଆସିଛି । ପେଟ୍ରୋଲିୟମ ମନ୍ତ୍ରଣାଳୟ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ଦାମ ୯୧ ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଗତ ପାଞ୍ଚ...

ଲାଇଫ୍‌ଷ୍ଟାଇଲରେ ଅଟମ୍‌-ଓ୍ବିଣ୍ଟର କଲେକ୍ସନ

ଭୁବନେଶ୍ୱର,୧।୯: ଦେଶର ପ୍ରମୁଖ ଫ୍ୟାଶନ ପ୍ରତିଷ୍ଠାନ ଲାଇଫ୍‌ଷ୍ଟାଇଲ ପକ୍ଷରୁ ଅଟମ୍‌-ୱିଣ୍ଟର କଲେକ୍ସନର ଶୁଭାରମ୍ଭ କରାଯାଇଛି। ଏହି କଲେକ୍ସନରେ ଫ୍ୟାଶନ-ଫର୍‌ୱାର୍ଡ ଓ କଣ୍ଟେମ୍ପରାରି ପିସ୍‌ ଆଦି ସାମିଲ ରହିଛି। ଏପରିକି ଉକ୍ତ କଲେକ୍ସନରେ ପାଷ୍ଟେଲ୍‌ ଓ ପେଣ୍ଟର୍‌ଲି ଫ୍ଲୋରାଲରେ ଏକ ନୂଆ...

୨୩ତମ ଭାରତ ପ୍ରତିଭା ସମ୍ମାନ ସମାରୋହ

କଟକ,୧।୯: ସ୍ବଳ୍ପ ପୁଞ୍ଜିକୁ ନେଇ ଜଣେ ଓଡ଼ିଆ ଏଭଳି ଏକ ପରିଚୟ ସୃଷ୍ଟି ସାଙ୍ଗକୁ ଦେଶ ବିଦେଶରେ ମଧ୍ୟ ନିଜର ସାମ୍ରାଜ୍ୟ ବିସ୍ତାର କରିପାରିଛନ୍ତି। କେବଳ ଯେ ଖାଲି ପରିଚୟ ନୁହେଁ, ଲକ୍ଷାଧିକ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିଯୁକ୍ତି...

ମହିନ୍ଦ୍ରାର ନୂତନ ଟ୍ରକ୍‌, ବସ୍‌ ଶୋ’ ରୁମ୍‌

ଫୁଲନଖରା,୧ା୯(ଡି. ଏନ. ଏ): ଖୋର୍ଦ୍ଧା ଜିଲ୍ଲା ପାହାଳ ଥାନା ଅନ୍ତର୍ଗତ ପାହାଳ ନିକଟରେ ମହିନ୍ଦ୍ରା ଗ୍ରୁପ ଅଫ କ୍ୟାମ୍ପାନିର ର୍ସ୍‌ଣ ଅଟୋ ମୋବାଇଲସ୍‌ ପକ୍ଷରୁ ନୂତନ ଟ୍ରକ୍‌ ଏବଂ ବସ ଶୋରୁମ୍‌ ବୁଧବାର ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri