ଓଡ଼ିଶାର ୧୭ ସହରରେ ଜିଓ ଟ୍ରୁ-୫ଜି ସେବା
ନୂଆଦିଲ୍ଲୀ,୧୬।୩: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ବୁଧବାର ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଏବଂ ଖୋର୍ଦ୍ଧା ଭଳି ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଜିଓ ଟ୍ରୁ-୫ଜି ସେବା ଓଡ଼ିଶାର ୧୭ଟି ସହରରେ…
ହୋଣ୍ଡାର ନୂଆ ୧୦୦ସିସି ମୋଟରସାଇକେଲ ‘ସାଇନ୍ ୧୦୦’
ନୂଆଦିଲ୍ଲୀ,୧୬।୩: ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ‘ହୋଣ୍ଡା ମୋଟରସାଇକେଲ ଆଣ୍ଡ୍ ସ୍କୁଟର ଇଣ୍ଡିଆ’(ଏଚ୍ଏମ୍ଏସ୍ଆଇ) ଲିମିଟେଡ୍ର ନୂଆ ୧୦୦ସିସି ମୋଟରସାଇକେଲ ‘ସାଇନ୍ ୧୦୦’ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ଓବିଡି୨ ନିୟମ ପାଳନ କରୁଥିବା ସହ ସବୁଠୁ ସୁଲଭ ଓ ଇନ୍ଧନ…
ଡ୍ୟୁରୋଫ୍ଲେକ୍ସର ଅନନ୍ୟ ଡିଜିଟାଲ ଅଭିଯାନ
ନୂଆଦିଲ୍ଲୀ,୧୬।୩: ଭାରତର ଶୟନ ବିଶାରଦ ‘ଡ୍ୟୁରୋଫ୍ଲେକ୍ସ’ ପକ୍ଷରୁ ବିଶ୍ୱ ନିଦ୍ରା ଦିବସ ଅବସରରେ ଏକ ଅନନ୍ୟ ଡିଜିଟାଲ ଅଭିଯାନ ‘ଇଣ୍ଡିଆସ ସ୍ଲିପିଏଷ୍ଟ ପେଜ୍’ (ଭାରତର ନିଦ୍ରାଚ୍ଛନ୍ନ ପୃଷ୍ଠ) ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏକ ଉତ୍ତମ ନିଦ୍ରାଭ୍ୟାସକୁ ଆପଣେଇବାର ବାର୍ତ୍ତା ପ୍ରଚାର…
ସୋନାଲିକାର ୧,୩୭,୩୪୪ ୟୁନିଟ୍ ବିକ୍ରି
ନୂଆଦିଲ୍ଲୀ,୧୬।୩: ଭାରତର ୧ ନମ୍ବର ଟ୍ରାକ୍ଟର ରପ୍ତାନି ବ୍ରାଣ୍ଡ୍ ସୋନାଲିକା ଟ୍ରାକ୍ଟର୍ସ ଚଳିତ ବର୍ଷ ଫେବୃୟାରୀ ସୁଦ୍ଧା ୧,୩୭,୩୪୪ ୟୁନିଟ୍ ଟ୍ରାକ୍ଟର ବିକ୍ରି କରିଛି। ଫଳରେ କମ୍ପାନୀର ବଜାର ଅଂଶ ୧୪.୧%କୁ ବୃଦ୍ଧି ପାଇଛି। ଏ ସମ୍ପର୍କରେ ଇଣ୍ଟରନ୍ୟାଶନାଲ୍ ଟ୍ରାକ୍ଟର୍ସ ଲିମିଟେଡ୍ର…
ପୋକୋ ଏକ୍ସ୫ ୫ଜି ଉନ୍ମୋଚିତ
ନୂଆଦିଲ୍ଲୀ,୧୬।୩: କଞ୍ଜ୍ୟୁମର ଟେକ୍ନୋଲୋଜି ବ୍ରାଣ୍ଡ୍ ପୋକୋର ଲୋକପ୍ରିୟ ଏକ୍ସ-ସିରିଜ୍ ଅଧୀନରେ ଏକ ନୂଆ ସ୍ମାର୍ଟଫୋନ୍ ପୋକୋ ଏକ୍ସ୫ ୫ଜି କୁ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏପରିକି ପୋକୋ ଇଣ୍ଡିଆ ଉତ୍ସାହଜନକ ଫିଚର ଯେ ପରିକି କ୍ୱାଲ୍କମ୍ ସ୍ନାପ୍ଡ୍ରାଗନ ୬୯୫ପ୍ରୋସେସର, ୬.୬୭ ଇଞ୍ଚ୍…
ଫେବୃୟାରୀରେ ରପ୍ତାନି ୮.୮% ହ୍ରାସ
ନୂଆଦିଲ୍ଲୀ,୧୬।୩ : କ୍ରମାଗତ ୩ୟ ମାସ ଲାଗି ଭାରତୀୟ ରପ୍ତାନି କ୍ଷେତ୍ରରେ ହ୍ରାସ ଦେଖିବାକୁ ମିଳିଛି। ବିଶେଷକରି ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ବୈଶ୍ବିକ ମାନ୍ଦାବସ୍ଥା ଯୋଗୁ ଦେଶର ରପ୍ତାନି ହାରରେ ହ୍ରାସ ଘଟିଛି। ଏପରିକି ଚଳିତ ବର୍ଷ ଫେବୃୟାରୀରେ ଦେଶର ରପ୍ତାନି…
ପୋଷ୍ଟପେଡ୍ ଫାମିଲି ପ୍ଲାନ୍ ‘ଜିଓ ପ୍ଲସ୍’
ନୂଆଦିଲ୍ଲୀ,୧୫ା୩: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଏକ ନୂତନ ଫାମିଲି ପ୍ଲାନ୍ ‘ଜିଓ ପ୍ଲସ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏକ ମାସର ମାଗଣା ଟ୍ରାଏଲ୍ ସୁବିଧା ସହ ରିଲାଏନ୍ସ ଜିଓ ପ୍ଲସ୍ ପ୍ଲାନ୍ର ନୂତନ…
ହୋଣ୍ଡା ଅଲ୍ ନ୍ୟୁ ସିଟିର ଅନାବରଣ
ଭୁବନେଶ୍ୱର,୧୫ା୩: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ (ଏଚ୍ସିଆଇଏଲ୍)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ହୋଣ୍ଡା ଅଲ୍ ନ୍ୟୁ ସିଟି’ର ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି କମ୍ପାନୀ ନିକଟରେ ଉକ୍ତ ମଡେଲର ବଜାର ପ୍ରବେଶ…
ଗୋଦ୍ରେଜ୍ର ନୂଆ ରେଫ୍ରିଜରେଟର
ନୂଆଦିଲ୍ଲୀ,୧୫ା୩: ଗୋଦ୍ରେଜ୍ ଆପ୍ଲାଏନ୍ସେସ୍ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ଡାର୍କ ଏଡିଶନ ରେଫ୍ରିଜରେଟରର ଶୁଭାରମ୍ଭ କରାଯାଇଛି। ବିଶେଷକରି ମ୍ୟାଟ୍ ବ୍ଲାକ୍, ଗ୍ଲାସ୍ ବ୍ଲାକ୍, ଓନିକ୍ସ ବ୍ଲାକ୍, ଆଇସ୍ ବ୍ଲାକ୍ ଓ ଫସିଲ୍ ଷ୍ଟିଲ୍ ଭଳି ରଙ୍ଗରେ ୧୯ ଏସ୍କେୟୁ ସହ ଡାର୍କ…
ଫିଲିପ୍ସ ଏଜୁକେଶନ ସହ ସୋଆର ରାଜିନାମା
ଭୁବନେଶ୍ୱର,୧୫ା୩: ରାଜ୍ୟର ପ୍ରମୁଖ ଘରୋଇ ଶିିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ନଭି ମୁମ୍ବାଇସ୍ଥିତ ଫିଲିପ୍ସ ଏଜୁକେଶନ, ଫିଲିପ୍ସ ମେଶିନ ଟୁଲ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ସହ ଏକ ବୁଝାମଣାପତ୍ର (ଏମ୍ଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଶିକ୍ଷକ ଓ…
ଡାଲମିଆ ସିମେଣ୍ଟ ସହ ବେଦାନ୍ତ ଆଲୁମିନିୟମର ବୁଝାମଣା
ଭୁବନେଶ୍ୱର,୧୫ା୩: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏବଂ ଡାଲମିଆ ସିମେଣ୍ଟ ମଧ୍ୟରେ ଏକ ବ୍ୟବସାୟିକ ବୁଝାମଣା ହୋଇଥିବା ଜଣାପଡ଼ିଛି। ବିଶେଷକରି ଫ୍ଲାଏ ଆଶ୍ ପାଉଁଶ ଭଳି ଶିଳ୍ପ ବଜ୍ୟବସ୍ତୁ ଯୋଗାଣ ପାଇଁ ଉଭୟ ସଂସ୍ଥା ଦୀର୍ଘଦିନ ହେଲା ସହଯୋଗିତା…
ଡବ୍ଲ୍ୟୁଡିଆର୍ଏ-ପିଏନ୍ବି ବୁଝାମଣାପତ୍ର ସ୍ବାକ୍ଷର
ନୂଆଦିଲ୍ଲୀ,୧୫ା୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି) ଏବଂ ଓ୍ବେରହାଉସିଂ ଡେଭଲପମେଣ୍ଟ ଆଣ୍ଡ ରେଗୁଲାଟେରି ଅଥରିଟି (ଡବ୍ଲ୍ୟୁଡିଆର୍ଏ) ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ବୁଝାମଣାପତ୍ର (ଏମ୍ଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଉଭୟ ସଂସ୍ଥାର ବ୍ୟବସାୟିକ ଅଭିବୃଦ୍ଧି ସହ ଇ-ଏନ୍ଡବ୍ଲ୍ୟୁଆର୍ ଜରିଆରେ ନେଣଦେଣ କରିବା…
Archives


