ବାଣିଜ୍ୟ

ବଜାରରେ ବଟରଫ୍ଲାଏର ନୂତନ ଉତ୍ପାଦ

ଭୁବନେଶ୍ୱର,୩।୮: ବଟରଫ୍ଲାଏ କିଚେନ୍‌ ଆପ୍ଲାଏନ୍‌ସେସ୍‌ର ନୂତନ ଉତ୍ପାଦଗୁଡ଼ିକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏପରିକି ଭାରତୀୟ ରୋଷେଇ ବଜାରରେ ବିପ୍ଳବ ଆଣିବା ଓ ଖାଦ୍ୟର ଆନନ୍ଦ ନେବା ପାଇଁ ବ୍ରାଣ୍ଡର ଅତ୍ୟାଧୁନିକ ରୋଷେଇ ଉପତ୍ାଦ ଓ ସମାଧାନକୁ କମ୍ପାନୀ ନିକଟରେ ବଜାର…

ଓଡ଼ିଶା ବଜାରରେ ଜିଓ ୧ ନମ୍ବର

ଭୁବନେଶ୍ୱର,୩।୮: ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ୨୦୨୩ ମେ’ ମାସରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ଯୋଡ଼ି ଓଡ଼ିଶାରେ ଏହାର ୧ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରିଥିବା ଭାରତୀୟ…

ଏଣିକି ନକଲି ଔଷଧ କରିପାରିବେ ଚିହ୍ନଟ, ଔଷଧ ଉପରେ ରହିବ କ୍ୟୁଆର କୋଡ୍‌

ନୂଆଦିଲ୍ଲୀ: ନକଲି ଔଷଧରେ ଲାଗିବ ଲଗାମ। ନକଲି ଔଷଧ ବିକ୍ରେତାଙ୍କ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ନକଲି ଔଷଧକୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାର ଔଷଧ ଉପରେ କ୍ୟୁଆର କୋଡ୍‌ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡ୍ରଗ୍ସ କଣ୍ଟ୍ରୋଲର୍‌…

ନିବେଶକଙ୍କ ୩.୫ ଲକ୍ଷ କୋଟି ପାଣିରେ ପଡ଼ିଲା, ସେନସେକ୍ସ ୭୦୦ପଏଣ୍ଟ ହ୍ରାସ…

ମୁମ୍ବାଇ,୨।୮ : ବୁଧବାର ଘରୋଇ ଷ୍ଟକ ବଜାରରେ ଏକ ବଡ଼ ହ୍ରାସ ଘଟିଛି। ସପ୍ତାହର ତୃତୀୟ ବାଣିଜ୍ୟ ଦିନରେ, ସେନ୍ସେକ୍ସ ୭୦୨.୮୮ ପଏଣ୍ଟ ହ୍ରାସ ପାଇ ୬୫,୭୫୬.୪୩ରେ ବନ୍ଦ ହୋଇଛି। ସେନେସେକ୍ସରେ ୧.୦୬ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ସେହିପରି ନିଫ୍ଟି…

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଜିଏସଟି କାଉନସିଲ ବୈଠକ, ଅନଲାଇନ ଗେମ୍‌ ଉପରେ ଟିକସ ଲଗାଇବା ନେଇ ହେବ ଚର୍ଚ୍ଚା

ନୂଆଦିଲ୍ଲୀ,୨।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୁଧବାର ଜିଏସି କାଉନସେଲିଂ ବୈଠକ ହେବାକୁ ଯାଉଛି। ଏଥିସହ ବୈଠକରେ ପରିଷଦ ଅନଲାଇନ ଗେମିଂର ସଂଜ୍ଞା ସ୍ପଷ୍ଟ କରିବା ସହ ଏହା ଉପରେ ୨୮ ପ୍ରତିଶତ ଟିକସ ଲଗାଯିବା ନେଇ ଆଲୋଚନା କରିବ। ଅର୍ଥମନ୍ତ୍ରୀ…

ଗତ ୬ମାସରେ ୫ହଜାର କୋଟି ଟଙ୍କାର କସେମେଟିକ୍‌ କିଣିଛନ୍ତି ମହିଳା, ୪୦ପ୍ରତିଶତ ଅନଲାଇନ ଶପିଂ

ନୂଆଦିଲ୍ଲୀ,୨।୮: ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ଜଣାପଡିଛି କି, ଗତ ୬ମାସ ମଧ୍ୟରେ ୫୦୦୦କୋଟି ଟଙ୍କା ମୂଲ୍ୟର ଲିପଷ୍ଟିକ ଭଳି ପ୍ରସାଧନ ସାମଗ୍ରୀ ବିକ୍ରି ହୋଇଛି। କାନ୍ତାରର ରିପୋର୍ଟ ଅନୁଯାୟୀ, ଭାରତର ଟପ୍‌-୧୦ ସହରରେ ୫ହଜାର…

ଓସିଏସ୍‌ ଫଳାଫଳରେ ବାଜିରାଓର ବାଜିମାତ୍‌

ଭୁବନେଶ୍ୱର,୨।୮: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବାଜିରାଓ ଆଇଏଏସ୍‌ ଏକାଡେମୀ ଓଡ଼ିଶା ସିଭିଲ ସର୍ଭିସ୍‌ (ଓସିଏସ୍‌) ପରୀକ୍ଷା ଫଳାଫଳରେ ବାଜିମାତ୍‌ କରିଛି। ଏକାଡେମୀର ୧୨୦ରୁ ଅଧିକ ଛାତ୍ରୀଛାତ୍ର ଓସିଏସ୍‌ ଫଳାଫଳରେ କୃତକାର୍ଯ୍ୟ ହୋଇଛନ୍ତି। ବିଶେଷକରି ଏକାଡେମୀର ଛାତ୍ରୀ ବୈଶାଖୀ ଲେଙ୍କା, ମଧୁସ୍ମିତା…

ବ୍ୟାଙ୍କକୁ ଫେରିଛି ୮୮% ୨ ହଜାର ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ,୨।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ନିକଟକୁ ବର୍ତ୍ତମାନ ପ୍ରାୟ ୮୮% ୨ ହଜାର ଟଙ୍କିଆ ନୋଟ୍‌ ଫେରସ୍ତ ଆସିଛି। ଏପରିକି ବଜାରରେ ବର୍ତ୍ତମାନ ମଧ୍ୟ ୧୨%ର ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ହେଉଛି। ଉକ୍ତ ନୋଟ୍‌ର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଲାଗି…

ଖସିଲା ଶେୟାର ବଜାର କାରବାର

ନୂଆଦିଲ୍ଲୀ,୨।୮: ଦିନକ ପରେ ପୁଣି ଥରେ ଭାରତୀୟ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇରଛନ୍ତି। ମଙ୍ଗଳବାର ଷ୍ଟକ୍‌ ମାର୍କେଟର…

କମିଲା କମର୍ସିଆଲ ଗ୍ୟାସ୍‌ ମୂଲ୍ୟ

ନୂଆଦିଲ୍ଲୀ,୨।୮: ଗତ କିଛି ମାସ ହେବ କ୍ରମାଗତ ଭାବେ କମର୍ସିଆଲ ଗ୍ୟାସ୍‌ ଦର ହ୍ରାସ ପାଉଥିବାବେଳେ ଘରୋଇ ଗ୍ୟାସ୍‌ ମୂଲ୍ୟ ସ୍ଥିର ରହିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ଜୁଲାଇ ମାସରେ ମଧ୍ୟ କମର୍ସିଆଲ ଗ୍ୟାସ୍‌ (୧୯କେଜି) ଦର ୯୯.୭୫ ଟଙ୍କା…

ଜୁଲାଇରେ ୧.୬୫ ଲକ୍ଷ କୋଟିରୁ ଅଧିକ ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୮(ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ଚତୁର୍ଥ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ ବା ଜିଏସ୍‌ଟି) ସଂଗ୍ରହ କରାଯାଇଛି ବୋଲି ମଙ୍ଗଳବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।…

ଜୁଲାଇରେ ଜିଏସଟି ସଂଗ୍ରହ ୧.୬୫ ଲକ୍ଷ କୋଟିରୁ ଅଧିକ, ପଞ୍ଚମ ଥର ପାଇଁ ୧.୬୦ ଲକ୍ଷ କୋଟି ଟପିଲା…

ନୂଆଦିଲ୍ଲୀ,୧।୮ : ସାମଗ୍ରୀ ଏବଂ ସେବା କର (ଜିଏସଟି) ସଂଗ୍ରହ ଜୁଲାଇରେ ୧୧ ପ୍ରତିଶତ ବୃଦ୍ଧି ପାଇ ୧.୬୫ ଲକ୍ଷ କୋଟିରୁ ଅଧିକ ହୋଇଛି। ପରୋକ୍ଷ ଟିକସ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ କ୍ରମାଗତ ପଞ୍ଚମ ମାସ ପାଇଁ ଜିଏସଟି ସଂଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?