କର୍ତ୍ତବ୍ୟରୁ ଓହରିପାରିବେନି ସାମ୍ବିଧାନିକ କର୍ତ୍ତୃପକ୍ଷ
ନୂଆଦିଲ୍ଲୀ,୧।୩: ପଞ୍ଜାବର ଆମ୍ ଆଦ୍ମୀ ପାର୍ଟି ସରକାର ଏବଂ ରାଜ୍ୟପାଳ ବନଓ୍ବାରିଲାଲ୍ ପୁରୋହିତଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଏହା ଉପରେ ଗଭୀର ସାମ୍ବିଧାନିକ ଆଲୋଚନା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଫଳରେ ଉଭୟ ପକ୍ଷଙ୍କୁ କଡ଼ା ବାର୍ତ୍ତା ଯାଇଛି।…
ପାଓ୍ବାର ଗ୍ରୀଡ୍ ପକ୍ଷରୁ ସଚେତନତା ଅଭିଯାନ
ନୂଆଦିଲ୍ଲୀ,୧।୩: ଦେଶର ପ୍ରମୁଖ ସିପିଏସ୍ଇ ‘ପାଓ୍ବାର ଗ୍ରୀଡ୍ କର୍ପୋରେଶନ ଅଫ୍ ଇଣ୍ଡିଆ ଲିମିଟେଡ୍’(ପିଜିସିଆଇଏଲ୍) ପକ୍ଷରୁ ଏକ ୩ ଦିନିଆ ସଚେତନତା କାର୍ଯ୍ୟକ୍ରମ ବୁଧବାରଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେଉଛି। ଏପରିକି କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ମହାରତ୍ନା ସିପିଏସ୍ଇ…
ଅନୁଗୋଳରେ ଟିପିସିଓଡିଏଲ୍ର ନୂଆ ଏସ୍ଡିସି
ଭୁବନେଶ୍ୱର,୧।୩: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଆଉ ଏକ ‘ଦକ୍ଷତା ବିକାଶ କେନ୍ଦ୍ର’(ଏସ୍ଡିସି)ର ଶୁଭାରମ୍ଭ କରାଯାଇଛି। ଏପରିକି ଅନୁଗୋଳଠାରେ ଟିପିସିଓଡିଏଲ୍ର ନୂଆ ଏସ୍ଡିସି ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୋଳର…
ଜୀବନ ଜିଇଁବାର ଦିଗ ବଦଳାଇଦେବ ୫ଜି
ନୂଆଦିଲ୍ଲୀ,୧।୩: ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ବଜେଟ ପରବର୍ତ୍ତୀ ଏକ ୱେବିନାର୍ର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଏହି ଅବସରରେ ରିଲାଏନ୍ସ ଜିଓ…
ଚନ୍ଦ୍ରଶେଖରପୁରରେ ଫ୍ରୋଜିଟ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୧।୩: ରାଜ୍ୟର ପ୍ରମୁଖ ମସଲା ଉଦ୍ୟୋଗ ତଥା ପୂର୍ବଭାରତର ଅନନ୍ୟ ଖାଦ୍ୟ ପ୍ରସ୍ତୁତକାରୀ ପ୍ରତିଷ୍ଠାନ ରୁଚି ଫୁଡ୍ଲାଇନ ଦ୍ୱାରା ପରିଚାଳିତ ଫ୍ରୋଜେନ୍ ଫୁଡ୍ସ ବ୍ରାଣ୍ଡ୍ ‘ଫ୍ରୋଜିଟ୍’ର ଏକ୍ସକ୍ଲୁସିଭ ଷ୍ଟୋର ସ୍ଥାନୀୟ ଚନ୍ଦ୍ରଶେଖରପୁରଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ରୁଚି ଫୁଡ୍ ଲାଇନର…
‘ଯତ୍ନବାନ୍ ହେଲେ ଦୁର୍ଘଟଣା ରୋକିହେବ’
କଟକ ଅଫିସ,୧।୩: କଟକ ପ୍ରେସ୍ ଛକସ୍ଥିତ ସଂଗ୍ରାମୀ ଗ୍ୟାସ୍ ପକ୍ଷରୁ ଖାନ୍ନଗର ହାଇସ୍କୁଲଠାରେ ଏଲପିଜି ନିରାପତ୍ତା ସଚେତନତା ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଶିକ୍ଷାଧିକାରୀ ତଥା ସ୍କାଉଟ୍ସ ଜିଲା ମୁଖ୍ୟ କମିଶନର କୃଷ୍ଣଚନ୍ଦ୍ର ନାୟକ ଏହାକୁ ଉଦ୍ଘାଟନ କରିଥିଲେ। ସାଲେପୁର…
ଗୁଣାତ୍ମକ ଉତ୍ପାଦ ଯୋଗାଉଛି ଟାପାରିଆ
ନୂଆଦିଲ୍ଲୀ,୧।୩: ଦେଶର ପ୍ରମୁଖ ହ୍ୟାଣ୍ଡ୍ ଟୁଲ୍ସ ଉତ୍ପାଦକ ଟାପାରିଆ ଟୁଲ୍ସ ବଜାରରେ ବର୍ତ୍ତମାନ ମଧ୍ୟ ପ୍ରାଧାନ୍ୟ ବଜାୟ ରଖିଛି। ଏହାର ମୂଳ ଲକ୍ଷ୍ୟ ସର୍ବଦା ଅନେକ ଶିଳ୍ପ କ୍ଷେତ୍ର ପାଇଁ ଉନ୍ନତ ହ୍ୟାଣ୍ଡ ଟୁଲ୍ ପ୍ରଦାନ କରିଥାଏ। ବିଶେଷକରି ବିମାନ ଚଳାଚଳ,…
ୱିମେନ୍ ଇଞ୍ଜିନିୟର୍ସ ପ୍ରୋଗ୍ରାମର ୫ମ ସଂସ୍କରଣ
ନୂଆଦିଲ୍ଲୀ,୧।୩: ଗ୍ଲୋବାଲ ଏଡ୍ଟେକ୍ କମ୍ପାନୀ ଟାଲେଣ୍ଟ ସ୍ପ୍ରିଣ୍ଟ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏପରିକି କମ୍ପାନୀର ୱିମେନ୍ସ ଇଞ୍ଜିନିୟର୍ସ (ଡବ୍ଲ୍ୟୁଇ) ପ୍ରୋଗ୍ରାମର ୫ମ ସଂସ୍କରଣ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଚଳିତ ବର୍ଷ ଉକ୍ତ କାର୍ଯ୍ୟକ୍ରମ ଦେଶବ୍ୟାପୀ ୨୦୦…
୨୦୨୪ ଶେଷ ସୁଦ୍ଧା ଦେଶରେ ୫ଜି ସେବା
ନୂଆଦିଲ୍ଲୀ,୧।୩: ଗତ ବର୍ଷ ଅକ୍ଟୋବର ପହିଲାରେ ଆନୁଷ୍ଠାନିକ ଭାବେ ୫ଜି ସେବାର ଶୁଭାରମ୍ଭ କରାଯାଇଥିଲା। ଏପରିକି ଗତ ୬ମାସ ମଧ୍ୟରେ ଦେଶର ୩୮୭ ଜିଲାରେ ୫ଜି ଟାଓ୍ବାର ସ୍ଥାପିତ କରାଯାଇସାରିଛି ବୋଲି ମଙ୍ଗଳବାର ଏକ ସମ୍ମିଳନୀରେ ଯୋଗଦେଇ ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ…
କ୍ଷୁଦ୍ରଶିଳ୍ପର ଭୂମିକା ଅତୁଳନୀୟ
କୃଷି ଓ ଶିଳ୍ପ ମାଧ୍ୟମରେ ଦେଶର ପ୍ରଗତି ବିକଶିତ ହୋଇଥାଏ। ଏପରିକି କୃଷି ଓ ଶିଳ୍ପ ମଧ୍ୟ ଦେଶ ପାଇଁ ମାନବ ସମ୍ବଳ ନିୟୋଜନର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଯେଉଁ ଦେଶ ଉତ୍ପାଦନରେ ଯେତେ ସ୍ବାବଲମ୍ବୀ ହୋଇଥାଏ। ସେ ଦେଶରେ…
ପିଏମ୍ କିଷାନ ଯୋଜନାର ୧୩ତମ କିସ୍ତି ପାଇନାହାନ୍ତି କି? ତୁରନ୍ତ ଏହି ନମ୍ବରକୁ କଲ୍ କରି…
ନୂଆଦିଲ୍ଲୀ,୨୮।୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୩ ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଛି। ଦେଶର କୋଟି କୋଟି ଚାଷୀଙ୍କ ଆକାଉଣ୍ଟରେ ଏହି ଟଙ୍କା ପହଞ୍ଚିିଛି। ଯଦି ଆପଣ ପିଏମ୍ କିଷାନ ଯୋଜନା ପାଇଁ ଯୋଗ୍ୟ, ତେବେ ଆକାଉଣ୍ଟରେ…
ଭାରତୀୟ ଅର୍ଥନୀତି ଉପରେ ବିଶ୍ୱର ପ୍ରଭାବ: ତୃତୀୟ ତ୍ରୟମାସରେ ଜିଡ଼ିପି ହାର ୪.୪ ପ୍ରତିଶତ…
ନୂଆଦିଲ୍ଲୀ,୨୮।୨ : ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ମନ୍ତ୍ରଣାଳୟ ଅକ୍ଟୋବର-ଡିସେମ୍ବର ୨୦୨୨ ତ୍ରୟମାସିକ ପାଇଁ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ତଥ୍ୟ ପ୍ରକାଶ କରିଛି। ସର୍ବଶେଷ ତଥ୍ୟ ଅନୁଯାୟୀ, ତୃତୀୟ ତ୍ରୟମାସରେ ଭାରତର ଜିଡିପି ୪.୪ ପ୍ରତିଶତ ଅଭିବୃଦ୍ଧି ରେକର୍ଡ…
Archives


