ବାଣିଜ୍ୟ

ଫେବୃୟାରୀରେ ୨.୪୭ ଲକ୍ଷ ୟୁନିଟ୍‌ ଗାଡ଼ି ବିକ୍ରି

ନୂଆଦିଲ୍ଲୀ,୬।୩: ଦେଶର ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାତା ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଚଳିତ ବର୍ଷ ଫେବୃୟାରୀର ଗାଡି ବିକ୍ରି ସମ୍ପର୍କରେ ଘୋଷଣା କରାଯାଇଛି ା ବିଶେଷ କରି ୨୦୨୩ ଫେବୃୟାରୀରେ କମ୍ପାନି ମୋଟ ୨,୪୭,୧୭୫…

ସାଗାସାହି ସୋଲାର ମଡେଲ ଗ୍ରାମରେ ପରିଣତ

ଭୁବନେଶ୍ୱର,୬।୩: ଆର୍ସେଲର ମିତ୍ତଲ ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ) ପକ୍ଷରୁ ସୁନ୍ଦରଗଡ଼ ଜିଲାର କୋଇଡା ବ୍ଲକର ସାଗାସାହି ଗ୍ରାମକୁ ଏକ ସୋଲାର ମଡେଲ ଗ୍ରାମରେ ପରିଣତ କରାଯାଇଛି। ବିଶେଷକରି କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଅଭିଯାନ ଜରିଆରେ ସମ୍ପୃକ୍ତ…

ସହଯୋଗୀରୁ ସଫଳ ବ୍ୟବସାୟୀ

ପିଲାଟିଦିନରୁ ପାଠପଢ଼ା ସହ ଅନେକ କ୍ଷେତ୍ରରେ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରୁଥିବା ଜଣେ ମେଧାବୀ ଛାତ୍ରୀ ଉଚ୍ଚ ଶିକ୍ଷା ପରେ ହାତକୁ ଦୁଇହାତ ହୋଇଯାଆନ୍ତି। ବିଶେଷକରି ଛାତ୍ରୀଙ୍କ ମନରେ ରହିଥିବା ଅସୁମାରି ସ୍ବପ୍ନକୁ ସ୍ବାମୀ ଭଲ ଭାବେ ବୁଝି ପାରିଥାଆନ୍ତି। ପରବର୍ତ୍ତୀ…

ଓପିଟିସିଏଲ୍‌କୁ ସିବିଆଇପି ପୁରସ୍କାର

ଭୁବନେଶ୍ୱର,୫।୩: ରାଜ୍ୟର ପ୍ରମୁଖ ସରକାରୀ ଉଦ୍ୟୋଗ ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌)ର କାର୍ଯ୍ୟଦକ୍ଷତାକୁ ଜାତୀୟ ସ୍ତରରେ ସ୍ବୀକୃତି ସାଙ୍ଗକୁ ସମ୍ମାନ ଦିଆଯାଇଛି। ଦେଶରେ ଶକ୍ତି କ୍ଷେତ୍ରରେ ସଫଳ ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ କମ୍ପାନୀ ଭାବେ ଓପିଟିସିଏଲ୍‌କୁ ଆଉ…

ଫେବୃୟାରୀରେ ୩.୯୪ ଲକ୍ଷ ଯାନ ବିକ୍ରି

ନୂଆଦିଲ୍ଲୀ,୫।୩: ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାଣକାରୀ କମ୍ପାନୀ ହିରୋ ମୋଟାକର୍ପ ଚଳିତ ବର୍ଷ ଫେବୃୟାରୀରେ ପ୍ରାୟ ୩.୯୪ ଲକ୍ଷ ୟୁନିଟ ଯାନ ବିକ୍ରି କରିଛି । ଏପରିକି ଗତ ବର୍ଷର ସମାନ ଅବଧି ତୁଳନାରେ କମ୍ପାନୀ ପ୍ରାୟ ୧୦% ଅଭିବୃଦ୍ଧି…

ସୁଯୋଗରୁ ସଫଳତା

ଭୁବନେଶ୍ୱରରୁ ଏମ୍‌ବିଏ ଶିକ୍ଷା ଶେଷକରି ପ୍ରାରମିକ ପର୍ଯ୍ୟାୟରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ସହ ଯୋଡ଼ି ହୋଇଥିଲି। ପରବର୍ତ୍ତୀ ସମୟରେ ପାରିବାରିକ ବ୍ୟବସାୟ (ଟ୍ରୁ ଭ୍ୟାଲୁ ଡିପାର୍ଟମେଣ୍ଟ)ରେ ଯୋଗଦେଇଥିଲି। ଏପରିକି ଆରେନାର ବରଗଡ଼ ଓ ସମ୍ବଲପୁରଠାରେ କାର୍ଯ୍ୟକରି ଅନେକ ଅଭିଜ୍ଞତା ଓ ଲୋକ ସମ୍ପର୍କ…

ନାନୋ ୟୁରିଆ ପରେ ଏବେ ନାନୋ ଡିଏପିକୁ ମଞ୍ଜୁରୀ…

ନୂଆଦିଲ୍ଲୀ,୪।୩ : ନାନୋ ୟୁରିଆ ପରେ ଭାରତ ସରକାର ବର୍ତ୍ତମାନ ନାନୋ ଡିଏପିକୁ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଶନିବାର ଟୁଇଟ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ’ସାରରେ ଆତ୍ମନିର୍ଭରଶୀଳତା ପାଇଁ ଆଉ…

ଆଧାର ସହ ପାନ୍‌ ଲିଙ୍କ ଆଉ ମାଗଣା ନୁହେଁ, ଦେବାକୁ ହେବ ୧,୦୦୦ ଟଙ୍କା ଜରିମାନା

ନୂଆଦିଲ୍ଲୀ,୪।୩: ପାନ୍‌କୁ ଆଧାର ସହ ଲିଙ୍କ କରିବା ଆଉ ମାଗଣା ନୁହେଁ। ଆୟକର ବିଭାଗ ଏହି ଲିଙ୍କ ପାଇଁ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ୧,୦୦୦ ଟଙ୍କା ଜରିିମାନା ନେଉଛି। ସମୟସୀମା ଶେଷ ହେବା ପରେ ବିଭାଗ ପକ୍ଷରୁ ଜରିମାନା ରାଶି…

ଚେକ୍‌ ପେମେଣ୍ଟକୁ ନେଇ ନିୟମ ବଦଳାଇଲା ପିଏନ୍‌ବି

ନୂଆଦିଲ୍ଲୀ,୪।୩: ଗ୍ରାହକଙ୍କୁ ଚେକ୍‌ର ନକଲି ପେମେଣ୍ଟରୁ ରକ୍ଷା କରିବା ପାଇଁ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଏକ ନୂତନ ପଦକ୍ଷେପ ନେଇଛି। ବ୍ୟାଙ୍କ ବର୍ତ୍ତମାନ ୫ ଲକ୍ଷରୁ ଅଧିକ ଟଙ୍କା ଚେକ୍‌ ପେମେଣ୍ଟ ପାଇଁ ପଜିଟିଭ ପେ’ ସିଷ୍ଟମ (ପିପିଏସ୍‌) ବାଧ୍ୟତାମୂଳକ କରିବାକୁ…

ଆମାଜନ ପେ’କୁ ବଡ଼ ଝଟ୍‌କା, ୩.୦୬ କୋଟି ଟଙ୍କାର ଜରିମାନା ଲଗାଇଲା ଆର୍‌ବିଆଇ

ନୂଆଦିଲ୍ଲୀ,୪।୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଆମାଜନ ପେ’ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଉପରେ ୩.୦୬ କୋଟିରୁ ଅଧିକ ଟଙ୍କାର ଜରିମାନା ଲଗାଇଛି। ପ୍ରିପେଡ୍‌ ପେମେଣ୍ଟ ଇନ୍‌ଷ୍ଟ୍ରୁମେଣ୍ଟ(ପିପିଆଇ) ଏବଂ ନୋ ୟୁଓର କଷ୍ଟମର(କଓ୍ବୋଇସି) ସମ୍ବନ୍ଧୀୟ କିଛି ନିୟମାବଳୀକୁ ପାଳନ ନ କରିବା…

ଅଭିଜ୍ଞତାରୁ ଅଭିବୃଦ୍ଧି

ଉଚ୍ଚଶିକ୍ଷା ଶେଷକରି ନିଜର ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ କରିବାର ଅଭିଜ୍ଞତାକୁ ବ୍ୟବସାୟରେ ବିନିଯୋଗ କରିବା ଲକ୍ଷ୍ୟରେ କର୍ମଭୂମିରୁ ଜନ୍ମଭୂମିକୁ ଫେରିଥିଲେ। ଏପରିକି ଦୀର୍ଘ ୫ଦଶନ୍ଧିରୁ ଅଧିକ ସମୟ ହେବ ରାଉରକେଲାଠାରେ ଥିବା ପାରିବାରିକ ବ୍ୟବସାୟରେ ଯୋଗଦେବା…

ଫେବୃୟାରୀରେ ହୋଣ୍ଡାର ୬୦୮୬ କାର ବିକ୍ରି

ନୂଆଦିଲ୍ଲୀ, ୪ା୩: ଦେଶର ପ୍ରମୁଖ ଅଟୋମୋବାଇଲ୍‌ କମ୍ପାନୀ ହୋଣ୍ଡା କାରସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ)ଚଳିତ ବର୍ଷ ଫେବୃୟାରୀରେ ମୋଟ ୬୦୮୬ କାର ଘରୋଇ ବଜାରରେ ବିକ୍ରି କରିଛି। ଅପରପକ୍ଷରେ କମ୍ପାନୀ ୨୦୨୩ ଫେବୃୟାରୀେୀ ମୋଟ ୯୭୩ ୟୁନିଟ୍‌ କାର ରପ୍ତାନୀ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?