ଗ୍ରାମୀଣ ବ୍ୟାଙ୍କିଙ୍ଗ୍ ସେବାକୁ ଗୁରୁତ୍ୱ
ଭୁବନେଶ୍ୱର,୨୯।୭: (ଅଭୟ ଦାଶ): ଦେଶର ଅଧିକାଂଶ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଥିବାବେଳେ ବଳକା ଲୋକ ଅର୍ଦ୍ଧସହରାଞ୍ଚଳ ଓ ସହରାଞ୍ଚଳ ଆଦିରେ ବସବାସ କରୁଛନ୍ତି। ଏପରିକି ବର୍ତ୍ତମାନ ସମୟରେ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ବିଶେଷ ଧ୍ୟାନ ଦେଉଛନ୍ତି। ଫଳରେ ଗ୍ରାମାଞ୍ଚଳ କ୍ଷେତ୍ରରେ…
ସ୍ବତନ୍ତ୍ର ଡାକ ଟିକେଟ ଉନ୍ମୋଚିତ
ଭୁବନେଶ୍ୱର,୨୯।୭: ଭାରତୀୟ ଡାକ ବିଭାଗ ଓ ଆଇଟିସିର ମିଳିତ ସହଭାଗିତାରେ ଏକ ସ୍ବତନ୍ତ୍ର ଡାକ ଟିକେଟ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧାରୀ, ଡାକ ବିଭାଗର ଚିଫ୍ ପୋଷ୍ଟ ମାଷ୍ଟର…
ଇଣ୍ଡିଗୋ ଦେବ ୩୦ଲକ୍ଷର ଜରିମାନା
ଭୁବନେଶ୍ୱର,୨୯।୭: ବିଗତ କିଛି ମାସ ହେବ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ଭିନ୍ନ ଭିନ୍ନ ଅଭିଯୋଗ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ନିକଟକୁ ଆସିଥିଲା। ଏପରିକି ଡିଜିସିଏ ବିଭିନ୍ନ ଘଟଣାର ତଦନ୍ତ କରିବା ସହ…
ଇଣ୍ଡିଗୋ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲା ଡିଜିସିଏ
ନୂଆଦିଲ୍ଲୀ,୨୮।୭: ବିମାନ ଚଳାଚଳ ନିୟନ୍ତ୍ରକ(ଡିଜିସିଏ) ସୁଲଭ ବିମାନ ସେବା ଯୋଗାଉଥିବା ଘରୋଇ କମ୍ପାନୀ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଏହାଛଡ଼ା ଡିଜିସିଏର ଆବଶ୍ୟକତା ଏବଂ ଓଇଏମ୍ର ନିର୍ଦ୍ଦେଶାବଳୀ ଅନୁଯାୟୀ କମ୍ପାନୀକୁ କାଗଜପତ୍ର ପ୍ରକ୍ରିୟାରେ ପରିବର୍ତ୍ତନ କରିବାକୁ…
ଛଟେଇ କରିବ ଆମାଜନ
ନୂଆଦିଲ୍ଲୀ,୨୮।୭: ଛଟେଇ କରିବ ଆମାଜନ। ଆମେରିକାରେ ଫ୍ରେସ୍ ଗ୍ରୋସରୀ ଷ୍ଟୋର୍ କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ ଛଟେଇ କରାଯିବ। ଏନେଇ ଓ୍ବାଶିଂଟନ ପୋଷ୍ଟରେ ଖବର ପ୍ରକାଶ ପାଇଛି। ଅର୍ଥବ୍ୟବସ୍ଥା ବିଗୁଡ଼ୁଥିବାରୁ କମ୍ପାନୀ ନିଜର ପୁର୍ନଗଠନ ଉପରେ କାମ କରୁଛି। ଏଣୁ ଶହ ଶହ…
ସୁଧ ହାର ବଢ଼ାଇଲା ଫେଡେରାଲ ରିଜର୍ଭ
ନୂଆଦିଲ୍ଲୀ,୨୮।୭:ବିଗତ କିଛି ମାସ ହେବ ଆମେରିକା ଫେଡେରାଲ ରିଜର୍ଭ ସୁଧ ହାରରେ ପରିବର୍ତ୍ତନ କରୁଛି। ଫଳରେ ବିଶ୍ୱ ଅର୍ଥନୀତିରେ ତା’ର ପ୍ରଭାବ ପରିଲକ୍ଷିତ ହୋଇଥାଏ। ଉଲ୍ଲେଖଯୋଗ୍ୟ, ଚଳିତ ଥର ପାଇଁ ଫେଡେରାଲ ରିଜର୍ଭ ଅଫ୍ ଆମେରିକା ସୁଧହାରରେ ପ୍ରାୟ ୨୫ ବିପିଏସ୍…
ଏସ୍ପିପିଏଲ୍ର ଏମ୍-ପିଏଚ୍ୟୁ ଉଦ୍ଘାଟିତ
ଭୁବନେଶ୍ୱର,୨୮।୭:ରାଜ୍ୟର ପ୍ରମୁଖ ଘରୋଇ ବନ୍ଦର ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ (ଏସ୍ପିପିଏଲ୍) ପକ୍ଷରୁ ନିକଟରେ ଏକ ମୋବାଇଲ ପବ୍ଲିକ ହେଲ୍ଥ ୟୁନିଟ୍ (ଏମ୍-ପିଏଚୟୁ)ର ଶୁଭାରମ୍ଭ କରାଯାଇଛି। ବିଶେଷକରି ବାଲେଶ୍ୱର ଜିଲାର ବାଲିଆପାଳ ଅଞ୍ଚଳରେ ସ୍ବାସ୍ଥ୍ୟସେବାକୁ ସହଜରେ ଉପଲବ୍ଧ କରାଇବା ପାଇଁ ଟାଟା…
ଜେଏସ୍ଏଲ୍ର ପ୍ରଥମ ତ୍ରୈମାସିକ ଫଳାଫଳ
ଭୁବନେଶ୍ୱର,୨୮।୭:ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍) ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜେଏସ୍ଏଲ୍ର ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ଥତ୍କ ଫଳାଫଳ ଘୋଷଣା କରାଯାଇଛି। ବିଶେଷ କରି ମାକ୍ରୋ-ଅର୍ଥନୈତିକ କାରଣଗୁଡିକ ଦ୍ୱାରା ବିକ୍ରୟ ଏବଂ…
କିଶୋର ନୂଆ ମୁଖ୍ୟ ଆୟକର ଆୟୁକ୍ତ
ଭୁବନେଶ୍ୱର,୨୮।୭:ଭାରତ ସରକାରଙ୍କ ଅଗ୍ରଣୀ ଏଜେନ୍ସି ‘ଆୟକର ବିଭାଗ’ର ମୁଖ୍ୟ ଆୟକର ଆୟୁକ୍ତ ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଜେ.କ୍ରିଷ୍ଣା କିଶୋରଙ୍କୁ ଗୁରୁବାର ସରକାରଙ୍କ ପକ୍ଷରୁ ନିଯୁକ୍ତି ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ୧୯୯୦ ବ୍ୟାଚ୍ର ଭାରତୀୟ ରାଜସ୍ବ ସେବା (ଆଇଆର୍ଏସ) ଅଧିକାରୀ ଜେ.କ୍ରିଷ୍ଣା କିଶୋରଙ୍କୁ…
ପ୍ରଥମ ତ୍ରୈମାସରେ ୫୯,୪୯୦ କୋଟିର ରାଜସ୍ବ
ଭୁବନେଶ୍ୱର,୨୮।୭:ଟାଟା ଷ୍ଟିଲ୍ ପକ୍ଷରୁ ୨୦୨୩ ଜୁନ୍ ୩୦ସୁଦ୍ଧା ଶେଷ ପ୍ରଥମ ତ୍ରୈମାସିକର ଆର୍ଥିକ ଫଳାଫଳକୁ ଘୋଷଣା କରାଯାଇଛି। ଏହି ତ୍ରୈମାସିକରେ କମ୍ପାନୀ ୫୯,୪୯୦ କୋଟି ଟଙ୍କାର ରାଜସ୍ବ ହାସଲ କରିଛି। ଏହି ସମୟରେ କମ୍ପାନୀର ଇବିଆଇଟିଡିଏ ୬,୧୨୨ କୋଟି ଟଙ୍କା ହୋଇଥିବା…
ଦିନକରେ ୩୫,୦୦୦ କୋଟି ହରାଇଲେ ନିବେଶକ
ନୂଆଦିଲ୍ଲୀ,୨୮।୭ (ଅଭୟ ଦାଶ):ଗତ କିଛିଦିନ ହେବ ଭାରତୀୟ ଶେୟାର ବଜାର କାରବାରରେ ପରିବର୍ତ୍ତନ ଦେଖାଦେଇଛି। ଫଳରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଉଛନ୍ତି। ଏପରିକି ଗୁରୁବାର ବଜାର କାରବାର ଶେଷ ସୁଦ୍ଧା ନିବେଶକ ପ୍ରାୟ ୩୫,୦୦୦ କୋଟି ଟଙ୍କା ହରାଇଛନ୍ତି। ବିଶେଷକରି…
କରୀନା କପୁରଙ୍କୁ ଅହଂକାରୀ କହିଲେ ନାରାୟଣ ମୂର୍ତ୍ତି
ଇନଫୋସିସର ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଏକ ପୁରୁଣା ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନଙ୍କୁ ଅହଂକାରୀ ବୋଲି କହିଛନ୍ତି। ନାରାୟଣ ମୂର୍ତ୍ତି ତାଙ୍କ ପତ୍ନୀ ସୁଧାଙ୍କ ସହ…

