ବାଣିଜ୍ୟ

କ୍ୟାରଟ୍‌ଲେନ୍‌ର ଏକ୍ସକ୍ଲୁସିଭ ଆଉଟଲେଟ

ଭୁବନେଶ୍ୱର,୧୧।୪: ଭାରତର ଅଗ୍ରଣୀ ଓମ୍‌ନି ଚ୍ୟାନେଲ ଜୁଏଲେରି ବ୍ରାଣ୍ଡ୍‌ କ୍ୟାରଟ୍‌ଲେନ୍‌ର ଆଉ ଏକ ଏକ୍ସକ୍ଲୁସିଭ ଆଉଟଲେଟ ସୋମବାର ଓଡ଼ିଶା ବଜାରରେ ଶୁଭାରମ୍ଭ କରାଯାଉଛି। ଏପରିକି ଭୁବନେଶ୍ୱର ବରମୁଣ୍ଡାସ୍ଥିତ ସୌଭାଗ୍ୟନଗରଠାରେ କ୍ୟାରଟ୍‌ଲେନ୍‌ର ଏକ୍ସକ୍ଲୁସିଭ ଆଉଟଲେଟ ଉଦଘାଟିତ ହୋଇଯାଇଛି। ଏହି ଅବସରରେ କ୍ୟାରଟ୍‌ଲେନ୍‌ର ଆରବିଏମ…

କେଏଫ୍‌ସିର ନୂଆ ଚିକେନ୍‌ ରୋଲ

ନୂଆଦିଲ୍ଲୀ,୧୧।୪: ଫୁଡ୍‌ ପ୍ଲାଟଫର୍ମ କେଏଫସି ପକ୍ଷରୁ ଆକର୍ଷଣୀୟ ସୁବିଧା ଓ ନୂତନ ଚିକେନ ରୋଲ ସମ୍ପର୍କରେ ଘୋଷଣା କରାଯାଇଛି। ସ୍ବାଦ ଓ ବଜେଟ ମଧ୍ୟରେ ଚୟନ କରିବାକୁ ପଡୁଥିବା ଖାଦ୍ୟପ୍ରେମୀମାନଙ୍କ ପାଇଁ ନୂଆ କେଏଫ୍‌ସି ଚିକେନ୍‌ ରୋଲ୍‌ ବର୍ତ୍ତମାନ କେବଳ ୯୯…

୨୦୨୨-୨୩ରେ ୮ଲକ୍ଷରୁ ଅଧିକ ଇଭି ବିକ୍ରି

ନୂଆଦିଲ୍ଲୀ,୧୧।୪: ଗତ କିଛି ବର୍ଷ ମଧ୍ୟରେ ଇଲେକ୍ଟ୍ରିକ୍‌ ଭେହିକିଲ(ଇଭି)ର ବିକ୍ରି ଓ ଚାହିଦା ବୃଦ୍ଧି ପାଇଛି। ବିଶେଷ କରି ଇଭି ବଜାରର ଲୋକପ୍ରିୟତା ମଧ୍ୟ ବଢ଼ିବାରେ ଲାଗିଛି। କାରଣ ଇଭିର ଚାହିଦା ବିଶେଷ କରି ତୈଳ ଦର ବୃଦ୍ଧି ଓ ପରିବେଶ…

ଆମେରିକା ଯାତ୍ରା ହେବ ମହଙ୍ଗା: ମେ ୩୦ରୁ ବଢ଼ିବ ଭିଜା ଫି…

ଓ୍ବାଶିଂଟନ,୧୦।୪ : ଯେଉଁମାନେ ଆମେରିକା ଯିବାକୁ ଯୋଜନା କରୁଛନ୍ତି ସେମାନଙ୍କ ପାଇଁ ଖରାପ ଖବର। ଆମେରିକାର ବୈଦେଶିକ ବିଭାଗ ଭିଜା ଆବେଦନ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। କିଛି ଅଣ-ପ୍ରବାସୀ ଭିଜା ଉପରେ ଏହି ଶୁଳ୍କ ବୃଦ୍ଧି କରାଯାଇଛି। ଏହି…

ବ୍ରହ୍ମପୁରରେ ଚାନ୍ଦି ଭଣ୍ଡାର ଷ୍ଟୋର

ବ୍ରହ୍ମପୁର ଅଫିସ,୧୦ା୪: ରାଜ୍ୟର ପ୍ରମୁଖ ରୁପା ଅଳଙ୍କାର ପ୍ରତିଷ୍ଠାନ ଚାନ୍ଦି ଭଣ୍ଡାରର ନୂତନ ଶୋ’ ରୁମ୍‌ ରବିବାର ବ୍ରହ୍ମପୁରର ଧର୍ମନଗର ମେନ୍‌ ରୋଡସ୍ଥିତ ଅଳକାପୁରୀ ମାର୍କେଟ କମ୍ପ୍ଲେକ୍ସଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍‌ସା ହଂସ ସମ୍ମାନୀତ…

କଟକରେ କିଙ୍ଗ୍‌ସ ଆଣ୍ଡ କୁଇନ୍‌ର ଆଉଟଲେଟ

କଟକ,୧୦।୪: ସୌଖୀନ ଅଳଙ୍କାର ବ୍ରାଣ୍ଡ୍‌ କିଙ୍ଗ୍‌ସ ଆଣ୍ଡ କୁଇନ୍‌ର ଏକ୍ସକ୍ଲୁସିଭ ଆଉଟଲେଟ ରବିବାର କଟକ ବକ୍ସି ବଜାରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଅଭିନେତା ମନୋଜ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ…

ବ୍ୟବସାୟ ସମ୍ପ୍ରସାରଣକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୧୦।୪: ଅନ୍ତଃରାଷ୍ଟ୍ରୀୟ ଉତ୍ପାଦନକାରୀ ସଂସ୍ଥା ଏନ୍‌ଜିକେ ସ୍ପାର୍କ ପ୍ଲଗ୍‌ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ବର୍ତ୍ତମାନ ନିଟେରା ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ଭାବେ ପରିଚିତ ହେବ। ଏପରି କି କମ୍ପାନୀର ନାମ ପରିବର୍ତ୍ତନ ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ…

ଆଇଟିଏଲ୍‌ର ବାର୍ଷିକ ବିକ୍ରି ଫଳାଫଳ

ନୂଆଦିଲ୍ଲୀ,୧୦।୪: ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡ(ଆଇଟିଏଲ୍‌)ର ବାର୍ଷିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ୨୦୨୨-୨୩ ଆର୍ଥିକ ବର୍ଷରେ କମ୍ପାନୀ ଉଲ୍ଲେଖନୀୟ ପ୍ରଦର୍ଶନ ସହ ବାର୍ଷିକ କାରବାର ଶେଷ କରିଛି। ଏପରିକି ଭାରତର ଏକ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ଆଇଟିଏଲ୍‌…

ୟୁପିଡିଏର ବାର୍ଷିକ ସାଧାରଣ ଅଧିବେଶନ

ଭୁବନେଶ୍ୱର,୧୦।୪: ଉତ୍କଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏଶନ (ୟୁପିଡିଏ)ର ବାର୍ଷିକ ସାଧାରଣ ଅଧିବେଶନ (ଏଜିଏମ୍‌) ରବିବାର ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ଏକ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୟୁପିଡିଏର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ଆସୋସିଏଶନର ସମସ୍ତ କାର୍ଯ୍ୟକଳାପ ଓ ଏଜିଏମର ଆଭିମୁଖ୍ୟ…

ଏଚ୍‌ସିଏଲ୍‌ ଜିଗସର ୪ର୍ଥ ସଂସ୍କରଣ

ନୂଆଦିଲ୍ଲୀ,୧୦।୪: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏଚ୍‌ସିଏଲ୍‌ ଜିଗସର ଆୟୋଜନ କରାଯାଉଛି। ଏଚ୍‌ସିଏଲ୍‌ ପ୍ରିମିୟର କ୍ରିଟିକାଲ ରିଜଏନିଂ ପ୍ଲାଟ୍‌ଫର୍ମ ‘ଏଚ୍‌ସିଏଲ୍‌ ଜିଗସ’ର ୪ର୍ଥ ସଂସ୍କରଣର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ ପ୍ରତିଯୋଗିତା ପାଇଁ ପଞ୍ଜୀକରଣ ମଧ୍ୟ ଆରମ୍ଭ…

ବୃଦ୍ଧି ପାଇଛି କୋଇଲା ଆମଦାନୀ

ନୂଆଦିଲ୍ଲୀ,୧୦।୪: କ୍ରମାଗତ ଭାବେ ଦେଶରେ କୋଇଲା ଆମଦାନୀ ବଢ଼ି ଚାଲିଛି। ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲରୁ ଫେବୃୟାରୀ ଶେଷ ମଧ୍ୟରେ ପ୍ରାୟ ୩୨% କୋଇଲା ଆମଦାନୀ ହୋଇଥିବା ଜଣାପଡିଛି। ବିଶେଷ କରି ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲରୁ ଫେବୃୟାରୀ ଶେଷ ମଧ୍ୟରେ…

ଲୁହାପଥର ଉତ୍ପାଦନରେ ଓଏମ୍‌ସିର ସଫଳତା

ଭୁବନେଶ୍ୱର,୯।୪: ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ବାର୍ଷିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୨୦୨୨-୨୩ ଆର୍ଥିକ ବର୍ଷରେ ଓଏମ୍‌ସି ୨୯.୭ ନିୟୁତ ଟନ୍‌ ଲୁହାପଥର ଉତ୍ପାଦନ କରିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଓଏମ୍‌ସି ୨୫.୩୧ ନିୟୁତ ଟନ୍‌ ଉତ୍ପାଦନ କରିଥିଲା। ଉଲ୍ଲେଖଯୋଗ୍ୟ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri