ଏଲ୍ଜିର ନୂତନ ଉତ୍ପାଦ ଉନ୍ମୋଚିତ
ଭୁବନେଶ୍ୱର,୨୩।୯: ଏଲ୍ଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ନୂତନ ଉତ୍ପାଦ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷକରି ଏଲ୍ଜିର ଓ୍ବାଇଫାଇ କନ୍ଭର୍ଟିବୁଲ ସାଇଡ୍ ବାଇ ସାଇଡ୍ ରେଫ୍ରିଜେଟରକୁ ବଜାର ପ୍ରବେଶ କରାଇଛି। ଉକ୍ତ ରେଫ୍ରିଜେଟରରେ ଅନେକ ପ୍ରକାର ନୂତନ ଫିଚର ସହ…
ଆଇଡିବିଆଇର ପାର୍ବଣ ଅଫର
ଭୁବନେଶ୍ୱର,୨୩।୯: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଚଳିତ ବର୍ଷର ପାର୍ବଣ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ୟାଙ୍କର ଲୋକପ୍ରିୟ ଯୋଜନା ‘ଅମୃତ ମହୋସତ୍ବ ଏଫ୍ଡି’ ସ୍କିମ୍ ଉପରେ ଉକ୍ତ ଅଫର ପ୍ରଦାନ କରାଯାଉଛି। ଏହି ଅଫର ୨୦୨୩ ଅକ୍ଟୋବର ୩୧ ପର୍ଯ୍ୟନ୍ତ…
ସୁଖୀ ସହ ସଚ୍ଚୀ ସହେଲୀର ସହଭାଗିତା
ଭୁବନେଶ୍ୱର, ୨୩।୯: ଦିଭିସା ହର୍ବାଲ୍ସ ପ୍ରାଇଭେଟ୍ ଲିମିଟେଡ୍ର ଅଗ୍ରଣୀ ବ୍ରାଣ୍ଡ୍ ସଚ୍ଚୀ ସହେଲୀ ଏବଂ ବଲିଉଡ୍ ଫିଲ୍ମ ସଖୀ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଉକ୍ତ ବୁଝାମଣା ଅନୁସାରେ ଉଭୟେ ଉଭୟଙ୍କର ପ୍ରଚାର ପ୍ରସାର କରିବେ ବୋଲି ଜଣାପଡିଛି।…
ଅରୁନ୍ଧତୀର ୬ଷ୍ଠ ବାର୍ଷିକ ମହୋସତ୍ବ
ଭୁବନେଶ୍ୱର ,୨୩।୯: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ଶୁକ୍ରବାର ଭୁବନେଶ୍ୱର ଆଉଟ୍ଲେଟ୍ (ଶୋ’ରୁମ୍)ର ୬ଷ୍ଠ ବାର୍ଷିକ ମହୋସତ୍ବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର କହିଛନ୍ତି, ଅରୁନ୍ଧତୀର ୬ଷ୍ଠ ବାର୍ଷିକ…
୩ ଦିନିଆ ପର୍ଯ୍ୟଟନ ମେଳା ଉଦ୍ଘାଟିତ
ଭୁବନେଶ୍ୱର, ୨୩।୯: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ଲୁ ଆଇ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଏକ ୩ଦିନିଆ ‘ପର୍ଯ୍ୟଟନ ମେଳା’ ଭୁବନେଶ୍ୱରର ହୋଟେଲ ପାଲ୍ ହାଇଟ୍ସ୍ଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜମ୍…
ମାଷ୍ଟର କ୍ୟାଣ୍ଟିନରେ ଖୋଲିବ କଲ୍ୟାଣ ଜୁଏଲର୍ସର ନୂତନ ଶୋ’ରୁମ୍
ଭୁବନେଶ୍ୱର,୨୩।୯: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସର ନୂତନ ଶୋ’ରୁମ୍ ରବିବାର ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହେବାକୁ ଯାଉଛି। ଏ ନେଇ କଲ୍ୟାଣ ଜୁଏଲର୍ସ ପକ୍ଷରୁ ବିସ୍ତୃତ ସୂଚନା ପ୍ରଦାନ ସହ ଓଡ଼ିଶା ବଜାରରେ କାରବାର…
୫.୪ ଲକ୍ଷ କୋଟି ହରାଇଲେ ନିବେଶକ
ଭୁବନେଶ୍ୱର, ୨୩।୯: ଗତ ୨ ସପ୍ତାହ ହେଲା ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଫଳରେ ଶେୟାର ବଜାରର ନିବେଶକମାନେ ଆଶା ଆଶଙ୍କାରେ କାରବାର କରୁଛନ୍ତି। ଏପରିକି କ୍ରମାଗତ ୩ୟ ଦିନ ଲାଗି ଶେୟାର ବଜାର କାରବାରରେ ହ୍ରାସ ଘଟିଛି।…
ଗ୍ଲେନମାର୍କ ଲାଇଫ୍ ସାଇନ୍ସେଜ୍କୁ କିଣିବ ନିର୍ମା
ନୂଆଦିଲ୍ଲୀ,୨୨।୯: ଗ୍ଲେନମାର୍କ ଲାଇଫ୍ ସାଇନ୍ସେଜ୍କୁ କିଣିବ ନିର୍ମା ଲିମିଟେଡ୍। ଔଷଧ କମ୍ପାନୀ ଗ୍ଲେନମାର୍କ ଫାମାସୁଟିକାଲ୍ସର ସହଯୋଗୀ କମ୍ପାନୀ ଗ୍ଲେନମାର୍କ ଲାଇଫ ସାଇନ୍ସେଜ୍ରେ ୭୫% ଅଂଶଧନକୁ ନିର୍ମା କମ୍ପାନୀ କିଣିବ ବୋଲି ସ୍ପଷ୍ଟ ହୋଇଛି। ଏହି ବିକ୍ରି ଶେୟାର ପିଛା ୬୧୫ ଟଙ୍କାରୁ…
ଟ୍ରୁକଲର ନ୍ୟୁ ବ୍ରାଣ୍ଡ୍ ଆଇଡେଣ୍ଟିଟିି ଉନ୍ମୋଚିତ
ଭୁବନେଶ୍ୱର,୨୨।୯:ଟ୍ରୁ କଲରର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଟ୍ରୁକଲର ନ୍ୟୁ ବ୍ରାଣ୍ଡ୍ ଆଇଡେଣ୍ଟିଟି ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷକରି ଟ୍ରୁ କଲରର କର୍ପୋରେଟ୍ ରିବ୍ରାଣ୍ଡିଂ ଏବଂ ନୂତନ ଆପ୍ ଆଇକନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି, ଯାହାକି…
ଆକ୍ସିସ୍ର ‘ନିଓ ଫର୍ ବିଜ୍ନେସ୍’
ଭୁବନେଶ୍ୱର,୨୨।୯:ଆକ୍ସିସ୍ ବ୍ୟାଙ୍କର ନୂତନ ବ୍ୟାଙ୍କିଙ୍ଗ୍ ପ୍ଲାଟଫର୍ମ ‘ନିଓ ଫର ବିଜନେସ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ଙ୍କ ପାଇଁ ସ୍ବତନ୍ତ୍ର କାରବାର ଆରମ୍ଭ ହୋଇଛି। ଏ ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍…
ସେନ୍କୋର ପ୍ରଥମ ଭର୍ଚୁଆଲ୍ ଶୋ’ରୁମ୍ ‘ସେନ୍କୋଭର୍ସ’
ଭୁବନେଶ୍ୱର,୨୨।୯:ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସର ପ୍ରଥମ ଭର୍ଚୁଆଲ୍ ଶୋ’ରୁମ୍ ‘ସେନ୍କୋଭର୍ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି କମ୍ପାନୀ (ବ୍ରାଣ୍ଡ୍) ମେଟାଭର୍ସରେ ପ୍ରବେଶ ସହ ଭାରତର ପ୍ରଥମ ଗହଣା ଶୋ’ରୁମ୍ ଭାବେ ନୂଆ ପିଢ଼ିର ଗ୍ରାହକମାନଙ୍କ ସହ ବେଶ୍ ଯୋଡ଼ି ହୋଇପାରିବ ଓ…
ଆଜିଠାରୁ ଆଜିଓ ଅଲ୍ ଷ୍ଟାର୍ସ ସେଲ୍
ଭୁବନେଶ୍ୱର,୨୨।୯:ଭାରତର ପ୍ରିମିୟମ ଫେସନ ଇ-ଟେଲର ଆଜିଓର ଫ୍ଲାଗସିପ୍ କାର୍ଯ୍ୟକ୍ରମ ‘ଅଲ୍ ଷ୍ଟାର୍ସ ସେଲ୍’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ମାର୍କସ୍ ଆଣ୍ଡ ସ୍ପେନ୍ସର ଏବଂ ଲି ଓ ରାଙ୍ଗଲର ସହଭାଗିତାରେ କରାଯାଉଥିବା ଏହି ‘ଅଲ୍ ଷ୍ଟାର୍ସ ସେଲ୍’ ୨୦୨୩ ସେପ୍ଟେମ୍ବର ୨୨ରୁ…

