ବାଣିଜ୍ୟ

ରୁଙ୍ଗ୍‌ଟା ଷ୍ଟିଲ୍‌ର ଡିଲର୍‌ ମିଟ୍‌

ଭୁବନେଶ୍ୱର,୨୮।୮: ଦେଶର ଅଗ୍ରଣୀ ଟିଏମ୍‌ଟି ବାର୍‌ ଓ ସମନ୍ବିତ ଇସ୍ପାତ ଉପତ୍ାଦ ନିର୍ମାତା ରୁଙ୍ଗଟା ଷ୍ଟିଲ୍‌ ପକ୍ଷରୁ ଦେବରାଜ ପଣ୍ଡା ଆଣ୍ଡ୍‌ କୋ ସହଯୋଗରେ କନ୍ଧମାଳଠାରେ ଏକ ଡିଲର ମିଟ୍‌ର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଓଡ଼ିଶାର ବିଭିନ୍ନ…

୨ରେ ୨୭ତମ ରୁଚି ପ୍ରତିଭା ପୂଜନ

କଟକ,୨୮ା୮ : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରୁଚି ପ୍ରତିଭା ସମ୍ମାନ ସମାରୋହ ଉତ୍ସବ ୨୦୨୩ ସେପ୍ଟେମ୍ବର ୨ରେ ଆୟୋଜନ ହେବ ବୋଲି ରୁଚି ପ୍ରତିଭା ଫାଉଣ୍ଡେଶନ ପକ୍ଷରୁ ସୂଚନା ଦିଆଯାଇଛି। ରୁଚି ପ୍ରତିଭା ଫାଉଣ୍ଡେଶନ ପକ୍ଷରୁ ଲିଙ୍କ୍‌…

ଟାଟା ପାଓ୍ବାରର ‘ଟ୍ରେନ୍‌ ଟୁ ହାୟାର’

ଭୁବନେଶ୍ୱର,୨୮।୮: ଟାଟା ପାୱାରର ‘ଟ୍ରେନ୍‌ ଟୁ ହାୟାର’ କାର୍ଯ୍ୟକ୍ରମ ଅଧୀନରେ କମ୍ପାନୀ ଓଡ଼ିଶାର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ସହ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଥିବା ବେଳେ ଶିଳ୍ପକ୍ଷେତ୍ରରେ ଭବିଷ୍ୟତ ଗଠନ ପାଇଁ ଯୁବ ଇଞ୍ଜିନିୟରିଂ ଛାତ୍ରୀଛାତ୍ରଙ୍କୁ ସଶକ୍ତ କରିବାର ଏକ ଗୁରୁତ୍ୱପୂର୍ଣ୍ଣ…

ଜିଏଏ ସହ ସିୟୁଟିଏମ୍‌ର ରାଜିନାମା

ଭୁବନେଶ୍ୱର,୨୮।୮: ସେଞ୍ଚୁରିଅନ୍‌ ୟୁନିଭର୍ସିଟି ଅଫ୍‌ ଟୋକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ୍‌) ଏବଂ ଓଡ଼ିଶା ସରକାରଙ୍କ ଗୋପାବନ୍ଧୁ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେଶନ (ଜିଏଏ) ଭୁବନେଶ୍ୱର ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷର ହୋଇଯାଇଛି। ଏକାଡେମିକ୍‌, ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ଆଦି କ୍ଷେତ୍ରରେ…

ବନ୍ଧନ ନିଫ୍ଟି ଆଇଟି ଇଣ୍ଡେକ୍ସ ଫଣ୍ଡ୍‌

ଭୁବନେଶ୍ୱର,୨୮।୮: ବନ୍ଧନ ମ୍ୟୁଚୁଆଲ ଫଣ୍ଡ୍‌ର ଏକ ଓପନ୍‌-ଏଣ୍ଡେଡ୍‌ ଇକ୍ୱିଟି ସ୍କିମ୍‌ ବନ୍ଧନ ନିଫ୍ଟି ଆଇଟି ଇଣ୍ଡେକ୍ସ ଫଣ୍ଡର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଫଣ୍ଡ୍‌ ସହିତ ବନ୍ଧନ ମ୍ୟୁଚୁଆଲ ଫଣ୍ଡ୍‌ ଭାରତୀୟ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) କ୍ଷେତ୍ରର ଅଭିବୃଦ୍ଧି ସମ୍ଭାବନାକୁ…

ଓଡ଼ିଶା ରିୟଲ ଇଷ୍ଟେଟ କ୍ଷେତ୍ରରେ ରୂପାନ୍ତରଣ

ଭୁବନେଶ୍ୱର,୨୮।୮ (ଅଭୟ ଦାଶ): ରିୟଲଟର୍ସ ଆସୋସିଏଶନ ଅଫ ଓଡ଼ିଶା ବା ଓଆରଏ ଏବଂ ଏନ୍‌ଏଆର ଇଣ୍ଡିଆର ମିଳିତ ସହଯୋଗରେ ଏକ ଅଭିନବ କର୍ମଶାଳା ‘ଇନୋଭେଟ ଆରଇ ୨୦୨୩’ ନିକଟରେ ଆୟୋଜିତ ହୋଇଯାଇଛି। ବିଶେଷ କରି ଏହି ରିୟଲ ଇଷ୍ଟେଟ କର୍ମଶାଳା ଅନେକ…

୨୬୦୦ କୋଟି କ୍ଷତି, ୯୦ ଟଙ୍କାରେ ବିକ୍ରି ହେଲା ବିଶ୍ୱର ଦ୍ୱିତୀୟ ବୃହତ୍ତମ ମଦ ନିର୍ମାତା କମ୍ପାନୀ ହେନକେନ!

ଆମଷ୍ଟରଡାମ,୨୭।୮: ବିଶ୍ୱର ଦ୍ୱିତୀୟ ବୃହତ୍ତମ ମଦ କମ୍ପାନୀ ହେନକେନ ରୁଷିଆରେ ଏହାର ବ୍ୟବସାୟକୁ ଦୃଢ କରିପାରିଛି। ମସ୍କୋ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିବାର ୧୮ ମାସ ପରେ, ଡଚ ମଦ ନିର୍ମାତା ହେନେକେନ ରୁଷିଆରୁ ତା’ର ପ୍ରତ୍ୟାହାର ଶେଷ କରିଛି।…

ରିଅଲ୍‌ମିର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୨୭।୮: ରିଅଲ୍‌ମିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଉତ୍ପାଦଗୁଡିକୁ ନିକଟରେ କମ୍ପାନୀ ପକ୍ଷରୁ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ହିରୋ ନମ୍ବର ସିରିଜ୍‌ ଓ ଏଆଇଓଟି ସେଗ୍‌ମେଣ୍ଟରେ ୪ଟି ବୈପ୍ଳବିକ ନୂତନ ଉପତ୍ାଦ ଯଥା ରିଅଲ୍‌ମି୧୧…

ଓଡିଏମ୍‌ ପବ୍ଲିକ୍‌ ସ୍କୁଲର ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ

ଭୁବନେଶ୍ୱର,୨୭।୮: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲର ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ‘ନଲେଜ୍‌ କ୍ରଲ୍‌-୨୦୨୩’ ଶନିବାର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ…

୨ରେ ୨୭ତମ ରୁଚି ପ୍ରତିଭା ପୂଜନ

କଟକ,୨୭।୮ (ସୁପ୍ରିୟା ପ୍ରିୟଦର୍ଶିନୀ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରୁଚି ପ୍ରତିଭା ସମ୍ମାନ ସମାରୋହ ଉତ୍ସବ ୨୦୨୩ ସେପ୍ଟେମ୍ବର ୨ରେ ଆୟୋଜନ ହେବ ବୋଲି ରୁଚି ପ୍ରତିଭା ଫାଉଣ୍ଡେଶନ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ଶନିବାର ଲିଙ୍କ୍‌…

ରିଲାଏନ୍ସ ରିଟେଲ ପକ୍ଷରୁ ୟୁଷ୍ଟାର ଶୁଭାରମ୍ଭ

ଭୁବନେଶ୍ୱର,୨୭।୮: ରିଲାଏନ୍ସ ରିଟେଲ ପକ୍ଷରୁ ଯୁବ ଫ୍ୟାଶନ ରିଟେଲ ଫର୍ମାଟ ୟୁଷ୍ଟା’ର ଆନୁଷ୍ଠାନିକ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ହାଇଦ୍ରାବାଦଠାରେ ୟୁଷ୍ଟାର ପ୍ରଥମ ଷ୍ଟୋର ସହିତ ନୂଆ ଫର୍ମାଟର ଶୁଭାରମ୍ଭ କରାଯାଇଛି। ଏପରିକି ସର୍ବାଧୁନିକ ଜ୍ଞାନକୌଶଳସମ୍ପନ୍ନ ଷ୍ଟୋର ଲେ-ଆଉଟ…

ଜେଏସ୍‌ଏଲ୍‌କୁ ଗ୍ରୀନ୍‌ଟେକ୍‌ କ୍ବାଲିଟି ପୁରସ୍କାର

କଳିଙ୍ଗନଗର,୨୮।୬(ଶୁଭାଶିଷ ରାଉତ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ବିଶେଷ କରି ଗୁଣାତ୍ମକ ଉନ୍ନତି ବର୍ଗ ଅଧୀନରେ ଜେଏସ୍‌ଏଲ୍‌ର କଳିଙ୍ଗନଗର ୟୁନିଟ୍‌ (ପ୍ଲାଣ୍ଟ)କୁ ସମ୍ମାନ ଜନକ ଗ୍ରୀନ୍‌ଟେକ କ୍ବାଲିଟି ଏବଂ ଇନୋଭେଶନ ଆୱାର୍ଡ-୨୦୨୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?