୨୪%ବୃଦ୍ଧି ପାଇଛି ନିଗମର ପ୍ରିମିୟମ ଆୟ
ନୂଆଦିଲ୍ଲୀ,୧୪।୧୧: ଭାରତୀୟ ଜୀବନ ବୀମା ନିଗମ(ଏଲ୍ଆଇସି)ର ଅର୍ଦ୍ଧବାର୍ଷିକ ଫଳାଫଳ (୨୦୨୨-୨୩ ଆର୍ଥିକ ବର୍ଷର ୧ ଏପ୍ରିଲରୁ ୩୦ ସେପ୍ଟେମ୍ବର) ନିକଟରେ ଘୋଷଣା କରାଯାଇଛି। ବିଶେଷକରି ନିଗମର ନିର୍ଦ୍ଦେଶକ ମଣ୍ଡଳୀ (ବୋର୍ଡ ଅଫ ଡାଇରେକ୍ଟର୍ସ)ର ନିଷ୍ପତ୍ତିକ୍ରମେ ଚଳିତ ଆର୍ଥିକ ବର୍ଷର ପ୍ରଥମ...
ସଫଳତାର ଉତ୍ସବ ପାଳୁଛି ସ୍କୋଡା
ନୂଆଦିଲ୍ଲୀ,୧୩।୧୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆକୁ ମିଳିଥିବା ସଫଳତା ଏବଂ ୫ ତାରକା ମୂଲ୍ୟାୟନର ମାନତ୍ୟ ହାସଲ କରିଛି। ସେହିଭଳି କମ୍ପାନୀର ଶେଷ ତ୍ରୈମାସିକ (୨ୟ) ଫଳାଫଳକୁ ନିକଟରେ ଡେରାଡୁନ୍ଠାରେ ଏକ ଅନ୍ତର୍ଜାତୀୟ ମଣ୍ଡଳୀ ସହ...
୧୪ ନଭେମ୍ବରରୁ ଷ୍ଟାର୍ କିରଣରେ ମହାସପ୍ତାହ
ଭୁବନେଶ୍ୱର,୧୩।୧୧: ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଷ୍ଟାର୍ କିରଣ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏପରିକି ଚଳିତ ବର୍ଷ ନଭେମ୍ବର ୧୪ ରୁ ୧୯ ପର୍ଯ୍ୟନ୍ତ ଏକ ସପ୍ତାହବ୍ୟାପୀ ଷ୍ଟାର୍ କିରଣରେ ପ୍ରସାରିତ ଧାରାବାହିକକୁ ନେଇ ମହାସପ୍ତାହ ହେବାକୁ...
୭% ରୁ କମ୍ ରହିପାରେ ମୁଦ୍ରାସ୍ଫୀତି ହାର
ନୂଆଦିଲ୍ଲୀ,୧୩।୧୧: ଗତ କିଛି ବର୍ଷ ହେବ ଭାରତୀୟ ଅର୍ଥନୀତିରେ ମାନ୍ଦାବସ୍ଥା ଜାରି ରହିଛି। କୋଭିଡ୍ ପରଠାରୁ ତାହା ଉଚ୍ଚ ହାରରେ ରହିଛି। ଫଳରେ ଗତ କିଛି ମାସ ହେବ ଖୁଚୁରା ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଞ୍ଚତ୍ଛି। ହେଲେ ଚଳିତ ବର୍ଷ...
୬୫ ଟଙ୍କିଆ ପ୍ରିପେଡ୍ ପ୍ଲାନ୍ ଲଞ୍ଚ କଲା ଏୟାରଟେଲ
ନୂଆଦିଲ୍ଲୀ,୧୨।୧୧: ଭାରତୀ ଏୟାରଟେଲ ଏକ ନୂତନ ୪ଜି ଡାଟା ଭାଉଚର ଲଞ୍ଚ କରିଛି। ଏହି ଭାଉଚରର ମୂଲ୍ୟ ହେଉଛି ୬୫ ଟଙ୍କା। ନିକଟରେ ଏୟାରଟେଲ ମଧ୍ୟ ୧୯୯ ଟଙ୍କା ଯୋଜନା ଆରମ୍ଭ କରିଛି। ଏହି ଯୋଜନା ଅଧିକ ବୈଧତା ଚାହୁଁଥିବା...
ସିଏନ୍ଜି ସେଗ୍ମେଣ୍ଟରେ ଆସିବ ଟୟୋଟା
ନୂଆଦିଲ୍ଲୀ,୧୨ା୧୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟୟୋଟା କିର୍ଲୋସ୍କର ମୋଟର (ଟିକେଏମ୍)ର ସିଏନ୍ଜି ସେଗ୍ମେଣ୍ଟ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଉଭୟ ଟୟୋଟା ଗ୍ଲାନ୍ଜା ଏବଂ ଅର୍ବାନ କ୍ରୁଜ୍ର ହାଇରେଡର୍ ମଡେଲ ଲାଇନ ଅପ୍ ପାଇଁ ଅଧିକ ବିକଳ୍ପ ପ୍ରଦାନ...
ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବ ବିଏନ୍ଆଇ-ଗ୍ରେଟର ଓଡ଼ିଶା
କଟକ,୧୨ା୧୧: ବିଶ୍ୱସ୍ତରୀୟ ବାଣିଜି୍ୟକ ନେଟ୍ଓ୍ବର୍କଂ ସଂସ୍ଥା ବିଜ୍ନେସ ନେଟ୍ଓ୍ବର୍କଂ ଇଣ୍ଟରନ୍ୟାଶନାଲ (ବିଏନ୍ଆଇ)ର ସ୍ବୀକୃତିପ୍ରାପ୍ତ ସଂସ୍ଥା ବିଏନ୍ଆଇ-ଗ୍ରେଟର ଓଡ଼ିଶାର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସ୍ଥାନୀୟ ପ୍ରମୋଦ ରେସର୍ଟଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ...
ବାଲିଯାତ୍ରାରେ ଷ୍ଟାର୍ କିରଣର ଆକର୍ଷଣୀୟ ମଣ୍ଡପ
ଭୁବନେଶ୍ୱର,୧୨ା୧୧: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଘରୋଇ ଓଡ଼ିଆ ଚ୍ୟାନେଲ ଷ୍ଟାର୍ କିରଣ ଚଳିତ ବର୍ଷ କଟକ ବାଲିଯାତ୍ରାରେ ଅଂଶ ଗ୍ରହଣ କରିଛି। ଏପରିକି ବାଲିଯାତ୍ରର ତଳ ପଡିଆରେ ଚ୍ୟାନେଲର ଏକ ଆକର୍ଷଣୀୟ ମଣ୍ଡପ ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ...
ପ୍ରଦର୍ଶନୀରେ ସାମିଲହୋଇ ପୁରସ୍କାର ଜିତନ୍ତୁ
ଭୁବନେଶ୍ୱର,୧୨ା୧୧: ଓଡ଼ିଶା ଲୋକପ୍ରିୟ ଘରୋଇ ଓଡ଼ିଆ ଚ୍ୟାନେଲ ‘ଜୀ ସାର୍ଥକ’ ଚଳିତ ବର୍ଷର କଟକ ବାଲିଯାତ୍ରାରେ ସାମିଲ ହୋଇଛି। ବାଲିଯାତ୍ରା ବୁଲିବାକୁ ଆସିଥିବା ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବା ଲକ୍ଷ୍ୟରେ ଚ୍ୟାନେଲ ପକ୍ଷରୁ ଏକ ଆକର୍ଷଣୀୟ ମଣ୍ଡପ ସାଙ୍ଗକୁ ପ୍ରଦର୍ଶନୀର...
ଶେୟାର ବଜାରରେ ଉତ୍ସାହ
ନୂଆଦିଲ୍ଲୀ,୧୨ା୧୧: କ୍ରମାଗତ ୨ଦିନର ହ୍ରାସ ପରେ ଶୁକ୍ରବାର ଷ୍ଟକ୍ ବଜାରରେ ବଡ଼ ଧରଣର ବୃଦ୍ଧି ଘଟିଛି। ଫଳରେ ନିବେଶକମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସର ଫଳାଫଳ (ଶେୟାର ମାର୍କେଟ) ଅନୁଯାୟୀ ବମ୍ବେ ଷ୍ଟକ୍...
ଜିଡିପି ଆକଳନ କମାଇଲା ମୁଡିଜ୍
ନୂଆଦିଲ୍ଲୀ,୧୨ା୧୧: ସାରା ବିଶ୍ୱ ସମେତ ଭାରତ ମଧ୍ୟ ମାନ୍ଦାବସ୍ଥା ସାଙ୍ଗକୁ ଅନ୍ତଃରାଷ୍ଟ୍ରୀୟ ସମସ୍ୟାର ସମ୍ମୁଖୀନ ହେଉଛି। ଏପରିକି ଗତ କିଛି ମାସ ହେବ ଭାରତର ଭୌଗୋଳିକ ସମସ୍ୟା ସାଙ୍ଗକୁ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ଏବଂ ଦରବୃଦ୍ଧି ଉଭୟ ସରକାର...
ବାଲିଯାତ୍ରାରେ ଅରୁନ୍ଧତୀ ମଣ୍ଡପ
ଭୁବନେଶ୍ୱର,୧୧।୧୧:ଓଡ଼ିଶାର ସର୍ବବୃହତ୍ ଜୁଏଲେରି ବ୍ରାଣ୍ଡ୍ ଅରୁନ୍ଧତୀ ଜୁଏଲର୍ସ ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରାରେ ଅଂଶ ଗ୍ରହଣ କରିଛି। ଏପରିକି ବାଲିଯାତ୍ରା ପଡ଼ିଆରେ ମଧ୍ୟ ଏକ ଆକର୍ଷଣୀୟ ମଣ୍ଡପ (ଷ୍ଟଲ୍) ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ କଟକ...
Archives


