ଅନୁଗୋଳରେ ଟିପିସିଓଡିଏଲ୍‌ର ନୂଆ ଏସ୍‌ଡିସି

ଭୁବନେଶ୍ୱର,୧।୩: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଆଉ ଏକ ‘ଦକ୍ଷତା ବିକାଶ କେନ୍ଦ୍ର’(ଏସ୍‌ଡିସି)ର ଶୁଭାରମ୍ଭ କରାଯାଇଛି। ଏପରିକି ଅନୁଗୋଳଠାରେ ଟିପିସିଓଡିଏଲ୍‌ର ନୂଆ ଏସ୍‌ଡିସି ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୋଳର ବିଧାୟକ ରଜନୀକାନ୍ତ ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଟିପିସିଓଡିଏଲ୍‌ର ସିଇଓ ଏମ୍‌. ସେନ୍‌ବାଗମ୍‌ କହିଛନ୍ତି, ଆମ ସହ ଯୋଡ଼ିହୋଇ ରହିଥିବା ସମସ୍ତ ବୈଷୟିକ ବ୍ୟକ୍ତି, ନିୟମିତ କର୍ମଚାରୀ ଓ ବ୍ୟବସାୟ ସହଯୋଗୀଙ୍କ ପେସାଦାର ଅଭିବୃଦ୍ଧି ଓ ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ କରିବା ସହ ସେମାନଙ୍କ ଦକ୍ଷତାରେ ଉନ୍ନତି ଆଣିବାକୁ ଆମେ ପ୍ରତିବଦ୍ଧ ରହିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି କମିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ…

ନୂଆଦିଲ୍ଲୀ,୨୫।୭: ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୬୪,୯୪୦ ଟଙ୍କା ହୋଇଥିବା ବେଳେ ୨୪...

ସିଜିୟୁ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସ୍ନାତକୋତ୍ତର ଦିବସ

ଭୁବନେଶ୍ୱର, ୨୫।୭: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି (ସିଜିୟୁ)  ଅନ୍ତର୍ଜାତୀୟ ଛାତ୍ରୀଛାତ୍ରମାନଙ୍କର ସ୍ନାତକୋତ୍ତର ଦିବସ ନିକଟରେ ପାଳିତ...

ସୀମା ଶୁଳ୍କ ହ୍ରାସ ନିଷ୍ପତ୍ତିକୁ ଲାଲ୍‌ଚାନ୍ଦ୍‌ର ପ୍ରଶଂସା

ଭୁବନେଶ୍ୱର, ୨୫।୭: ଚଳିତ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ କେନ୍ଦ୍ର ସରକାର ସୁନା ଆମଦାନୀ ଶୁକ୍ଳ ହ୍ରାସ କରିଛନ୍ତି। ଏପରିକି ସୀମା ଶୁଳ୍କ ୧୫% ରୁ...

ବଜାରରେ ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ ୦୪

ନୂଆଦିଲ୍ଲୀ,୨୫।୭: ଦେଶର ପ୍ରମୁଖ ପ୍ରିମିୟମ ବ୍ରାଣ୍ଡ୍‌ ତଥା ବିଏମ୍‌ଡବ୍ଲ୍ୟୁ ମୋଟୋରାଡ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ବିଏମ୍‌ଡବ୍ଲ୍ୟୁ ସିଇ...

ଜିଏସ୍‌ଟି ସ୍ଲାବ୍‌ର ହୋଇପାରେ ସରଳୀକରଣ

ଭୁବନେଶ୍ୱର, ୨୫।୭(ଅନୁରାଧା ମହାରଣା): ଗୁଡ୍‌ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ(ଜିଏସ୍‌ଟି) ସ୍ଲାବ୍‌ରେ ସରକାର ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଦିନରେ ଜିଏସ୍‌ଟି ଟ୍ୟାକ୍ସ ସ୍ଲାବ୍‌...

ବଜେଟ୍ ପରେ କାହିଁକି ରାଗିଛନ୍ତି ମଧ୍ୟବିତ୍ତ ପରିବାର ?

ନୂଆଦିଲ୍ଲୀ,୨୪ା୭: ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟ ସାଧାରଣ ଲୋକଙ୍କୁ ବୁଝିବାକୁ କିଛି ସମୟ ଲାଗିଥିବ। ତେବେ ଏହା ସତ ଅଟେ...

ଭୁବନେଶ୍ୱରରେ ବି ଖସିଲା ସୁନା ଦର, ଏତିକି ଟଙ୍କାରେ କିଣିପାରିବେ ସୁନା

ଭୁବନେଶ୍ୱର,୨୪।୭: ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର । ବଜେଟ ପର ଦିନ ଏତେ କମିଗଲା ସୁନା ଦର। କେନ୍ଦ୍ର ବଜେଟର ଉପସ୍ଥାପନା ପରେ ସାଧାରଣ...

୧୨ ବର୍ଷ ପରେ ବନ୍ଦ ହେଲା ଏହି ଟ୍ୟାକ୍ସ, ବଜେଟରେ ଏମାନଙ୍କୁ ମିଳିଲା ବଡ଼ ଉପହାର; ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୭: ବଜେଟ ୨୦୨୪ରେ କେନ୍ଦ୍ର ସରକାର ୧୨ ବର୍ଷ ପୁରୁଣା ଟ୍ୟାକ୍ସକୁ ବନ୍ଦ କରିଛନ୍ତି। ଏହି ଟ୍ୟାକ୍ସ ୟୁପିଏ-୨ ରେ ଆସିଥିବା ବେଳେ ଷ୍ଟାର୍ଟଅପ ଉପରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri