ବାଣିଜ୍ୟ

୮୮% ଦୁଇ ହଜାର ଟଙ୍କିଆ ନୋଟ ବ୍ୟାଙ୍କକୁ ଫେରିଛି: ଆରବିଆଇ…

ନୂଆଦିଲ୍ଲୀ,୧।୮ : ୮୮ % ଦୁଇ ହଜାର ଟଙ୍କିଆ ନୋଟଗୁଡିକର ଦେଶର ବ୍ୟାଙ୍କଗୁଡିକୁ ଫେରି ଆସିଛି। ୩୧ ଜୁଲାଇ ୨୦୨୩ ସୁଦ୍ଧା ବଜାରରେ କେବଳ ୪୨, ୦୦୦ କୋଟି ଟଙ୍କା ମୂଲ୍ୟର ନୋଟ ବାକି ଅଛି। ମଙ୍ଗଳବାର ଦିନ ଏହି ସୂଚନା…

କେନ୍ଦ୍ର ସରକାରୀ କର୍ମଚାରୀ-ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇବା ନିଶ୍ଚିତ…

ନୂଆଦିଲ୍ଲୀ,୧।୮ : ୪୭ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପ୍ରାୟ ୬୨ ଲକ୍ଷ ପେନସନଭୋଗୀଙ୍କ ପାଇଁ ଏକ ଖୁସି ଖବର ଅଛି । ଜୁଲାଇ ୧ରୁ ସେମାନଙ୍କର ମହଙ୍ଗା ଭତ୍ତା ରେ ଚାରି ପ୍ରତିଶତ ବୃଦ୍ଧି ବର୍ତ୍ତମାନ ନିଶ୍ଚିତ ହୋଇଛି।…

ରେ-ବ୍ୟାନ’ର ନୂତନ କଲେକ୍ସନ

ଭୁବନେଶ୍ୱର,୧।୮: ଦେଶର ଜଣାଶୁଣା ଆଇ ଗ୍ଲାସ ବ୍ରାଣ୍ଡ ରେ-ବ୍ୟାନର ନୂତନ କଲେକ୍ସନ ‘ରିଭର୍ସ ଆଇ ଉୟର’ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି ବହୁ ପରୀକ୍ଷା ନିରୀକ୍ଷା ପରେ ଉକ୍ତ ଉପତ୍ାଦକୁ ବଜାର ପ୍ରବେଶ ସହ ଗ୍ରାହକଙ୍କ ନିକଟରେ ନୂଆ ଶୈଳୀର ଡିଜାଇନ…

ଜିଓ ବୁକ୍‌ ଉନ୍ମୋଚିତ

ଭୁବନେଶ୍ୱର,୧।୮: ରିଲାଏନ୍ସ ରିଟେଲ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ ନ୍ୟୁ ଜିଓ ବୁକ୍‌ ସୋମବାର ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏହା ସମସ୍ତ ବୟସ ବର୍ଗର ଆବଶ୍ୟକତାକୁ ପୂରଣ କରିବା ଲାଗି ପ୍ରସ୍ତୁତ କରାଯାଇଥିବା କମ୍ପାନୀ…

ବ୍ୟବସାୟୀ ପୱନ ମୁଞ୍ଜାଲଙ୍କ ଘରେ ଇଡି ଚଢାଉ

ନୂଆଦିଲ୍ଲୀ,୧।୮: ହିରୋ ମୋଟୋକର୍ପ ଚେୟାରମ୍ୟାନ ତଥା ବ୍ୟବସାୟୀ ପୱନ ମୁଞ୍ଜାଲଙ୍କ ଘରେ ମଙ୍ଗଳବାର ଇଡି ଚଢାଉ କରିଛି। ମନି ଲଣ୍ଡରିଂ ଘଟଣାର ଏକ ଅଂଶ ଭାବରେ ଏହି ଚଢାଉ ହୋଇଥିବା ଜଣାପଡିଛି। ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲଏ) ଅନୁଯାୟୀ ଦିଲ୍ଲୀ ଏବଂ…

ଓପୋ ରେନୋ ସିରିଜ୍‌ ଉନ୍ମୋଚିତ

ଭୁବନେଶ୍ୱର,୧।୮: ଦେଶର ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ତଥା ଓପୋର ବହୁ ପ୍ରତୀକ୍ଷିତ ‘ଓପୋ ରେନୋ ସିରିଜ୍‌’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓପୋ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓପୋ ରେନୋ ସିରିଜକୁ ଓଡ଼ିଶା ବଜାରରେ ପ୍ରବେଶ…

ବ୍ୟବସାୟ ସୁଯୋଗକୁ ଗୁରୁତ୍ୱ

ଭୁବନେଶ୍ୱର,୧।୮: ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ନିକଟରେ ଏକ ଏମ୍‌ଏସ୍‌ଏମ୍‌ଇ ବିଜନେସ୍‌ ଆସୋସିଏଟ୍‌ ମିଟ୍‌ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ବ୍ୟବସାୟ ସହଯୋଗିତାକୁ ସୁଦୃଢ଼ କରିବା ଏବଂ ଓଡ଼ିଶା ଡିସ୍‌କମ୍‌ଗୁଡ଼ିକରେ ଥିବା ବିଭିନ୍ନ ବ୍ୟବସାୟ ସୁଯୋଗର ପ୍ରତ୍ୟକ୍ଷ…

ଫ୍ରିଡମ୍‌ କ୍ୟାଚ୍‌ ଦି ମସଲା

ଭୁବନେଶ୍ୱର,୧।୮: ଫ୍ରିଡମ୍‌ ହେଲ୍‌ଦି କୁକିଂ ଅଏଲ୍‌ସ ପକ୍ଷରୁ ଆକର୍ଷଣୀୟ ‘ଫ୍ରିଡମ୍‌ କ୍ୟାଚ୍‌ ଦି ମସଲା’ ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ପ୍ରତି ୧ ଲିଟର (ପାଉଚ/ ବଟଲ) ଫ୍ରିଡମ୍‌ ରିଫାଇନ୍‌ଡ ସନ୍‌ଫ୍ଲାଓ୍ବାର ଅଏଲର କ୍ରୟ ଉପରେ ଗ୍ରାହକ…

ଶେୟାର ବଜାରରେ ଉତ୍ସାହ

ଭୁବନେଶ୍ୱର,୧।୮: ଗତ କିଛି ସପ୍ତାହ ହେବ ଶେୟାର ବଜାର କାରବାରରେ ପରିବର୍ତ୍ତନ ଦେଖାଦେଇଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସ(ଷ୍ଟକ୍‌ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ଫଳରେ ଶେୟାର ବଜାର ନିବେଶକଙ୍କ…

ଓଡ଼ିଶା ଡିଏମ୍‌ଏଫ୍‌ ପାଣ୍ଠିରେ ଅଭିବୃଦ୍ଧି

ଭୁବନେଶ୍ୱର,୧।୮ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେଉଁ ରାଜ୍ୟକୁ କେତେ ଟଙ୍କା ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିକୁ ଦିଆଯାଇଛି, ବିଶେଷ କରି ଡିଏମ୍‌ଏଫ୍‌ ପାଣ୍ଠି ଅଧୀନରେ କେଉଁ ରାଜ୍ୟକୁ କେତେ ଟଙ୍କା ମିଳିଛି। ବିଶେଷ…

ବ୍ରିଟେନରେ ଡିବ୍ୟାକିଙ୍ଗ ଦୁର୍ନୀତି: ପ୍ରତି ଦିନ ହଜାରେ ଆକାଉଣ୍ଟ ବନ୍ଦ କରୁଛନ୍ତି ବ୍ୟାଙ୍କ…

ଲଣ୍ଡନ,୩୧।୭ : ବ୍ରିଟେନରେ ଏକ ନୂଆ ସ୍କାମ ସାମ୍ନାକୁ ଆସିଛି। ବାସ୍ତବରେ, ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଏଠାରେ ଥିବା ବ୍ୟାଙ୍କଗୁଡ଼ିକ ପ୍ରତିଦିନ ଏକ ହଜାରରୁ ଅଧିକ ଆକାଉଣ୍ଟ ବନ୍ଦ କରୁଛନ୍ତି। ଏହି ତଥାକଥିତ ସ୍କାମକୁ ଡିବ୍ୟାଙ୍କିଙ୍ଗ କୁହାଯାଉଛି। ଏଠାରେ ଏହି…

ବିଜିୟୁ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର,୩୧।୭: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ଭୁବନେଶ୍ୱର ପକ୍ଷରୁ ନିକଟରେ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବ ଜରିଆରେ ୨୦୨୩-୨୪ ଶିକ୍ଷାବର୍ଷର ବିବିଏ ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ବାଗତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମିକ୍ଟ ମବର ପରିଚାଳନା ନିର୍ଦ୍ଦେଶକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?