ବାଣିଜ୍ୟ

ରେପୋ ରେଟ ଅପରିବର୍ତ୍ତିତ: ମୁଦ୍ରା ନୀତି ଘୋଷଣା…

ନୂଆଦିଲ୍ଲୀ,୧୦।୮ : ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ପୂର୍ବାହ୍ନ ୧୦ଟାରେ ମୁଦ୍ରା ନୀତି କମିଟିର ସୁଧ ହାର ନିଷ୍ପତ୍ତି ଘୋଷଣା କରିଛନ୍ତି। ବିଶ୍ୱ ର୍ଅନୈତିକ ଅନିଶ୍ଚିତତା ମଧ୍ୟରେ ସେ କେନ୍ଦ୍ରୀୟ ବ୍ୟାଙ୍କ ନେଇଥିବା ଅନ୍ୟ ନିଷ୍ପତ୍ତି ବିଷୟରେ ମଧ୍ୟ ଘୋଷଣା…

ରକ୍ତଚାପ-ଅପସ୍ମାର-ମଧୁମେହ-ମାଇଗ୍ରେନ ଔଷଧ ହେବ ଶସ୍ତା…

ନୂଆଦିଲ୍ଲୀ,୧୦।୮ : ରକ୍ତଚାପ-ଅପସ୍ମାର-ମଧୁମେହ ଏବଂ ମାଇଗ୍ରେନର ଚିକିତ୍ସାରେ ବ୍ୟବହୃତ ଔଷଧ ଶସ୍ତା ହେବ। କେନ୍ଦ୍ର ସରକାର ଏହି ଔଷଧଗୁଡ଼ିକୁ ମୂଲ୍ୟ ନିୟନ୍ତ୍ରଣ ଅଧୀନରେ ଆଣିଛନ୍ତି, ଯେଉଁ କାରଣରୁ ବଜାରରେ ଉପଲବ୍ଧ ଏହି ଔଷଧର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇପାରେ। ନ୍ୟାଶନାଲ ଫାର୍ମାସ୍ୟୁଟିକାଲ…

ସୋଆରେ ୫ଦିନିଆ ଜାତୀୟସ୍ତରୀୟ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର,୧୦।୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ପରିସରରେ ଷ୍ଟାଟିଷ୍ଟିକାଲ ମେଶିନ ଲର୍ନିଂ ସମ୍ପର୍କିତ ଏକ ୫ ଦିନିଆ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ ଶିବିର ନିକଟରେ ଆରମ୍ଭ ହୋଇଯାଇଛି। ସେହିଭଳି…

ଇକୋ ସିଷ୍ଟମ ବିକଶିତକୁ ଗୁରୁତ୍ୱ

ଭୁବନେଶ୍ୱର,୧୦।୮: ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି), ଷ୍ଟାର୍ଟଅପ୍‌ ଓଡ଼ିଶା, ଏମ୍‌ଏସ୍‌ଏମ୍‌ଇର ମିଳିତ ସହଯୋଗରେ ଖାଦ୍ୟ ଓ ଆଗ୍ରୋ ସମ୍ମିଳନୀ ବୁଧବାର ଏକ ୫ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସମ୍ମାନିତ ଅତିଥି ଭାବେ ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ…

ପରିବେଶ ଅନୁକୂଳ ଡେବିଟ୍‌ କାର୍ଡର ଶୁଭାରମ୍ଭ

ଭୁବନେଶ୍ୱର,୧୦।୮: ଏୟାରଟେଲ୍‌ ପେମେଣ୍ଟ୍‌ସ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ଡେବିଟ୍‌ କାର୍ଡର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ଏୟାରଟେଲ୍‌ ପେମେଣ୍ଟ୍‌ସ ବ୍ୟାଙ୍କର ଏକ ସେଭିଂସ ବ୍ୟାଙ୍କ ଆକାଉଣ୍ଟ ଥିବା ନୂଆ ଓ ବିଦ୍ୟମାନ ଗ୍ରାହକଙ୍କ ପାଇଁ ପରିବେଶ-ଅନୁକୂଳ ଡେବିଟ୍‌ କାର୍ଡର ଶୁଭାରମ୍ଭ…

ରିଲାଏନ୍ସ ଜୁଏଲ୍ସର ଆନିଭର୍ସାରି କଲେକ୍ସନ

ଭୁବନେଶ୍ୱର,୧୦।୮: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍ସର ଆନିଭର୍ସାରି କଲେକ୍ସନ ‘ଆଭାର’ର ଉନ୍ମୋଚନ ସହ ପ୍ରତିଷ୍ଠାନର ୧୬ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଭାର କଲେକ୍ସନ-୨୦୨୩ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା ମଧ୍ୟ କରାଯାଇଛି। ବିଶେଷକରି ଆଭାର…

କୋଇଲା ଉତ୍ପାଦନରେ ଓସିପିଏଲ୍‌ର ସଫଳତା

ଭୁବନେଶ୍ୱର,୧୦।୮: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଓଡ଼ିଶା କୋଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌ (ଓସିପିଏଲ୍‌) ରେକର୍ଡ ପରିମାଣର କୋଇଲା ଉତ୍ପାଦନକରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶା ସରକାର ଏବଂ ଓପିଜିସି ଦ୍ବାରା ପରିଚାଳିତ ଓସିପିଏଲ୍‌ ରାଜ୍ୟର ପ୍ରମୁଖ…

ଆଇସିଆଇସିଆଇ ବ୍ୟାଙ୍କର ‘ମୌସୁମୀ ବୋନାଞ୍ଜା’

ଭୁବନେଶ୍ୱର,୧୦।୮: ଆଇସିଆଇସିଆଇ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ତଥା ଲୋକପ୍ରିୟ ଅଫର ‘ମୌସୁମୀ ବୋନାଞ୍ଜା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଇଲେକ୍ଟ୍ରୋନିକ୍ସ ସାମଗ୍ରୀଠାରୁ ଆରମ୍ଭକରି ଟ୍ରାଭେଲ୍‌, ଅନ୍‌ଲାଇନ୍‌ ଶପିଂ, ଡାଇନିଂ, ଖାଦ୍ୟ ବରାଦ, ସ୍ବାସ୍ଥ୍ୟ, ବିଉଟି ଏବଂ ଉପହାର ପର୍ଯ୍ୟନ୍ତ ବିଭିନ୍ନ…

ଓଡ଼ିଶା ବଜାରରେ ଟ୍ରାୟମ୍ପର ସ୍ପିଡ୍‌ ୪୦୦

ଭୁବନେଶ୍ୱର,୧୦।୮ (ଅଭୟ ଦାଶ): ଟ୍ରାୟମ୍ପ ମାଟରସାଇକେଲସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ସ୍ପିଡ୍‌ ୪୦୦’ର ସର୍ବଭାରତୀୟ ବଜାର ପ୍ରବେଶ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଟ୍ରାୟମ୍ପ ମାଟରସାଇକେଲସର ସ୍ବୀକୃତିପ୍ରାପ୍ତ ଡିଲର ଶ୍ରୀ ଭାରତ ମୋଟର୍ସ ଲିମିଟେଡ୍‌ ପକ୍ଷରୁ…

ଜିଓର ପ୍ରଥମ ପର୍ଯ୍ୟାୟ ସେବା ପରୀକ୍ଷଣ

ଭୁବନେଶ୍ୱର,୧୦।୮: ଓଡ଼ିଶାରେ ରିଲାଏନ୍ସ ଜିଓର ୫ଜି ସେବା ଜାରି ରହିଥିବାବେଳେ ଦ୍ରୁତ ଗତିରେ ଉକ୍ତ ସେବାର ସମ୍ପ୍ରସାରଣ କରାଯାଉଛି। ବିଶେଷକରି ରିଲାଏନ୍ସ ଜିଓର ୫ଜି ସାଇଟ୍‌ରେ ୨୬ ଗିଗାହର୍ଜ ଓ ୩୩୦୦ମେଗାହର୍ଜର ପ୍ରଥମ ପର୍ଯ୍ୟାୟ ସେବା ପରୀକ୍ଷଣ ଭାରତ ସରକାରଙ୍କ ଦୂରସଞ୍ଚାର…

ଶେୟାର ବଜାର କାରବାରରେ ଉତ୍ସାହ

ଭୁବନେଶ୍ୱର,୧୦।୮: ଦିନକ ପରେ ପୁଣି ଥରେ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୩ୟ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ଫଳରେ ଶେୟାର ବଜାର…

ଏପିଏସ୍‌ଇଜେଡ୍‌ର ପ୍ରଥମ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧୦।୮: ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶିଆଲ ଇକୋନୋମିକ୍‌ ଜୋନ୍‌ (ଏପିଏସ୍‌ଇଜେଡ୍‌) ଲିମିଟେଡ୍‌ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଏପିଏସ୍‌ଇଜେଡ୍‌ ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ସମ୍ପର୍କରେ ବିସ୍ତୃତ ଘୋଷଣା କରାଯାଇଛି। ବିଶେଷକରି ଉଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?