ବାଣିଜ୍ୟ

ପୋକୋ ଏମ୍‌୬ ପ୍ରୋ ୫ଜି ଉନ୍ମୋଚିତ

ଭୁବନେଶ୍ୱର,୧୪।୮: ପୋକୋ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଏମ୍‌ ସିରିଜର ନୂତନ ଉପତ୍ାଦ ‘ପୋକୋ ଏମ୍‌୬ ପ୍ରୋ ୫ଜି’ର ବଜାର ପ୍ରବେଶ ନିକଟରେ ହୋଇଯାଇଛି। ବିଶେଷ କରି ପୋକୋ ଏମ୍‌୬ ପ୍ରୋ ୫ଜି, ୫ଜି ସ୍ମାର୍ଟଫୋନ୍‌ କ୍ଷେତ୍ରରେ ନୂତନ ମାନକ ଧାର୍ଯ୍ୟ…

ହର ଘର ତ୍ରିରଙ୍ଗା ଅଭିଯାନ: ୬୦୦ କୋଟିରୁ ଅଧିକ କାରବାର ଆଶା…

ନୂଆଦିଲ୍ଲୀ,୧୩।୮ : ଭାଜପାର ହର ଘର ତ୍ରିରଙ୍ଗା ଅଭିଯାନ ଯୋଗୁ ବଜାରରେ ୬୦୦ କୋଟିରୁ ଅଧିକ ଟଙ୍କା କାରବାର କରିବ ବୋଲି ଆକଳନ କରାଯାଇଛି। ଦେଶର ପ୍ରତ୍ୟେକ ନାଗରିକଙ୍କ ଘରେ ତ୍ରିରଙ୍ଗା ଲଗାଇବାକୁ ଦଳ ଯୋଜନା କରିଛି। କେନ୍ଦ୍ର ସରକାରଙ୍କ ମନ୍ତ୍ରୀ,…

ଅରୁନ୍ଧତୀରେ ଚେନ୍ସ ଆଣ୍ଡ ବ୍ୟାଙ୍ଗେ୍‌ଲସ୍‌ ଫେଷ୍ଟିଭାଲ

ଭୁବନେଶ୍ୱର,୧୩।୮ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ‘ଅରୁନ୍ଧତୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ତଥା ଅଭିଜ୍ଞ କାରିଗରି ଦ୍ୱାରା ନିର୍ମିତ ଅଳଙ୍କାରର ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ‘ଚେନ୍ସ ଆଣ୍ଡ ବ୍ୟାଙ୍ଗେ୍‌ଲସ୍‌ ଫେଷ୍ଟିଭାଲ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ଅବସରରେ ଆକର୍ଷଣୀୟ…

ଭାରତକୁ ଟମାଟୋ ରପ୍ତାନି କରିବ ନେପାଳ

ନୂଆଦିଲ୍ଲୀ,୧୨।୮: ଆକାଶଛୁଆଁ ଟମାଟୋର ମୂଲ୍ୟ ହ୍ରାସ କରିବା ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର। ଏଥିପାଇଁ କେନ୍ଦ୍ର ସରକାର ନେପାଳର ସହଯୋଗ ଲୋଡିଛନ୍ତି। ତେବେ ଏନେଇ ନେପାଳ ଟମାଟୋ ରପ୍ତାନି କରିବାକୁ ରାଜି ହୋଇଥିଲେ ମଧ୍ୟ ସିଧାସଳଖ ବଜାରକୁ ସହଜରେ ପହଞ୍ଚାଇବା ସହ…

ରୁପେ କ୍ରେଡିଟ୍‌ କାର୍ଡ ଜରିଆରେ ୟୁପିଆଇ ପେମେଣ୍ଟ ସେବା ଆରମ୍ଭ କଲା ଏସ୍‌ବିଆଇ କାର୍ଡ

ନୂଆଦିଲ୍ଲୀ,୧୨।୮: ଭାରତର ସବୁଠାରୁ ବଡ ପିଓର ପ୍ଲେ କ୍ରେଡିଟ୍‌ କାର୍ଡ କମ୍ପାନୀ ଏସ୍‌ବିଆଇ କାର୍ଡ ନିଜର ଗ୍ରାହକଙ୍କ ଲାଗି ନୂଆ ସୁବିଧା ଆରମ୍ଭ କରିଛି। କମ୍ପାନୀ ଗ୍ରାହକଙ୍କୁ ରୁପେ କ୍ରେଡିଟ୍‌ କାର୍ଡ ବ୍ୟବହାର କରି ୟୁପିଆଇ ପେମେଣ୍ଟ କରିବାର ସୁବିଧା ଉପଲବ୍ଧ…

ପୁଣି ନିକଟତର ହେଲେ ଅମ୍ବାନୀ ବ୍ରଦର୍ସ; ରୋହିତ-ଅଜୟଙ୍କ ଯୋଗୁ ହେଲା ସମ୍ଭବ

ବମ୍ବେ: ପୁଣିଥରେ ନିକଟତର ହୋଇଛନ୍ତି ଅମ୍ବାନୀ ବ୍ରଦର୍ସ। ଫିଲ୍ମ ନିର୍ଦ୍ଦେଶକ ରୋହିତ ଶେଟ୍ଟିଙ୍କ ଲାଗି ଏହା ସମ୍ଭବ ହୋଇଛି। ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌(ଆର୍‌ଆଇଏଲ୍‌) ଏବଂ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟ ରୋହିତଙ୍କ ଆଗାମୀ ଫିଲ୍ମ ‘ସିଙ୍ଘମ ୩’ର ପ୍ରଯୋଜନା…

ଇଣ୍ଡିଆସ୍‌ ବିଗେଷ୍ଟ ଇଲେକ୍ଟ୍ରୋନିକ୍ସ ସେଲ୍‌

ଭୁବନେଶ୍ୱର,୧୨।୮ : ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ ଡିଜିଟାଲ ଇଣ୍ଡିଆ ସେଲ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କମ୍ପାନୀର ଲୋକପ୍ରିୟ ଅଭିଯାନ ‘ଇଣ୍ଡିଆସ ବିଗେଷ୍ଟ ଇଲେକ୍ଟ୍ରୋନିକ୍ସ ସେଲ୍‌’ ଜରିଆରେ ଉପଭୋକ୍ତମାନଙ୍କୁ ଟେକ୍ନୋଲୋଜି ସହ ସଶକ୍ତ କରିବା ପାଇଁ ରିଲାଏନ୍ସ ଡିଜିଟାଲ…

ବେଦାନ୍ତ ଆଲୁମିନିୟମର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୧୨।୮: ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ଓ ଛତିଶଗଡ଼ ୟୁନିଟ କାର୍ଯ୍ୟ ପରିସରରେ ଏକ ସ୍ବତନ୍ତ୍ର ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ଏପରିକି ସପ୍ତାହବ୍ୟାପୀ ଆୟୋଜିତ ଉକ୍ତ ଅଭିଯାନରେ ଉଭୟ ମା…

ଭୁବନେଶ୍ୱରରେ ଯାତ୍ରାର ପ୍ରଥମ ଫ୍ରାଞ୍ଚାଇଜ୍‌ ଷ୍ଟୋର

ଭୁବନେଶ୍ୱର,୧୨।୮ : ଦେଶର ଅଗ୍ରଣୀ ଅନଲାଇନ୍‌ ଟ୍ରାଭେଲ୍‌ କମ୍ପାନୀ ଯାତ୍ରା (ୟାତ୍ରା) ର ପ୍ରଥମ ଅଫଲାଇନ୍‌ ଫ୍ରାଞ୍ଚାଇଜ୍‌ ଷ୍ଟୋର ଓଡିଶା ବଜାରରେ ଉଦଘାଟିତ ହୋଇଯାଇଛି। ବିଶେଷ କରି ଭୁବନେଶ୍ୱରର ଜୟଦେବଠାରେ ଯାତ୍ରାର ପ୍ରଥମ ଫ୍ରାଞ୍ଚାଇଜ୍‌ ଷ୍ଟୋର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି।…

ଏଏମ୍‌ଏନ୍‌ଏସ ଇଣ୍ଡିଆ ପକ୍ଷରୁ ରିଲିଫ୍‌ ସାମଗ୍ରୀ ପ୍ରଦାନ

ଭୁବନେଶ୍ୱର,୧୨।୮: ଆର୍ସଲରମିତଲ ନିପ୍ପନ୍‌ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ) ଇଣ୍ଡିଆ ବନ୍ୟା ପ୍ରପିଡିତ ଗ୍ରାମାଞ୍ଚଳଗୁଡିକରେ ରିଲିଫ ବିତରଣ ପାଇଁ ଆବଶ୍ୟକୀୟ ରିଲିଫ ସାମଗ୍ରୀ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍‌ ପ୍ରଶାସନକୁ ପ୍ରଦାନ କରାଯାଇଛି। ଏପରିକି କୁଜଙ୍ଗ ବ୍ଲକରେ ବନ୍ୟା ଯୋଗୁଁ ଜନଜୀବନ,ପଶୁସମ୍ପଦ ଓ ସମ୍ପତିରେ…

ଖସିଲା ଶେୟାର ବଜାର କାରବାର

ନୂଆଦିଲ୍ଲୀ,୧୨।୭: କ୍ରମାଗତ ୨ଦିନ ଲାଗି ଭାରତୀୟ ଶେୟାର ବଜାରର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର) ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷ କରି ଶୁକ୍ରବାର…

୬.୫୩ ଲକ୍ଷ କୋଟିର ପ୍ରତ୍ୟକ୍ଷ ଟିକସ ସଂଗ୍ରହ

ନୂଆଦିଲ୍ଲୀ,୧୨।୭ (ଅଭୟ ଦାଶ): କ୍ରମାଗତ ଭାବେ ଦେଶର ଟିକସ ସଂଗ୍ରହ ବୃଦ୍ଧି ପାଉଛି। ବିଶେଷ କରି ଚଳିତ ଆର୍ଥିକ ବର୍ଷରେ ଟିକସରୁ ସରକାରଙ୍କ ଆୟ କ୍ରମାଗତ ଭାବେ ବୃଦ୍ଧି ପାଇଛି। ଶୁକ୍ରବାର ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍‌ସେସ୍‌ (ସିବିଡିଟି) ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?