ବାଣିଜ୍ୟ

ପିଆଜ ଦରର ଲଗାମ କଷିବାକୁ ସରକାର ନେଲେ ବଡ ପଦକ୍ଷେପ…

ନୂଆଦିଲ୍ଲୀ,୧୧।୮: ଟମାଟୋ ପରେ ଏବେ ପିଆଜ ଦର ହୁ ହୁ ହୋଇ ବଢିବାରେ ଲାଗିଛି। ତେବେ ପିଆଜ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ଉପଭୋକ୍ତା ବ୍ୟାପାର ବିଭାଗ ୩ ଲକ୍ଷ ମେଟ୍ରିକ ଟନ୍‌ ପିଆଜକୁ ବଫର ଷ୍ଟକ ଜାରି କରିବାକୁ ନିଷ୍ପତ୍ତି…

ବିଳାସପୂର୍ଣ୍ଣ ମହଲ କିଣିଲେ ବିଶ୍ୱର ୩ ନମ୍ବର ଧନୀ ବ୍ୟକ୍ତି: ଦାମ୍‌ ରହିଛି

ଫ୍ଲୋରିଡା,୧୧।୮: ଆମାଜନ୍‌ର ମୁଖ୍ୟ ତଥା ବିଶ୍ୱର ୩ ନମ୍ବର ଧନୀ ଜେଫ ବେଜୋସ ରିଏଲ ଇଷ୍ଟେଟ କ୍ଷେତ୍ରରେ ପାଦ ରଖିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେ ଆମେରିକାର ଫ୍ଲୋରିଡା ଉପକୂଳରେ ଏକ ବିଳାସପୂର୍ଣ୍ଣ ମହଲ କିଣିଛନ୍ତି। ବ୍ଲୁମବର୍ଗରେ ପ୍ରକାଶିତ ଏକ ରିପୋର୍ଟ…

ଏବେ ପାସଓ୍ବାର୍ଡ ବିନା କରନ୍ତୁ ୫୦୦ ଟଙ୍କା ଯାଏ ଡିଜିଟାଲ ପେମେଣ୍ଟ

ନୂଆଦିଲ୍ଲୀ,୧୧।୮: ଏଣିକି ୟୁପିଆଇରୁ ୫୦୦ ଟଙ୍କା ଯାଏର ନେଣଦେଣ ଲାଗି ପାସଓ୍ବାର୍ଡ ଦେବାର ଆବଶ୍ୟକତା ପଡ଼ିବ ନାହିଁ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୟୁପିଆଇ ଲାଇଟ୍‌ ଲାଗି ବିନା ପାସଓ୍ବାର୍ଡ କାରବାର ସୀମାକୁ ୨୦୦ରୁ ୫୦୦ ଟଙ୍କାକୁ ବୃଦ୍ଧି କରିଛି ବୋଲି…

ଜୀ-ସୋନିର ମିଶ୍ରଣକୁ ଏନ୍‌ସିଏଲ୍‌ଟିର ଅନୁମତି

ଭୁବନେଶ୍ୱର,୧୧।୮:ଦେଶର ପ୍ରମୁଖ ଗଣମାଧ୍ୟମ କମ୍ପାନୀ ଜୀ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜ୍‌ ଲିମିଟେଡ୍‌ ଏବଂ ସୋନି ପିକ୍ଚର୍ସ ନେଟ୍‌ଓ୍ବାର୍କ ଇଣ୍ଡିଆ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା। ଏହା ବିରୋଧରେ ବିଭିନ୍ନ ପରିଚାଳନା ଏବଂ ଆର୍ଥିକ ଋଣଦାତାମାନେ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି)ରେ ଜି-ସୋନି…

ପିଏଫ୍‌ଏଲ୍‌ର ଅଏଲ ପାମ୍‌ ମେଗା ପ୍ଲାଣ୍ଟେଶନ ଡ୍ରାଇଭ

ଭୁବନେଶ୍ୱର,୧୧।୮( ଅଭୟ ଦାଶ):ପତଞ୍ଜଳି ଫୁଡ୍‌ସ ଲିମିଟେଡ୍‌ (ପିଏଫ୍‌ଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ସ୍ବତନ୍ତ୍ର ଅଭିଯାନ ‘ପାମ୍‌ ଅଏଲର ମେଗା ରୋପଣ କାର୍ଯ୍ୟକ୍ରମ’(ଅଏଲ ପାମ୍‌ ମେଗା ପ୍ଲାଣ୍ଟେଶନ ଡ୍ରାଇଭ)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଆସାମ ସରକାରଙ୍କ କୃଷି ବିଭାଗ ସହଯୋଗରେ…

ହିଣ୍ଡାଲ୍‌କୋ ସହ ଟେକ୍ସମାକୋର ଚୁକ୍ତି

ଭୁବନେଶ୍ୱର, ୧୧।୮:ବିଶ୍ୱର ସର୍ବବୃହତ୍‌ ଆଲୁମିନିୟମ ରୋଲିଂ ଏବଂ ରିସାଇକ୍ଲିଂ କମ୍ପାନୀ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ଏବଂ ଟେକ୍ସମାକୋ ରେଳ ଆଣ୍ଡ ଇଞ୍ଜିନିୟରିଂ ଲିମିଟେଡ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ଚୁକ୍ତିନାମା ନିକଟରେ ସ୍ବାକ୍ଷାରିତ ହୋଇଯାଇଛି। ବିଶେଷକରି ବିଶ୍ୱ ଶ୍ରେଣୀର ଆଲୁମିନିୟମ ରେଳ ୱାଗନ…

ଖାଦ୍ୟପେୟ,ପ୍ୟାକେଜିଂ ଉଦ୍ୟୋଗକୁ ଗୋଟିଏ ପ୍ଲାଟ୍‌ଫର୍ମ ତଳେ ଆଣିବା ପାଇଁ ଇଣ୍ଡିଆ ଏକ୍ସପୋର ଆୟୋଜନ

ନୂଆଦିଲ୍ଲୀ,୧୧ା୮: ଗୋଟିଏ ପ୍ଲାଟଫର୍ମରେ ଖାଦ୍ୟ, ସ୍ବାସ୍ଥ୍ୟ, ପ୍ୟାକେଜିଂ ଏବଂ ପ୍ରକ୍ରିୟାକରଣ ଶିଳ୍ପ ଆଣିବା ପାଇଁ ୧୭ରୁ ୧୯ଅଗଷ୍ଟ ମଧ୍ୟରେ ଏଫ୍‌ଆଇ ଇଣ୍ଡିଆ ଏକ୍ସପୋ ଆୟୋଜିତ ହେବ। ବାଣିଜ୍ୟ ଶୋ ଏଫ୍‌ ଇଣ୍ଡିଆ ଗ୍ରାହକ ଏବଂ ଶିଳ୍ପର ପରିବର୍ତ୍ତିତ ଆବଶ୍ୟକତା ଅନୁଯାୟୀ ପ୍ରିମିୟମ…

ଖସିଲା ଶେୟାର ବଜାର କାରବାର

ଭୁବନେଶ୍ୱର, ୧୧।୮:ଦିନକ ପରେ ପୁଣି ଥରେ ଭାରତୀୟ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର) ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଗୁରୁବାର…

ନୂଆ ରୂପରେ ଏୟାର ଇଣ୍ଡିଆ

ଭୁବନେଶ୍ୱର,୧୧।୮:ଏୟାର ଇଣ୍ଡିଆର ନୂଆ ଲୋଗୋ ଏବଂ ରଙ୍ଗକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଗୁରୁବାର ଦିଲ୍ଲୀଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କମ୍ପାନୀର ନୂଆ ଲୋଗୋ ଓ ରଙ୍ଗକୁ ଉନ୍ମୋଚନ କରାଯାଇଛି। ବିଶେଷକରି ଟାଟା ଗ୍ରୁପ୍‌ ମାଲିକାନାରେ ଥିବା ଏୟାର…

୧୨୯ ଦିନରେ ୫୦.୧୬ ମିଲିୟନ ମେଟ୍ରିକ ଟନ୍‌ ପଣ୍ୟ କାରବାର

ପାରାଦୀପ,୧୧।୮(ଶରତ ରାଉତ): ପାରାଦୀପ ବନ୍ଦର ଚଳିତ ଆର୍ଥିକବର୍ଷର ମାତ୍ର ୧୨୯ ଦିନ ମଧ୍ୟରେ ରେକର୍ଡ ୫୦.୧୬ ମିଲିୟନ ମେଟ୍ରିକ ଟନ୍‌ ପଣ୍ୟ କାରବାର କରିଛି। ଏହା ପୂର୍ବ ବର୍ଷ ତୁଳନାରେ ୬୫% ଅଭିବୃଦ୍ଧି ବୋଲି ବନ୍ଦର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।…

ସୋନି-ଜି ମିଶ୍ରଣକୁ ଏନ୍‌ସିଏଲ୍‌ଟିର ସବୁଜ ସଙ୍କେତ

ନୂଆଦିଲ୍ଲୀ,୧୦।୮: ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି) ଗୁରୁବାର ଜି ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ ଏବଂ ଜାପାନର ସୋନି(ବର୍ତ୍ତମାନ କୁଲଭର ମାକ୍ସ ଏଣ୍ଟରଟେନ୍‌ମେଣ୍ଟ)ର ମିଶ୍ରଣକୁ ଅନୁମୋଦନ କରିଛି। ୨୦୨୧ରେ ମିଶ୍ରଣ ନେଇ ଉଭୟ କମ୍ପାନୀ ରାଜି ହୋଇଥିଲେ। ଏଚ୍‌.ଭି ସୁବା ରାଓ ଏବଂ…

ପ୍ଲେ ଷ୍ଟୋରରୁ ୪୩ ମୋବାଇଲ ଆପ୍‌ ହଟାଇଲା ଗୁଗଲ୍‌

ନୂଆଦିଲ୍ଲୀ,୧୦।୮: ଗୁଗଲ ପ୍ଲେ ଷ୍ଟୋରରୁ ଭାଇରସ ଥିବା ୪୩ଟି ମୋବାଇଲ ଆପ ହଟାଇଛି। ଏହି ଆପଗୁଡିକ ଗୁଗଲ ପ୍ଲେ ଡେଭଲପର୍‌ ପଲିସି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏହି ଆପଗୁଡ଼ିକ ଫୋନର ସ୍କ୍ରିନ ବନ୍ଦ ହେବା ପରେ ମଧ୍ୟ ବିଜ୍ଞାପନ ଦେଖାଉଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?